The magnificent parade showcased cultural heritage and military prowess: Prime Minister Narendra Modi

The magnificent parade showcased cultural heritage and military prowess: Prime Minister Narendra Modi

January 26th, 03:41 pm

Sharing the glimpses from the Republic Day Celebrations 2025, the Prime Minister Shri Narendra Modi remarked it as a vibrant display of India’s unity in persity. He added that the magnificent parade showcased cultural heritage and military prowess.

PM Modi remembers the great Thiruvalluvar on Thiruvalluvar Day

PM Modi remembers the great Thiruvalluvar on Thiruvalluvar Day

January 15th, 12:37 pm

The Prime Minister, Shri Narendra Modi remembers the great Tamil philosopher, poet and thinker Thiruvalluvar, today, on Thiruvalluvar Day. Prime Minister Shri Modi remarked that the great Thiruvalluvar's verses reflect the essence of Tamil culture and our philosophical heritage. His timeless work, the Tirukkural, stands as a beacon of inspiration, offering profound insights on a wide range of issues, Shri Modi stated.

୧୫ ଜାନୁଆରୀରେ ମହାରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

୧୫ ଜାନୁଆରୀରେ ମହାରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

January 13th, 11:16 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ ଜାନୁଆରୀରେ ମହାରାଷ୍ଟ୍ର ଗସ୍ତ କରିବେ । ସକାଳ ପ୍ରାୟ ୧୦:୩୦ରେ ପ୍ରଧାନମନ୍ତ୍ରୀ ମୁମ୍ବାଇର ନୌସେନା ଡକ୍‌ୟାର୍ଡରେ ନୌସେନାର ତିନିଟି ଅଗ୍ରଣୀ ଯୁଦ୍ଧପୋତ ଆଇଏନ୍‌ଏସ୍ ସୁରଟ, ଆଇଏନ୍‌ଏସ୍ ନୀଳଗିରି ଏବଂ ଆଇଏନ୍‌ଏସ୍ ବାଘଶିରକୁ ଦେଶକୁ ଉତ୍ସର୍ଗ କରିବେ । ଏହା ପରେ ଅପରାହ୍ନ ପ୍ରାୟ ୩:୩୦ ସମୟରେ, ସେ ନାଭି ମୁମ୍ବାଇର ଖାରଘର୍‌ରେ ଇସ୍‌କନ୍ ମନ୍ଦିର ଉଦ୍‌ଘାଟନ କରିବେ ।

On the occasion of National Youth Day, PM to participate in the Viksit Bharat Young Leaders Dialogue 2025 on 12th January

January 10th, 09:21 pm

On the occasion of National Youth Day, commemorating the birth anniversary of Swami Vivekananda, Prime Minister Shri Narendra Modi will participate in the Viksit Bharat Young Leaders Dialogue 2025 on 12th January, at around 10 AM, at Bharat Mandapam, New Delhi. He will engage with 3,000 dynamic young leaders from across India. He will also address the gathering on the occasion.

ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

January 09th, 10:15 am

ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ ଜୀ, ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଏସ୍ ଜୟଶଙ୍କର ଜୀ, ଜୁଏଲ ଓରାମ ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ଶୋଭା କରନ୍ଦଲାଜେ ଜୀ, କୀର୍ତ୍ତି ବର୍ଦ୍ଧନ ସିଂହ ଜୀ, ପବିତ୍ରା ମାର୍ଗେରିଟା ଜୀ, ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜୀ, ପ୍ରଭାତୀ ପରିଡ଼ା ଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକଗଣ, ବିଶ୍ୱର କୋଣ ଅନୁକୋଣରୁ ଏଠାକୁ ଆସିଥିବା ଭାରତ ମାତାଙ୍କ ସମସ୍ତ ପୁଅ ଝିଅ…

ଓଡ଼ିଶାରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 09th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ପ୍ରତିନିଧି ଏବଂ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଆଜି ଏଠାରେ ପରିବେଷିତ ଉଦଘାଟନୀ ସଂଗୀତ ଭବିଷ୍ୟତରେ ସାରା ବିଶ୍ୱରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ପରିବେଷଣ କରାଯିବ। ସେ ଗ୍ରାମୀ ପୁରସ୍କାର ବିଜେତା କଳାକାର ରିକି କେଜ ଏବଂ ତାଙ୍କ ଦଳକୁ ଏଭଳି ଚମତ୍କାର ଉପସ୍ଥାପନା ପାଇଁ ପ୍ରଶଂସା କରିଛନ୍ତି। ଏହି ଗୀତରେ ପ୍ରବାସୀ ଭାରତୀୟଙ୍କ ଭାବନା ଏବଂ ଅନୁଭୂତି ରହିଥିବା ସେ କହିଛନ୍ତି।

ଜାନୁଆରୀ ୪ ରେ ନୂଆଦିଲ୍ଲୀରେ ଗ୍ରାମୀଣ ଭାରତ ମହୋତ୍ସବ ୨୦୨୫ କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

January 03rd, 05:56 pm

03.01.25 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୪ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ଗ୍ରାମୀଣ ଭାରତ ମହୋତ୍ସବ ୨୦୨୫କୁ ଉଦଘାଟନ କରିବେ । ଏହି ଅବସରରେ ସେ ସମାବେଶକୁ ସମ୍ବୋଧିତ କରିବେ।

ଡିସେମ୍ବର ୧୧ ରେ ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୪ର ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

December 09th, 07:38 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ଡିସେମ୍ବର ୨୦୨୩ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୪ର ଗ୍ରାଣ୍ଡ ଫାଇନାଲରେ ଯୁବ ଉଦ୍ଭାବକମାନଙ୍କ ସହ ଆଲୋଚନା କରିବେ । ଗ୍ରାଣ୍ଡ ଫାଇନାଲରେ ୧୩୦୦ରୁ ଅଧିକ ଛାତ୍ର ଦଳ ଅଂଶଗ୍ରହଣ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ।

Institutional service has the ability to solve big problems of the society and the country: PM at the Karyakar Suvarna Mahotsav

December 07th, 05:52 pm

PM Modi addressed the Karyakar Suvarna Mahotsav in Ahmedabad via video conferencing. He highlighted the Karyakar Suvarna Mahotsav as a key milestone in 50 years of service by BAPS. He praised the initiative of connecting volunteers to service work, which began five decades ago and applauded the dedication of lakhs of BAPS workers.

ଅହମ୍ମଦାବାଦରେ କାର୍ଯ୍ୟକାର ସୁବର୍ଣ୍ଣ ମହୋତ୍ସବକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 07th, 05:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦରେ ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକାର ସୁବର୍ଣ୍ଣ ମହୋତ୍ସବକୁ ସମ୍ବୋଧିତ କରିଛନ୍ତି । ଉପସ୍ଥିତ ସମାବେଶକୁ ଉଦବୋଧନ ଦେଇ ସେ ପରମ ପୂଜ୍ୟ ଗୁରୁ ହରି ମହନ୍ତ ସ୍ୱାମୀ ମହାରାଜ,ସତସଙ୍ଗୀ ପରିବାରର ଶ୍ରଦ୍ଧେୟ ସନ୍ଥ ଓ ସଦସ୍ୟମାନେ, ଗଣ୍ୟମାନ୍ୟ ବ୍ୟକ୍ତି ଓ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ । କାର୍ଯ୍ୟକାର ସୁବର୍ଣ୍ଣ ମହୋତ୍ସବ ଅବସରରେ ଶ୍ରୀ ମୋଦୀ ଭଗବାନ ସ୍ୱାମୀ ନାରାୟଣଙ୍କୁ ପ୍ରଣିପାତ କରିବା ସହ କହିଥିଲେ, ଆଜି ମଧ୍ୟ ପ୍ରମୁଖ ସ୍ୱାମୀ ମହାରାଜଙ୍କ ୧୦୩ ତମ ଜୟନ୍ତୀ । ସେ କହିଥିଲେ, ଭଗବାନ ସ୍ୱାମୀ ନାରାୟଣଙ୍କ ଶିକ୍ଷା, ପ୍ରମୁଖ ସ୍ୱାମୀ ମହାରାଜଙ୍କ ସଂକଳ୍ପ ଆଜି ପରମ ପୂଜ୍ୟ ଗୁରୁ ହରି ମହନ୍ତ ସ୍ୱାମୀ ମହାରାଜଙ୍କ ପ୍ରଗାଢ଼ ଉଦ୍ୟମ ଯୋଗୁ ଫଳ ଆଣିପାରିଛି । ପ୍ରାୟ ଏକ ଲକ୍ଷ କର୍ମୀଙ୍କ ସମାବେଶରେ ଏପରି ଏକ ବିଶାଳ କାର୍ଯ୍ୟକ୍ରମର ସାକ୍ଷୀ ହୋଇପାରିଥିବାରୁ ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଥିଲେ । ବ୍ୟକ୍ତିଗତ ଭାବେ ସେ କାର୍ଯ୍ୟକ୍ରମରେ ଉପସ୍ଥିତ ନଥିଲେ ମଧ୍ୟ ଯୁବକ ଓ ପିଲାମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମରୁ ଉତ୍ସବର ଉତ୍ସାହକୁ ଭଲ ଭ।।ବେ ଅନୁଭବ କରିପାରିଥିଲେ । ଏଭଳି ଭବ୍ୟ ଦିବ୍ୟ ସମାରୋହ ପାଇଁ ସେ ପରମ ପୂଜ୍ୟ ଗୁରୁ ହରି ମହନ୍ତ ସ୍ୱାମୀ ମହାରାଜ ଓ ସମସ୍ତ ସନ୍ଥଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଭାରତୀୟ ଇତିହାସ ଓ ସଂସ୍କୃତି ପ୍ରତି ବିଶ୍ୱସ୍ତରୀୟ ଉତ୍ସାହକୁ ନେଇ ଖୁସି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

November 28th, 05:31 pm

ପ୍ରଧାନମନ୍ତ୍ରୀ ଶୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ଇତିହାସ ଓ ସଂସ୍କୃତି ପ୍ରତି ବିଶ୍ୱସ୍ତରୀୟ ଉତ୍ସାହକୁ ନେଇ ଖୁସି ପ୍ରକାଶ କରିଛନ୍ତି । ଭାରତୀୟ ସଂସ୍କୃତି ବିଶ୍ୱସ୍ତରରେ ଗୁଞ୍ଜରିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି । ତାଙ୍କର ବିଦେଶ ଗସ୍ତରୁ କିଛି ଝଲକ ଶେୟାର କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ଆମର ଇତିହାସ ଏବଂ ସଂସ୍କୃତି ପ୍ରତି ଏହି ଉତ୍ସାହ ଅତ୍ୟନ୍ତ ଆନନ୍ଦଦାୟକ ଅଟେ ।

ବିକାଶ ଏବଂ ଐତିହ୍ୟ ସହିତ ଏକତ୍ର ଆଗକୁ ବଢ଼ିବାକୁ ଆମେ ପ୍ରତିବଦ୍ଧ : ପ୍ରଧାନମନ୍ତ୍ରୀ

November 12th, 07:05 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଆଜି ଦେଶବାସୀଙ୍କୁ ଇଗାସ୍ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଉଭୟ ବିକାଶ ଏବଂ ଐତିହ୍ୟ ସହିତ ଭାରତ ଆଗକୁ ବଢ଼ିବାକୁ ପ୍ରତିବଦ୍ଧ ବୋଲି ସେ ମନ୍ତବ୍ୟ ଦେଇଛନ୍ତି । ବିଶେଷ ଭାବରେ ଉତ୍ତରାଖଣ୍ଡର ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇ ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଦେବଭୂମିର ଇଗାସ ପର୍ବର ଐତିହ୍ୟ ଆହୁରି ସମୃଦ୍ଧ ହେବ ।

ବିଶିଷ୍ଟ ନର୍ତ୍ତକ ତଥା ସାଂସ୍କୃତିକ ପ୍ରତୀକ ଶ୍ରୀ କନକ ରାଜୁଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

October 26th, 10:36 am

ବିଶିଷ୍ଟ ନର୍ତ୍ତକ ତଥା ସାଂସ୍କୃତିକ ପ୍ରତୀକ ଶ୍ରୀ କନକ ରାଜୁଙ୍କ ପରଲୋକରେ ଆଜିଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ଗୁସାଡି ନୃତ୍ୟର ସଂରକ୍ଷଣ ତଥାଏଥିପ୍ରତି ତାଙ୍କର ଅବଦାନ ପାଇଁ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି । ତାଙ୍କରଉତ୍ସର୍ଗୀକୃତ ମନୋଭାବ ସାଂସ୍କୃତିକ ଐତିହ୍ୟର ଗୁରୁତ୍ୱପୂର୍ଣ୍ଣ ଦିଗକୁ ପ୍ରାମାଣିକ ରୂପଦେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ।

India has not given world 'Yuddha', but Buddha: PM Modi at International Abhidhamma Divas

October 17th, 10:05 am

PM Modi addressed the celebration of International Abhidhamma Divas and the recognition of Pali as a classical language at Vigyan Bhavan, New Delhi. He emphasized the significance of Pali in understanding Buddha's teachings and highlighted the importance of preserving linguistic heritage. The PM spoke about India's commitment to promoting Lord Buddha's teachings globally.

ଆନ୍ତର୍ଜାତିକ ଅଭିଧମ୍ମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଉପଲକ୍ଷେ ଆୟୋଜିତ ଉତ୍ସବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 17th, 10:00 am

ନୂଆଦିଲ୍ଲୀର ବିଜ୍ଞାନଭବନରେ ଆଜି ଆନ୍ତର୍ଜାତିକ ଅଭିଧମ୍ମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଉପଲକ୍ଷେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି । ଭଗବାନ ବୁଦ୍ଧଙ୍କ ଦିବ୍ୟକ୍ଷେତ୍ରରୁ ଅଭିଧମ୍ମ ଶିକ୍ଷା ସ୍ମୃତିରେ ଅଭିଧମ୍ମ ଦିବସ ପାଳନ କରାଯାଇଥାଏ । ଭଗବାନ ବୁଦ୍ଧଙ୍କ ଶିକ୍ଷା ଗୁଡ଼ିକ କେବଳ ପାଲି ଭାଷାରେ ଉପଲବ୍ଧ ହୋଇଥାଏ । ନିକଟରେ ପାଲି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଥିବାରୁ ଚଳିତ ବର୍ଷର ଅଭିଧମ୍ମ ଦିବସ ଉତ୍ସବର ଗୁରୁତ୍ୱ ବୃଦ୍ଧି ପାଇଛି ।

ମରାଠୀ, ପାଲି, ପ୍ରାକୃତ, ଅହମୀୟ ଏବଂ ବଙ୍ଗାଳୀ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତାକୁ କ୍ୟାବିନେଟ୍ ଅନୁମୋଦନ

October 03rd, 09:38 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ମରାଠୀ, ପାଲି, ପ୍ରାକୃତ, ଅହମିୟା ଏବଂ ବଙ୍ଗଳା ଭାଷାରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବାକୁ ମଞ୍ଜୁର କରିଛି । ଶାସ୍ତ୍ରୀୟ ଭାଷାଗୁଡିକ ଭାରତର ଗଭୀର ତଥା ପ୍ରାଚୀନ ସାଂସ୍କୃତିକ ଐତିହ୍ୟର ସଂରକ୍ଷକ ଭାବରେ କାର୍ଯ୍ୟ କରେ, ଯାହା ପ୍ରତ୍ୟେକ ସମ୍ପ୍ରଦାୟର ଐତିହାସିକ ଏବଂ ସାଂସ୍କୃତିକ ମାଇଲ୍‌ଖୁଣ୍ଟ ଦର୍ଶାଇଥାଏ ।

ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଯାମିନୀ କୃଷ୍ଣମୂର୍ତ୍ତିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

August 04th, 02:14 pm

ଭାରତୀୟ ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଡ. ଯାମିନୀ କୃଷ୍ଣମୂର୍ତ୍ତିଙ୍କ ପରଲୋକରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।

ବିହାରର ରାଜଗିରରେ ନାଲନ୍ଦା ବିଶ୍ୱବିଦ୍ୟାଳୟ ପରିସରରେ ଉଦ୍ ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଇଂରାଜୀ ଉପସ୍ଥାପନା

June 19th, 10:31 am

ତୃତୀୟ ଥର ପାଇଁ ଶପଥ ନେବାର ପ୍ରଥମ ୧୦ ଦିନ ମଧ୍ୟରେ ମୁଁ ନାଳନ୍ଦା ଆସିବାର ସୁଯୋଗ ପାଇଛି। ଏହା ପ୍ରକୃତରେ ମୋର ସୌଭାଗ୍ୟ ଏବଂ ମୁଁ ଏହାକୁ ଭାରତର ବିକାଶ ଯାତ୍ରା ପାଇଁ ଏକ ଶୁଭ ସଙ୍କେତ ଭାବରେ ଦେଖୁଛି । ନାଳନ୍ଦା କେବଳ ଏକ ନାମ ନୁହେଁ। ନାଳନ୍ଦା ହେଉଛି ଏକ ପରିଚୟ, ଏକ ସମ୍ମାନ। ନାଳନ୍ଦା ହେଉଛି ଏକ ମୂଲ୍ୟ, ଏକ ମନ୍ତ୍ର, ଏକ ଗର୍ବ, ଏକ ଗାଥା । ନାଳନ୍ଦା ହେଉଛି ଏହି ସତ୍ୟର ଘୋଷଣା ଯେ ନିଆଁରେ ବହି ଜଳିଗଲେ ମଧ୍ୟ ନିଆଁ ଜ୍ଞାନକୁ ନିଭାଇ ପାରିବ ନାହିଁ । ନାଳନ୍ଦାର ବିନାଶ ଭାରତକୁ ଅନ୍ଧକାରରେ ଭରି ଦେଇଥିଲା। ଏବେ ଏହାର ପୁନରୁଦ୍ଧାର ଭାରତର ସୁବର୍ଣ୍ଣ ଯୁଗର ଶୁଭାରମ୍ଭ ହେବାକୁ ଯାଉଛି।

ବିହାରର ରାଜଗିର ଠାରେ ନାଳନ୍ଦା ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

June 19th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରର ରାଜଗିରଠାରେ ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି । ଭାରତ ଓ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ୍) ଦେଶଗୁଡ଼ିକର ମିଳିତ ସହଯୋଗରେ ଏହି ବିଶ୍ୱବିଦ୍ୟାଳୟ ସାକାର ରୂପ ନେଇଛି । ଉଦଘାଟନୀ ଉତ୍ସବରେ ୧୭ଟି ଦେଶର ମିଶନ ମୁଖ୍ୟଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏକ ଚାରା ରୋପଣ ମଧ୍ୟ କରିଥିଲେ।

Your vote on Lotus button on 26th April will strengthen the ongoing movement against corruption: PM in Attingal

April 15th, 11:35 am

In his second rally at Attingal, PM Modi said, The BJP has announced in its Sankalp Patra that we will connect global tourists with our heritage and confer World Heritage status on our heritage. There is a great possibility of this happening in Kerala. The BJP's plan is the overall development of major tourist destinations. The BJP will also establish new centers for eco-tourism in Kerala. This will greatly benefit our tribal families by creating opportunities for them. The BJP government will also provide financial help to women for homestays.”