The BAPS Hindu Temple in Abu Dhabi, UAE is a golden moment in the ties between India & UAE: PM Modi
February 14th, 07:16 pm
Prime Minister Narendra Modi inaugurated the BAPS Hindu Mandir in Abu Dhabi, UAE. The PM along with the Mukhya Mahant of BAPS Hindu Mandir performed all the rituals. The PM termed the Hindu Mandir in Abu Dhabi as a symbol of shared heritage of humanity.PM Modi inaugurates BAPS Hindu Mandir in Abu Dhabi, UAE
February 14th, 06:51 pm
Prime Minister Narendra Modi inaugurated the BAPS Hindu Mandir in Abu Dhabi, UAE. The PM along with the Mukhya Mahant of BAPS Hindu Mandir performed all the rituals. The PM termed the Hindu Mandir in Abu Dhabi as a symbol of shared heritage of humanity.ଆଈ ଶ୍ରୀ ସୋନାଲ ମାତାଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
January 13th, 12:00 pm
ଜନ୍ମଶତବାର୍ଷିକୀର ଏହି ତିନି ଦିନିଆ ଉତ୍ସବ ମଧ୍ୟରେ ଶ୍ରୀ ସୋନାଲ ମା'ଙ୍କ ସ୍ମୃତି ଆମ ସହିତ ରହିଛି। ଭଗବତୀ ସ୍ୱରୂପ ସୋନାଲ ମା' ଏହି କଥାର ଏକ ଜୀବନ୍ତ ଉଦାହରଣ ଥିଲେ ଯେ ଭାରତ ମାଟି କୌଣସି ଯୁଗରେ ଅବତାର ଆତ୍ମାମାନଙ୍କ ଠାରୁ ଖାଲି ରହୁନାହିଁ। ଗୁଜରାଟ ଏବଂ ସୌରାଷ୍ଟ୍ରର ଏହି ଭୂମି ମହାନ ସନ୍ଥ ଏବଂ ବ୍ୟକ୍ତିତ୍ୱଙ୍କ ଭୂମି, ବିଶେଷ କରି । ଅନେକ ସାଧୁ ସନ୍ଥ ଓ ମହାନ ଆତ୍ମା ଏହି ଅଞ୍ଚଳର ସମଗ୍ର ମାନବଜାତିକୁ ନିଜର ଆଲୋକ ବିସ୍ତାର କରିଛନ୍ତି। ପବିତ୍ର ଗିର୍ନାର ଭଗବାନ ଦତ୍ତାତ୍ରେୟ ଏବଂ ଅଗଣିତ ସନ୍ଥଙ୍କ ବାସସ୍ଥଳୀ ଅଟେ । ସୌରାଷ୍ଟ୍ରର ଏହି ଅନନ୍ତ ସନ୍ଥ ପରମ୍ପରାରେ ଶ୍ରୀ ସୋନାଲ ମା ଆଧୁନିକ ଯୁଗ ପାଇଁ ଆଲୋକ ପରି ଥିଲେ । ତାଙ୍କର ଆଧ୍ୟାତ୍ମିକ ଶକ୍ତି, ମାନବିକ ଶିକ୍ଷା, ତପସ୍ୟା, ଏହା ତାଙ୍କ ବ୍ୟକ୍ତିତ୍ୱରେ ଏକ ଚମତ୍କାର ଦିବ୍ୟ ଆକର୍ଷଣ ସୃଷ୍ଟି କରିଥିଲା । ଏହା ଆଜି ମଧ୍ୟ ଜୁନାଗଡ଼ ଏବଂ ମଢ଼ଡ଼ାର ସୋନାଲ ଧାମରେ କରାଯାଇ ପାରିବ।ଭିଡିଓ ବାର୍ତ୍ତା ଜରିଆରେ ଆଈ ଶ୍ରୀ ସୋନାଲ ମାତାଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
January 13th, 11:30 am
ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପବିତ୍ର ପୌଷ ମାସରେ ଆଈ ଶ୍ରୀ ସୋନାଲ ମା'ଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯାଉଛି ଏବଂ ସେ ସୋନାଲ ମାତାଙ୍କ ଆଶୀର୍ବାଦ ପାଇଁ କୃତଜ୍ଞତା ଜ୍ଞାପନ କରିବା ସହିତ ଏହି ପବିତ୍ର କାର୍ଯ୍ୟକ୍ରମ ସହିତ ଜଡିତ ହେବା ଏକ ସୌଭାଗ୍ୟର ବିଷୟ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସମଗ୍ର ଚରଣ ସମାଜ ଏବଂ ସମସ୍ତ ପ୍ରଶାସକଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ, ମାଧବ ଧାମ ଚରଣ ସମ୍ପ୍ରଦାୟ ପାଇଁ ଶ୍ରଦ୍ଧା, ଶକ୍ତି, ରୀତିନୀତି ଏବଂ ପରମ୍ପରାର କେନ୍ଦ୍ର। ମୁଁ ଶ୍ରୀ ଆଇଙ୍କ ପାଦ ଆଗରେ ପ୍ରଣାମ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।PM Narendra Modi addresses public meetings in Toorpan and Nirmal, Telangana
