We launched the SVAMITVA Yojana to map houses and lands using drones, ensuring property ownership in villages: PM

We launched the SVAMITVA Yojana to map houses and lands using drones, ensuring property ownership in villages: PM

January 18th, 06:04 pm

PM Modi distributed over 65 lakh property cards under the SVAMITVA Scheme to property owners across more than 50,000 villages in over 230 districts across 10 states and 2 Union Territories. Reflecting on the scheme's inception five years ago, he emphasised its mission to ensure rural residents receive their rightful property documents. He expressed that the government remains committed to realising Gram Swaraj at the grassroots level.

ସ୍ୱାମୀତ୍ଵ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ସ୍ୱାମୀତ୍ଵ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 18th, 05:33 pm

ମଧ୍ୟପ୍ରଦେଶର ସିହୋରର ଜଣେ ସ୍ୱାମୀତ୍ଵ ହିତାଧିକାରୀ ଶ୍ରୀ ମନୋହର ମେଓ୍ଵାଡାଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ତାଙ୍କୁ ସ୍ୱାମୀତ୍ଵ ଯୋଜନା ସମ୍ବନ୍ଧୀୟ ତାଙ୍କର ଅଭିଜ୍ଞତା ବାଣ୍ଟିବାକୁ କହିଥିଲେ । ସମ୍ପତ୍ତି କାଗଜପତ୍ର ବ୍ୟବହାର କରି ଧାର କରିଥିବା ଋଣ ତାଙ୍କୁ କିପରି ସାହାଯ୍ୟ କରିଛି ଏବଂ ଏହା ତାଙ୍କ ଜୀବନରେ କ'ଣ ପରିବର୍ତ୍ତନ ଆଣିଛି ବୋଲି ସେ ଶ୍ରୀ ମନୋହରଙ୍କୁ ପଚାରିଥିଲେ। ଶ୍ରୀ ମନୋହର କହିଛନ୍ତି ଯେ ସେ ତାଙ୍କ ଦୁଗ୍ଧ ଫାର୍ମ ପାଇଁ ୧୦ ଲକ୍ଷ ଟଙ୍କାର ଋଣ ନେଇଥିଲେ, ଯାହା ତାଙ୍କୁ ବ୍ୟବସାୟ ଆରମ୍ଭ କରିବାରେ ସାହାଯ୍ୟ କରିଥିଲା । ସେ ଉଲ୍ଲେଖ କରିଛନ୍ତି ଯେ ସେ, ତାଙ୍କ ପିଲାମାନେ ଏବଂ ଏପରିକି ତାଙ୍କ ପତ୍ନୀ ମଧ୍ୟ ଦୁଗ୍ଧ ଫାର୍ମରେ କାମ କରନ୍ତି ଏବଂ ଏହା ଅତିରିକ୍ତ ରୋଜଗାର ଆଣିଛି । ଶ୍ରୀ ମନୋହର ଏହା ମଧ୍ୟ ଆଲୋକପାତ କରିଥିଲେ ଯେ ସମ୍ପତ୍ତି କାଗଜପତ୍ର ରହିବା ଦ୍ୱାରା ତାଙ୍କ ପାଇଁ ବ୍ୟାଙ୍କରୁ ଋଣ ପାଇବା ସହଜ ହୋଇଥାଏ । କେନ୍ଦ୍ର ସରକାରଙ୍କ ଯୋଜନା ଲୋକଙ୍କ ଜୀବନରେ କଷ୍ଟ ହ୍ରାସ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସ୍ୱାମୀତ୍ଵ ଯୋଜନା ଲକ୍ଷ ଲକ୍ଷ ପରିବାରର ଆୟ ବୃଦ୍ଧି କରିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ପ୍ରତ୍ୟେକ ନାଗରିକ ଯେପରି ନିଜ ଜୀବନରେ ଗର୍ବ ଏବଂ ଅଭିଜ୍ଞତା ସହିତ ମୁଣ୍ଡ ଉଚ୍ଚରେ ରହିବେ ତାହା ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତା ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସ୍ଵାମୀତ୍ୱ ଯୋଜନା ଏହି ଦୃଷ୍ଟିକୋଣର ସମ୍ପ୍ରସାରଣ ବୋଲି ସେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଵାମୀତ୍ୱ ଯୋଜନା ଅଧୀନରେ ୧୦ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ୬୫ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଵାମୀତ୍ୱ ଯୋଜନା ଅଧୀନରେ ୧୦ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ୬୫ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କଲେ

January 18th, 12:30 pm

ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ଯେପରି ସେମାନଙ୍କର ସମ୍ପତ୍ତି କାର୍ଡ ପାଇପାରିବେ ତାହା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପାଞ୍ଚ ବର୍ଷ ପୂର୍ବେ ସ୍ଵାମୀତ୍ୱ ଯୋଜନା ଆରମ୍ଭ କରାଯାଇଥିଲା । ସେ କହିଥିଲେ ଯେ ବିଭିନ୍ନ ରାଜ୍ୟରେ ସଂପତ୍ତି ମାଲିକାନାର ଭିନ୍ନ ଭିନ୍ନ ନାମ ରହିଛି ଯେପରିକି ଘରୋନି, ଅଧିକାର ଅଭିଲେଖ, ପ୍ରପର୍ଟି କାର୍ଡ, ମାଲମଟ୍ଟା ପତ୍ରକ ଓ ଆବାସୀୟ ଭୂମି ପଟ୍ଟା ଇତ୍ୟାଦି । ଶ୍ରୀ ମୋଦୀ କହିଥିଲେ, ଗତ ପାଞ୍ଚ ବର୍ଷ ମଧ୍ୟରେ ୧.୫ କୋଟିରୁ ଅଧିକ ଲୋକଙ୍କୁ ସ୍ବାମୀତ୍ବ କାର୍ଡ ପ୍ରଦାନ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ସେ ଆହୁରି କହିଛନ୍ତି ଯେ ୬୫ ଲକ୍ଷରୁ ଅଧିକ ପରିବାର ଏହି କାର୍ଡ ପାଇଛନ୍ତି | ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସ୍ଵାମୀତ୍ବ ଯୋଜନା ଅଧୀନରେ ଏବେ ଗାଁର ପ୍ରାୟ ୨.୨୫ କୋଟି ଲୋକ ସେମାନଙ୍କ ଘର ପାଇଁ ଆଇନଗତ କାଗଜପତ୍ର ପାଇଛନ୍ତି । ସେ ସମସ୍ତ ହିତାଧିକାରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

ବିଶ୍ୱ-ଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 19th, 11:01 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପଶ୍ଚିମ ବଙ୍ଗର ରାଜ୍ୟପାଳ ଶ୍ରୀ ଜଗଦୀପ ଧନଖଡ଼, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ଏବଂ କେନ୍ଦ୍ର ଶିକ୍ଷାରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ ପ୍ରମୁଖ ଉପସ୍ଥିତ ଥିଲେ ।

ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ପ୍ରଦାନ

February 19th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପଶ୍ଚିମ ବଙ୍ଗର ରାଜ୍ୟପାଳ ଶ୍ରୀ ଜଗଦୀପ ଧନଖଡ଼, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ଏବଂ କେନ୍ଦ୍ର ଶିକ୍ଷାରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ ପ୍ରମୁଖ ଉପସ୍ଥିତ ଥିଲେ ।

ଅଟଳ ଜଳ ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

December 25th, 12:21 pm

ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ରାଜନାଥ ସିଂହ ମହାଶୟ, ଶ୍ରୀ ଗଜେନ୍ଦ୍ର ଶେଖାୱତ ମହାଶୟ, ଅନ୍ୟ ମହାନୁଭବ ଏବଂ ଏଠାରେ ଉପସ୍ଥିତ ଥିବା ଭଦ୍ରବ୍ୟକ୍ତି ଏବଂ ଭଦ୍ର ମହିଳାଗଣ!

ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

December 25th, 12:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଅଟଳ ଭୂଜଳ ଯୋଜନା (ଅଟଳ ଜଳ)ର ଶୁଭାରମ୍ଭ କରିଛନ୍ତି ଏବଂ ବାଜପେୟୀଙ୍କ ନାମରେ ରୋହତଙ୍ଗ ରଣନୈତିକ ସୁଡ଼ଙ୍ଗର ନାମକରଣ କରିଛନ୍ତି ।

Swadeshi was a weapon in the freedom movement, today handloom has become a huge weapon to fight poverty: PM Modi

January 30th, 04:30 pm

PM Modi dedicated the National Salt Satyagraha Memorial to the nation in Dandi, Gujarat. PM Modi while addressing the programme, remembered Gandhi Ji’s invaluable contributions and said, “Bapu knew the value of salt. He opposed the British to make salt costly.” The PM also spoke about Mahatma Gandhi’s focus on cleanliness and said, “Gandhi Ji chose cleanliness over freedom. We are marching ahead on the path shown by Bapu.”

ଦାଣ୍ଡିରେ ଜାତୀୟ ଲବଣ ସତ୍ୟାଗ୍ରହ ସ୍ମାରକୀ ରାଷ୍ଟ୍ରକୁ ସମର୍ପିତ କଲେ ପ୍ରଧାନମନ୍ତ୍ର

January 30th, 04:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ ଆଜି ଗୁଜରାଟର ନବସାରୀ ଜିଲ୍ଲାରେ ଦାଣ୍ଡିସ୍ଥିତ ରାଷ୍ଟ୍ରୀୟ ଲବଣ ସତ୍ୟାଗ୍ରହ ସ୍ମାରକୀକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।

'Ajay Bharat, Atal Bhajpa' is a source of inspiration for all of us, says PM Modi

September 13th, 01:08 pm

Speaking to BJP Karyakartas from Jaipur (Rural), Nawada, Ghaziabad, Hazaribagh, Arunachal West BJP via video conference, Prime Minister Shri Narendra Modi shared that few days back, the National Executive Meeting was held which was very productive and he was glad to witness the energy and enthusiasm of our Karyakartas.

ପ୍ରଧାନମନ୍ତ୍ରୀ ମୋଦୀ ନମୋ ଆପ ମାଧ୍ୟମରେ ଜୟପୁର(ଗ୍ରାମୀଣ),ନୱାଦା ,ଗାଜିଆବାଦ ,ହଜାରୀବାଗ ଏବଂ ଅରୁଣାଚଳ ପଶ୍ଚିମର ବିଜେପି କର୍ମକର୍ତ୍ତାମାନଙ୍କ ସହିତ ମତ ବିନିମୟ କରିଛନ୍ତି

September 13th, 12:59 pm

ଜୟପୁର(ଗ୍ରାମୀଣ),ନୱାଦା ,ଗାଜିଆବାଦ ,ହଜାରୀବାଗ ଏବଂ ଅରୁଣାଚଳ ପଶ୍ଚିମର ବିଜେପି କର୍ମକର୍ତ୍ତାମାନଙ୍କ ସହିତ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ମତ ବିନିମୟ କରିବା ଅବସରରେ ପ୍ରଧାନମନ୍ତ୍ରୀ କିଛି ଦିନ ପୂର୍ବରୁ ରାଷ୍ଟ୍ରୀୟ କାର୍ଯ୍ୟକାରୀ ବୈଠକର ଅନୁଭବ ସେୟାର କରି କହିଛନ୍ତି ଯେ ରାଷ୍ଟ୍ରୀୟ କାର୍ଯ୍ୟକାରୀ ବୈଠକ ଅଧିକ ଉତ୍ପାଦକ ଥିଲା ଏବଂ ମତେ କାର୍ଯ୍ୟକର୍ତ୍ତାମାନଙ୍କ ଉତ୍ସାହ ଦେଖି ଅଧିକ ଖୁସି ଲାଗିଲା ।

ପ୍ରଧାନମନ୍ତ୍ରୀ ସମୀକ୍ଷା କଲେ ପରିବହନ, ଆବାସ, ଭିତ୍ତିଭୂମି ନିର୍ମାଣ କ୍ଷେତ୍ରର ଅଗ୍ରଗତି

August 03rd, 10:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାସ୍ତା, ପିଏମଜିଏସୱାଇ, ଗ୍ରାମୀଣ ଗୃହ ନିର୍ମାଣ, ରେଳପଥ, ବନ୍ଦର ଏବଂ ବିମାନ ବନ୍ଦର ଆଦି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି କ୍ଷେତ୍ରର ଅଗ୍ରଗତି ସମ୍ବନ୍ଧରେ ଗୁରୁବାର ଦିନ ସମୀକ୍ଷା କରିଛନ୍ତି । ପ୍ରାୟ ଦୁଇ ଘଂଟା ଧରି ଚାଲିଥିବା ଏହି ସମୀକ୍ଷା ବୈଠକରେ ଭିତ୍ତିଭୂମି ସହିତ ସଂପୃକ୍ତ ଥିବା ମନ୍ତ୍ରଣାଳୟ, ନୀତି ଆୟୋଗ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପ୍ରମୁଖ ଅଧିକାରୀମାନେ ଯୋଗଦେଇଥିଲେ ।

