ନୂଆଦିଲ୍ଲୀରେ ପ୍ରଥମ ବୋଡୋଲ୍ୟାଣ୍ଡ ମହୋତ୍ସବ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 15th, 06:32 pm
ଆଜି କାର୍ତ୍ତିକ ପୂର୍ଣ୍ଣିମାର ପବିତ୍ର ଅବସର । ଆଜି ଦେବ ଦୀପାବଳି ପାଳନ କରାଯାଉଛି। ମୁଁ ଦେଶବାସୀଙ୍କୁ ଏହି ପର୍ବର ଶୁଭେଚ୍ଛା ଜଣାଉଛି । ଆଜି ହେଉଛି ଗୁରୁ ନାନକ ଦେବଜୀଙ୍କର ୫୮୮ତମ ପ୍ରକାଶ ପର୍ବ ମଧ୍ୟ ଅଟେ। ଏହି ଅବସରରେ ମୁଁ ସମଗ୍ର ଦେଶକୁ, ବିଶେଷ କରି ବିଶ୍ୱର ଶିଖ୍ ଭାଇ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛି । ଆଜି ସମଗ୍ର ଦେଶ ଜନଜାତୀୟ ଗୌରବ ଦିବସ ପାଳନ କରୁଛି। ଆଜି ସକାଳେ ମୁଁ ବିହାରର ଜମୁଇଠାରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିଲି ଏବଂ ବର୍ତ୍ତମାନ ସନ୍ଧ୍ୟାରେ ଏଠାରେ ପ୍ରଥମ ବୋଡୋ ମହୋତ୍ସବ ଆରମ୍ଭ ହେବ । ପ୍ରଥମ ବୋଡୋଲ୍ୟାଣ୍ଡ ଫେଷ୍ଟିଭାଲରେ ଆସାମ ସମେତ ଦେଶର ବିଭିନ୍ନ ରାଜ୍ୟରୁ ବୋଡ଼ୋ ସମ୍ପ୍ରଦାୟର ଲୋକ ଆସିଛନ୍ତି। ଶାନ୍ତି, ସଂସ୍କୃତି ଏବଂ ସମୃଦ୍ଧିର ନୂତନ ଭବିଷ୍ୟତ କୁ ପାଳନ କରିବା ପାଇଁ ଏଠାରେ ଏକାଠି ହୋଇଥିବା ସମସ୍ତ ବୋଡ଼ୋ ବନ୍ଧୁମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।ଦିଲ୍ଲୀରେ ପ୍ରଥମ ବୋଡ଼ୋଲ୍ୟାଣ୍ଡ ମହୋତ୍ସବକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 15th, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇ ଦିନିଆ ପ୍ରଥମ ବୋଡ଼ୋଲ୍ୟାଣ୍ଡ ମହୋତ୍ସବକୁ ଉଦଘାଟନ କରିଛନ୍ତି । ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଆଧାରିତ ଏହି ଉତ୍ସବ ଏକ ଉତ୍ସାହୀ ବୋଡ଼ୋ ସମାଜ ଗଠନ ସହ ଶାନ୍ତିି ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ।16 ଫେବୃୟାରୀ ରେ ଦିଲ୍ଲୀର ମେଜର ଧ୍ୟାନ ଚନ୍ଦ ରାଷ୍ଟ୍ରୀୟ ଷ୍ଟାଡିୟମରେ ଆଦି ମହୋତ୍ସବର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
February 15th, 08:51 am
ପ୍ରଧାନମନ୍ତ୍ରୀ ଦେଶର ଆଦିବାସୀଙ୍କ କଲ୍ୟାଣ ପାଇଁ ସର୍ବଦା ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହା ସହିତ ସେ ଦେଶର ଉନ୍ନତି ଏବଂ ବିକାଶରେ ଆଦିବାସୀ ଗୋଷ୍ଠୀର ଯୋଗଦାନକୁ ଉଚିତ୍ ସମ୍ମାନ ମଧ୍ୟ ଦେଇ ଆସୁଛନ୍ତି। ଜାତୀୟ ସ୍ତରରେ ଆଦିବାସୀ ସଂସ୍କୃତିକୁ ପ୍ରୋତ୍ସାହିତ କରିବାର ପ୍ରଚେଷ୍ଟା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 16 ଫେବୃୟାରୀ 2023 ରେ ସକାଳ 10.30 ଘ.ରେ ଦିଲ୍ଲୀ ସ୍ଥିତ ମେଜର ଧ୍ୟାନ ଚନ୍ଦ ରାଷ୍ଟ୍ରୀୟ ଷ୍ଟାଡିୟମରେ ‘‘ଆଦି ମହୋତ୍ସବ’’ ର ଉଦ୍ଘାଟନ କରିବେ।ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
