ମନ କି ବାତ ,ଡିସେମ୍ବର 2023

December 31st, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍‌’, ହେଉଛି ଆପଣମାନଙ୍କ ସହ ଭେଟିବାର ଗୋଟିଏ ଶୁଭ ଅବସର । ନିଜ ପରିବାରଜନଙ୍କ ସହିତ ସାକ୍ଷାତ ହେଲେ ତାହା କେତେ ସୁଖକର ହୋଇଥାଏ, କେତେ ସନ୍ତୋଷପ୍ରଦ ହୋଇଥାଏ, ‘ମନ୍ କି ବାତ୍‌’ ମାଧ୍ୟମରେ ଆପଣମାନଙ୍କୁ ଭେଟି ମୁଁ ଏହା ଅନୁଭବ କରିଆସିଛି । ଆଉ ଆଜି ଆମର ଏହି ମିଳିତ ଯାତ୍ରାର ଏହା ୧୦୮ତମ ଅଧ୍ୟାୟ । ଆମମାନଙ୍କ ପାଇଁ ୧୦୮ ସଂଖ୍ୟାର ଗୁରୁତ୍ୱ, ଏହାର ପବିତ୍ରତା ଗୋଟିଏ ଗହନ ଅଧ୍ୟୟନର ବିଷୟ । ଜପାମାଳିରେ ୧୦୮ଟି ମାଳି, ୧୦୮ ଥର ଜପ, ୧୦୮ଟି ଦିବ୍ୟ କ୍ଷେତ୍ର, ମନ୍ଦିରମାନଙ୍କରେ ୧୦୮ଟି ପାହାଚ, ୧୦୮ ଘଣ୍ଟି, ୧୦୮ ସଂଖ୍ୟାଟି ଅସୀମ ବିଶ୍ୱାସ ସହ ଜଡ଼ିତ । ସେଥିପାଇଁ ‘ମନ୍ କି ବାତ୍‌’ର ୧୦୮ତମ ଅଧ୍ୟାୟ ମୋ ପାଇଁ ବିଶେଷ ଗୁରତ୍ୱପୂର୍ଣ୍ଣ ହୋଇପଡ଼ିଛି । ଏହି ୧୦୮ଟି ଅଧ୍ୟାୟରେ ଆମେ ଜନସହଭାଗୀତାର କେତେ ଉଦାହରଣ ଦେଖିଲୁ, ସେମାନଙ୍କ ଠାରୁ ପ୍ରେରଣା ଲାଭ କଲୁ । ଏହି ସୋପାନରେ ପହଂଚିବା ପରେ ଆମକୁ ନୂଆକରି, ନୂତନ ଶକ୍ତି ସହିତ ଏବଂ ଦ୍ରୁତ ଗତିରେ ଆଗକୁ ବଢ଼ିବା ପାଇଁ ସଂକଳ୍ପ ନେବାକୁ ହେବ । ଏହା ମଧ୍ୟ ଗୋଟିଏ ସୁଖକର ସଂଯୋଗ ଯେ, ଆସନ୍ତା କାଲିର ସୂର୍ଯ୍ୟୋଦୟ ୨୦୨୪ର ପ୍ରଥମ ସୂର୍ଯ୍ୟୋଦୟ ହେବ । ଆମ୍ଭେମାନେ ୨୦୨୪ରେ ପ୍ରବେଶ କରିସାରିଥିବା । ଆପଣ ସମସ୍ତଙ୍କୁ ୨୦୨୪ ପାଇଁ ଅନେକ ଅନେକ ଶୁଭକାମନା ।

ନୂଆଦିଲ୍ଲୀରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

May 11th, 11:00 am

ଆଜି ୧୧ ମେ’ର ଏହି ଦିନ, ଭାରତ ଇତିହାସର ସବୁଠାରୁ ଗୌରବମୟ ଦିନ ମଧ୍ୟରେ ଅନ୍ୟତମ । ଆଜି ଭାରତୀୟ ବୈଜ୍ଞାନିକମାନେ ପୋଖରାନରେ ସେହି ସଫଳତା ହାସଲ କରିଥିଲେ, ଯାହା ମାତା ଭାରତୀଙ୍କର ପ୍ରତ୍ୟେକ ସନ୍ତାନଙ୍କର ମଥା ଗର୍ବର ସହିତ ଉପରକୁ ଉଠିଥିଲା । ମୁଁ ସେହି ଦିନକୁ କେବେ ଭୁଲିପାରିବି ନାହିଁ, ଯେତେବେଳେ ଅଟଳ ଜୀ ଭାରତର ସଫଳ ପରମାଣୁ ପରୀକ୍ଷଣର ଘୋଷଣା କରିଥିଲେ । ପୋଖରାନ ପରମାଣୁ ପରୀକ୍ଷଣ ମାଧ୍ୟମରେ ଭାରତ କେବଳ ଏହାର ବୈଜ୍ଞାନିକମାନଙ୍କର ଦକ୍ଷତାକୁ ପ୍ରମାଣ କରିନାହିଁ, ବରଂ ଭାରତକୁ ବିଶ୍ୱ ସ୍ତରରେ ଏକ ନୂତନ ଉଚ୍ଚତା ମଧ୍ୟ ଆଣି ଦେଇଛି । ଅଟଳ ଜୀଙ୍କ ଶବ୍ଦରେ ମୁଁ କହିବି, ତେବେ- “ଅପନୀ ଧେୟ-ୟାତ୍ରା ମେଁ, ହମ୍ କଭି ରୁକେ ନେହିଁ ହେ । କିସି ଚୁନୋତି କେ ସମକ୍ଷ, କଭି ଝୁକେ ନେହିଁ ହେ ।” ମୁଁ ସମସ୍ତ ଦେଶବାସୀଙ୍କୁ ଆଜିର ଦିନର, ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ବହୁତ ବହୁତ ଶୁଭକାମନା ଜଣାଉଛି ।

ପ୍ରଧାନମନ୍ତ୍ରୀ ୧୧ ମଇରେ ନୂଆଦିଲ୍ଲୀ ଠାରେ ଜାତୀୟ ପ୍ରଯୁକ୍ତି ଦିବସ ୨୦୨୩ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି

May 11th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ ଜାତୀୟ ପ୍ରଯୁକ୍ତିି ଦିବସ ୨୦୨୩ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି । ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରଯୁକ୍ତି ଦିବସର ୨୫ ତମ ଉତ୍ସବ ପାଳନର ଶୁଭାରମ୍ଭ ହୋଇଛି । ଏହି ମହତ୍ତ୍ୱପୂର୍ଣ୍ଣ ଦିବସ ଅବସରରେ , ପ୍ରଧାନମନ୍ତ୍ରୀ ସାରା ଦେଶରେ ୫୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ସହ ଜଡିତ ଏକାଧିକ ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ । ଏହା ଦେଶର ବିଜ୍ଞାନ ଭିତ୍ତିକ ଅନୁଷ୍ଠାନ ଗୁଡ଼ିକୁ ମଜବୁତ କରି ଭାରତକୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ ଅଟେ ।

ଭାରତ ଗଣତନ୍ତ୍ରର ଜନନୀ: ମନ୍ କୀ ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ

January 29th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏହା ୨୦୨୩ର ପ୍ରଥମ ‘ମନ୍ କି ବାତ୍’ ହୋଇଥିବା ସଙ୍ଗେ ସଙ୍ଗେ ଏହି କାର୍ଯ୍ୟକ୍ରମର ୯୭ତମ ଅଧ୍ୟାୟ । ଆପଣ ସମସ୍ତଙ୍କ ସହିତ ପୁଣିଥରେ କଥା ହୋଇ ମୋତେ ବହୁତ ଖୁସି ଲାଗୁଛି । ପ୍ରତିବର୍ଷ ଜାନୁଆରୀ ମାସଟି ବହୁତ ଘଟଣାବହୁଳ ହୋଇଥାଏ । ଏହି ମାସରେ ୧୪ ଜାନୁଆରୀ ପାଖାପାଖି ଉତ୍ତରରୁ ଦକ୍ଷିଣ ଯାଏଁ ଓ ପୂର୍ବରୁ ପଶ୍ଚିମ ଯାଏଁ ସାରା ଦେଶରେ ଉତ୍ସବର ଯାକଯମକ ଥାଏ। ଏହାପରେ ଦେଶ ନିଜର ଗଣତନ୍ତ୍ର ଉତ୍ସବ ମଧ୍ୟ ପାଳନ କରିଥାଏ। ଏଥର ମଧ୍ୟ ଗଣତନ୍ତ୍ର ଦିବସର ଅନେକ ଉଚ୍ଚପ୍ରଶଂସା ହେଉଛି। ଜୈସଲମେରରୁ ପୁଲକିତ ମୋତେ ଲେଖିଛନ୍ତି ଯେ, ଜାନୁଆରୀ ୨୬ର ପରେଡ୍ ସମୟରେ କର୍ତ୍ତବ୍ୟ ପଥର ନିର୍ମାଣ କରିଥିବା ଶ୍ରମିକମାନଙ୍କୁ ଦେଖି ବହୁତ ଭଲ ଲାଗିଲା । କାନପୁରରୁ ଜୟା ଲେଖିଛନ୍ତି ଯେ, ପରେଡରେ ସାମିଲ ହୋଇଥିବା ପ୍ରଜ୍ଞାପନ ମେଢ଼ଗୁଡ଼ିକରେ ଭାରତୀୟ ସଂସ୍କୃତିର ବିଭିନ୍ନ ରୂପକୁ ଦେଖି ଆନନ୍ଦ ଅନୁଭବ ହେଲା । ଏହି ପରେଡରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିବା ମହିଳା ଓଟ ସବାର୍ ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀର ମହିଳା ଦଳର ମଧ୍ୟ ଉଚ୍ଚ ପ୍ରଶଂସା ହେଉଛି ।

PM feels proud of our Innovators as India climbs to the 40th rank in the Global Innovation Index of WIPO

September 29th, 09:42 pm

The Prime Minister, Shri Narendra Modi has expressed pride for Indian Innovators as India climbs to the 40th rank in the Global Innovation Index of World Intellectual Property Organization (WIPO).The Prime Minister, Shri Narendra Modi has expressed pride for Indian Innovators as India climbs to the 40th rank in the Global Innovation Index of World Intellectual Property Organization (WIPO).

କେନ୍ଦ୍ର – ରାଜ୍ୟ ବିଜ୍ଞାନ ସମ୍ମିଳନୀର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୂଳପାଠ

September 10th, 10:31 am

‘କେନ୍ଦ୍ର ରାଜ୍ୟ ବିଜ୍ଞାନ ସମ୍ମିଳନୀ’ର ଏହି ଗୁରୁତ୍ୱପୂର୍ଣ୍ଣ ସମାରୋହକୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି । ଆଜିର ନବ ଭାରତରେ ‘ସବକା ପ୍ରୟାସ’ ର ଯେଉଁ ଭାବନା ସହ ଆମେ ଅଗ୍ରସର ହେଉଛୁ, ଏହି ଆୟୋଜନ ତାହାର ଏକ ଜୀବନ୍ତ ଉଦାହରଣ ଅଟେ ।

PM inaugurates ‘Centre-State Science Conclave’ in Ahmedabad via video conferencing

September 10th, 10:30 am

PM Modi inaugurated the ‘Centre-State Science Conclave’ in Ahmedabad. The Prime Minister remarked, Science is like that energy in the development of 21st century India, which has the power to accelerate the development of every region and the development of every state.

‘ପଞ୍ଚମ ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ’ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ (ଭିଡିଓ କନଫରେନ୍ସିଂ ଜରିଆରେ)

November 05th, 03:40 pm

ଭାରତ ଆନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବର 5ମ ସଂସ୍କରଣ ଏଭଳି ସ୍ଥାନରେ ହେଉଛି, ଯିଏକି ଜ୍ଞାନ ବିଜ୍ଞାନର ପ୍ରତ୍ୟେକ କ୍ଷେତ୍ରରେ ମାନବତାର ସେବା କରିବା ଭଳି ମହାନ ପ୍ରତିଭାଙ୍କୁ ଜନ୍ମ ଦେଇଛି । ଏହି ମହୋତ୍ସବ ଏଭଳି ସମୟରେ ହେଉଛି, ଯେତେବେଳେ ନଭେମ୍ବର 7 ତାରିଖରେ ସିଭି ରମଣ ଏବଂ ନଭେମ୍ବର 30 ତାରିଖରେ ଜଗଦିଶ ଚନ୍ଦ୍ର ବୋଷଙ୍କର ଜନ୍ମଜୟନ୍ତୀ ପାଳନ କରାଯିବ ।

କୋଲକାତାରେ ପଞ୍ଚମ ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 05th, 03:35 pm

କୋଲକାତାଠାରେ ଅନୁଷ୍ଠିତ ପଞ୍ଚମ ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବକୁ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି ।

ଆଦିତ୍ୟ ବିର୍ଲା ଗ୍ରୁପର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

November 03rd, 11:08 am

ଥାଇଲାଣ୍ଡର ସୁବର୍ଣ୍ଣଭୂମିରେ ଆଦିତ୍ୟ ବିର୍ଲା ଗ୍ରୁପର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଆମେ ସମସ୍ତେ ଏଠାରେ ଏକତ୍ରିତ ହୋଇଛୁ । ଏହା ବାସ୍ତବରେ ଏକ ସ୍ୱତନ୍ତ୍ର ଅବସର । ମୁଁ ଆଦିତ୍ୟ ବିର୍ଲା ଗ୍ରୁପର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଉଛି । ଥାଇଲାଣ୍ଡରେ ଗ୍ରୁପ ପକ୍ଷରୁ କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟ ବିଷୟରେ ଶ୍ରୀ କୁମାର ମଙ୍ଗଲମ ବିର୍ଲା ଏବେ ଯାହା କହିଲେ ଆମେ ଶୁଣିଲୁ । ଏହି ରାଷ୍ଟ୍ରରେ ଏହା ଅନେକଙ୍କ ପାଇଁ ସୁଯୋଗ ଏବଂ ସମୃଦ୍ଧି ଆଣୁଛି ।

ଥାଇଲାଣ୍ଡରେ ଆଦିତ୍ୟ ବିର୍ଲା ଗ୍ରୁପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୁଖ୍ୟାଂଶ

November 03rd, 10:32 am

ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତ ବିଭିନ୍ନ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛି । ଏହାର କାରଣ କେବଳ ସରକାର ନୁହନ୍ତି । ଭାରତ ଏକ ଗତାନୁଗତିକ ଅମଲାତାନ୍ତ୍ରିକ ଧାରାରେ କାମ କରିବା ବନ୍ଦ କରିଦେଇଛି । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ଷ ବର୍ଷ ଧରି ଗରିବ ଲୋକମାନଙ୍କ ପାଇଁ ଯେଉଁ ଅର୍ଥ ଖର୍ଚ୍ଚ କରାଯାଉଥିଲା ତାହା ପ୍ରକୃତରେ ସେମାନଙ୍କ ପାଖରେ ପହଂଚୁନଥିଲା । ଡିବିଟିକୁ ଧନ୍ୟବାଦ ଯେ ଆମ ସରକାର ଏହି ସଂସ୍କୃତିକୁ ବନ୍ଦ କରିଦେଲେ । ଡିବିଟିର ଅର୍ଥ ହେଲା ସିଧାସଳଖ ଲାଭାଂଶ ସ୍ଥାନାନ୍ତରଣ । ଡିବିଟି ମଧ୍ୟବର୍ତ୍ତୀ ଲୋକ ଏବଂ ଅକ୍ଷମତାର ସଂସ୍କୃତିକୁ ଶେଷ କରିଦେଇଛି ।

