ଲକ୍ଷ୍ନୌରେ ଉତ୍ତର ପ୍ରଦେଶ ବୈଶ୍ୱିକ ନିବେଶକ ସମ୍ମିଳନୀର ଚତୁର୍ଥ ଭୂମିପୂଜନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 19th, 03:00 pm
ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ସଶକ୍ତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଦେଶର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଜୀ, ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ, ବିଧାନସଭାର ବାଚସ୍ପତି, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଦେଶ ବିଦେଶରୁ ଏଠାକୁ ଆସିଥିବା ଉଦ୍ୟୋଗ କ୍ଷେତ୍ରର ସମସ୍ତ ପ୍ରତିନିଧି ଏବଂ ମୋ ପରିବାର ସଦସ୍ୟ ।ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବିକଶିତ ଭାରତ ବିକଶିତ ଉତ୍ତର ପ୍ରଦେଶ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
February 19th, 02:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌରେ ବିକଶିତ ଭାରତ ବିକଶିତ ଉତ୍ତର ପ୍ରଦେଶ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଫେବୃଆରୀ ୨୦୨୩ ରେ ଅନୁଷ୍ଠିତ ୟୁପି ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍ ୨୦୨୩ ର ଚତୁର୍ଥ ଶିଳାନ୍ୟାସ ସମାରୋହରେ ସେ ସମଗ୍ର ଉତ୍ତରପ୍ରଦେଶରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୪୦୦୦ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଉତ୍ପାଦନ, ନବୀକରଣଯୋଗ୍ୟ ଶକ୍ତି, ଆଇଟି ଓ ଆଇଟିଇଏସ୍, ଖାଦ୍ୟ ପ୍ରକ୍ରିୟାକରଣ, ହାଉସିଂ ଆଣ୍ଡ ରିଅଲ୍ ଇଷ୍ଟେଟ୍, ଆତିଥ୍ୟ ଓ ମନୋରଞ୍ଜନ ଏବଂ ଶିକ୍ଷା ଆଦି କ୍ଷେତ୍ରରେ ଏହି ପ୍ରକଳ୍ପ ଗୁଡ଼ିକ ରହିଛି।ଡେରାଡୁନରେ ଉତ୍ତରାଖଣ୍ଡ ବିଶ୍ୱ ନିବେଶକ ଶିଖର ସମ୍ମିଳନୀ ୨୦୨୩ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 08th, 12:00 pm
ଦେବଭୂମି ଉତ୍ତରାଖଣ୍ଡକୁ ଆସିବା ଦ୍ୱାରା ମନ ଧନ୍ୟ ହୋଇଯାଏ । କିଛି ବର୍ଷ ତଳେ ଯେତେବେଳେ ମୁଁ ବାବା କେଦାରଙ୍କ ଦର୍ଶନ ପାଇଁ ବାହାରକୁ ଯାଇଥିଲି, ହଠାତ୍ ମୋ ପାଟିରୁ ଆସିଲା ଯେ ଏହା ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧି, ଉତ୍ତରାଖଣ୍ଡର ଦଶନ୍ଧି ଅଟେ। ଏବଂ ମୁଁ ଖୁସି ଯେ ମୋର ସେହି କଥାକୁ ମୁଁ କ୍ରମାଗତ ଭାବରେ ପୂରଣ ହେଉଥିବାର ଦେଖୁଛି | ଆପଣମାନଙ୍କୁ ମଧ୍ୟ ଏହି ଗୌରବ ସହ ଯୋଡ଼ିହେବା ଏବଂ ଉତ୍ତରାଖଣ୍ଡର ବିକାଶ ଯାତ୍ରା ସହ ଯୋଡ଼ିହେବାର ଏକ ବଡ଼ ସୁଯୋଗ ମିଳୁଛି । ଉତ୍ତରକାଶୀର ସୁଡ଼ଙ୍ଗରୁ ଆମର ଶ୍ରମିକ ଭାଇମାନଙ୍କୁ ସୁରକ୍ଷିତ ଭାବେ ବାହାର କରିବାପାଇଁ ସଫଳ ଅଭିଯାନ ପାଇଁ ମୁଁ ରାଜ୍ୟ ସରକାର ଏବଂ ସମସ୍ତଙ୍କୁ ବିଶେଷ ଭାବରେ ଅଭିନନ୍ଦନ ଜଣାଉଛି ।‘ଉତ୍ତରାଖଣ୍ଡ ବୈଶ୍ୱିକ ନିବେଶକ ସମ୍ମିଳନୀ ୨୦୨୩’କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
December 08th, 11:26 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ଡେରାଡୁନସ୍ଥିତ ଜଙ୍ଗଲ ଗବେଷଣା ପ୍ରତିଷ୍ଠାନରେ ଅନୁଷ୍ଠିତ ‘ଉତ୍ତରାଖଣ୍ଡ ବୈଶ୍ୱିକ ନିବେଶକ ସମ୍ମିଳନୀ ୨୦୨୩କୁ ଉଦ୍ଘାଟନ କରିଛନ୍ତି । ଶ୍ରୀ ମୋଦୀ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ ଏବଂ ଆଧାରଶୀଳା ସ୍ଥାପନ ଫଳକକୁ ଉନ୍ମୋଚନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ‘ସଶକ୍ତ ଉତ୍ତରାଖଣ୍ଡ : ଆଣ୍ଡ୍ ଦ ବ୍ରାଣ୍ଡ ହାଉସ୍ ଅଫ୍ ହିମାଳୟଜ୍’ ନାମକ ପୁସ୍ତକର ଉନ୍ମୋଚନ କରିଥିଲେ । ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ରହିଛି 'ସମୃଦ୍ଧି ପାଇଁ ଶାନ୍ତି' ।ଡିସେମ୍ବର ୮ରେ ଡେରାଡୁନ ଗସ୍ତ କରିବେ ଏବଂ 'ଉତ୍ତରାଖଣ୍ଡ ବିଶ୍ୱ ନିବେଶକ ସମ୍ମିଳନୀ ୨୦୨୩'କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
December 06th, 02:38 pm
'ଉତ୍ତରାଖଣ୍ଡ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍ ୨୦୨୩' ହେଉଛି ଉତ୍ତରାଖଣ୍ଡକୁ ଏକ ନୂତନ ନିବେଶ ସ୍ଥଳ ଭାବରେ ପ୍ରତିଷ୍ଠା କରିବା ଦିଗରେ ଏକ ପଦକ୍ଷେପ । ଡିସେମ୍ବର ୮ ଓ ୯ ତାରିଖରେ 'ସମୃଦ୍ଧି ପାଇଁ ଶାନ୍ତି' ଶୀର୍ଷକରେ ଏହି ଦୁଇ ଦିନିଆ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି।ଉତ୍ତର ପ୍ରଦେଶ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ମୂଳ ପାଠ
February 26th, 12:01 pm
ଏହି ଦିନଗୁଡ଼ିକରେ ରୋଜଗାର ମେଳା ମୋ ପାଇଁ ଏକ ବିଶେଷ କାର୍ଯ୍ୟକ୍ରମ ହୋଇଯାଇଛି । ଗତ କିଛି ମାସ ଧରି ମୁଁ ଦେଖୁଛି ଯେ ପ୍ରତ୍ୟକ ସପ୍ତାହରେ ବିଜେପି ଶାସିତ କୌଣସି ରାଜ୍ୟରେ ରୋଜଗାର ମେଳା ଅନୁଷ୍ଠିତ ହେଉଛି । ହଜାର ହଜାର ନୌଯବାନମାନଙ୍କୁ ରୋଜଗାର ପାଇଁ ନିଯୁକ୍ତି ପତ୍ର ଦିଆଯାଉଛି । ମୋର ସୌଭାଗ୍ୟ ଯେ ମୋତେ ସେଥିରେ ସାକ୍ଷୀ ରହିବାର ସୌଭାଗ୍ୟ ମିଳୁଛି । ଏହି ପ୍ରତିଭାଶାଳୀ ଯୁବକ, ସରକାରୀ ବ୍ୟବସ୍ଥାରେ ନୂତନ ବିଚାର ନେଇ ଆସୁଛନ୍ତି, କ୍ଷମତା ବଢ଼ାଇବାରେ ସାହାଯ୍ୟ କରୁଛନ୍ତି ।‘ୟୁପି ରୋଜଗାର ମେଳା’ କାର୍ଯ୍ୟକ୍ରମକୁ ସମ୍ବୋନ୍ଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