August 07th, 02:24 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତା ତଥା ପାରମ୍ପରିକ କଳା କାର୍ଯ୍ୟ କରୁଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଷ୍ଟାର୍ଟଅପ୍ ଜଗତ ସହିତ ଜଡିତ ସମସ୍ତ ଯୁବକଙ୍କୁ ହସ୍ତତନ୍ତ ଷ୍ଟାର୍ଟଅପ୍ ଗ୍ରାଣ୍ଡ ଚ୍ୟାଲେଞ୍ଜରେ ଭାଗ ନେବାକୁ ଅନୁରୋଧ କରିଛନ୍ତି ।For us, MSME means- Maximum Support to Micro Small and Medium Enterprises: PM Modi
June 30th, 10:31 am
PM Modi participated in the ‘Udyami Bharat’ programme. To strengthen the MSME sector, in the last eight years, the Prime Minister said, the government has increased the budget allocation by more than 650%. “For us, MSME means - Maximum Support to Micro Small and Medium Enterprises”, the Prime Minister stressed.PM participates in ‘Udyami Bharat’ programme
June 30th, 10:30 am
PM Modi participated in the ‘Udyami Bharat’ programme. To strengthen the MSME sector, in the last eight years, the Prime Minister said, the government has increased the budget allocation by more than 650%. “For us, MSME means - Maximum Support to Micro Small and Medium Enterprises”, the Prime Minister stressed.Taxpayer is respected only when projects are completed in stipulated time: PM Modi
June 23rd, 01:05 pm
PM Modi inaugurated 'Vanijya Bhawan' and launched the NIRYAT portal in Delhi. Referring to the new infrastructure of the Ministry, the Prime Minister said that this is also time to renew the pledge of ease of doing business and through that ‘ease of living’ too. Ease of access, he said, is the link between the two.PM inaugurates 'Vanijya Bhawan' and launches NIRYAT portal
June 23rd, 10:30 am
PM Modi inaugurated 'Vanijya Bhawan' and launched the NIRYAT portal in Delhi. Referring to the new infrastructure of the Ministry, the Prime Minister said that this is also time to renew the pledge of ease of doing business and through that ‘ease of living’ too. Ease of access, he said, is the link between the two.ଜାତୀୟ ହସ୍ତତନ୍ତ ଦିବସ ଅବସରରେ ସ୍ଥାନୀୟ ହସ୍ତତନ୍ତ ସାମଗ୍ରୀର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
August 07th, 01:39 pm
ହସ୍ତତନ୍ତରେ ଭାରତର ବିବିଧତା ଏବଂ ଅଗଣିତ ବୁଣାକାର ଓ ଶିଳ୍ପୀଙ୍କ ନୈପୁଣ୍ୟ ପ୍ରତିଫଳିତ ହୁଏ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିବା ସହ ସ୍ଥାନୀୟ ହସ୍ତତନ୍ତ ସାମଗ୍ରୀର ସମର୍ଥନ ପାଇଁ ଆହ୍ୱାନ ଦେଇଛନ୍ତି ।ମଧ୍ୟପ୍ରଦେଶର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀମାନଙ୍କ ସହିତ ଭାବ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 07th, 10:55 am
ମଧ୍ୟପ୍ରଦେଶର ରାଜ୍ୟପାଳ ଏବଂ ମୋର ବହୁତ ପୁରୁଣା ପରିଚିତ ଶ୍ରୀ ମଙ୍ଗୁଭାଇ ପଟେଲ, ଯିଏ ନିଜର ସମ୍ପୂର୍ଣ୍ଣ ଜୀବନ ଆଦିବାସୀମାନଙ୍କର କଲ୍ୟାଣରେ, ଜନଜାତୀୟ ସମାଜର ଉତ୍କର୍ଷ ପାଇଁ ସେ ନିଜର ସାରା ଜୀବନ ବିତାଇଦେଇଛନ୍ତି, ଏଭଳି ଲୋକ ହେଉଛନ୍ତି ମଧ୍ୟ ପ୍ରଦେଶର ରାଜ୍ୟପାଳ ଶ୍ରୀମାନ ମଙ୍ଗୁଭାଇ। ମୁଖ୍ୟମନ୍ତ୍ରୀ ଶ୍ରୀମାନ ଶିବରାଜ ସିଂହ, ରାଜ୍ୟ ସରକାରଙ୍କର ସମସ୍ତ ଅନ୍ୟ ମନ୍ତ୍ରିଗଣ, ସାଂସଦଗଣ, ବିଧାୟକ ସାଥୀ ଏବଂ ମଧ୍ୟ ପ୍ରଦେଶର ଭିନ୍ନ ଭିନ୍ନ ଭାଗରୁ ଯୋଡି ହୋଇଥିବା ସମସ୍ତ ଭଉଣୀ ଓ ଭାଇମାନେ!ମଧ୍ୟପ୍ରଦେଶର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏଓ୍ବାଇ) ହିତାଧିକାରୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
August 07th, 10:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ମଧ୍ୟପ୍ରଦେଶର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏଓ୍ବାଇ)ର ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନା ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ଲାଗି ବ୍ୟାପକ ପ୍ରଚାରପ୍ରସାର କରାଯାଇଥିଲା, ଯାହାଫଳରେ କେହି ଯୋଗ୍ୟ ବ୍ୟକ୍ତି ବାଦ୍ ପଡ଼ିବେ ନାହିଁ। 7 ଅଗଷ୍ଟ 2021କୁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଦିବସ ଭାବେ ପାଳନ କରୁଛନ୍ତି। ମଧ୍ୟପ୍ରଦେଶ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ। ମଧ୍ୟପ୍ରଦେଶରେ ପାଖାପାଖି 5 କୋଟି ହିତାଧିକାରୀ ଏହି ଯୋଜନା ଦ୍ବାରା ଲାଭାନ୍ବିତ ହେଉଛନ୍ତି।'ମନ୍ କି ବାତ୍' ରେ ରହିଛି ସକାରାତ୍ମକତା, ସମ୍ବେଦନଶୀଳତା । ଏହାର ଏକ ସମଷ୍ଟିଗତ ଚରିତ୍ର ଅଛି: ପ୍ରଧାନମନ୍ତ୍ରୀ ମୋଦୀ
July 25th, 09:44 am
