ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 35ତମ ପ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ

January 27th, 08:53 pm

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ସହିତ ସକ୍ରିୟ ପ୍ରଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟକାରିତା ଲାଗି ଆଇସିଟି ଆଧାରିତ ବହୁମୁଖୀ ପ୍ଲାଟଫର୍ମ ପ୍ରଗତିର 35ତମ ବୈଠକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 34ତମ ପ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ

December 30th, 07:40 pm

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ 34ତମ ପ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ, ବିଭିନ୍ନ ପ୍ରକଳ୍ପ, କାର୍ଯ୍ୟକ୍ରମ ଏବଂ ଅଭିଯୋଗ ସମୀକ୍ଷା କରାଯାଇଥିଲା। ରେଳ ମନ୍ତ୍ରଣାଳୟ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଂକ୍ରାନ୍ତ ପ୍ରକଳ୍ପଗୁଡ଼ିକ ସମୀକ୍ଷା କରାଯାଇଥିଲା। ମୋଟ 1 ଲକ୍ଷ କୋଟି ଟଙ୍କାରୁ ଅଧିକ ଏହିସବୁ ପ୍ରକଳ୍ପ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଜମ୍ମୁ ଓ କଶ୍ମୀର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା, ଗୁଜରାଟ ଓ ଦାଦ୍ରା ନଗର ଓ ହାଭେଳି ସମେତ 10ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ରହିଛି।

ସହାୟକ ସଚିବମାନଙ୍କ ଉଦଯାପନୀ ଅଧିବେଶନ: ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ 2016 ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ଉପସ୍ଥାପନା

September 27th, 06:56 pm

ଭାରତୀୟ ପ୍ରଶାସନିକ ସେବା 2016 ବ୍ୟାଚର ଅଧିକାରୀମାନେ ସହାୟକ ସଚିବ ଭାବେ ସେମାନଙ୍କ କାର୍ଯ୍ୟକାଳର ଅନ୍ତିମ ଅଧିବେଶନରେ ଆଜି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ବିଭିନ୍ନ ଉପସ୍ଥାପନା କରିଛନ୍ତି ।

ପ୍ରଗତି ମାଧ୍ୟମରେ ଓଡିଶା ସମେତ ଏକାଧିକ ରାଜ୍ୟରେ 8 ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

September 26th, 05:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି-ଆଇସିଟି ଆଧାରିତ ସକ୍ରିୟ ପ୍ରଶାସନ ଏବଂ ସମୟବଦ୍ଧ କାର୍ଯ୍ୟକାରୀତା ବ୍ୟବସ୍ଥା/ପଦ୍ଧତି ଜରିଆରେ 29ତମ ସମୀକ୍ଷା ଓ ମତବିନିମୟ ବୈଠକରେ ଅଧ୍ୟକ୍ଷତା କରିଥିଲେ ।

ପ୍ରଗତି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 29th, 05:50 pm

ସକ୍ରିୟ ପ୍ରଶାସନ ଏବଂ ସମୟବଦ୍ଧ କାର୍ଯ୍ୟକାରୀତା ଲାଗି ଆଇସିଟି ଆଧାରିତ, ବହୁପକ୍ଷୀୟ ମଂଚ- ପ୍ରଗତିର ଆଜି 28ତମ ମତବିନିମୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଥିଲେ ।

ପ୍ରଗତି ମାଧ୍ୟମରେ ଓଡିଶା ସମେତ 17 ରାଜ୍ୟ, କେନ୍ଦ୍ରଶାସିତ ଅଂଚଳର ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

June 27th, 05:42 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ 27ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଇସିଟିଭିତ୍ତିକ ମଲ୍ଟି ମଡ଼େଲ ପ୍ଲାଟଫର୍ମ ଜରିଆରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି ।

