ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ମହାମହିମ ଗୋଟବାୟା ରାଜପକ୍ଷେଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
March 13th, 03:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫୋନ୍ ଯୋଗେ ଶ୍ରୀଲଙ୍କାର ରାଷ୍ଟ୍ରପତି ମହାମହିମ ଗୋଟବାୟା ରାଜପକ୍ଷେଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି ।ଭାରତ-ଶ୍ରୀଲଙ୍କା ଭର୍ଚୁଆଲ ଶିଖର ସମ୍ମିଳନରୀର ମିଳିତ ବିବୃତ୍ତି
September 26th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହାମହିମ ମହିନ୍ଦା ରାଜପକ୍ଷ ଏକ ଭର୍ଚୁଆଲ ଶିଖର ସମ୍ମିଳନୀରେ ଦ୍ଵିପାକ୍ଷିକ ସମ୍ପର୍କ ଏବଂ ଉଭୟ ଦେଶ ପାଇଁ ଉଦ୍ଦିଷ୍ଟ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ଉପରେ ଆଲୋଚନା କରିଛନ୍ତି ।ପ୍ରଧାନମନ୍ତ୍ରୀ ଏବଂ ଶ୍ରୀଲଙ୍କାର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
September 17th, 11:19 am
ଶ୍ରୀଲଙ୍କାର ରାଷ୍ଟ୍ରପତି ମହାମହିମ ମିଷ୍ଟର ଗୋଟବାୟା ରାଜପକ୍ଷେ ଏବଂ ପ୍ରଧାନମନ୍ତ୍ରୀ ମହାମହିମ ମହିନ୍ଦ ରାଜପକ୍ଷେ ଉଭୟେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟେଲିଫୋନ ଯୋଗେ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।Telephone Conversation between PM and President of Srilanka
May 23rd, 03:14 pm
Prime Minister Shri Narendra Modi spoke on phone today with H.E. Gotabaya Rajapaksa, President of Sri Lanka, regarding the ongoing COVID-19 pandemic and its likely health and economic impacts in the region.PM thanks President of Sri Lanka
March 23rd, 06:17 pm
The Prime Minister Shri Narendra Modi has thanked President of Sri Lanka, Shri Gotabaya Rajapaksa for his contribution to the COVID-19 Emergency Fund.ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି
November 29th, 12:50 pm
ଆପଣଙ୍କୁ ମିଳିଥିବା ଜନାଦେଶ ଏକ ସଂଗଠିତ, ସୁଦୃଢ଼ ଏବଂ ସମୃଦ୍ଧ ଶ୍ରୀଲଙ୍କା ପାଇଁ ସେଠାକାର ଲୋକଙ୍କର ଆଶା, ଆକାଂକ୍ଷାକୁ ଅଭିବ୍ୟକ୍ତ କରୁଛି । ଏହି ସମ୍ବନ୍ଧରେ ଭାରତର ଶୁଭେଚ୍ଛା ଏବଂ ସହଯୋଗ ସଦାସର୍ବଦା ଶ୍ରୀଲଙ୍କା ସହିତ ରହିଛି । ଏକ ସ୍ଥିର, ସୁରକ୍ଷିତ ଏବଂ ସମୃଦ୍ଧ ଶ୍ରୀଲଙ୍କା ନା କେବଳ ଭାରତର ହିତ ପାଇଁ, ବରଂ ସମ୍ପୂର୍ଣ୍ଣ ଭାରତ ମହାସାଗର ଅଞ୍ଚଳର ମଧ୍ୟ ହିତ ସାଧନ କରିବା ପାଇଁ ଉଦ୍ଦିଷ୍ଟ ।ନବ ନିର୍ବାଚିତ ଶ୍ରୀଲଙ୍କା ରାଷ୍ଟ୍ରପତି ଶ୍ରୀ ଗୋଟାବାୟା ରାଜପକ୍ଷେଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
November 17th, 07:17 pm
ଗତକାଲି ଶ୍ରୀଲଙ୍କାରେ ଆୟୋଜିତ ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀ ଗୋଟାବାୟା ରାଜପକ୍ଷେଙ୍କ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଟେଲିଫୋନ କରି ଅଭିନନ୍ଦନ ଜଣାଇଛନ୍ତି ।