ମନ୍ କି ବାତ୍ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳ ସହ ତାଙ୍କର କଥାବାର୍ତ୍ତାକୁ ସ୍ମରଣ କରି ଦେଶବାସୀଙ୍କୁ ସେମାନଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରିଥିଲେ । ଅମୃତ ମହୋତ୍ସବ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସ୍ୱତନ୍ତ୍ର ୱେବସାଇଟ୍ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଠାରେ ଦେଶର ନାଗରିକମାନେ ନିଜ ସ୍ୱରରେ ଜାତୀୟ ସଂଗୀତ ରେକର୍ଡ କରିପାରିବେ । ସେ ଦେଶର ବିଭିନ୍ନ ସ୍ଥାନରୁ ଅନେକ ପ୍ରେରଣାଦାୟକ କାହାଣୀ ବାଣ୍ଟିଥିଲେ, ଜଳ ସଂରକ୍ଷଣର ଗୁରୁତ୍ୱ ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋକପାତ କରିଥିଲେ ।Bihar’s politics has become ‘people-centric’ since NDA assumed power in the state and centre: PM Modi in Bhagalpur
April 11th, 10:31 am
Prime Minister Narendra Modi addressed a large public meeting in Bhagalpur, Bihar today.PM Modi addresses Public Meeting at Bhagalpur, Bihar
April 11th, 10:30 am
Prime Minister Narendra Modi addressed a large public meeting in Bhagalpur, Bihar today.The government is constantly working to create conducive environment for doing business in the country: PM
January 17th, 06:00 pm
PM Modi today inaugurated Ahmedabad Shopping Festival. Addressing a gathering at the event, PM Modi spoke about the measures being undertaken to enhance Ease of Doing Business in India as well as steps being taken for welfare of the MSME sector through portals like GeM and loans of up to Rs. 1 crore in 59 minutes.ଅହମ୍ମଦାବାଦ ସପିଙ୍ଗ ଫେଷ୍ଟିଭାଲ-2019କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
January 17th, 06:00 pm
ଅହମ୍ମଦାବାଦର ସାବରମତୀ ନଦୀକୂଳରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦ ସପିଙ୍ଗ ଫେଷ୍ଟିଭାଲ-2019ର ଉଦଘାଟନ କରିଛନ୍ତି । ସମଗ୍ର ଗୁଜରାଟର ରାସ୍ତା ବିକାଳିଙ୍କଠାରୁ ଆରମ୍ଭ କରି ସପିଙ୍ଗ ମଲ ପର୍ଯ୍ୟନ୍ତ ଏବଂ ଶିଳ୍ପକାରଙ୍କଠାରୁ ଆରମ୍ଭ କରି ହୋଟେଲ-ରେସ୍ତୁରାଂ ସହିତ ସମ୍ପର୍କିତ ସମସ୍ତ ବ୍ୟବସାୟ ସେମାନଙ୍କର ଉତ୍ପାଦର ପ୍ରଦର୍ଶନ ଏବଂ ପ୍ରସାର ପାଇଁ ଏଠାକୁ ଆସିଥିଲେ । ଏହି ଫେଷ୍ଟିଭାଲ ଅନନ୍ୟ ଯେହେତୁ ଏହା ଗୁଜରାଟ ଉଦ୍ୟୋଗ ସମ୍ମିଳନୀ ସହ ଏକାସଙ୍ଗେ ଆୟୋଜିତ ହେଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି ସେ କହିଥିଲେ, “ସାଧାରଣତଃ କେବଳ ବିଦେଶରେ ଏପରି ବୃହତ ବାଣିଜ୍ୟ ସମ୍ମିଳନୀର ଆୟୋଜନ କରାଯାଇଥାଏ । ଏବେ ଉଦ୍ୟୋଗ ଗୁଜରାଟ ଏବଂ ଅହମ୍ମଦାବାଦ ସପିଙ୍ଗ ଫେଷ୍ଟିଭାଲର ପ୍ରାରମ୍ଭ ଏକ ପ୍ରଶଂସନୀୟ ପଦକ୍ଷେପ ।ବାରଣାସୀରେ ‘ଏକ ଜିଲ୍ଲା, ଏକ ସାମଗ୍ରୀ’ ଆଂଚଳିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
