ଏଚ୍‌ଓଏସ/ଏଚ୍‌ଓଜିର ଉଚ୍ଚସ୍ତରୀୟ ବର୍ଗ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉଦବୋଧନ

ଏଚ୍‌ଓଏସ/ଏଚ୍‌ଓଜିର ଉଚ୍ଚସ୍ତରୀୟ ବର୍ଗ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉଦବୋଧନ

December 01st, 03:55 pm

୧୪୦ କୋଟି ଭାରତୀୟଙ୍କ ତରଫରୁ ଆପଣ ସମସ୍ତଙ୍କୁ ମୋର ଶୁଭେଚ୍ଛା !

ରୋଟାରୀ ଇଣ୍ଟରନେସନାଲର ବିଶ୍ୱ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ରୋଟାରୀ ଇଣ୍ଟରନେସନାଲର ବିଶ୍ୱ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 05th, 09:46 pm

ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ରୋଟାରିଆନମାନଙ୍କର ବୃହତ ପରିବାର, ପ୍ରିୟ ବନ୍ଧୁଗଣ, ନମସ୍କାର! ରୋଟାରୀ ଇଣ୍ଟରନେସନାଲ ସମ୍ମିଳନୀକୁ ସମ୍ବୋଧିତ କରି ମୁଁ ଖୁସି ଯେ ଏହି ଭଳି ପ୍ରତ୍ୟେକ ରୋଟାରୀ ସମାବେଶ ଏକ ମିନି-ଗ୍ଲୋବାଲ୍ ଆସେମ୍ବ୍ଲି ପରି । ସେଠାରେ ବିବିଧତା ଏବଂ ସ୍ପନ୍ଦନ ଅଛି । ଆପଣ ସମସ୍ତେ ନିଜ ନିଜ କ୍ଷେତ୍ରରେ ସଫଳ ଅଟନ୍ତି । ତଥାପି, ଆପଣ କେବଳ କାର୍ଯ୍ୟ କରିବାରେ ନିଜକୁ ସୀମିତ କରିନାହାଁନ୍ତି । ଆମର ପୃଥିବୀକୁ ଉନ୍ନତ କରିବାକୁ ତୁମର ଇଚ୍ଛା ତୁମକୁ ଏହି ପ୍ଲାଟଫର୍ମରେ ଏକାଠି କରିଛି । ଏହା ସଫଳତା ଏବଂ ସେବାର ପ୍ରକୃତ ମିଶ୍ରଣ ।

ରୋଟାରୀ ଇଣ୍ଟରନେସନାଲ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ରୋଟାରୀ ଇଣ୍ଟରନେସନାଲ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

June 05th, 09:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ରୋଟାରୀ ଇଣ୍ଟରନେସନାଲ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ରୋଟାରୀଆନମାନଙ୍କୁ ଏକ ସେବା ଓ ସଫଳତାର ପ୍ରକୃତ ମିଶ୍ରଣ” ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକାରର ପ୍ରତ୍ୟେକ ରୋଟାରୀ ସମାବେଶ ଏକ ମିନି-ଗ୍ଲୋବାଲ୍ ଆସେମ୍ବଲି । ସେଠାରେ ବିବିଧତା ଏବଂ ସ୍ପନ୍ଦନ ଅଛି ।

‘ଲାଇଫ୍‌’ ଆନ୍ଦୋଳନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣ

June 05th, 07:42 pm

ୟୁଏନଇପିର ଗ୍ଲୋବାଲ୍ ମୁଖ୍ୟ ମହାମହୀମ ଇଙ୍ଗର ଆଣ୍ଡରସନ, ୟୁଏନଡିପିର ଗ୍ଲୋବାଲ୍ ହେଡ୍ ମହାବହୀମ ଆଚିମ୍ ଷ୍ଟେନର, ମୋର ବନ୍ଧୁ ବିଶ୍ୱ ବ୍ୟାଙ୍କର ସଭାପତି ଲର୍ଡ ନିକୋଲାସ୍ ଷ୍ଟର୍ଣ୍ଣ, ମିଷ୍ଟର କାସ୍ ସନଷ୍ଟେନ୍‌, ମୋର ବନ୍ଧୁ ବିଲ୍ ଗେଟ୍ସ, ଶ୍ରୀ ଅନୀଲ ଦାସଗୁପ୍ତା, ଭାରତର ପରିବେଶ ବିଭାଗ ମନ୍ତ୍ରୀ ଶ୍ରୀ ଭୂପୀନ୍ଦର ଯାଦବ,

PM launches global initiative ‘Lifestyle for the Environment- LiFE Movement’

June 05th, 07:41 pm

Prime Minister Narendra Modi launched a global initiative ‘Lifestyle for the Environment - LiFE Movement’. He said that the vision of LiFE was to live a lifestyle in tune with our planet and which does not harm it.

