ଜାମ୍ମୁ ଓ କାଶ୍ମୀରର ଛାତ୍ରଛାତ୍ରୀ ମାନଙ୍କର ଏକ ପ୍ରତିନିଧି ଦଳ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
December 24th, 07:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ଜାମ୍ମୁ ଓ କାଶ୍ମୀରର ଛାତ୍ରଛାତ୍ରୀ ମାନଙ୍କର ଏକ ପ୍ରତିନିଧି ଦଳ ସହ ଆଲୋଚନା କରିଛନ୍ତି । ଏହି ଅନୌପଚାରିକ ଆଲୋଚନାରେ ଜାମ୍ମୁ ଏବଂ କାଶ୍ମୀରର ସମସ୍ତ ଜିଲ୍ଲାରୁ ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।ପ୍ରଧାନମନ୍ତ୍ରୀ ଏସୀୟ ଦିବ୍ୟାଙ୍ଗ କ୍ରୀଡାରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତ୍ମାନଙ୍କ ସହ ନଭେମ୍ବର ପହିଲା ଦିନ କଥାବାର୍ତ୍ତା କରିବା ସହ ସେମାନଙ୍କୁ ସମ୍ବୋଧିତ କରିବେ
October 31st, 05:04 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ପହିଲା ୨୦୨୩ ଦିନ ଅପରାହ୍ନ ପ୍ରାୟ ସାଢେ ଚାରିଟାରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମଠାରେ ପାରା ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତ୍ମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ସମ୍ବୋଧିତ କରିବେ । ଏସୀୟ ପାରା ଗେମ୍ସ-୨୦୨୨ରେ ଅଂଶଗ୍ରହଣ କରି ଅସାଧାରଣ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଥିବା କ୍ରୀଡାବିତ୍ମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ଭବିଷ୍ୟତ ପ୍ରତିଯୋଗିତା ପାଇଁ ପ୍ରେତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏସୀୟ ପାରା ଗେମ୍ସ୍ -୨୦୨୨ରେ ଭାରତ ୨୯ଟି ସ୍ୱର୍ଣ୍ଣପଦକ ସମେତ ମୋଟ ୧୧୧ଟି ପଦକ ବିଜୟୀ ହୋଇଛି । ପୂର୍ବ ଏସୀୟ ପାରା ଗେମ୍ସ-୨୦୧୮ ତୁଳନାରେ ଏଥର ପଦକ ସଂଖ୍ୟା ଶତକଡା ୫୪ଭାଗ ବୃଦ୍ଧି ଘଟିଛି ଓ ୨୦୧୮ରେ ଜିତିଥିବା ସ୍ୱର୍ଣ୍ଣପଦକ ତୁଳନାରେ ଏହା ଦୁଇଗୁଣ ଅଧିକ ।ଏସିଆନ୍ ପାରା ଗେମ୍ସରେ ଭାରତର ଅସାଧାରଣ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
October 28th, 11:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ ପାରା ଗେମ୍ସରେ ଭାରତର ଅସାଧାରଣ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ଏବଂ ଏହା ସହିତ ପଦକ ସଂଖ୍ୟା ୧୧୧ ରେ ପହଞ୍ଚିଛି। ଶ୍ରୀ ମୋଦୀ କ୍ରୀଡ଼ାବିତମାନଙ୍କ ର ଅତୁଟ ସମର୍ପଣ ଏବଂ ଅଦମ୍ୟ ମନୋବଳକୁ ପ୍ରଶଂସା କରିଛନ୍ତି।ଏସିଆନ୍ ପାରା ଗେମ୍ସରେ ଚେସ୍ ରେ ବ୍ରୋଞ୍ଜ ପଦକ ଜିତିଥିବା କିଶନ ଗଙ୍ଗୋଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
October 28th, 08:48 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ଚେସ୍ ବି୨ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିବା କିଶନ ଗଙ୍ଗୋଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଏସିଆନ୍ ପାରା ଗେମ୍ସରେ ଚେସ୍ ରେ ବ୍ରୋଞ୍ଜ ପଦକ ଜିତିଥିବା ହିମାଂଶୀ ରାଠୀ, ସଂସ୍କୃତି ମୋରେ, ଭ୍ରୁଥି ଜୈନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
October 28th, 08:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ମହିଳା ଚେସ୍ ବି-୧ ବର୍ଗ ଦଳରେ କାଂସ୍ୟ ପଦକ ଜିତିଥିବା ହିମାଂଶୀ ରାଠୀ, ସଂସ୍କୃତି ମୋରେ ଏବଂ ଭୃଥି ଜୈନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।PM congratulates Kishan Gangoli, Aryan Joshi, Somendra for winning bronze in chess at Asian Para Games
October 28th, 08:44 pm
The Prime Minister, Shri Narendra Modi, congratulated Kishan Gangoli, Aryan Joshi and Somendra for winning a bronze medal in the men's chess B2 category team at the Hangzhou Asian Para Games today.ଏସିଆନ୍ ପାରା ଗେମ୍ସରେ ଚେସ୍ ରେ ବ୍ରୋଞ୍ଜ ପଦକ ଜିତିଥିବା ଅଶ୍ୱିନ ମକୱାନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
October 28th, 08:38 pm
: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ଚେସ୍ ବି୧ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିବା ଅଶ୍ୱିନ ମକୱାନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଏସିଆନ୍ ପାରା ଗେମ୍ସରେ ମହିଳା ୧୫୦୦ ମିଟର ଟି-୨୦ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପୂଜାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
October 28th, 08:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ମହିଳା ୧୫୦୦ ମିଟର ଟି-୨୦ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପୂଜାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।PM congratulates Tek Chand Mahlawat for winning bronze in javeline throw at Asian Para Games
October 28th, 08:32 pm
