ସନ୍ଥ ରବିଦାସଙ୍କୁ ତାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

February 05th, 08:55 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସନ୍ଥ ରବିଦାସଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ସନ୍ଥ ରବିଦାସଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସ୍ମରଣ କରିଛନ୍ତି

February 15th, 07:28 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସନ୍ଥ ରବିଦାସଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସ୍ମରଣ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସରକାର ଗ୍ରହଣ କରିଥିବା ପ୍ରତ୍ୟେକ ପଦକ୍ଷେପ ପୂଜ୍ୟ ଶ୍ରୀ ଗୁରୁ ରବିଦାସ ଜୀଙ୍କର ଆବେଗକୁ ଗ୍ରହଣ କରିଛି ବୋଲି ସେ ଗର୍ବିତ ଅନୁଭବ କରୁଛନ୍ତି ।

ସନ୍ଥ ରବିଦାସଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

February 27th, 11:55 am

ସନ୍ଥ ରବିଦାସଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Our efforts are towards making a modern Kashi that also retains its essence: PM Modi

February 19th, 01:01 pm

PM Narendra Modi today launched various development initiatives in Varanasi. The projects pertaining to healthcare would greatly benefit people in Varanasi and adjoining areas. Addressing a gathering, PM Modi commended the engineers and technicians behind development of the Vande Bharat Express. He termed the train as a successful example of ‘Make in India’ initiative.

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 3350 କୋଟିର ବିକାଶମୂଳକ ପ୍ରକଳ୍ପ ଲୋକାର୍ପଣ

February 19th, 01:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣସୀରେ 3350 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ବିଭିନ୍ନ କ୍ଷେତ୍ର ଯଥା ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ସ୍ମାର୍ଟ ସିଟି, ଯୋଗାଯୋଗ, ଶକ୍ତି, ଆବାସ ଏବଂ ଆଦି ରହିଛି । ଏହି ଅବସରରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀ ରାମ ନାଏକ, ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ଗୁରୁ ରବିଦାସଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 19th, 10:31 am

ମଞ୍ଚରେ ଉପସ୍ଥିତ ସମସ୍ତ ମହାନୁଭବ ଏବଂ ଦେଶ ଓ ଦୁନିଆର ଭିନ୍ନ ଭିନ୍ନ ସ୍ଥାନରୁ ଆଜି ଏହି ପବିତ୍ର ଦିବସରରେ ଏଠାକୁ ଆସିଥିବା ମୋର ସମସ୍ତ ପ୍ରିୟ ଭକ୍ତଜନ ଭାଇ ଓ ଭଉଣୀମାନେ ।

ପ୍ରଧାନମନ୍ତ୍ରୀଙ୍କ ବାରାଣସୀ ଯାତ୍ରା;

February 19th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ବାରାଣସୀ ଗସ୍ତ କରିଛନ୍ତି । ଏହି ଅବସରରେ ସେ ଗୁରୁ ରବିଦାସଙ୍କ ଜନ୍ମସ୍ଥାନରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।

PM Modi pays tribute to Guru Ravidas Ji on his Jayanti

February 19th, 08:30 am

Paying tributes to Guru Ravidas Ji on his Jayanti today, PM Narendra Modi recalled his noble teachings. Shri Modi said that Guru Ravidas' teachings of harmony, equality and social empowerment continues to inspire us even today.

ପ୍ରଧାନମନ୍ତ୍ରୀଙ୍କ 52ତମ “ମନ୍ କି ବାତ୍’ ସଂସ୍କରଣ

January 27th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଚଳିତ ମାସ 21 ତାରିଖ ଦିନ ଆମ ଦେଶକୁ ଗୋଟିଏ ଗଭୀର ଶୋକ ସମ୍ବାଦ ମିଳିଲା । କର୍ଣ୍ଣାଟକର ଟୁମକୁର୍ ଜିଲ୍ଲାର ଶ୍ରୀ ସିଦ୍ଧଗଙ୍ଗା ମଠର ଡକ୍ଟର ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଜୀ ଆମଠାରୁ ଚିର ବିଦାୟ ନେଲେ ।

ଗୁରୁ ରବିଦାସଙ୍କୁ ତାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

January 31st, 12:16 pm

ଗୁରୁ ରବିଦାସଙ୍କୁ ତାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଗୁରୁ ରବିଦାସଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

February 10th, 09:41 am

Prime Minister Narendra Modi today bowed to Guru Ravidas on his Jayanti. Shri Modi said, I bow to Guru Ravidas Ji on the special occasion of Guru Ravidas Jayanti. His pure thoughts & ideals have a profound impact on society. Guru Ravidas Ji emphasised on values of harmony, equality & compassion, which are central to India’s culture & ethos.