ଥାଇଲାଣ୍ଡରେ ଆଦିତ୍ୟ ବିର୍ଲା ସମୂହର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଭାଗନେଲେ ପ୍ରଧାନମନ୍ତ୍ରୀ

November 03rd, 07:51 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲାଣ୍ଡରେ ଆଦିତ୍ୟ ବିର୍ଲା ସମୂହର 50 ବର୍ଷ ପୂରଣ ହେବା ଅବସରରେ ଆୟୋଜିତ ଏକ ସମାରୋହରେ ଭାଗ ନେଇଛନ୍ତି । ଆଦିତ୍ୟ ବିର୍ଲା ସମୂହର ଅଧ୍ୟକ୍ଷ ଶ୍ରୀ କୁମାର ମଙ୍ଗଲମ ବିର୍ଲା ଥାଇଲାଣ୍ଡରେ ସମୂହର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସାମିଲ ହେବାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ ।

Today, India has emerged as the world’s third biggest startup nation: PM Modi

March 02nd, 10:01 pm

The Prime Minister, Shri Narendra Modi, today addressed students at the Grand Finale of the Smart India Hackathon, via Video Conference. He interacted with several groups of students participating in the Hackathon, at various institutes across the country. The interaction with students covered themes such as agriculture, finance, malnutrition, and education.

ସ୍ମାର୍ଟ ଇଣ୍ଡିଆ ହାକାଥନ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

March 02nd, 10:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ମାର୍ଟ ଇଣ୍ଡିଆ ହାକାଥନ ଗ୍ରାଣ୍ଡଫିନାଲେରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଭିଡିଓ କନଫେରେନ୍ସ ମାଧ୍ୟମରେ ସମ୍ବୋଧନ କରିଛନ୍ତି । ସେ ବିଭିନ୍ନ ଅନୁଷ୍ଠାନର ଛାତ୍ରଗୋଷ୍ଠୀଙ୍କ ସହ ମତ ବିନିମୟ କରିଛନ୍ତି । ଏହି ମତ ବିନିମୟ ମୁଖ୍ୟତଃ କୃଷି, ଅର୍ଥନୀତି, କୁପୋଷଣ ଏବଂ ଶିକ୍ଷା ସମ୍ପର୍କିତ ଥିଲା ।

ନୂଆଦିଲ୍ଲୀଠାରେ ଭାରତ-ଇଟାଲୀ ଟେକ୍ନୋଲଜି ଶିଖର ସମ୍ମିଳନୀର ଉଦଯାପନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

October 30th, 04:23 pm

ମହାମହିମ, ପ୍ରଧାନମନ୍ତ୍ରୀ ଗିଉସେପ୍ପେ କୋଣ୍ଟେ ମହୋଦୟ, କ୍ୟାବିନେଟରେ ମୋର ସହଯୋଗୀ ଡକ୍ଟର ହର୍ଷବର୍ଦ୍ଧନ ମହାଶୟ, ଟେକ୍ନୋଲଜି ଶିଖର ବୈଠକରେ ଉପସ୍ଥିତ ପ୍ରଯୁକ୍ତି ବିଦ୍ୟା ଜଗତ ସହିତ ଜଡିତ ଭାରତ ଏବଂ ଇଟାଲୀର ସମସ୍ତ ସାଥୀ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିମାନେ!

ଭାରତ-ଇଟାଲୀ ଟେକ୍ନୋଲଜି ଶିଖର ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

October 30th, 04:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ମଙ୍ଗଳବାର) ନୂଆଦିଲ୍ଲୀଠାରେ ଆୟୋଜିତ ଭାରତ-ଇଟାଲୀ ପ୍ରଯୁକ୍ତି ବିଦ୍ୟା ଶିଖର ସମ୍ମିଳନୀକୁ ସମ୍ବୋଧନ କରିଥିଲେ । ଏହି ଅବସରରେ ଇଟାଲୀର ପ୍ରଧାନମନ୍ତ୍ରୀ ଶ୍ରୀ ଜ୍ୟୁସେପେ କାଣ୍ଟେ ମଧ୍ୟ ଉପସ୍ଥିତ ଥିଲେ ।