November 26th, 02:15 pm
During the spirited political rallies held in Toopran and Nirmal, Telangana, Prime Minister Narendra Modi addressed a perse array of issues crucial to the forthcoming state assembly elections. PM Modi, while emphasizing the importance of addressing the needs of the people of Telangana, raised pertinent questions about the incumbent CM KCR’s governance and the promises made by his government.ବସନ୍ତ ପଞ୍ଚମୀ ଓ ସରସ୍ୱତୀ ପୂଜା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
January 26th, 02:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବସନ୍ତ ପଞ୍ଚମୀ ଓ ସରସ୍ୱତୀ ପୂଜା ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଛନ୍ତି ।Lothal a symbol of India's maritime power and prosperity: PM Modi
October 18th, 07:57 pm
PM Modi reviewed the work in progress at the site of National Maritime Heritage Complex at Lothal, Gujarat. Highlighting the rich and perse maritime heritage of India that has been around for thousands of years, the PM talked about the Chola Empire, Chera Dynasty and Pandya Dynasty from South India who understood the power of marine resources and took it to unprecedented heights.ଗୁଜରାଟର ଲୋଥାଲଠାରେ ଜାତୀୟ ସାମୁଦ୍ରିକ ଐତିହ୍ୟ ପରିସର କାର୍ଯ୍ୟ ଅଗ୍ରଗତି ନେଇ ଆଭାସୀ ଜରିଆରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
October 18th, 04:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଲୋଥାଲଠାରେ ଆଜି ଭାରତୀୟ ସାମୁଦ୍ରିକ ଐତିହ୍ୟ ପରିସରର କାର୍ଯ୍ୟର ସମୀକ୍ଷା ଆଭାସୀ ମାଧ୍ୟମରେ ଏକ ଡ୍ରୋନ ସାହାଯ୍ୟରେ କରିଛନ୍ତି ।With Maa Amba's blessings, we will fulfill our resolutions: PM Modi at Ambaji, Gujarat
September 30th, 06:43 pm
PM Modi laid the foundation stone and dedicated various projects worth over ₹7200 crores in Ambaji. The PM remarked that he has come to Ambaji at a time when the country has taken the great resolve of a developed India. “With the blessings of Maa Amba, we will get strength for the fulfilment of all our resolutions”, he added.PM lays foundation stone and dedicates various development projects to the nation worth over ₹7200 crores in Ambaji, Gujarat
September 30th, 06:42 pm
PM Modi laid the foundation stone and dedicated various projects worth over ₹7200 crores in Ambaji. The PM remarked that he has come to Ambaji at a time when the country has taken the great resolve of a developed India. “With the blessings of Maa Amba, we will get strength for the fulfilment of all our resolutions”, he added.ଉତ୍ତର ପ୍ରଦେଶ ଅଯୋଧ୍ୟାରେ ଲତା ମଙ୍ଗେସକର ଛକର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
September 28th, 12:53 pm
ଆଜି ଆମ ସମସ୍ତଙ୍କର ଶ୍ରଧେୟ ଏବଂ ସ୍ନେହ ମୂର୍ତ୍ତି ଲତା ଦିଦିଙ୍କର ଜନ୍ମଦିନ ଅଟେ । ଆଜି ସଂଯୋଗବଶତଃ ନବରାତ୍ରୀର ତୃତୀୟ ଦିନ, ମା’ ଚନ୍ଦ୍ରଘଣ୍ଟାଙ୍କର ସାଧନାର ପର୍ବ ମଧ୍ୟ ଅଟେ । କୁହାଯାଇଛି ଯେକୌଣସି ସାଧକ-ସାଧିକା ଯେତେବେଳେ କଠୋର ସାଧନା କରିଥାଏ, ସେତେବେଳେ ମା’ ଚନ୍ଦ୍ରଘଣ୍ଟାଙ୍କର କୃପାରୁ ତାଙ୍କୁ ଦିବ୍ୟ ସ୍ୱରର ଅନୁଭୂତ ହୋଇଥାଏ । ଲତା ଜୀ, ମା’ ସରସ୍ୱତୀଙ୍କର ଏକ ଏମିତି ହିଁ ସାଧିକା ଥିଲେ, ଯିଏ ସମଗ୍ର ବିଶ୍ୱକୁ ନିଜର ଦିବ୍ୟ ସ୍ୱର ମାଧ୍ୟମରେ ଅଭିଭୂତ କରି ଦେଇଥିଲେ । ସାଧନା ଲତା ଜୀ କରିଥିଲେ, ବରଦାନ ଆମ ସମସ୍ତଙ୍କୁ ମିଳିଲା । ଅଯୋଧ୍ୟା ଠାରେ ଲତା ମଙ୍ଗେସକର ଛକରେ ସ୍ଥାପିତ କରାଯାଇଥିବା ମା’ ସରସ୍ୱତୀଙ୍କର ଏହି ବିଶାଳ ବୀଣା, ସଂଗୀତର ସେହି ସାଧନାର ପ୍ରତୀକ ହେବ । ମୋତେ କୁହାଯାଇଛି ଯେ ଛକ ପରିସରରେ ସରୋବରରେ ଜଳରେ ଶଙ୍ଖ ମଲମଲ ନିର୍ମିତ ୯୨ଟି ଶ୍ୱେତ ପଦ୍ମ, ଲତା ଜୀଙ୍କର ଜୀବନ ଅବଧିକୁ ଦର୍ଶାଉଛି । ମୁଁ ଏହି ଅଭିନବ ପ୍ରୟାସ ପାଇଁ ଯୋଗୀ ଜୀଙ୍କ ସରକାରଙ୍କୁ, ଅଯୋଧ୍ୟା ବିକାଶ ପ୍ରାଧିକରଣର ଏବଂ ଅଯୋଧ୍ୟାର ଜନତାଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି । ଏହି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କ ପକ୍ଷରୁ ଭାରତ ରତ୍ନ ଲତା ଜୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଉଛି। ମୁଁ ପ୍ରଭୁ ଶ୍ରୀରାମଙ୍କ ଠାରେ କାମନା କରୁଛି, ତାଙ୍କ ଜୀବନର ଯେଉଁ ଲାଭ ଆମକୁ ମିଳିଛି, ସେହି ଲାଭ ତାଙ୍କ ସ୍ୱର ମାଧ୍ୟମରେ ଆଗାମୀ ପିଢ଼ିକୁ ମଧ୍ୟ ମିଳୁଥାଉ ।ଅଯୋଧ୍ୟାରେ ଲତା ମଙ୍ଗେସକର ଛକ ଜାତି ଉଦେଶ୍ୟରେ ଉତ୍ସର୍ଗ କାଳରେ ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା
September 28th, 12:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ଲତା ମଙ୍ଗେସନର ଛକକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ଭିଡିଓ ବାର୍ତ୍ତା ଜରିଆରେ ସମବେତ ଜନତାଙ୍କୁ ଉଦବୋଧନ ଦେଇଛନ୍ତି ।ବସନ୍ତପଞ୍ଚମୀ ଏବଂ ସରସ୍ୱତୀ ପୂଜା ଅବସରରେ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି
February 05th, 09:09 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବସନ୍ତପଞ୍ଚମୀ ଏବଂ ସରସ୍ୱତୀ ପୂଜା ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।