The Prime Minister, Shri Narendra Modi, congratulated Tek Chand Mahlawat for winning a bronze medal in the men's javeline throw-F55 at the Hangzhou Asian Para Games today.PM congratulates Darpan Inani for winning gold in chess at Asian Para Games
October 28th, 11:50 am
The Prime Minister, Shri Narendra Modi, congratulated Darpan Inani for winning a gold medal in the men's chess at the Hangzhou Asian Para Games today.PM congratulates Soundrya Pradhan for winning silver in chess at Asian Para Games
October 28th, 11:46 am
The Prime Minister, Shri Narendra Modi, congratulated Soundrya Pradhan for winning a silver medal in the men's chess at the Hangzhou Asian Para Games today.ଏସିଆନ୍ ପାରା ଗେମ୍ସରେ ଚେସ୍ ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଦର୍ପଣ ଇନାନି, ସୌନ୍ଦର୍ଯ୍ୟ ପ୍ରଧାନ, ଅଶ୍ୱିନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି
October 28th, 11:44 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା କ୍ରୀଡ଼ାରେ ପୁରୁଷ ଚେସ୍ ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଦର୍ପଣ ଇନାନୀ, ସୌନ୍ଦର୍ଯ୍ୟ ପ୍ରଧାନ ଏବଂ ଅଶ୍ୱିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଏସିଆନ୍ ପାରା ଗେମ୍ସରେ ରୌପ୍ୟ ପଦକ ଜିତିଥିବାରୁ ଅନିତା ଓ ନାରାୟଣ କୋଙ୍ଗାନାପାଲ୍ଲେଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
October 28th, 11:42 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ରୋଇଂରେ ରୌପ୍ୟ ପଦକ ଜିତିଥିବା ଅନୀତା ଏବଂ ନାରାୟଣ କୋଙ୍ଗାନାପାଲ୍ଲେଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଏସିଆନ୍ ପାରା ଗେମ୍ସରେ ଭାରତର ପଦକ ସଂଖ୍ୟା ଐତିହାସିକ ୧୦୦ରେ ପହଞ୍ଚିଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦିତ
October 28th, 11:41 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ଭାରତୀୟ ଆଥଲେଟ୍ ମାନେ ସେମାନଙ୍କର ୧୦୦ତମ ପଦକ ଜିତିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।ଏସିଆନ୍ ପାରା ଗେମ୍ସରେ ପୁରୁଷ ଜାଭେଲିନ୍ ଥ୍ରୋ ରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ନୀରଜ ଯାଦବଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
October 28th, 11:26 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ଜାଭେଲିନ୍ ଥ୍ରୋ-ଏଫ୍ ୫୫ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ନୀରଜ ଯାଦବଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।PM congratulates Dilip for winning gold in men's 400m - T47 at Asian Para Games
October 28th, 11:24 am
The Prime Minister, Shri Narendra Modi, congratulated Dilip for winning a gold medal in the men's 400m - T47 event at the Hangzhou Asian Para Games today.ଏସିଆନ୍ ପାରା ଗେମ୍ସରେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ ଜିତିଥିବା ଚିରାଗ ବରେଥା ଓ ରାଜକୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
October 27th, 09:44 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ ଏସୟୁ୫ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ଚିରାଗ ବରେଥା ଏବଂ ରାଜକୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।PM congratulates Pramod Bhagat for winning gold in badminton men’s singles at Asian Para Games
October 27th, 07:55 pm
The Prime Minister, Shri Narendra Modi, congratulated Pramod Bhagat for winning a gold medal in the badminton men's singles SL3 event at the Hangzhou Asian Para Games today.ଏସିଆନ୍ ପାରା ଗେମ୍ସରେ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ରୌପ୍ୟ ପଦକ ଜିତିଥିବା ନିତେଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି
October 27th, 07:53 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ବ୍ୟାଡମିଣ୍ଟନ ପୁରୁଷ ଏକକ ଏସଏଲ୩ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ନିତେଶ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।PM congratulates Suhas L Yathiraj for winning gold in badminton men's singles at Asian Para Games
October 27th, 07:41 pm
The Prime Minister, Shri Narendra Modi, congratulated Suhas L Yathiraj for clinching a gold medal in the badminton men's singles SL-4 event at the Hangzhou Asian Para Games today.