PM Modi extends greetings on Prakash Purab of Sri Guru Granth Sahib
September 04th, 03:00 pm
The Prime Minister Shri Narendra Modi extended wishes on the occasion of Prakash Purab of the Sri Guru Granth Sahib today.BJP is emphasizing the true social empowerment of Dalits and OBC: PM Modi in Patiala, Punjab
May 23rd, 05:00 pm
Ahead of the impending Lok Sabha elections in 2024, Prime Minister Narendra Modi addressed a powerful rally amid a passionate welcome by the people of Patiala, Punjab. PM Modi began his address by paying rich tributes to the land of ‘Guru Tegh Bahadur.’ He said, “After the five phases of voting, the message of the people of India resonates with ‘Fir ek Baar, Modi Sarkar’.” He urged Punjab to vote for the BJP to ensure a ‘Viksit Bharat.’ପଞ୍ଜାବରେ ଏକ ଶକ୍ତିଶାଳୀ ରାଲିକୁ ସମ୍ବୋଧିତ କରିବା ଅବସରରେ ପଟିଆଲାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉତ୍ସାହଜନକ ସ୍ୱାଗତ
May 23rd, 04:30 pm
୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଶକ୍ତିଶାଳୀ ରାଲିକୁ ସମ୍ବୋଧିତ କରିଥିବା ବେଳେ ପଞ୍ଜାବର ପଟିଆଲାବାସୀ ଏହାକୁ ଉତ୍ସାହର ସହ ସ୍ୱାଗତ କରିଛନ୍ତି। ଗୁରୁ ତେଗ ବାହାଦୁରଙ୍କ ଭୂମିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଛନ୍ତି, ୫ଟି ପର୍ଯ୍ୟାୟ ମତଦାନ ପରେ ଭାରତବାସୀଙ୍କ ବାର୍ତ୍ତା 'ଫିର ଏକ ବାର, ମୋଦି ସରକାର'ରେ ପ୍ରତିଫଳିତ ହେଉଛି। 'ବିକଶିତ ଭାରତ' ସୁନିଶ୍ଚିତ କରିବା ପାଇଁ ସେ ପଞ୍ଜାବକୁ ବିଜେପିକୁ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି।ପ୍ରକାଶ ପର୍ବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
September 16th, 01:27 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗୁରୁ ଗ୍ରନ୍ଥ ସାହିବଙ୍କ ପ୍ରକାଶ ପର୍ବ ଅବସରରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।ଶିଖ୍ ପ୍ରତିନିଧି ଦଳକୁ ନିଜ ବାସଗୃହରେ ଭେଟିଲେ ପ୍ରଧାନମନ୍ତ୍ରୀ
September 19th, 03:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୯.୯.୨୦୨୨)ତାଙ୍କର ବାସସ୍ଥାନ ୭, ଲୋକକଲ୍ୟାଣ ମାର୍ଗଠାରେ ଶିଖ୍ ପ୍ରତିନିଧିଦଳକୁ ସାକ୍ଷାତ କରିଛନ୍ତି ।ନୂଆଦିଲ୍ଲୀରେ ନିଜ ବାସଭବନରେ ଏକ ଶିଖ୍ ପ୍ରତିନିଧି ମଣ୍ଡଳଙ୍କୁ ସାକ୍ଷାତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
April 29th, 05:31 pm
ଏନଆଇଡିର ମୁଖ୍ୟ ସଂରକ୍ଷକ ଏବଂ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟର କୁଳପତି ମୋର ବନ୍ଧୁ ଶ୍ରୀ ସତନାମ ସିଂହସାନ୍ଧୁଜୀ, ଏନଆଡ଼ି ଫାଉଣ୍ଡେସନର ସମସ୍ତ ସଦସ୍ୟଗଣ ଏବଂ ସମସ୍ତ ସମ୍ମାନିତ ସାଥୀଗଣ! ଆପଣମାନଙ୍କ ଭିତରୁ କେତେକ ସଦସ୍ୟଙ୍କୁ ମୁଁ ପୂର୍ବରୂ ଜାଣିଛି, ଭେଟିବାର ସୁଯୋଗ ମୋତେ ମିଳିଛି । ଗୁରୁଦ୍ୱାରମାନଙ୍କୁ ଦର୍ଶନ ପାଇଁ ଯିବା, ସେବାରେ ସମୟ ଅତିବାହିତ କରିବା, ଲରଙ୍ଗ ପ୍ରାପ୍ତ ହେବା, ଶିଖ ପରିବାରଙ୍କ ଘରେ ରହିବା, ଏହା ମୋ ଜୀବନର ଏକ ବହୁତ ବଡ଼ ସ୍ୱାଭାବିକ ଅଂଶ ରହିଆସିଛି । ଏଠାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସୁଦ୍ଧା ସମୟେ ସମୟେ ଶିଖ ସନ୍ଥମାନଙ୍କ ଚରଣ ସ୍ପର୍ଶ କରିବାର ସୌଭାଗ୍ୟ ମୋତେ ମିଳିଥାଏ ଏବଂ ଏହା ମୋର ପରମ ସୌଭାଗ୍ୟ ବୋଲି ମୁଁ ମନେକରେ । ସେମାନଙ୍କ ସହିତ ବାର୍ତ୍ତାଳାପ କରିବା ଏକ ପରମ ସୌଭାଗ୍ୟ ବୋଲି ମୁଁ ସଦାବେଳେ କହିଆସିଛି ଏବଂ ସେମାନଙ୍କୁ ସମୟାନ୍ତରେ ଭେଟିଆସୁଛି ।Prime Minister Narendra Modi interacts with Sikh delegation at his residence
