‘ଗ୍ଲୋବାଲ ସିଟିଜେନ ଲାଇଭ୍’ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦିଆଯାଇଥିବା ଭିଡିଓ ସମ୍ବୋଧନର ମୂଳ ଲେଖା
September 25th, 10:31 pm
ଏହି ଯୁବ ଏବଂ ଶକ୍ତିବାନ ସଭାକୁ ସମ୍ବୋଧିତ କରିବା ମୋ ପାଇଁ ଆନନ୍ଦର କଥା । ମୋ ସମ୍ମୁଖରେ ଏକ ବୈଶ୍ୱିକ ପରିବାର ରହିଛି । ଯାହା ଆମ ପୃଥିବୀର ସମସ୍ତ ସୁନ୍ଦର ବିବିଧତାରେ ପରିପୂର୍ଣ୍ଣ ।ପ୍ରଧାନମନ୍ତ୍ରୀଙ୍କ ‘ଗ୍ଲୋବାଲ ସିଟିଜେନ ଲାଇଭ’ରେ ଭିଡିଓ ଅଭିଭାଷଣ
September 25th, 10:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲୋବାଲ ସିଟିଜେନ ଲାଇଭରେ ନିଜର ଭିଡିଓ ବକ୍ତବ୍ୟ ରଖିଥିଲେ । ଏହି ୨୪ଘଣ୍ଟିଆ ସମାରୋହ ସେପ୍ଟେମ୍ବର ୨୫ ଓ ୨୬ତାରିଖ ଦିନ ହେଉଥିବାବେଳେ ଏଥିରେ ମୁମ୍ବାଇ ସମେତ ନ୍ୟୁୟର୍କ, ପ୍ୟାରିସ, ରିଓଡି ଜେନିରୋ, ସିଡନୀ, ଲସ୍ ଆଞ୍ଜେଲ୍ସ, ଲାଗୋସ ଓ ସିଓଲରେ ଏକ ସଙ୍ଗେ କାର୍ଯ୍ୟକ୍ରମମାନେ ହେଉଛି ।ସେପ୍ଟେମ୍ବର ୨୫ରେ ‘ଗ୍ଲୋବାଲ ସିଟିଜେନ୍ ଲାଇଭ’କୁ ଭିଡ଼ିଓ ଯୋଗେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ
September 24th, 05:31 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୫ ତାରିଖ ସନ୍ଧ୍ୟାରେ ଗ୍ଲୋବାଲ ସିଟିଜେନ ଲାଇଭ୍ କାର୍ଯ୍ୟକ୍ରମକୁ ଭିଡିଓ ଯୋଗେ ଉଦ୍ବୋଧନ ଦେବେ । ଗ୍ଲୋବାଲ ସିଟିଜେନ ଏକ ବୈଶ୍ୱିକ ମାନବୀୟ ଅଧିକାର ସଂଗଠନ, ଯାହା ବିଶ୍ୱରୁ ଉତ୍କଟ ଦାରିଦ୍ର୍ୟ ଦୂରୀକରଣ ଦିଗରେ କାର୍ଯ୍ୟ କରି ଆସୁଛି । ଏହା ଏକ ୨୪ ଘଣ୍ଟିଆ କାର୍ଯ୍ୟକ୍ରମ । ଯାହା ସେପ୍ଟମ୍ବର ୨୫ ଓ ୨୬ ତାରିଖ ରାତିରେ ଆୟୋଜିତ ହୋଇଛି । ମୁମ୍ବାଇ, ନ୍ୟୁୟର୍କ, ପ୍ୟାରିସ୍, ରିଓ-ଡି-ଜେନିରୋ, ସିଡନୀ, ଲସ୍ଆଞ୍ଜେଲ୍ସ, ଲାଗୋସ ଓ ସିଓଲ ଭଳି ପ୍ରମୁଖ ନଗରୀରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ । ବିଭିନ୍ନ ସାମାଜିକ ଗଣମାଧ୍ୟମ ଚାନେଲରେ ବିଶ୍ୱର ୧୨୦ଟି ଦେଶରେ ଏହାର ପ୍ରସାରଣ ହେବ ।