ଆଇଆଇଟି ବମ୍ବେର 56ତମ ବାର୍ଷିକ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

August 11th, 12:10 pm

ଆଜି ହେଉଛି 11 ଅଗଷ୍ଟ, 110 ବର୍ଷ ପୂର୍ବେ ଦେଶର ସ୍ୱାଧୀନତା ପାଇଁ ଆଜିର ଦିନରେ ହିଁ, ଖୁଦୀରାମ ବୋଷ ମାତୃଭୂମି ପାଇଁ ନିଜର ସର୍ବସ୍ୱ ତ୍ୟାଗ କରି ଦେଇଥିଲେ । ମୁଁ ସେହି ବୀର ବିପ୍ଳବୀଙ୍କୁ ପ୍ରଣାମ କରୁଛି, ଦେଶ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।

"ଆଇଆଇଟି ବମ୍ବେର ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ "

August 11th, 12:10 pm

ଆଇଆଇଟି ବମ୍ବେର ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଆଇଆଇଟି ବମ୍ବେର ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଇଆଇଟି ହେଉଛି 'ଭାରତର ଇନଷ୍ଟ୍ରୁମେଣ୍ଟ ଅଫ ଟ୍ରାନ୍ସଫୋର୍ମେଶନ ' । ପ୍ରଧାନମନ୍ତ୍ରୀ ମୋଦୀ ବିଦ୍ୟାର୍ଥୀମାନଙ୍କୁ ଭାରତରେ ନବାଚାର କରିବା ଏବଂ ମାନବତା କଲ୍ୟାଣ ପାଇଁ ନବୀନତାର ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,'' ଉନ୍ନତ କୃଷି ଉତ୍ପାଦକତା ସୁନିଶ୍ଚିତ କରିବା ପାଇଁ ଜଳବାୟୁ ପରିବର୍ତ୍ତନକୁ କମ କରିବାରେ ସ୍ୱଚ୍ଛ ଉର୍ଜାରୁ ଜଳ ସଂରକ୍ଷଣ ପର୍ଯ୍ୟନ୍ତ ,କୁପୋଷଣକୁ ପ୍ରଭାବୀ ଢଙ୍ଗରେ କମ କରିବାଠୁ ନେଇ ଅପବ୍ୟୟ ସଂଚାଳନ ପର୍ଯ୍ୟନ୍ତ ,ଆମେ ଏହା ସୁନିଶ୍ଚିତ କରିବାକୁ ଅଛି ଯେ ଭାରତୀୟ ପ୍ରୟୋଗଶାଳା ଏବଂ ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବାଚାର ସୁନିଶ୍ଚିତ ହେଉ ।

ନୂଆଦିଲ୍ଲୀରେ ବାଣିଜ୍ୟ ଭବନର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

June 22nd, 11:47 am

ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ ମହାଶୟ, ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର(ସ୍ଵାଧୀନ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ମହାଶୟ, ବାଣିଜ୍ୟ ଏବଂ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସି. ଆର. ଚୌଧୁରୀ ମହାଶୟ, ବାଣିଜ୍ୟ ମନ୍ତ୍ରଣାଳୟ ଓ ସମ୍ବନ୍ଧିତ ବିଭାଗଗୁଡିକର ଅଧିକାରୀଗଣ ଏବଂ ଏଠାରେ ଉପସ୍ଥିତ ଅନ୍ୟ ମହାନୁଭବ ।

ବାଣିଜ୍ୟ ଭବନ ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

June 22nd, 11:40 am

ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ବିଭାଗର ନୂତନ କାର୍ଯ୍ୟାଳୟ କମ୍ପ୍ଲେକ୍ସ- ବାଣିଜ୍ୟ ଭବନର ଆଧାରଶିଳା ସ୍ଥାପନ କରିଛନ୍ତି ।