ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାଠାରେ ସେମିକନ୍ ଇଣ୍ଡିଆ ୨୦୨୪ରେ ଶୀର୍ଷ ସେମିକଣ୍ଡକ୍ଟର ସିଇଓମାନେ ଭାରତ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି
September 11th, 04:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ଇଣ୍ଡିଆ ଏକ୍ସପୋ ମାର୍ଟରେ ସେମିକନ୍ ଇଣ୍ଡିଆ ୨୦୨୪କୁ ଉଦଘାଟନ କରିଛନ୍ତି । ସେମିକନ୍ ଇଣ୍ଡିଆ ୨୦୨୪ ସେପ୍ଟେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ 'ସେପିଂ ଦ ସେମିକଣ୍ଡକ୍ଟର ଫ୍ୟୁଚର' ଶୀର୍ଷକରେ ଆୟୋଜନ କରାଯାଉଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଭାରତର ସେମିକଣ୍ଡକ୍ଟର କୌଶଳ ଏବଂ ନୀତିକୁ ପ୍ରଦର୍ଶିତ କରାଯାଇଛି ଯାହା ଭାରତକୁ ସେମିକଣ୍ଡକ୍ଟର ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି। ଗ୍ଲୋବାଲ ସେମିକଣ୍ଡକ୍ଟର ଜାଏଣ୍ଟର ଶୀର୍ଷ ନେତୃତ୍ୱମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି ଯାହା ବିଶ୍ୱସ୍ତରୀୟ ନେତା, କମ୍ପାନୀ ଏବଂ ସେମିକଣ୍ଡକ୍ଟର ଶିଳ୍ପର ବିଶେଷଜ୍ଞମାନଙ୍କୁ ଏକାଠି କରିବ । ଏହି ସମ୍ମିଳନୀରେ ୨୫୦ ରୁ ଅଧିକ ପ୍ରଦର୍ଶକ ଓ ୧୫୦ ବକ୍ତା ଅଂଶଗ୍ରହଣ କରୁଛନ୍ତି।Prime Minister Narendra Modi to inaugurate SEMICON India 2024 in Greater Noida
September 09th, 08:08 pm
PM Modi will inaugurate SEMICON India 2024 on 11th September at India Expo Mart, Greater Noida. The event, held from 11-13 September, will showcase India's semiconductor strategy and policy, aiming to position India as a global hub for semiconductor design, manufacturing, and technology. The conference will feature over 250 exhibitors, 150 speakers, and participation from top global semiconductor leaders.