February 26th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶ ସରକାରଙ୍କ ରୋଜଗାର ମେଳାକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ମେଳାରେ ୟୁପି ପୁଲିସରେ ଉପ ନିରୀକ୍ଷକ ତଥା ନାଗରିକ ପୁଲିସ୍, ପ୍ଲାଟୁନ୍ କମାଣ୍ଡର ସମକକ୍ଷ ପଦବୀ ଏବଂ ଅଗ୍ନିଶମନ ବିଭାଗର ଦ୍ବିତୀୟ ଅଧିକାରୀଙ୍କ ପାଇଁ ହୋଇଥିବା ପ୍ରତ୍ୟକ୍ଷ ନିଯୁକ୍ତି ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବୈଶ୍ୱିକ ନିବେଶକ ସମ୍ମିଳନୀ-୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 10th, 11:01 am
ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମହାଶୟ, ବ୍ରଜେଶ ପାଠକ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ବରିଷ୍ଠ ସହଯୋଗୀ ଏବଂ ଏହି ଲକ୍ଷ୍ନୌର ପ୍ରତିନିଧି ଶ୍ରୀମାନ ରାଜନାଥ ସିଂହ ମହାଶୟ, ବିଭିନ୍ନ ଦେଶରୁ ଆସିଥିବା ସମସ୍ତ ବରିଷ୍ଠ ମହାନୁଭବ, ୟୁପିର ସମସ୍ତ ମନ୍ତ୍ରୀଗଣ ଏବଂ ବୈଶ୍ୱିକ ନିବେଶକ ସମ୍ମିଳନୀକୁ ଆସିଥିବା ଉଦ୍ୟୋଗ ଜଗତର ସମ୍ମାନୀୟ ସଦସ୍ୟ, ବୈଶ୍ୱିକ ନିବେଶ ଜଗତର ସମୁଦାୟ, ନୀତି ନିର୍ଦ୍ଧାରକ, କର୍ପୋରେଟ ନେତୃବୃନ୍ଦ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ!ଲକ୍ଷ୍ନୌ ଠାରେ ଉତ୍ତର ପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍ ୨୦୨୩ ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
February 10th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌ ଠାରେ ଉତ୍ତର ପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଟ୍ ୨୦୨୩ ର ଉଦଘାଟନ କରିଛନ୍ତି । ସେ ବିଶ୍ୱ ବାଣିଜ୍ୟ ପ୍ରଦର୍ଶନୀର ଉଦଘାଟନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ସମୟରେ ଇନଭେଷ୍ଟ ୟୁପି ୨.୦ ର ଶୁଭାରମ୍ଭ କରିଥିଲେ । ଉତ୍ତରପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍ ୨୦୨୩ ହେଉଛି ଉତ୍ତରପ୍ରଦେଶ ସରକାରଙ୍କ ଫ୍ଲାଗସିପ୍ ନିବେଶ ସମ୍ମିଳନୀ ଯାହା ନୀତି ର୍ନିମାତା, ଶିଳ୍ପପତି, ଶିକ୍ଷାବିତ୍, ଚିନ୍ତକ ଏବଂ ନେତାମାନଙ୍କୁ ଏକତ୍ରିତ କରି ବ୍ୟବସାୟିକ ସୁଯୋଗ ଏବଂ ସହଭାଗୀତା ସୃଷ୍ଟି କରିବ । ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ମଧ୍ୟ ବୁଲି ଦେଖିଥିଲେ ।10 ଫେବୃଆରୀରେ ୟୁପି ଏବଂ ମହାରାଷ୍ଟ୍ର ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ
February 08th, 05:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 10 ଫେବୃଆରୀରେ ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ର ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ 10 ଟାରେ ପ୍ରଧାନମନ୍ତ୍ରୀ ଲକ୍ଷ୍ମୌ ଗସ୍ତ କରିବେ ଯେଉଁଠାରେ ସେ ଉତ୍ତରପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀ 2023 ର ଉଦଘାଟନ କରିବେ। ପ୍ରାୟ ଅପରାହ୍ନ 2:45 ସମୟରେ ସେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସରେ ଦୁଇଟି ବନ୍ଦେ ଭାରତ ଟ୍ରେନରୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ସେ ଦେଶ ପାଇଁ ଦୁଇଟି ସଡକ ପ୍ରକଳ୍ପ - ସାନ୍ତାକ୍ରୁଜ୍ ଚେମ୍ବୁର ଲିଙ୍କ୍ ରୋଡ୍ ଏବଂ କୁର ଅଣ୍ଡରପାସ୍ ପ୍ରକଳ୍ପକୁ ମଧ୍ୟ ଉତ୍ସର୍ଗ କରିବେ। ଏହା ପରେ, ଅପରାହ୍ନ 4.30 ରେ ସେ ମୁମ୍ବାଇର ଅଲଜାମିଆ-ତୁସ୍-ସାଇଫିଆର ନୂତନ କ୍ୟାମ୍ପସ୍ ଉଦଘାଟନ କରିବେ।ମଧ୍ୟପ୍ରଦେଶର ଇଂଦୋର ଠାରେ ମଧ୍ୟପ୍ରଦେଶ ବିଶ୍ୱ ନିବେଶକ ସମ୍ମିଳନୀ ୨ଠ୨୩ରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ମୂଳପାଠ
January 11th, 05:00 pm
ମଧ୍ୟପ୍ରଦେଶ ନିବେଶକ ସମ୍ମିଳନୀ ପାଇଁ ଆପଣ ସମସ୍ତ ନିବେଶକ, ଉଦ୍ୟୋଗୀଙ୍କୁ ବହୁତ ବହୁତ ସ୍ୱାଗତ । ଏକ ବିକଶିତ ଭାରତର ନିର୍ମାଣରେ ମଧ୍ୟପ୍ରଦେଶର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ବିଶ୍ୱାସ, ଆଧ୍ୟାତ୍ମିକତା ଠାରୁ ନେଇ ପର୍ଯ୍ୟଟନ ପର୍ଯ୍ୟନ୍ତ, କୃଷି ଠାରୁ ନେଇ ଶିକ୍ଷା ଏବଂ ଦକ୍ଷତା ବିକାଶ ପର୍ଯ୍ୟନ୍ତ, ମଧ୍ୟପ୍ରଦେଶ ଅଦ୍ଭୁତ, ଚମକ୍ରାର ଏବଂ ସତର୍କ ମଧ୍ୟ ଅଟେ ।ବୈଶ୍ୱିକ ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆରମ୍ଭ ହୋଇଥିବା ବୈଶ୍ୱିକ ନିବେଶକ ଶିଖର ସମ୍ମିଳନୀ-୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଆଭାସୀ ଅଭିଭାଷଣ
January 11th, 11:10 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଇନ୍ଦୋରଠାରେ ବୈଶ୍ୱିକ ନିବେଶକାରୀ ଶିଖର ସମ୍ମିଳନୀକୁ ଭିଡିଓ ବାର୍ତ୍ତା ଜରିଆର ସମ୍ବୋଧିତ କରିଛନ୍ତି । ଏହି ବୈଠକ ମଧ୍ୟପ୍ରଦେଶରେ ବିବିଧ ପୁଞ୍ଜିବିନିଯୋଗ ସୁଯୋଗ ସୃଷ୍ଟି କରିବ ।‘ବିଶ୍ୱ ନିବେଶକ ସମ୍ମିଳନୀ- 2019’ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
November 07th, 04:04 pm
ହିମାଚଳ ପ୍ରଦେଶ ରାଜ୍ୟପାଳ ଶ୍ରୀ ବନ୍ଦାରୁ ଦତ୍ତାତ୍ରେୟ ମହୋଦୟ, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମହୋଦୟ, ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ପ୍ରହ୍ଲାଦ ପଟେଲ ମହୋଦୟ, ଅନୁରାଗ ଠାକୁର ମହୋଦୟ, ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର ମହୋଦୟ, ଭାରତରେ ଅବସ୍ଥାପିତ ୟୁଏଇ (ସଂଯୁକ୍ତ ଆରବ ଅମିରତନ୍ତ୍ର) ରାଷ୍ଟ୍ରଦୂତ ଡକ୍ଟର ଅହମ୍ମଦ ଅଲ୍ୱାନା, ଉଦ୍ୟୋଗ ଜଗତର ବିଶିଷ୍ଟ ବ୍ୟକ୍ତିଗଣ, ଏଠାରେ ଉପସ୍ଥିତ ଅନ୍ୟ ମହାନୁଭବ ଏବଂ ଧର୍ମଶାଳାରେ ବିଶ୍ୱ ନିବେଶକ ସମ୍ମିଳନୀରେ ଉପସ୍ଥିତ ମୋର ପ୍ରିୟ ସାଥୀଗଣ!!!ଧର୍ମଶାଳାରେ ରାଇଜିଂ ହିମାଚଳ : ବୈଶ୍ୱିକ ନିବେଶକ ସମ୍ମିଳନୀ 2019 ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
