If the world praises India it's because of your vote which elected a majority government in the Centre: PM Modi in Mudbidri

May 03rd, 11:01 am

Continuing his election campaigning spree, Prime Minister Narendra Modi today addressed a mega public meeting in Karnataka’s Mudbidri. May 10th, the day of the polls, is fast approaching. The BJP is determined to make Karnataka the top state and BJP's resolve is to make Karnataka a manufacturing super power. This is our roadmap for the coming years,” stated PM Modi.

PM Modi addresses public meetings in Karnataka’s Mudbidri, Ankola and Bailhongal

May 03rd, 11:00 am

Continuing his election campaigning spree, Prime Minister Narendra Modi today addressed a mega public meeting in Karnataka’s Mudbidri. May 10th, the day of the polls, is fast approaching. The BJP is determined to make Karnataka the top state and BJP's resolve is to make Karnataka a manufacturing super power. This is our roadmap for the coming years,” stated PM Modi.

ସର୍ବାଧିକ ରାଜସ୍ୱ ସଂଗ୍ରହ ପାଇଁ ହାଲ୍‍ କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

April 01st, 09:21 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ଆର୍ଥିକ ବର୍ଷର ୨୪,୬୨୦ କୋଟି ଟଙ୍କା ତୁଳନାରେ ୨୦୨୨-୨୩ ଆର୍ଥିକବର୍ଷ ପାଇଁ ପ୍ରାୟ ୨୬,୫୦୦ କୋଟି (ଆନୁମାନିକ ଏବଂ ଅଡିଟ୍‍ ହୋଇନଥିବା) ସର୍ବାଧିକ ରାଜସ୍ୱ ସଂଗ୍ରହ ପାଇଁ ହାଲ୍‍ ର ସମଗ୍ର ଦଳକୁ ପ୍ରଶଂସା କରିଛନ୍ତି । ଗତ ବର୍ଷ ତୁଳନାରେ କମ୍ପାନୀ ଏହି ବର୍ଷ ରେକର୍ଡ ପରିମାଣର ୮% ରାଜସ୍ୱ ଅଭିବୃଦ୍ଧି କରିଛି ।

‘ତୁମ୍‌କୁରୁ ଇଣ୍ଡଷ୍ଟ୍ରିଆଲ ଟାଉନସିପ’ର ଭିତିପ୍ରସ୍ତର ସ୍ଥାପନ ଏବଂ କର୍ଣ୍ଣାଟକର ତୁମ୍‌କୁରୁରେ ହାଲ ହେଲିକପ୍ଟର କାରଖାନାକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନର ମୂଳ ପାଠ

February 06th, 04:20 pm

କର୍ଣ୍ଣାଟକ ସନ୍ଥ ଋଷି ଓ ମନିଷୀମାନଙ୍କର ଭୂମି ଅଟେ । ଆଧ୍ୟାତ୍ମ, ଜ୍ଞାନ- ବିଜ୍ଞାନର ମହାନ ଭାରତୀୟ ପରମ୍ପରାକୁ କର୍ଣ୍ଣାଟକ ସର୍ବଦା ସଶକ୍ତ କରିଛି । ଏଥିରେ ମଧ୍ୟ ତୁମ୍‌କୁରୁର ବିଶେଷ ସ୍ଥାନ ରହିଛି । ସିଦ୍ଧ ଗଙ୍ଗା ମଠର ଏଥିରେ ବହୁତ ବଡ ଭୂମିକା ରହିଛି । ପୂଜ୍ୟ ଶିବକୁମାର ସ୍ୱାମୀ ଜୀ ଉତରାଧିକାର ସ୍ୱରୂପ ଯେଉଁ ‘ତ୍ରିବିଧା ଦସୋହୀ’ ଅର୍ଥାତ୍ “ଅନ୍ନା” “ଅକ୍ଷରା” ଏବଂ “ଆସରେ” ଛାଡି ଯାଇଛନ୍ତି ତାକୁ ଆଜି ଶ୍ରୀ ସିଦ୍ଧଲିଙ୍ଗା ମହାସ୍ୱାମୀ ଜୀ ଆଗକୁ ବଢାଉଛନ୍ତି । ମୁଁ ପୂଜ୍ୟ ସନ୍ଥମାନଙ୍କୁ ପ୍ରଣାମ କରୁଛି । ଗୁବ୍‌ବିସ୍ଥିତ ଶ୍ରୀ ଚିଦମ୍ବରା ଆଶ୍ରମ ଏବଂ ଭଗବାନ ଚନ୍ନବଶ୍ୱେଶ୍ୱରଙ୍କୁ ମଧ୍ୟ ମୁଁ ପ୍ରଣିପାତ କରୁଛି!

ତୁମକୁରୁରେ ହାଲ୍‍ ହେଲିକାପ୍ଟର କାରଖାନାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ

February 06th, 04:12 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତୁମକୁରୁରେ ହାଲ ହେଲିକାପ୍ଟର କାରଖାନାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ସେ ତୁମକୁରୁ ଇଣ୍ଡଷ୍ଟ୍ରିଆଲ୍ ଟାଉନସିପ୍ ଏବଂ ତୁମକୁରୁର ତିପତୁର ଏବଂ ଚିକ୍କନାୟାକାନାହଲ୍ଲୀ ଠାରେ ଦୁଇଟି ଜଳ ଜୀବନ ମିଶନ୍ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ହେଲିକପ୍ଟର ସୁବିଧା ଏବଂ ହ୍ୟାଙ୍ଗରକୁ ଯିବା ସହିତ ହାଲୁକା ହେଲିକାପ୍ଟରକୁ ଉନ୍ମୋଚନ କରିଥିଲେ ।

Congress Government in Karnataka is working only for 'Naamdaars' and not for 'Kaamgaars': PM Modi

May 05th, 12:26 pm

Continuing his campaign trail across Karnataka, PM Narendra Modi today addressed public meetings at Tumakuru, Gadag and Shivamogga. The PM said that Tumakuru was the land to several greats and Saints, Seers and Mutts here played a strong role in the development of our nation.

ଆଧୁନିକ ,ପ୍ରଗତିଶୀଳ ଏବଂ ବିକଶିତ କର୍ଣ୍ଣାଟକ ବିଜେପିର ଭିଜନ :ପ୍ରଧାନମନ୍ତ୍ରୀ ମୋଦୀ

May 05th, 12:15 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କର୍ଣ୍ଣାଟକରେ ଚାରୋଟି ଜନସଭାକୁ ସମ୍ବୋଧିତ କରିଛନ୍ତି । ତୁମକୁରୁ ,ଗଡଙ୍ଗ ଏବଂ ଶିବମୋଗା ଏବଂ ମାଙ୍ଗାଲୁରୁରେ ହୋଇଥିବା ଏହି ଜନସଭାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବା ପାଇଁ ଭାରି ଭିଡ଼ ଜମିଥିଲା ଯେଉଁଥିରେ ମହିଳା ଏବଂ ଯୁବାଙ୍କ ସଂଖ୍ୟା ମଧ୍ୟ ଅଧିକ ଥିଲା ।

It is now time to ensure that weapons & equipment of Indian Armed Forces are the best in the world: PM Modi

January 03rd, 04:05 pm



PM unveils plaque for foundation stone for new helicopter manufacturing unit of HAL in Tumkur district

January 03rd, 02:15 pm