ୱାସିଂଟନ୍ ଡିସିରେ ‘ଇଣ୍ଡିଆ-ୟୁଏସଏ : ସ୍କିଲିଂ ଫର ଫ୍ୟୁଚର’ ବିଷୟ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟର ଓଡ଼ିଆ ଅନୁବାଦ

June 22nd, 11:15 am

ମୁଁ ଖୁସି ଯେ ଆଜି ୱାଶିଂଟନ୍ ଆସିବା ପରେ ମୁଁ ଅନେକ ଯୁବକ ଏବଂ ସୃଜନଶୀଳ ମନ ସହିତ ଯୋଡି ହେବାର ସୁଯୋଗ ପାଇଛି। ଭାରତ ବିଭିନ୍ନ ପ୍ରକଳ୍ପରେ ଜାତୀୟ ବିଜ୍ଞାନ ଫାଉଣ୍ଡେସନ୍ ସହିତ ସହଯୋଗ କରୁଛି, ଯାହା ଏହି ସ୍ଥାନକୁ ଅଧିକ ସ୍ୱତନ୍ତ୍ର କରିଥାଏ।

ଆମେରିକା ରାଷ୍ଟ୍ରପତି ଏବଂ ପ୍ରଥମ ମହିଳାଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସାକ୍ଷାତ

June 22nd, 10:57 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୧ ଜୁନ୍‌ ୨୦୨୩ରେ ହ୍ୱାଇଟ୍‌ ହାଉସ୍‌ରେ ଆୟୋଜିତ ଏକ ବ୍ୟକ୍ତିଗତ ସମାରୋହରେ ଆମେରିକା ରାଷ୍ଟ୍ରପତି ମହାମହିମ ମିଃ ଜୋ ବାଇଡେନ୍‌ ଏବଂ ପ୍ରଥମ ମହିଳା ମହାମହିମ ଡକ୍ଟର ଜିଲ୍‌ ବାଇଡେନଙ୍କୁ ସାକ୍ଷାତ କରିଛନ୍ତି ।

ଆମେରିକାର ପ୍ରଥମ ମହିଳାଙ୍କ ସହିତ ‘‘ଭାରତ ଓ ଆମେରିକା : ଭବିଷ୍ୟତ ପାଇଁ ଦକ୍ଷତା ବିକାଶ’’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

June 22nd, 10:57 am

ସମାଜର ବିଭିନ୍ନ ବର୍ଗରେ ଉନ୍ନତ ମାନର ଶିକ୍ଷାକୁ ସମ୍ପ୍ରସାରିତ ଓ ପରିବର୍ଦ୍ଧିତ କରିବା ଲାଗି ଉଚ୍ଚ ଶିକ୍ଷାନୁଷ୍ଠାନରେ କର୍ମଶକ୍ତି ପୁନଃବିକାଶ ଉପରେ କାର୍ଯ୍ୟକ୍ରମରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା।