ଏସସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟ
July 04th, 01:29 pm
ଏସସିଓର ସଦସ୍ୟ ଭାବରେ ଏହାର ସ୍ୱୀକୃତି ୨୦୧୭ କାଜାଖ ଅଧ୍ୟକ୍ଷତା ସମୟରେ ହୋଇଥିଲା ବୋଲି ଭାରତ ପ୍ରଶଂସାର ସହ ମନେ ପକାଉଛି । ସେବେଠାରୁ ଆମେ ଏସସିଓରେ ଅଧ୍ୟକ୍ଷତାର ଏକ ପୂର୍ଣ୍ଣ ଚକ୍ର ଶେଷ କରିଛୁ । ୨୦୨୦ରେ ଭାରତ ଉଭୟ ରାଷ୍ଟ୍ର ମୁଖ୍ୟଙ୍କ ବୈଠକ ଏବଂ ୨୦୨୩ରେ ରାଷ୍ଟ୍ର ମୁଖ୍ୟ ପରିଷଦ ବୈଠକ ଆୟୋଜନ କରିଥିଲା। ଏସସିଓ ଆମ ବୈଦେଶିକ ନୀତିରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି ।ଏସସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟ
July 04th, 01:25 pm
ଏସସିଓର ସଦସ୍ୟ ଭାବରେ ଏହାର ସ୍ୱୀକୃତି ୨୦୧୭ କାଜାଖ ଅଧ୍ୟକ୍ଷତା ସମୟରେ ହୋଇଥିଲା ବୋଲି ଭାରତ ପ୍ରଶଂସାର ସହ ମନେ ପକାଉଛି । ସେବେଠାରୁ ଆମେ ଏସସିଓରେ ଅଧ୍ୟକ୍ଷତାର ଏକ ପୂର୍ଣ୍ଣ ଚକ୍ର ଶେଷ କରିଛୁ । ୨୦୨୦ରେ ଭାରତ ଉଭୟ ରାଷ୍ଟ୍ର ମୁଖ୍ୟଙ୍କ ବୈଠକ ଏବଂ ୨୦୨୩ରେ ରାଷ୍ଟ୍ର ମୁଖ୍ୟ ପରିଷଦ ବୈଠକ ଆୟୋଜନ କରିଥିଲା। ଏସସିଓ ଆମ ବୈଦେଶିକ ନୀତିରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି ।ଇରାନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
November 06th, 06:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ଲାମିକ ରିପବ୍ଲିକ୍ ଅଫ୍ ଇରାନ୍ ର ରାଷ୍ଟ୍ରପତି ମହାମହିମ ଡକ୍ଟର ସୟଦ ଇବ୍ରାହିମ ରାଇସିଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି ।ଇରାନର ରାଷ୍ଟ୍ରପତି ଡା. ସଇଦ୍ ଇବ୍ରାହିମ୍ ରାୟସୀଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 18th, 06:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇରାନର ରାଷ୍ଟ୍ରପତି ଡା. ସଇଦ୍ ଇବ୍ରାହିମ୍ ରାୟସୀଙ୍କ ସହିତ ଟେଲିଫୋନ୍ ମାଧ୍ୟମରେ କଥା ହୋଇଛନ୍ତି। ଉଭୟ ନେତା ଦ୍ବିପାକ୍ଷୀୟ ଏବଂ କ୍ଷେତ୍ରୀୟ ମହତ୍ତ୍ବ ବିଷୟ ଉପରେ ଆଲୋଚନା କରିଛନ୍ତି।