ଆସନ୍ତୁ ,ଆମେ ଆମର ଅନ୍ତର୍ମନର ଶକ୍ତିକୁ ଦେଶର ସାମୁହିକ ଶକ୍ତିରେ ପରିବର୍ତ୍ତନ କରିବା :ପ୍ରଧାନମନ୍ତ୍ରୀ ମୋଦୀ
April 29th, 11:30 am
ନିଜର 'ମନ କି ବାତ' କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ 2018 ରାଜ୍ୟଗୋଷ୍ଟି କ୍ରୀଡ଼ାରେ ଭାରତୀୟ ଖେଳାଳୀମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ,ଜଳ ସଂରକ୍ଷଣ ,ଗୁରୁଦେବ ରବିନ୍ଦ୍ରନାଥ ଟାଗୋର ,ପୋଖରାନ ପରୀକ୍ଷଣର 20 ବର୍ଷ ଏବଂ ସମାଜର ଦୁର୍ବଳ ଶ୍ରେଣୀଙ୍କ ଉତ୍ଥାନ ଲାଗି ଡକ୍ଟର ବାବାସାହେବ ଆମ୍ୱେଦକରଙ୍କ ପ୍ରତିବଦ୍ଧତା ସମେତ ବିଭିନ୍ନ ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ସ୍ଵଚ୍ଛ ଭାରତ ଗ୍ରୀଷ୍ମଛୁଟି ଇଣ୍ଟର୍ଣ୍ଣସିପ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ମଧ୍ୟ ଆହ୍ୱାନ କରିଛନ୍ତି ।