ଭାରତର ଜି -20 ଅଧ୍ୟକ୍ଷତା ଅନ୍ତର୍ଗତ ଅର୍ଥ ମନ୍ତ୍ରୀ ଓ ସେଣ୍ଟ୍ରାଲ୍ ବ୍ୟାଙ୍କର ଗଭର୍ଣ୍ଣରଙ୍କ ପ୍ରଥମ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ପାଠ
February 24th, 09:25 am
ମୁଁ ଜି -20 ଅର୍ଥମନ୍ତ୍ରୀ ଏବଂ ସେଣ୍ଟ୍ରାଲ୍ ବ୍ୟାଙ୍କ ଗଭର୍ନରମାନଙ୍କୁ ଭାରତକୁ ସ୍ୱାଗତ କରୁଛି। ଆପଣଙ୍କର ବୈଠକ ଭାରତର G20 ଅଧ୍ୟକ୍ଷତାରେ ପ୍ରଥମ ମନ୍ତ୍ରୀ ସ୍ତରୀୟ ଆଲୋଚନାକୁ ଚିହ୍ନିତ କରେ । ଏକ ସକାରାତ୍ମକ ବୈଠକ ପାଇଁ ମୁଁ ଆପଣଙ୍କୁ ମୋର ଶୁଭେଚ୍ଛା ଜଣାଇବା ସହିତ, ଆପଣ ସମ୍ମୁଖୀନ ହେଉଥିବା ଆହ୍ବାନ ଗୁଡ଼ିକ ବିଷୟରେ ମୁଁ ଅବଗତ ଅଛି । ଆପଣ ବିଶ୍ବର ଆର୍ଥିକ ଏବଂ ଅର୍ଥନୀତିର ନେତୃତ୍ୱକୁ ପ୍ରତିନିଧିତ୍ୱ କରନ୍ତି ଯେଉଁ ସମୟରେ ବିଶ୍ୱ ଗୁରୁତର ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥାଏ। କୋଭିଡ୍ ମହାମାରୀ ବିଶ୍ବ ଅର୍ଥନୀତିକୁ ବହୁ ମାତ୍ରାରେ ପ୍ରଭାବିତ କରିଛି। ଅନେକ ଦେଶ, ବିଶେଷକରି ବିକାଶଶୀଳ ଅର୍ଥନୀତି, ଏହାର ପରବର୍ତ୍ତୀ ପ୍ରଭାବକୁ ସମ୍ମୁଖୀନ ହୋଇଛନ୍ତି। ଆମେ ମଧ୍ୟ ବିଶ୍ବର ବିଭିନ୍ନ ସ୍ଥାନରେ ଜିଓ-ରାଜନୈତିକ ଆହ୍ବାନର ସମ୍ମୁଖୀନ ହେଉଛୁ। ବିଶ୍ୱ ଯୋଗାଣ ଶୃଙ୍ଖଳାରେ ବାଧା ଉପୁଜିଛି | ମୂଲ୍ୟ ବୃଦ୍ଧି ହେତୁ ଅନେକ ସମାଜ ସମସ୍ୟା ଭୋଗୁଛନ୍ତି ଏବଂ, ଖାଦ୍ୟ ଏବଂ ଶକ୍ତି ନିରାପତ୍ତା ସମଗ୍ର ବିଶ୍ୱରେ ମୁଖ୍ୟ ଚିନ୍ତାର ବିଷୟ ହୋଇଛି। ଅନେକ ଦେଶର ଆର୍ଥିକ କାର୍ଯ୍ୟକ୍ଷମତା ମଧ୍ୟ ସ୍ଥାୟୀ ଋଣ ସ୍ତର ଦ୍ୱାରା ବିପଦପୂର୍ଣ୍ଣ ଅବସ୍ଥାରେ ରହଛି। ଆନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଉପରେ ବିଶ୍ୱାସ ହ୍ରାସ ପାଇଛି | ଏହା ଆଂଶିକ କାରଣ ହେଉଛି ସେମାନେ ନିଜକୁ ସଂସ୍କାର କରିବାକୁ ମନ୍ଥର ହୋଇଯାଇଛନ୍ତି । ବିଶ୍ବ ଅର୍ଥନୀତିରେ ସ୍ଥିରତା, ଆତ୍ମବିଶ୍ୱାସ ଏବଂ ଅଭିବୃଦ୍ଧି ଫେରାଇ ଆଣିବା ପାଇଁ ଏହା ବର୍ତ୍ତମାନ ଆପଣଙ୍କ ଉପରେ ନିର୍ଭର କରେ। ଏହା ଏକ ସହଜ କାର୍ଯ୍ୟ ନୁହେଁ ।ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ପ୍ରଥମ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
February 24th, 09:15 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ଭାରତର ଜି୨୦ ଅଧ୍ୟକ୍ଷତାରେ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ପ୍ରଥମ ବୈଠକକୁ ସମ୍ବୋଧିତ କରିଛନ୍ତି ।Prime Minister's video conference with the Heads of Indian Missions
March 30th, 07:32 pm
Prime Minister Shri Narendra Modi held a videoconference with the Heads of all of India’s Embassies and High Commissions worldwide at 1700 hrs today. This conference—the first such event for Indian Missions worldwide—was convened to discuss responses to the global COVID-19 pandemic.Extraordinary Virtual G20 Leaders' Summit
March 26th, 08:08 pm
