ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୋମାନିଆର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନିକୋଲା-ଆଇଓନେଲ ସିୟୁକାଙ୍କ ସହିତ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି
February 28th, 09:48 pm
ପ୍ରଧାନମନ୍ତ୍ରୀ ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କରିବାରେ ସ୍ଲୋଭାକ ରିପବ୍ଲିକ ଦ୍ୱାରା ପ୍ରଦାନ କରାଯାଇଥିବା ସହାୟତା ଏବଂ ଭାରତରୁ ସ୍ୱତନ୍ତ୍ର ବିମାନ ଉଡ଼ାଣ ପାଇଁ ଅନୁମତି ଦେଇଥିବାରୁ ଶ୍ରୀ ଏଡୁଆର୍ଡ ହେଗର୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆସନ୍ତା କିଛି ଦିନ ପାଇଁ ସ୍ଲୋଭାକ ରିପବ୍ଲିକ ନିରନ୍ତର ସହାୟତା ଜାରି ରଖିବାକୁ ସେ ଅନୁରୋଧ କରିବା ସହିତ ବିବାଦୀୟ ଅଞ୍ଚଳରୁ ଅନ୍ୟ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଭାରତ ମଧ୍ୟ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି ।