When it comes to disruption, development & diversification everybody can agree that this is India's time: PM Modi
February 09th, 08:30 pm
Prime Minister Narendra Modi addressed the ET Now Global Business Summit 2024 at Hotel Taj Palace in New Delhi. The Prime Minister highlighted the significance of the theme of ‘Disruption, Development and Diversification chosen by the Global Business Summit 2024. “When it comes to disruption, development and persification, everybody can agree that this is India’s time”, the PM remarked noting the growing trust towards India in the world.ଇଟି ନାଓ ବିଶ୍ୱସ୍ତରୀୟ ବ୍ୟାବସାୟିକ ଶିଖର ସମ୍ମିଳନୀ ୨୦୨୪ କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
February 09th, 08:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ହୋଟେଲ ତାଜ ପ୍ୟାଲେସ ଠାରେ ଇଟି ନାଓ ବିଶ୍ୱସ୍ତରୀୟ ବ୍ୟାବସାୟିକ ଶିଖର ସମ୍ମିଳନୀ ୨୦୨୪କୁ ସମ୍ବୋଧିତ କରିଛନ୍ତି ।ନୂଆଦିଲ୍ଲୀରେ ଇକୋନୋମିକ ଟାଇମ୍ସ ବୈଶ୍ୱିକ ବ୍ୟବସାୟିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 17th, 08:59 pm
ମୁଁ ମୋ କଥା ଉପରକୁ ଆସିବା ପୂର୍ବରୁ ଶିବ ଶକ୍ତି ଏବଂ ଲକ୍ଷ୍ମୀ ଉପାସନା ଆଡକୁ ଟିକେ, ଆପଣମାନେ ପ୍ରସ୍ତାବ ଦେଇଥିଲେ ଆୟକର ଟିକସ ବୃଦ୍ଧି କରିବା ପାଇଁ, ଜଣା ନାହିଁ ପରେ ଏହି ଲୋକମାନେ କଣ କରିବେ, କିନ୍ତୁ ଆପଣମାନଙ୍କ ସୂଚନା ପାଇଁ ଚଳିତ ବଜେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ଏବଂ ବିଶେଷ କରି ଯଦି ମହିଳାମାନେ ବ୍ୟାଙ୍କରେ ଜମା କରିବେ ଆଉ ଦୁଇ ବର୍ଷ ସମୟ ସ୍ଥିର କରନ୍ତି, ତେବେ ସେମାନଙ୍କୁ ଏକ ସୁନିଶ୍ଚିତ ସ୍ୱତନ୍ତ୍ର ପ୍ରକାରର ସୁଧ ଦିଆଯିବ ଆଉ ମୁଁ ବୁଝାଉଛି ଯେ, ଆପଣମାନେ ଯାହା କହୁଛନ୍ତି ତାହା ଏକ ଭଲ ପଦକ୍ଷେପ ଆଉ ବୋଧହୁଏ ଏହା ଆପଣମାନଙ୍କୁ ପସନ୍ଦ ଆସିବ। ଏବେ ଏହା ହେଉଛି ଆପଣମାନଙ୍କର ସଂପାଦକୀୟ ବିଭାଗର କାର୍ଯ୍ୟ, ସେମାନେ ସମସ୍ତ ବିଷୟ ଖୋଜି କେବେ ଉଚିତ ଲାଗିବ ତେବେ, ଏହାକୁ ସ୍ଥାନ ଦେବେ। ଦେଶ ଏବଂ ସାରା ବିଶ୍ୱରୁ ଆସିଥିବା, ବ୍ୟବସାୟ ନେତୃତ୍ୱଙ୍କୁ ଅଭିନନ୍ଦନ ଜଣାଉଛି, ସ୍ୱାଗତ କରୁଛି ।ଦିଲ୍ଲୀ ଠାରେ ଇକୋନୋମିକ୍ ଟାଇମ୍ସର ଗ୍ଲୋବାଲ୍ ବିଜନେସ୍ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
February 17th, 08:02 pm
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ତିନି ବର୍ଷ ପୂର୍ବେ ଇଟି ଗ୍ଲୋବାଲ ବିଜିନେସ୍ ସମ୍ମିଳନୀରେ ତାଙ୍କର ଶେଷ ଯୋଗଦାନ ପରେ ଘଟିଥିବା ପରିବର୍ତ୍ତନଗୁଡିକ ଉଲ୍ଲେଖ କରିଛନ୍ତି । ସେ ସ୍ମରଣ କରିଛନ୍ତି ଯେ ଗତ ସମ୍ମିଳନୀ ଶେଷ ହେବାର ତିନି ଦିନ ପରେ ଡବ୍ଳୁଏଚଓ କୋଭିଡକୁ ମହାମାରୀ ଘୋଷଣା କରିଥିଲା ଯାହା ବିଶ୍ୱ ତଥା ଭାରତରେ ବ୍ୟାପକ ଦ୍ରୁତ ପରିବର୍ତ୍ତନ ଘଟାଇଥିଲା ।ଫେବୃୟାରୀ ୧୭ରେ ଇକୋନମିକ ଟାଇମ୍ସ ଗ୍ଲୋବାଲ ବିଜିନେସ ସମିଟକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
February 16th, 07:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃୟାରୀ ୧୭ରେ ଦିଲ୍ଲୀ ସ୍ଥିତ ହୋଟେଲ ତାଜ ପ୍ୟାଲେସରେ ସନ୍ଧ୍ୟା ପ୍ରାୟ ୭.୪୦ ବେଳକୁ ଇକୋନମିକ ଟାଇମ୍ସ ଗ୍ଲୋବାଲ ବିଜିନେସ ସମିଟକୁ ସମ୍ବୋଧିତ କରିବେ ।ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବୈଶ୍ୱିକ ନିବେଶକ ସମ୍ମିଳନୀ-୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 10th, 11:01 am
ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମହାଶୟ, ବ୍ରଜେଶ ପାଠକ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ବରିଷ୍ଠ ସହଯୋଗୀ ଏବଂ ଏହି ଲକ୍ଷ୍ନୌର ପ୍ରତିନିଧି ଶ୍ରୀମାନ ରାଜନାଥ ସିଂହ ମହାଶୟ, ବିଭିନ୍ନ ଦେଶରୁ ଆସିଥିବା ସମସ୍ତ ବରିଷ୍ଠ ମହାନୁଭବ, ୟୁପିର ସମସ୍ତ ମନ୍ତ୍ରୀଗଣ ଏବଂ ବୈଶ୍ୱିକ ନିବେଶକ ସମ୍ମିଳନୀକୁ ଆସିଥିବା ଉଦ୍ୟୋଗ ଜଗତର ସମ୍ମାନୀୟ ସଦସ୍ୟ, ବୈଶ୍ୱିକ ନିବେଶ ଜଗତର ସମୁଦାୟ, ନୀତି ନିର୍ଦ୍ଧାରକ, କର୍ପୋରେଟ ନେତୃବୃନ୍ଦ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ!ଲକ୍ଷ୍ନୌ ଠାରେ ଉତ୍ତର ପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍ ୨୦୨୩ ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
February 10th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌ ଠାରେ ଉତ୍ତର ପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଟ୍ ୨୦୨୩ ର ଉଦଘାଟନ କରିଛନ୍ତି । ସେ ବିଶ୍ୱ ବାଣିଜ୍ୟ ପ୍ରଦର୍ଶନୀର ଉଦଘାଟନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ସମୟରେ ଇନଭେଷ୍ଟ ୟୁପି ୨.୦ ର ଶୁଭାରମ୍ଭ କରିଥିଲେ । ଉତ୍ତରପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍ ୨୦୨୩ ହେଉଛି ଉତ୍ତରପ୍ରଦେଶ ସରକାରଙ୍କ ଫ୍ଲାଗସିପ୍ ନିବେଶ ସମ୍ମିଳନୀ ଯାହା ନୀତି ର୍ନିମାତା, ଶିଳ୍ପପତି, ଶିକ୍ଷାବିତ୍, ଚିନ୍ତକ ଏବଂ ନେତାମାନଙ୍କୁ ଏକତ୍ରିତ କରି ବ୍ୟବସାୟିକ ସୁଯୋଗ ଏବଂ ସହଭାଗୀତା ସୃଷ୍ଟି କରିବ । ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ମଧ୍ୟ ବୁଲି ଦେଖିଥିଲେ ।India has become an important part of the global economy: PM Modi at ET Global Business Summit
March 06th, 07:42 pm
At The Economic Times Global Business Summit, PM Modi said the country is going through massive change. He said India has become an important part of the global economy.PM addresses Economic Times Global Business Summit
March 06th, 07:41 pm
At The Economic Times Global Business Summit, PM Modi said the country is going through massive change. He said India has become an important part of the global economy.ଦି ଇକୋନୋମିକ୍ସ ଟାଇମ୍ସ- ଗ୍ଲୋବାଲ ବିଜନେସ ସମିଟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୂଳପାଠ
February 23rd, 09:46 am
ଏହି ବ୍ୟବସାୟିକ ଶିଖର ସମ୍ମିଳନୀର ବିଷୟବସ୍ତୁର ପ୍ରଥମ ଶବ୍ଦ ଭାବେ ଆପଣମାନେ ସାମାଜିକ ଶବ୍ଦ ଚୟନ କରିଥିବାରୁ ଅଭିନନ୍ଦନ ଜଣାଉଛି ।ଇକୋନମିକ ଟାଇମ୍ସ ବିଶ୍ୱ ବାଣିଜ୍ୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
February 23rd, 09:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇକୋନମିକ ଟାଇମ୍ସ ବିଶ୍ୱ ବାଣିଜ୍ୟ ସମ୍ମିଳନୀରେ ଉଦ୍ବୋଧନ ଦେଇଛନ୍ତି । 2013-14ରୁ ଭାରତ ଅନିୟନ୍ତ୍ରିତ ମୁଦ୍ରାସ୍ଫୀତି, ଉଚ୍ଚ ବିତ୍ତୀୟ ନିଅଣ୍ଟ ଏବଂ ତ୍ରୁଟିପୂର୍ଣ୍ଣ ନୀତି ଭଳି ସମସ୍ୟା ଘେରରେ ରହିଥିବା ବେଳେ, ଏବେ ପରିବର୍ତ୍ତନ ସ୍ପଷ୍ଟ ଦୃଶ୍ୟମାନ ହେଉଛି ବୋଲି ସେ କହିଛନ୍ତି ।Congress divides, BJP unites: PM Modi
October 10th, 05:44 pm
Prime Minister Narendra Modi today interacted with BJP booth Karyakartas from five Lok Sabha seats - Raipur, Mysore, Damoh, Karauli-Dholpur and Agra. During the interaction, PM Modi said that BJP was a 'party with a difference'. He said that the BJP was a cadre-driven party whose identity was not limited to a single family or clan.PM Modi interacts with BJP Karyakartas from Five Lok Sabha Seats via NaMo App.
October 10th, 05:40 pm
Prime Minister Narendra Modi today interacted with BJP booth Karyakartas from five Lok Sabha seats - Raipur, Mysore, Damoh, Karauli-Dholpur and Agra. During the interaction, PM Modi said that BJP was a 'party with a difference'. He said that the BJP was a cadre-driven party whose identity was not limited to a single family or clan.ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 24, 2018
February 24th, 08:14 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ଇକୋନୋମିକ୍ସ ଟାଇମ୍ସ : ବିଶ୍ଵବ୍ୟାପାର ଶିଖର ସମ୍ମିଳନୀ 2018ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 23rd, 09:57 pm
ନବ୍ୟ ଭାରତର ସଂକଳ୍ପର ଏହି ବହୁତ ମହତ୍ୱପୂର୍ଣ୍ଣ ସମୟରେ ଆପଣ ସମସ୍ତେ ନୂଆ ଅର୍ଥବ୍ୟବସ୍ଥା-ନୂଆ ଶାସନ ଉପରେ ବିଚାରବିମର୍ଶ କରିବା ପାଇଁ ଏକଜୁଟ ହୋଇଛନ୍ତି । ପ୍ରଶ୍ନ ଉଠିଛି, ଏଥିରେ ନୂଆ କ’ଣ ଅଛି? ଇକୋନୋମିକ୍ସ ଟାଇମ୍ସ ମଧ୍ୟ ଦୈନିକ ଛପା ହୋଇଥାଏ, ପେପର କ୍ୱାଲିଟି ସବୁଦିନେ ସେୟା ରହିଥାଏ, ପ୍ରିଣ୍ଟିଙ୍ଗ ଗୁଣବତ୍ତା ବି ସେୟା ରହେ । ବ୍ୟାନରରେ ଆପଣମାନେ ଯେଉଁ ସମ୍ବାଦପତ୍ରର ନାଁ ଲେଖନ୍ତି, ତା’ର ଅକ୍ଷର ଓ ଷ୍ଟାଇଲ ମଧ୍ୟ ସେୟା ରହିଥାଏ । ତଥାପି ଆମେ କହିଥାଉ କି ସବୁଦିନେ ନୂଆ ସମ୍ବାଦପତ୍ର ବାହାରୁଛି । ଫରକ ହେଉଛି ସମ୍ବାଦପତ୍ରର ପ୍ରସଙ୍ଗର ଓ ସେହି ପ୍ରସଙ୍ଗ ଆଧାରରେ ଆପଣମାନେ କହିଥାନ୍ତି କି ଏ ସଦ୍ୟ ଖବର, ନୂଆ ଖବର ଇତ୍ୟାଦି ।ଇକୋନୋମିକ ଟାଇମ୍ସ ବିଶ୍ୱ ବ୍ୟାପାର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
February 23rd, 09:52 pm
ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇକୋନୋମିକ ଟାଇମ୍ସ ବିଶ୍ୱ ବ୍ୟାପାର ସମ୍ମିଳନୀରେ ଉଦ୍ବୋଧନ ଦେଇଛନ୍ତି । “ନୂତନ ଅର୍ଥବ୍ୟବସ୍ଥା-ନୂତନ ନିୟମ” ବିଷୟବସ୍ତୁ ଉପରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା ।