କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ହୀରକ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
April 03rd, 03:50 pm
କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଡକ୍ଟର ଜିତେନ୍ଦ୍ର ସିଂହ ଜୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଜିତ୍ ଡୋଭାଲ୍ ଜୀ, କ୍ୟାବିନେଟ ସଚିବ, ବ୍ୟୁରୋର ନିର୍ଦେଶକ, ଅନ୍ୟାନ୍ୟ ଅଧିକାରୀଗଣ, ମହିଳାମାନେ ଏବଂ ଭଦ୍ର ଲୋକମାନେ! ଆପଣ ସମସ୍ତଙ୍କୁ ସିବିଆଇର ୬ଠ ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀର ଏହି ଅବସରରେ ବହୁତ ବହୁତ ଶୁଭେଚ୍ଛା ।କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ହୀରକ ଜୟନ୍ତୀ ସମାରୋହ ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
April 03rd, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୩-୦୪-୨୦୨୩) ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ହୀରକ ଜୟନ୍ତୀ ଉଦଘାଟନ କରିଛନ୍ତି । ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଏକ ସଂକଳ୍ପ ବଳରେ ଏପ୍ରିଲ ପହିଲା ୧୯୬୩ ମସିହାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଗଠନ କରାହୋଇଥିଲା ।ଅଗ୍ରଦୂତ ଗ୍ରୁପ ଖବରକାଗଜର ସୁବର୍ଣ୍ଣ ଜୟନ୍ତୀ ସମାରୋହର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
July 06th, 04:31 pm
ଆସାମର ଶକ୍ତିଶାଳୀ ମୁଖ୍ୟମନ୍ତ୍ରୀ ଶ୍ରୀ ହିମଂତ ବିଶ୍ୱ ଶର୍ମା ଜୀ, ମନ୍ତ୍ରୀ ଶ୍ରୀ ଅତୁଲ ବୋରା ଜୀ, କେଶମ ମହଂତ ଜୀ, ପିୟୁଷ ହଜାରିକା ଜୀ, ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟିର ଅଧ୍ୟକ୍ଷ ଡକ୍ଟର ଦୟାନନ୍ଦ ପାଠକ ଜୀ, ଅଗ୍ରଦୂତର ମୁଖ୍ୟ ସମ୍ପାଦକ ଏବଂ କଲମ ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ଯିଏ ତପସ୍ୟା କରିଛନ୍ତି, ସାଧନା କରିଛନ୍ତି, ଏଭଳି କନକସେନ ଡେକା ଜୀ, ଅନ୍ୟ ମହାନୁଭବ, ମହିଳା ଏବଂ ଭଦ୍ର ଲୋକମାନେ ।PM inaugurates Golden Jubilee celebrations of Agradoot group of newspapers
July 06th, 04:30 pm
PM Modi inaugurated the Golden Jubilee celebrations of the Agradoot group of newspapers. Assam has played a key role in the development of language journalism in India as the state has been a very vibrant place from the point of view of journalism. Journalism started 150 years ago in the Assamese language and kept on getting stronger with time, he said.ଜୁଲାଇ ୬ତାରିଖରେ ଅଗ୍ରଦୂତ ଗ୍ରୁପ୍ ଖବରକାଗଜର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
July 05th, 10:02 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୬ ଜୁଲାଇ, ୨୦୨୨ ଅପରାହ୍ନ ୪.୩୦ ରେ ଅଗ୍ରଦୂତ ଗ୍ରୁପ୍ ଖବରକାଗଜର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଆସାମର ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱଶର୍ମା ଯିଏ କି ଅଗ୍ରଦୂତ ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟିର ମୁଖ୍ୟ ସଂରକ୍ଷକ ସେ ମଧ୍ୟ ଉପସ୍ଥିତ ରହିବେ ।ପୁଣେର ସିମ୍ବୋସିସ୍ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 06th, 05:17 pm
ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋଶୀୟାରୀ ମହୋଦୟ, ଶ୍ରୀମାନ ଦେବେନ୍ଦ୍ର ଫଡ଼ନବୀସ ମହାଶୟ, ଶ୍ରୀମାନ ସୁଭାଷ ଦେଶାଇ ମହାଶୟ, ଏହି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ଏସବି ମଜୁମଦାର ମହାଶୟ, ପ୍ରମୁଖ ନିର୍ଦ୍ଦେଶକ ଡଃ ବିଦ୍ୟା ୟେରାୱଦେକର ମହାଶୟ, ସମସ୍ତ ଅଧ୍ୟାପକଗଣ, ବିଶିଷ୍ଟ ଅତିଥିଗଣ, ଆଉ ମୋର ଯୁବ ସାଥୀଗଣ!ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁଣେସ୍ଥିତ ସିମ୍ବାୟୋସିସ୍ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦ୍ଘାଟିତ
March 06th, 01:36 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଣେ ସ୍ଥିତ ସିମ୍ବାୟୋସିସ୍ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ ଉତ୍ସବକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସିମ୍ବାୟୋସିସ୍ ଆରୋଗ୍ୟଧାମ ଉଦ୍ଘାଟିତ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋଶିୟାରି ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୬ ତାରିଖରେ ପୁଣେ ଗସ୍ତ କରିବେ ଏବଂ ପୁଣେ ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିବେ
March 05th, 12:49 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୬ ମାର୍ଚ୍ଚ ୨୦୨୨ ରେ ପୁଣେ ଗସ୍ତରେ ଯିବା ସହିତ ପୁଣେ ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିବେ । ସେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ।India will be in a new league of unprecedented development
October 06th, 10:52 am
On October 4th, PM Narendra Modi addressed company secretaries from all over India, at the golden jubilee celebrations of the ICSI. During the event, he highlighted about India's development journey and the economic transformation taking place in the country.ଭାରତୀୟ କମ୍ପାନୀ ସେକ୍ରେଟାରୀ ପ୍ରତିଷ୍ଠାନ(ICSI)ର ସ୍ଵର୍ଣ୍ଣ ଜୟନ୍ତୀ ବର୍ଷ ଉଦ୍ଘାଟନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
October 04th, 07:33 pm
ଆଜି ଭାରତୀୟ କମ୍ପାନୀ ସେକ୍ରେଟାରୀ ପ୍ରତିଷ୍ଠାନ 50 ତମ ବର୍ଷରେ ପଦାର୍ପଣ କରୁଛି । ଏହି ଅବସରରେ ମୁଁ ଏହି ସଂସ୍ଥା ସହିତ ଜଡ଼ିତ ସମସ୍ତ ଲୋକଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଆଜି ମୁଁ ବହୁତ ଖୁସି ଯେ ମୁଁ ଏଭଳି ବିଦ୍ୱାନମାନଙ୍କ ମଧ୍ୟକୁ ଆସିଛି ଯେଉଁମାନେ ଏହି କଥା ପାଇଁ ଦାୟୀ ଯେ ଦେଶରେ ଥିବା ପ୍ରତ୍ୟେକ କମ୍ପାନୀ -ଆଇନର ପାଳନ କରନ୍ତୁ, ନିଜର ବହି-ଖାତାମାନଙ୍କରେ ଗଡ଼ବଡ଼ ନ କରନ୍ତୁ, ସମ୍ପୂର୍ଣ୍ଣ ସ୍ଵଚ୍ଛତା ଓ ପାରଦର୍ଶିତା ରଖନ୍ତୁ । ଆପଣ ଆପଣଙ୍କ ଦାୟିତ୍ୱ ଯେଉଁଭଳି ଭାବେ ତୁଲାଉଛନ୍ତି, ତା’ଦ୍ୱାରା ଦେଶର କର୍ପୋରେଟ ସଂସ୍କୃତି ସ୍ଥିର ହୋଇଥାଏ ।ଆଇସିଏସଆଇ ସ୍ଵର୍ଣ୍ଣ ଜୟନ୍ତୀ ବର୍ଷର ଉଦ୍ଘାଟନୀ ସମାରୋହରେ କମ୍ପାନୀ ସେକ୍ରେଟାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
October 04th, 07:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ କମ୍ପାନୀ ସେକ୍ରେଟାରୀ ପ୍ରତିଷ୍ଠାନ(ICSI)ର ସ୍ଵର୍ଣ୍ଣ ଜୟନ୍ତୀ ବର୍ଷ ଉଦ୍ଘାଟନୀ ସମାରୋହରେ କମ୍ପାନୀ ସେକ୍ରେଟାରୀମାନଙ୍କୁ ସମ୍ବୋଧିତ କରିଛନ୍ତି ।ଭାରତୀୟ କମ୍ପାନୀ ସେକ୍ରେଟାରୀ ପ୍ରତିଷ୍ଠାନ(ଆଇସିଏସଆଇ)ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
October 04th, 11:41 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂଧ୍ୟା 6ଟା ବେଳେ ଭାରତୀୟ କମ୍ପାନୀ ସେକ୍ରେଟାରୀ ପ୍ରତିଷ୍ଠାନ(ଆଇସିଏସଆଇ)ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ଅବସରରେ ସେ ଭାରତ ବ୍ୟାପୀ କମ୍ପାନୀ ସେକ୍ରେଟାରୀମାନଙ୍କୁ ସମ୍ବୋଧିତ କରିବେ ।