ଗ୍ରାମାଞ୍ଚଳ ବିଦ୍ୟୁତକରଣ, ସୌଭାଗ୍ୟ ଯୋଜନାର ହିତାଧିକାରୀମାନଙ୍କ ସହ ଭିଡିଓ ବ୍ରିଜ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

July 19th, 10:30 am

2014 ମସିହା ପରେ ଦେଶବ୍ୟାପୀ ବିଦ୍ୟୁତକରଣ ହୋଇଥିବା ଗ୍ରାମଗୁଡ଼ିକର ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀ ଜାତୀୟ ଭିଡିଓ ବ୍ରିଜ୍ କାର୍ଯ୍ୟକ୍ରମ ଜରିଆରେ ‘ପ୍ରଧାନମନ୍ତ୍ରୀ ସହଜ ବିଜଲି ହର ଘର ଯୋଜନା’ – ‘ସୌଭାଗ୍ୟ’ ଯୋଜନାର ହିତାଧିକାରୀମାନଙ୍କ ସହ କଥା ହୋଇଥିଲେ । ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ଶୃଙ୍ଖଳାର ଏହା ଥିଲା ଦଶମ ପର୍ଯ୍ୟାୟ ।

ଗ୍ରାମାଂଚଳ ବିଦ୍ୟୁତକରଣ ଏବଂ ସୌଭାଗ୍ୟ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

July 19th, 10:30 am

ଆଜି ମୋତେ ଦେଶର ସେହି 18 ହଜାର ଗାଁ’ର ବନ୍ଧୁ, ଆପଣମାନଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିଛି, ଯେଉଁଠି ପ୍ରଥମଥର ପାଇଁ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଛି । ଅନ୍ଧକାରରେ ଶତାବ୍ଦୀ ଶତାବ୍ଦୀ ବିତିଗଲା ଏବଂ ବୋଧହୁଏ ଚିନ୍ତା ମଧ୍ୟ କରି ନ ଥିବେ ଯେ ଆପଣମାନଙ୍କ ଗାଁ କେବେ ଆଲୋକିତ ହେବ କି ନ ହେବ । ଆଜି ମୋ ପାଇଁ ଏହା ମଧ୍ୟ ଖୁସିର କଥା ଯେ ମୋତେ ଆପଣମାନଙ୍କ ଖୁସିରେ ସାମିଲ ହେବାର ସୁଯୋଗ ମିଳୁଛି ।

ଆମର ସମସ୍ତ ପ୍ରୟାସର ଉଦ୍ଦେଶ୍ୟ ଏକ ନୂଆ ଭାରତ ନିର୍ମାଣ କରିବା :ଜୟପୁରରେ ପ୍ରଧାନମନ୍ତ୍ରୀ ମୋଦୀ

July 07th, 02:21 pm

ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ଥାନର ବିଭିନ୍ନ ସ୍ଥାନରେ 13ଟି ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଏକମାତ୍ର ଉଦ୍ଦେଶ୍ୟ ସମାବେଶୀ ବିକାଶ କରିବା । ସେ କହିଛନ୍ତି ,ଏକ ନୂଆ ଭାରତର ନିର୍ମାଣ ହେଉଛି ,ଯେଉଁଠି ଭ୍ରଷ୍ଟାଚାରକୁ ସହ୍ୟ କରାଯାଇପାରିବ ନାହିଁ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ରାଜସ୍ଥାନରେ କେନ୍ଦ୍ର ଏବଂ ବିଜେପି ସରକାରଙ୍କ ଅନେକ ପଦକ୍ଷେପ ରାଜ୍ୟର ଲୋକମାନଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକେଇଛି ।