ପ୍ରଗତି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ

April 25th, 07:01 pm

ସକ୍ରିୟ ପ୍ରଶାସନ ଏବଂ ନିର୍ଦ୍ଧାରିତ ସମୟରେ କାର୍ଯ୍ୟାନ୍ୱୟନ ପାଇଁ ଆଇସିଟି ଆଧାରିତ ବହୁ ପକ୍ଷୀୟ ମଂଚ – ପ୍ରଗତି ଜରିଆରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର 25ତମ ବାର୍ତ୍ତାଳାପ କରିଥିଲେ ।

ପ୍ରଗତି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

February 28th, 05:57 pm

ସକ୍ରିୟ ପ୍ରଶାସନ ଏବଂ ସମୟବଦ୍ଧ କାର୍ଯ୍ୟକାରୀତା ଲାଗି ଆଇସିଟି ଆଧାରିତ ବହୁପକ୍ଷୀୟ ମଂଚ- ପ୍ରଗତି ମାଧ୍ୟମରେ 24ତମ ଆଲୋଚନାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଥିଲେ ।

ପ୍ରଗତି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

November 22nd, 04:55 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଗତି ମାଧ୍ୟମରେ ଆଜି ବିଭିନ୍ନ ରାଜ୍ୟ ଓ ମନ୍ତ୍ରଣାଳୟ ସଂଲଗ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହା ପ୍ରଧାନମନ୍ତ୍ରୀଙ୍କର 23ତମ ପ୍ରଗତି ସମୀକ୍ଷା ବୈଠକ ।

PM’s interaction through PRAGATI

September 27th, 05:42 pm

During his 22nd Interaction through PRAGATI, PM Modi reviewed the progress towards handling and resolution of grievances related to the banking sector, infrastructure projects, HRIDAY scheme and the Sugamya Bharat Abhiyan for the Divyang.

ଅତିରିକ୍ତ ଓ ଯୁଗ୍ମ ସଚିବମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଚତୁର୍ଥ ମତ ବିନିମୟ କାର୍ଯ୍ୟକ୍ରମ

August 31st, 10:46 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା 80 ଜଣ ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବଙ୍କ ଏକ ଗୋଷ୍ଠୀକୁ ଭେଟି ସେମାନଙ୍କ ସହ ମତ ବିନିମୟ କରିଥିଲେ । ଏହିପରି 5ଟି କାର୍ଯ୍ୟକ୍ରମ ମଧ୍ୟରୁ ଏହା ଥିଲା ଚତୁର୍ଥ ।

ପ୍ରଗତି କାର୍ଯ୍ୟକ୍ରମ; ଓଡିଶା ସମେତ 16 ରାଜ୍ୟରେ 8.79 ଲକ୍ଷ କୋଟି ଟଙ୍କାର 183 ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

August 30th, 05:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅତି ସକ୍ରିୟ ସୁଶାସନ ଏବଂ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମ୍ପାଦନ ନିମନ୍ତେ ଆଇସିଟି ଆଧାରିତ ବହୁମୂଖୀ ପ୍ଲାଟଫର୍ମ - ପ୍ରଗତି ମାଧ୍ୟମରେ 21ତମ ମତ ବିନିମୟ ଓ ସମୀକ୍ଷା ବୈଠକ ସମ୍ପନ୍ନ ହୋଇଛି । ପ୍ରଗତିର 21ତମ ବୈଠକରେ 8.79ଲକ୍ଷ କୋଟି ଟଙ୍କାର ମୋଟ ନିବେଶ ଥିବା 183 ପରିଯୋଜନାର ପୁନଃପୌନିକ ସମୀକ୍ଷା କରାଯାଇଥିଲା ।

ଓଡ଼ିଶା ସମେତ 10 ରାଜ୍ୟର ରେଳ, ସଡ଼କ, ଶକ୍ତି କ୍ଷେତ୍ରର ଭିତ୍ତିଭୂମି ବିକାଶ ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ; ଅପରାଧ ଓ ଅପରାଧି ଟ୍ରାକିଂ ନେଟୱାର୍କ ବ୍ୟବସ୍ଥାକୁ ଉଚ୍ଚ ପ୍ରାଥମିକତା ଦେବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ

May 24th, 05:28 pm

ଆଜି ନୂଆଦିଲ୍ଲୀଠାରେ ପ୍ରଗତି କାର୍ଯ୍ୟକ୍ରମ ମାଧ୍ୟମରେ ଊନବିଂଶ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ଓଡ଼ିଶା, ମଧ୍ୟପ୍ରଦେଶ, ମହରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିଆନା, ହିମାଚଳ ପ୍ରଦେଶ ଆଦି ରାଜ୍ୟରେ ରେଳବାଇ, ଜାତୀୟ ରାଜପଥ ନିର୍ମାଣ, ଶକ୍ତି ଉତ୍ପାଦନ ପ୍ରକଳ୍ପଗୁଡିକର ଅଗ୍ରଗତି ନେଇ ମତ ବିନିମୟ ଓ ସମୀକ୍ଷା କରିଥିଲେ ।

ବିଶ୍ୱ ଖାଉଟୀ ଅଧିକାର ଦିବସରେ ଉପଭୋକ୍ତାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ, ଡିଜିଟାଲ ନେଣଦେଣକୁ ଆଦରିବା ପାଇଁ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିବେଦନ

March 15th, 05:54 pm

Prime Minister Narendra Modi has saluted the consumer urging him to embrace digital transactions on World Consumer Rights Day. The PM urged consumers to embrace digital transactions and join the movement to end corruption and black money.

ପ୍ରଗତି : ଓଡିଶା ସମେତ 14 ରାଜ୍ୟରେ ଭିତ୍ତିଭୂମି କ୍ଷେତ୍ରରେ ବିକାଶ ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

February 22nd, 05:36 pm

PM Narendra Modi chaired 17th PRAGATI meeting & reviewed progress made in host of key sectors. PM emphasized the need for improving efficiency & fixing accountability at all levels in telecom sector. During a review of the progress of the PMAY-Urban, the PM underlined the Government’s commitment to provide Housing for All by 2022. He urged all Secretaries and Chief Secretaries to review the situation with regard to “Ease of Doing Business.”

ବାଙ୍ଗାଲୁରୁଠାରେ ଚତୁର୍ଦ୍ଦଶ ପ୍ରବାସୀ ଭାରତୀୟ ଦିବସ ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ଅଭିଭାଷଣ (ଜାନୁୟାରୀ 08, 2017)

January 08th, 11:45 am

PM Narendra Modi while addressing the Pravasi Bharatiya Divas in Bengaluru, hailed the contributions made by Indian diaspora to the nations across the world. “Indian diaspora represents the best of Indian culture, ethos and values,” PM said. The Prime Minister addressed concerns of Indian diaspora and spoke about development of NRIs across the world. “The security of Indian nationals abroad is of utmost importance to us”, the PM added.

ପ୍ରଗତି ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

October 26th, 07:10 pm

Chairing 16th Pragati interaction, PM Narendra Modi reviewed progress towards handling and resolution of grievances related to the Ministry of Labour and Employment, the e-NAM initiative. The Prime Minister also reviewed the progress of vital infrastructure projects and AMRUT.

Zeal to fulfil dreams of 125 crore countrymen keep me going: PM Narendra Modi

August 06th, 08:51 pm

In his first ever townhall, PM Narendra Modi said that “grievance redressal is must for good governance”. The event marked two years of MyGov, the government’s citizen engagement platform. He added that 'India first' was the central point of NDA government's foreign policy which and it was aimed at protecting the country's strategic interests and ensuring robust economic growth. PM also launched the new crowd sourced PMO App.

PM Modi participates in MyGov Town hall

August 06th, 08:50 pm

'India first' is the central point of NDA government's foreign policy which is aimed at protecting the country's strategic interests and ensuring robust economic growth, Prime Minister Narendra Modi said in his first ever townhall. PM Modi complemented the Indian diaspora and said that they can play an important role in strengthening India's ties with foreign countries.

PM’s interaction through PRAGATI

June 29th, 06:23 pm