April 29th, 05:30 pm
PM Modi hosted a Sikh delegation at 7 Lok Kalyan Marg. Bowing to the great contribution and sacrifices of the Gurus, the PM recalled how Guru Nanak Dev ji awakened the consciousness of the entire nation and brought the nation out of darkness and took it on the path of light.PM meets Afghanistan Sikh-Hindu Delegation
February 19th, 02:55 pm
Prime Minister Narendra Modi met members of the Sikh-Hindu Delegation from Afghanistan at 7 Lok Kalyan Marg. They honoured the Prime Minister and thanked him for bringing Sikhs and Hindus safely to India from Afghanistan. The Prime Minister welcomed the delegation and said that they are not guests but are in their own house, adding that India is their home.ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ଜୀଙ୍କ ପ୍ରକାଶ ପୁରବ ଅବସରରେ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଅଭିବାଦନ ଜଣାଇଛନ୍ତି
September 07th, 03:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗୁରୁ ଗ୍ରନ୍ଥ ସାହେବ ଜୀଙ୍କ ପ୍ରକାଶ ପୁରବ ଅବସରରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ଶ୍ରୀ ଗୁରୁ ଗ୍ରନ୍ଥ ସାହୀବଙ୍କ ପ୍ରକାଶ ପର୍ବରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
August 19th, 08:03 pm
ଶ୍ରୀ ଗୁରୁ ଗ୍ରନ୍ଥ ସାହୀବଙ୍କ ପ୍ରଥମ ପ୍ରକାଶ ପର୍ବ ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ ମହାରାଜଙ୍କ 350ତମ ଜନ୍ମ ବାର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ
January 05th, 05:45 pm
PM Modi attended the 350th Prakash utsav of Shri Guru Gobind Singh ji in Patna today. The PM said that the world should know how Guru Gobind Singh ji has inspired so many people. Guru Gobind Singh ji put knowledge at the core of his teachings and inspired so many people through his thoughts and ideals. Guru Gobind Singh ji did not believe in any form of social discrimination and he treated everyone equally, said Shri Modi.ପାଟନାରେ ଗୁରୁ ଗୋବିନ୍ଦ ସିଂହ ଜୀ ମହାରାଜଙ୍କ 350ତମ ଜୟନ୍ତୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ଭାଷଣ
January 05th, 05:07 pm
While addressing at 350th Prakash Parv in Patna, PM Narendra Modi said that Guru Gobind Singh ji has inspired several people. He said that Guru Gobind Singh ji put knowledge at the core of his teachings & inspired so many people through his thoughts & ideals. PM Modi said that Guru Gobind Singh ji did not believe in any form of social discrimination & he treated everyone equally. PM Modi appreciated Bihar CM Nitish Kumar & asserted that the state will play major role in the nation’s development.The PM’s gift to the President of Kazakhstan
July 08th, 09:51 am