Transportation is a medium for prosperity, empowerment and accessibility: PM Modi
November 19th, 12:00 pm
PM Modi addressed a public meeting in Haryana’s Sultanpur, after inauguration of the Western Peripheral Expressway and Ballabhgarh- Mujesar section of metro link. He also laid the foundation stone of Vishwakarma University. Addressing the gathering, PM Modi mentioned how due to delay of the previous government at Centre had stalled the project for years. The PM also cited various development initiatives of the NDA Government aimed at enhancing the quality of life of citizens.ପଶ୍ଚିମ ପେରିଫେରାଲ ଏକ୍ସପ୍ରେସ ସଡକର କୁଣ୍ଡଲୀ-ମାନେସର ସେକ୍ସନ, ବଲ୍ଲବଗଡ଼-ମୁଜେସର ମେଟ୍ରୋ ଲିଙ୍କର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
November 19th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ଗୁରୁଗ୍ରାମସ୍ଥିତ ସୁଲତାନପୁରଠାରେ କୁଣ୍ଡଲୀ-ମାନେସର-ପଲବଲ (କେଏମପି) ପଶ୍ଚିମ ପେରିଫେରାଲ ଏକ୍ସପ୍ରେସ ସଡକର କୁଣ୍ଡଲୀ-ମାନେସର ସେକ୍ସନର ଉଦଘାଟନ କରିଛନ୍ତି । ସେ ବଲ୍ଲବଗଡ଼-ମୁଜେସର ମେଟ୍ରୋ ଲିଙ୍କର ମଧ୍ୟ ଉଦଘାଟନ କରିଥିଲେ ଏବଂ ଏଥିସହିତ ସେ ଶ୍ରୀ ବିଶ୍ୱକର୍ମା କୌଶଳ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।ଚତୁର୍ଥ ଶିଳ୍ପ ବିପ୍ଲବ କେନ୍ଦ୍ରର ଉଦ୍ଘାଟନ ସମାରୋହକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
October 11th, 05:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଗୁରୁବାର) ଚତୁର୍ଥ ଶିଳ୍ପ ବିପ୍ଲବ କେନ୍ଦ୍ରର ଉଦ୍ଘାଟନ ସମାରୋହରେ ଯୋଗଦେଇ ସମ୍ବୋଧିତ କରିଛନ୍ତି ।ଚତୁର୍ଥ ଶିଳ୍ପ ବିପ୍ଳବ କେନ୍ଦ୍ରର ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
October 11th, 05:15 pm
ବିଶ୍ୱ ଅର୍ଥନୈତିକ ଫୋରମର ସଭାପତି ଶ୍ରୀଯୁକ୍ତ ବୋର୍ଗେ ବ୍ରେଣ୍ଡେ, ଶିଳ୍ପ ଜଗତର ସମ୍ମାନିତ ସଦସ୍ୟ, ଦେଶବିଦେଶରୁ ଆସିଥିବା ଅନ୍ୟ ଅତିଥିଗଣ, ଆଉ ମୋର ସାଥୀଗଣ,ଲକ୍ଷ୍ୟସ୍ଥଳୀ ଉତ୍ତରାଖଣ୍ଡ : ନିବେଶକ ସମ୍ମିଳନୀ 2018ରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