ଡେନମାର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତ୍ତି

May 03rd, 07:11 pm

ମାନ୍ୟବର ପ୍ରଧାନମନ୍ତ୍ରୀ, ମୋତେ ଏବଂ ମୋର ପ୍ରତିନିଧୀଙ୍କୁ ଡେନମାର୍କରେ ଏକ ଭବ୍ୟ ସ୍ୱାଗତ ପାଇଁ ଆୟୋଜନ କରିଥିବାରୁ ଆପଣଙ୍କୁ ଏବଂ ଆପଣଙ୍କ ଦଳକୁ ଧନ୍ୟବାଦ । ତୁମର ସୁନ୍ଦର ଦେଶକୁ ଏହା ମୋର ପ୍ରଥମ ଗସ୍ତ । ଗତ ବର୍ଷ ଅକ୍ଟୋବରରେ, ମୁଁ ଆପଣଙ୍କୁ ଭାରତରେ ସ୍ୱାଗତ କରିବାର ସୁଯୋଗ ପାଇଥିଲି । ଏହି ଦୁଇ ଗସ୍ତ ସହିତ, ଆମେ ଆମର ସମ୍ପର୍କରେ ଘନିଷ୍ଠତା ଏବଂ ଗତିଶୀଳତା ଆଣିବାରେ ସକ୍ଷମ ହୋଇଛୁ । ଆମର ଦୁଇ ଦେଶ କେବଳ ଗଣତନ୍ତ୍ରର ମୂଲ୍ୟବୋଧ, ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଆଇନର ନିୟମ ସେୟାର କରି ନାହାଁନ୍ତି ବରଂ ଆମର ଉଭୟଙ୍କର ମଧ୍ୟ ଅନେକ ସମ୍ମାନଜନକ ଶକ୍ତି ଅଛି ।

ଷଷ୍ଠ ଭାରତ- ଜର୍ମାନୀ ଆନ୍ତଃ- ସରକାରୀସ୍ତରୀୟ ବିଚାରବିମର୍ଷ ସମ୍ପର୍କୀତ ମିଳିତ ବିବୃତି

May 02nd, 08:28 pm

ଆଜି ଜର୍ମାନ ସଂଘୀୟ ଗଣରାଜ୍ୟ ସରକାର ଏବଂ ଭାରତୀୟ ପ୍ରଜାତନ୍ତ୍ର ସରକାରଙ୍କ ମଧ୍ୟରେ ସଂଘୀୟ ଚାନସେଲର ଓଲାଫ ସୋଲଜ୍‌ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ଅଧ୍ୟକ୍ଷତାରେ ଷଷ୍ଠ ଆନ୍ତଃ- ସରକାରୀ ସ୍ତରୀୟ ବିଚାର ଆଲୋଚନା ଅନୁଷ୍ଠିତ ହୋଇଛି । ଉଭୟ ରାଷ୍ଟ୍ରର ଦୁଇ ନେତାଙ୍କ ବ୍ୟତୀତ ଏହି ବିଚାରବିମର୍ଷରେ ଉଭୟ ରାଷ୍ଟ୍ରର ମନ୍ତ୍ରୀବୃନ୍ଦ ଏବଂ ଅନ୍ୟାନ୍ୟ ଉଚ୍ଚସ୍ତରୀୟ ପ୍ରତିନିଧି ଯେଉଁମାନେ କି ଆଲୋଚନା ସମ୍ପର୍କୀତ ମନ୍ତ୍ରଣାଳୟ ସହିତ ସଂପୃକ୍ତ ଏହି ପ୍ରତିନିଧିମଣ୍ଡଳରେ ସାମିଲ ହୋଇଥିଲେ ଓ ସେମାନଙ୍କ ନାମ ପରିଶିଷ୍ଟରେ ପ୍ରଦାନ କରାଯାଇଛି ।

ଭାରତ - ଅଷ୍ଟ୍ରେଲିଆ ଆଭାସୀ ସମ୍ମିଳନୀ

March 17th, 08:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମହାମହିମ ସ୍କଟ୍ ମୋରିସନ୍ ୨୧ ମାର୍ଚ୍ଚ, ୨୦୨୨ରେ ଦ୍ୱିତୀୟ ଭାରତ - ଅଷ୍ଟ୍ରେଲିଆ ଆଭାସୀ ଶିