For the BJP, the aspirations and pride of tribal communities have always been paramount: PM Modi in Chaibasa

November 04th, 12:00 pm

PM Modi addressed a massive election rally in Chaibasa, Jharkhand. Addressing the gathering, the PM said, This election in Jharkhand is taking place at a time when the entire country is moving forward with a resolution to become developed by 2047. The coming 25 years are very important for both the nation and Jharkhand. Today, there is a resounding call across Jharkhand... ‘Roti, Beti, Maati Ki Pukar, Jharkhand Mein…Bhajpa, NDA Sarkar’.”

PM Modi campaigns in Jharkhand’s Garhwa and Chaibasa

November 04th, 11:30 am

Prime Minister Narendra Modi today addressed massive election rallies in Garhwa and Chaibasa, Jharkhand. Addressing the gathering, the PM said, This election in Jharkhand is taking place at a time when the entire country is moving forward with a resolution to become developed by 2047. The coming 25 years are very important for both the nation and Jharkhand. Today, there is a resounding call across Jharkhand... ‘Roti, Beti, Maati Ki Pukar, Jharkhand Mein…Bhajpa, NDA Sarkar’.”

ଝାଡ଼ଖଣ୍ଡର ଖୁଣ୍ଟିଠାରେ ଜନଜାତୀୟ ଗୌରବ ଦିବସ, ୨୦୨୩ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

November 15th, 12:25 pm

ଆପଣ ସମସ୍ତଙ୍କୁ ଜୁହାର! ଆଜିର ଦିନଟି ସୌଭାଗ୍ୟରେ ପରିପୂର୍ଣ୍ଣ ଅଟେ। ମୁଁ କିଛି ସମୟ ପୂର୍ବରୁ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାତୁରୁ ଫେରିଛି। ତାଙ୍କ ପରିବାର ସଦସ୍ୟଙ୍କ ସହିତ ମୋର ଏକ ବଡ଼ ଆନନ୍ଦଦାୟକ ସାକ୍ଷାତ ମଧ୍ୟ ହୋଇଛି, ଏବଂ ସେହି ପବିତ୍ର ମାଟିକୁ ମଥାରେ ଲଗାଇବାର ଏକ ପରମ ସୌଭାଗ୍ୟ ମୋତେ ମିଳିଛି । ମୋତେ ଭଗବାନ ବିର୍ସା ମୁଣ୍ଡା ମେମୋରିଆଲ ପାର୍କ ଏବଂ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କରିବାର ସୁଯୋଗ ମିଳିଛି। ଦୁଇ ବର୍ଷ ପୂର୍ବେ ଆଜିର ଦିନରେ ଏହି ସଂଗ୍ରହାଳୟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର ସୌଭାଗ୍ୟ ପାଇଥିଲି। ମୁଁ ସମସ୍ତ ଦେଶବାସୀଙ୍କୁ ଜନଜାତୀୟ ଗୌରବ ଦିବସ ଅବସରରେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି, ମୋର ଶୁଭକାମନା ଜଣାଉଛି। ଏବଂ ଦେଶର ସମସ୍ତ ବରିଷ୍ଠ ନାଗରିକ ମାନେ ମଧ୍ୟ ଆଜି ଦେଶର ଶତାଧିକ ସ୍ଥାନରେ ଝାଡ଼ଖଣ୍ଡର ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି । ଅଟଳଜୀଙ୍କ ପ୍ରୟାସ ଯୋଗୁଁ ଏହି ରାଜ୍ୟ ଗଠନ ହୋଇଥିଲା। ଦେଶକୁ, ବିଶେଷ କରି ଝାଡ଼ଖଣ୍ଡକୁ ବର୍ତ୍ତମାନ ୫୦ ହଜାର କୋଟି ଟଙ୍କାର ବିଭିନ୍ନ ଯୋଜନାର ଉପହାର ମିଳିଛି। ଆଜି ଝାଡ଼ଖଣ୍ଡରେ ରେଳ ଭିତ୍ତିଭୂମି ଓ ଯୋଗାଯୋଗ ସମ୍ପ୍ରସାରଣ ଅଧୀନରେ ଅନେକ ରେଳ ପ୍ରକଳ୍ପ ଆରମ୍ଭ ହୋଇଛି। ଆପଣ ଏହା ଜାଣି ଖୁସି ହେବେ ଯେ ଝାଡ଼ଖଣ୍ଡ ମଧ୍ୟ ଦେଶରେ ଶତ ପ୍ରତିଶତ ବିଦ୍ୟୁତ୍ ରେଳ ପଥ ଥିବା ଏକ ରାଜ୍ୟରେ ପରିଣତ ହୋଇଛି। ଏହି ସବୁ ପ୍ରକଳ୍ପ ପାଇଁ ମୁଁ ଝାଡ଼ଖଣ୍ଡବାସୀଙ୍କୁ ଅଭିନନ୍ଦନ ଜଣାଉଛି।

ଜନଜାତୀୟ ଗୌରବ ଦିବସ, ୨୦୨୩ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

November 15th, 11:57 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡର ଖୁଣ୍ଟି ଠାରେ ଜନଜାତୀୟ ଗୌରବ ଦିବସ, ୨୦୨୩ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 'ବିକଶିତ ଭାରତ ସଂକଳ୍ପ ଯାତ୍ରା' ଏବଂ ପ୍ରଧାନମନ୍ତ୍ରୀ ବିଶେଷ ରୂପେ ଦୁର୍ବଳ ଆଦିବାସୀ ଗୋଷ୍ଠୀ ବିକାଶ ମିଶନର ଶୁଭାରମ୍ଭ କରିଥିଲେ । ସେ ପିଏମ୍ - କିଷାନର ୧୫ତମ କିସ୍ତି ମଧ୍ୟ ପ୍ରଦାନ କରିଛନ୍ତି । ଶ୍ରୀ ମୋଦୀ ଝାଡ଼ଖଣ୍ଡ ରାଜ୍ୟରେ ରେଳ, ସଡ଼କ, ଶିକ୍ଷା, କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଭଳି ଏକାଧିକ କ୍ଷେତ୍ର ସହିତ ସମ୍ପର୍କିତ ୭୨୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଥିଲେ ଓ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ପ୍ରଦର୍ଶନୀକୁ ସେ ବୁଲି ଦେଖିଥିଲେ ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

April 08th, 11:14 am

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଦକ ବିଜେତାମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।