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଜୟପୁରଠାରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ; ଉନ୍ନୟନ ଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ ଓ ଜନସଭାକୁ କଲେ ସମ୍ବୋଧନ

July 07th, 02:21 pm

ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତ ସରକାର ତଥା ରାଜସ୍ଥାନ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ହେଉଥିବା ବିଭିନ୍ନ କଲ୍ୟାଣମୂଳକ ଯୋଜନାର ରୂପାୟନ ଏବଂ ଏହାଦ୍ୱାରା ଉପକୃତ ହେଉଥିବା କେତେକ ହିତାଧିକାରୀମାନଙ୍କ ଅନୁଭୂତିର ଅଡ଼ିଓ- ଭିଜୁଆଲ ଉପସ୍ଥାପନ ଦେଖିଥିଲେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବସୁନ୍ଧରା ରାଜେ ସିନ୍ଧିଆ ଏହି ଅଡ଼ିଓ ଭିଜୁଆଲ କାର୍ଯ୍ୟକ୍ରମ ଉପସ୍ଥାପନର ପରିଚାଳନା କରିଥିଲେ । ଏହି କଲ୍ୟାଣ ଯୋଜନାମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାମିଲ ।

ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 6, 2018

July 06th, 07:08 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ଏମ୍ସରେ ବିଭିନ୍ନ ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

June 29th, 11:52 am

ମନ୍ତ୍ରୀପରିଷଦରେ ମୋର ସାଥୀ ଶ୍ରୀମାନ ଜେପି ନଡ୍ଡା ମହୋଦୟ, ଅଶ୍ୱିନୀ ଚୌବେ ମହୋଦୟ, ଅନୁପ୍ରିୟା ପଟେଲ ମହୋଦୟା ଏବଂ ଏହି ମଂଚରେ ଉପସ୍ଥିତ ଶ୍ରୀମାନ ରଣଦୀପ ଗୁଲେରିଆ ମହୋଦୟ, ଶ୍ରୀ ଆଇ.ଏସ. ଝା, ଡା. ରାଜେଶ ଶର୍ମା ଏବଂ ସମସ୍ତ ମହାନୁଭବଗଣ ।

ଏମ୍ସରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

June 29th, 11:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଶୁକ୍ରବାର) ନୂଆଦିଲ୍ଲୀଠାରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ରେ ରାଷ୍ଟ୍ରୀୟ ବୟୋବୃଦ୍ଧ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାଦ୍ୱାରା ବୃଦ୍ଧଜନମାନଙ୍କ ପାଇଁ ବହୁମୂଖୀ ସ୍ପେଶାଲିଟି ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ ହୋଇପାରିବ । 200 ଶଯ୍ୟା ବିଶିଷ୍ଟ ଜେନେରାଲ ୱାର୍ଡ ବ୍ୟବସ୍ଥା ଏଠାରେ ରହିବ ।

ମଧ୍ୟପ୍ରଦେଶର ମୋହନପୁରା ଜଳସେଚନ ପ୍ରକଳ୍ପ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

June 23rd, 02:04 pm

ଜୁନ ମାସର ଏହି ପ୍ରଚଣ୍ଡ ଗରମରେ ଆପଣ ସମସ୍ତଙ୍କର ଏତେ ବଡ଼ ସଂଖ୍ୟାରେ ଆସିବା ମୋ ପାଇଁ, ଆମ ସମସ୍ତ ସାଥୀମାନଙ୍କ ପାଇଁ, ହେଉଛି ଏକ ବହୁତ ବଡ଼ ଆଶୀର୍ବାଦ । ଆପଣଙ୍କର ଏହି ସ୍ନେହ ଆଗରେ ମୁଁ ମୁଣ୍ଡ ନୁଆଇଁ ପ୍ରଣାମ କରୁଛି । ଆପଣଙ୍କର ଏହି ଉର୍ଜ୍ଜା, ଏହି ଆଶୀର୍ବାଦ, ଭାରତୀୟ ଜନତା ଦଳର ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ଆପଣଙ୍କର ସେବା କରିବା ପାଇଁ ନିତ୍ୟ ନୂତନ ପ୍ରେରଣା ଦେଇ ଚାଲିଛି ।