December 29th, 05:10 pm
ପୂର୍ବାଂଚଳର ମହାନ ଶିଳ୍ପୀକାର ଭାଇମାନଙ୍କୁ ମୋର ପ୍ରଣାମ । ଦେଶ ଦୁନିଆରେ ନିଜ ହାତର ଚମକ୍ରାରିତା ପାଇଁ ପ୍ରଶଂସିତ ହୋଇଥିବା ଭାଇ-ଭଉଣୀମାନଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ । ପୁରାତନ କାଳରୁ କାଶୀ ନଗରୀ ଦୁନିଆର ବଜାରରେ ନିଜର ପ୍ରତିଷ୍ଠା ବଜାୟ ରଖିଆସିଛି । ରେଶମର ଶାଢ଼ୀ ହେଉ ଅବା ହାତ ତିଆରି ଖେଳନା, ମୋ କାଶୀ ସବୁଠାରୁ ଆଗରେ ରହିଛି ।ବାରାଣସୀରେ ପ୍ରଧାନମନ୍ତ୍ରୀ: ଦେଶକୁ ଉତ୍ସର୍ଗ କଲେ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ କ୍ୟାମ୍ପସ, “ଏକ ଜିଲ୍ଲା, ଏକ ଉତ୍ପାଦ” ସମ୍ମିଳନୀରେ ସମ୍ବୋଧନ
December 29th, 05:00 pm
ସେ ବାରାଣାସୀରେ ଆନ୍ତର୍ଜାତିକ ଧାନ ଗବେଷଣଶ ପ୍ରତିଷ୍ଠାନ କ୍ୟାମ୍ପସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ସେ ଏହି ପ୍ରତିଷ୍ଠାନର ବିଭିନ୍ନ ପରୀକ୍ଷାଗାର ବୁଲି ଦେଖିଥିଲେ ।ସୂକ୍ଷ୍ମ, ଲଘୁ, ମଧ୍ୟମ ଉଦ୍ୟୋଗ ପାଇଁ ଐତିହାସିକ ସହାୟତା ଓ ସଂପର୍କ ଅଭିଯାନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
November 02nd, 05:51 pm
ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଅରୁଣ ଜେଟଲୀ ମହାଶୟ, ଗିରିରାଜ ସିଂହ ମହାଶୟ, ଶିବ ପ୍ରସାଦ ଶୁକ୍ଳ ମହାଶୟ, ପୋଣ ରାଧାକୃଷ୍ଣନ ମହାଶୟ, ଅନ୍ୟାନ୍ୟ ସହଯୋଗୀଗଣ, ବ୍ୟାଙ୍କିଙ୍ଗ କ୍ଷେତ୍ରରୁ, ଆର୍ଥିକ ସଂସ୍ଥାନମାନଙ୍କରୁ, ବ୍ୟବସାୟ ଏବଂ କାରବାର ଜଗତର ଆପଣମାନେ ସମସ୍ତ ମହାନୁଭବଗଣ, ଏଠାରେ ଉପସ୍ଥିତ ସମସ୍ତ ମହାନୁଭବଗଣ ଏବଂ ସମଗ୍ର ଦେଶରୁ ମୋ ସହିତ ଜଡ଼ିତ ଲଘୁ ଉଦ୍ୟମୀଗଣ, ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ!ଏମଏସଏମଇ କ୍ଷେତ୍ର ଲାଗି ଐତିହାସିକ ସହାୟତା ଓ ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
November 02nd, 05:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ର ଲାଗି ଐତିହାସିକ ସହାୟତା ଏବଂ ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ପ୍ରଧାନମନ୍ତ୍ରୀ 12ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ପ୍ରଚଳନ କରିଛନ୍ତି, ଯାହା ଦେଶରେ ଏମଏସଏମଇ କ୍ଷେତ୍ରର ଅଭିବୃଦ୍ଧି, ସମ୍ପ୍ରସାରଣ ଏବଂ ସୁବିଧା କ୍ଷେତ୍ରରେ ସହାୟକ ହେବ ।