ଘନିଷ୍ଠ ସମ୍ପର୍କକୁ ମହାକାଶ ବାହାରକୁ ସମ୍ପ୍ରସାରିତ କରିଛି !
May 05th, 11:00 pm
ମେ 5,2017, ହେଉଛି ଦକ୍ଷିଣ ଏସିଆ ପାଇଁ ଐତିହାସିକ ଦିନ । ଦୁଇ ବର୍ଷ ପୂର୍ବରୁ ଭାରତ ଦକ୍ଷିଣ ଏସିଆରେ ବିକାଶ ଓ ସମୃଦ୍ଧି ପାଇଁ ଉନ୍ନତ ମହାକାଶ ଜ୍ଞାନକୌଶଳ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା । ଦକ୍ଷିଣ ଏସିଆ ସାଟେଲାଇଟର ସଫଳ ପ୍ରକ୍ଷେପଣ ଏହାକୁ ପ୍ରମାଣିତ କରୁଛି ।ଦକ୍ଷିଣ ଏସୀୟ ଉପଗ୍ରହ ପ୍ରକ୍ଷେପଣ ଅବସରରେ ଦକ୍ଷିଣ ଏସୀୟ ରାଷ୍ଟ୍ରମୁଖ୍ୟଙ୍କ ସହ ଭିଡିଓ କନଫେରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ଅଭିଭାଷଣ
May 05th, 06:38 pm
ଦକ୍ଷିଣ ଏସୀୟ ଉପଗ୍ରହ ଆମକୁ ଏହି ବାର୍ତ୍ତା ଦେଉଛି ଯେ ସମଭାବାପନ୍ନ ରାଷ୍ଟ୍ରଗୁଡିକ ମଧ୍ୟରେ ଆଞ୍ଚଳିକ ସହଯୋଗ ଆକାଶ ଭଳି ଅସିମୀତ ହେବା ଉଚିତ । ସବକା ସାଥ ସବକା ବିକାଶ, ଦକ୍ଷିଣ ଏସିଆରେ କାର୍ଯ୍ୟ ଏବଂ ସହଯୋଗ ବୃଦ୍ଧି କରିବାରେ ମାର୍ଗଦର୍ଶନ କରିବ । ଏବଂ ଆମ ଲୋକମାନଙ୍କ ଅର୍ଥନୈତିକ ସମୃଦ୍ଧି ହାସଲ କରିବା ଲାଗି ଆମର ପ୍ରମୁଖ ଲକ୍ଷ୍ୟ ସାଧିତ ହୋଇପାରିବ । ଏବଂ ଏହା ଭିତରେ ଆପଣମାନେ ଏକ ସୁଦୃଢ ତଥା ସମର୍ପିତ୍ତ ସହଯୋଗୀ ଭାବେ ଭାରତକୁ ପାଇପାରିବେ ଯାହା ବାସ୍ତବରେ ସେହି ସଂକଳ୍ପ ଓ ସିଦ୍ଧାନ୍ତରେ ବିଶ୍ଵାସ କରିଥାଏ ।ଦକ୍ଷିଣ ଏସିଆ ସାଟେଲାଇଟ ପ୍ରକ୍ଷେପଣ ଅବସରରେ ଦକ୍ଷିଣ ଏସୀୟ ରାଷ୍ଟ୍ର ମୁଖ୍ୟଙ୍କ ସହ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ମନ୍ତବ୍ୟ
May 05th, 04:02 pm
ଆଜି ହେଉଛି ଦକ୍ଷିଣ ଏସିଆ ପାଇଁ ଐତିହାସିକ ଦିନ । ଦୁଇ ବର୍ଷ ପୂର୍ବରୁ ଭାରତ ପ୍ରତିଶ୍ରୁତି ଦେଇଥିଲା । ଦକ୍ଷିଣ ଏସିଆରେ ଆମର ଭାଇ ଓ ଭଉଣୀମାନଙ୍କ ବିକାଶ ଓ ସମୃଦ୍ଧି ପାଇଁ ଉନ୍ନତ ମହାକାଶ ଜ୍ଞାନକୌଶଳ ଯୋଗାଇବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଦକ୍ଷିଣ ଏସିଆ ସାଟେଲାଇଟର ସଫଳ ପ୍ରକ୍ଷେପଣ ଏହାକୁ ପ୍ରମାଣିତ କରୁଛି । ଏହି ପ୍ରକ୍ଷେପଣ ସହ ସବୁଠୁ ଉନ୍ନତ ମାନର ଭାଗିଦାରୀତାର ଯାତ୍ରା ଆରମ୍ଭ ହୋଇଛି ।