November 07th, 11:22 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳ ପ୍ରଦେଶର ଧର୍ମଶାଳା ଠାରେ ରାଇଜିଂ ହିମାଚଳ : ବୈଶ୍ୱିକ ନିବେଶକ ସମ୍ମିଳନୀର ଉଦଘାଟନ କରିଛନ୍ତି ।ଗୌହାଟୀରେ ଏଡଭାଣ୍ଟେଜ ଆସାମ – ବିଶ୍ୱ ନିବେଶକ ସମ୍ମେଳନ-2018ରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
February 03rd, 02:10 pm
ଏହି ସମ୍ମେଳନରେ ଆପଣ ସମସ୍ତଙ୍କ ଉପସ୍ଥିତି ଏହା ପ୍ରଦର୍ଶିତ କରୁଛି କି ଆସାମ କିପରି ଭାବେ ଆଗକୁ ବଢୁଛି । ବିଶେଷ କରି ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ତୋବଗେଙ୍କ ଉପସ୍ଥିତି ଭାରତ ଏବଂ ଭୁଟାନ ମଧ୍ୟରେ ଅତୁଟ ବନ୍ଧୁତାର ସାକ୍ଷ୍ୟ ପ୍ରମାଣ ବହନ କରୁଛି ।ଏଡଭାଣ୍ଟେଜ ଆସାମ-ବିଶ୍ୱ ନିବେଶକ ସମ୍ମିଳନୀ 2018ର ଉଦ୍ଘାଟନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ;
February 03rd, 02:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୌହାଟୀ ଠାରେ ଏଡଭାଂଟେଜ ଆସାମ-ବିଶ୍ୱ ନିବେଶକ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇଛନ୍ତି ।ଏଡଭାଣ୍ଟେଜ ଆସାମ – ଗ୍ଲୋବାଲ ଇନଭେଷ୍ଟର ଶିଖର ସମ୍ମିଳନୀ 2018ର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
February 02nd, 06:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଗୌହାଟୀଠାରେ ଏଡଭାଣ୍ଟେଜ ଆସାମ – ଗ୍ଲୋବାଲ ଇନଭେଷ୍ଟର ଶିଖର ସମ୍ମିଳନୀ 2018ର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ।ଝାଡଖଣ୍ଡରେ ଗ୍ଲୋବାଲ ଇନଭେଷ୍ଟର ସମିଟ 2017 ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
February 16th, 12:24 pm
PM Narendra Modi has extended best wishes to the Global Investors' Summit 2017 in Jharkhand. Investment generated from Invest Jharkhand will create several opportunities for people of the state and give wings to their aspirations. Skills and determination of people of Jharkhand and proactive efforts of Jharkhand Government are bringing record development in the state., the PM said.