October 07th, 02:01 pm
ଉତ୍ତରାଖଣ୍ଡର ରାଜ୍ୟପାଳ, ଶ୍ରୀମତୀ ବେବୀ ରାଣୀ ମୌର୍ଯ୍ୟ ମହୋଦୟା, କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସମସ୍ତ ସହଯୋଗୀ, ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀମାନ ତ୍ରିବେନ୍ଦ୍ର ସିଂହ ରାୱତ ମହାଶୟ, ଉତ୍ତରାଖଣ୍ଡ କ୍ୟାବିନେଟର ସମସ୍ତ ସଦସ୍ୟଗଣ, ସିଙ୍ଗାପୁରର ସୂଚନା ପ୍ରସାରଣ ମନ୍ତ୍ରୀ ଏସ.ଇଶ୍ଵରନ ମହାଶୟ, ଜାପାନ ଏବଂ ଚେକ୍ ଗଣରାଜ୍ୟର ରାଜଦୂତ, ଦେଶ-ବିଦେଶରୁ ଆସିଥିବା ସମସ୍ତ ଉଦ୍ୟମୀ ସାଥୀଗଣ, ଭଦ୍ର ମହିଳା ଓ ଭଦ୍ରବ୍ୟକ୍ତି ଗଣ ।ଲକ୍ଷ୍ୟସ୍ଥଳୀ ଉତ୍ତରାଖଣ୍ଡ : ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 07th, 02:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡେରାଡୁନରେ ଲକ୍ଷ୍ୟସ୍ଥଳୀ ଉତ୍ତରାଖଣ୍ଡ : ନିବେଶକ ସମ୍ମିଳନୀ 2018ରେ ଉଦବୋଧନ ଦେଇଥିଲେ ।ଆମର ଯୋଗାଯୋଗରୁ ଆଗକୁ ଯାଇ , ହାଇ-ସ୍ପିଡ଼୍ ଯୋଗାଯୋଗ ଉପରେ ହେଉଛି ଆମର ପ୍ରାଥମିକତା, ଆମର ଗରୁତ୍ୱ:ପ୍ରଧାନମନ୍ତ୍ରୀ
September 14th, 04:55 pm
କୌଣସି ମଧ୍ୟ ଦେଶ ଅଧା-ଅଧୁରା ସଙ୍କଳ୍ପ ଆଉ ବାନ୍ଧି ହୋଇଥିବା ସ୍ୱପ୍ନକୁ ସାଙ୍ଗରେ ନେଇ କେବେ ହେଲେ ଆଗକୁ ବଢ଼ି ପାରିବ ନାହିଁ । ସ୍ୱପ୍ନଗୁଡ଼ିକର ବିସ୍ତାର ହିଁ କୌଣସି ମଧ୍ୟ ଦେଶକୁ, କୌଣସି ମଧ୍ୟ ସମାଜକୁ, କୌଣସି ମଧ୍ୟ ବ୍ୟକ୍ତିକୁ ଉଡ଼ିବାର ସୀମା ନିର୍ଦ୍ଧାରଣ କରିବାର ସାମର୍ଥ୍ୟ ରଖିଥାଏ । ଏହା ହେଉଛି ‘ନିଉ ଇଣ୍ଡିଆ’ ଆଉ ଏହାର ସ୍ୱପ୍ନର ବିସ୍ତାର, ଏହାର ଉଡ଼ାଣ ହେଉଛି ଅସୀମ, ଏହାର ଇଚ୍ଛାଶକ୍ତି ହେଉଛି ଅସୀମିତ ।ଭାରତର ପ୍ରଥମ ଦ୍ରୁତଗାମୀ ରେଳ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ
September 14th, 10:10 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଶିଂଜୋ ଆବେ ଆଜି ମିଳିତ ଭାବେ ଭାରତର ପ୍ରଥମ ଦୃତଗାମୀ ଅହମଦାବାଦ-ମୁମ୍ବାଇ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ । ଜାପାନ ଦ୍ଵାରା ପ୍ରକଳ୍ପର ବିତ୍ତପୋଷଣ କରାଯାଉଛି ଏବଂ ବୁଲେଟ ଟ୍ରେନ୍ ଚଳାଚଳ ଆରମ୍ଭ ହେଲେ 'ମେକ୍ ଇନ୍ ଇଣ୍ଡିଆ',ସ୍କିଲ ଇଣ୍ଡିଆ ଏବଂ ରୋଜଗାର ସୃଷ୍ଟି ଲାଗି ପ୍ରେରଣା ମିଳିପାରିବ ।