An Extraordinary Virtual G20 Leaders' Summit was convened on 26 March 2020 to discuss the challenges posed by the outbreak of the COVID-19 pandemic and to forge a global coordinated response. Earlier, PM had a telephonic conversation with the Crown Prince of Saudi Arabia on this subject.ଜି-20 ଶିଖର ବୈଠକରେ ଯୋଗଦାନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
November 27th, 07:43 pm
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ଆର୍ଜେଣ୍ଟିନା ପକ୍ଷରୁ ବୁଏନସ୍ ଏୟାର୍ସଠାରେ ନଭେମ୍ବର 29 ଠାରୁ ଡ଼ିସେମ୍ବର 1, 2018 ପର୍ଯ୍ୟନ୍ତ ଜି -20 ଶିଖର ବୈଠକର ଆୟୋଜନ କରାଯାଇଛି ଏବଂ ମୁଁ ସେଥିରେ ଯୋଗଦାନ କରିବାକୁ ଆର୍ଜେଣ୍ଟିନା ଗସ୍ତରେ ଯିବି ।”PM inaugurates Pumping Station at Bhachau; Narmada Waters released for Tappar dam
May 22nd, 06:35 pm
Prime Minister Narendra Modi inaugurated pumping station in Bhachau, Gujarat. The PM said mentioned the importance of conserving water, and added that in Kutch, people understood this quite well. Now, he said, with the Narmada waters arriving, the region would witness a transformation.ଗୁଜରାଟର ବଚାଉଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପମ୍ପିଂ କେନ୍ଦ୍ରର ଉଦଘାଟନ; ତପ୍ପାର ବନ୍ଧକୁ ନିଷ୍କାସିତ ହେଲା ନର୍ମଦା ନଦୀର ଜଳ
May 22nd, 06:32 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ବଚାଉଠାରେ ଏକ ପମ୍ପିଂ କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ଏହା ତପ୍ପାର ଡ୍ୟାମକୁ ନର୍ମଦା ନଦୀରୁ ଜଳ ନିଷ୍କାସନରେ ସହାୟକ ହେବ ।ଏହି ଅବସରରେ ଏକ ବିଶାଳ ସମାବେଶକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଉଦଘାଟନ ଦ୍ୱାରା କଚ୍ଛର ପ୍ରତ୍ୟେକ ନାଗରୀକ ନିଜକୁ ଗୌରବାନ୍ୱିତ ମନେକରିବେ ।ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ଭାବେ “ଦି ଇକୋନୋମିକ ଟାଇମ୍ସ ଏସିଆନ ବିଜିନେସ କନକ୍ଲେଭ, ୨୦୧୬” ଉଦ୍ଘାଟନ ଅବସରରେ (ଭିଡିଓ କନଫରେନ୍ସିଂ ମାଧ୍ୟମରେ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ
December 14th, 02:20 pm
PM Modi jointly inaugurated the Economic Times Asian Business Leaders Conclave 2016 in Kuala Lumpur with His Excellency the PM of Malaysia, Mr Najib Razak. PM talked about the progress India is making at various fronts and reforms that are happening in the country. During his address PM said , “21st Century is the Century of Asia”. PM invited foreign investors to Invest India, “India is not only a good destination. It’s always a good decision to be in India,” he said.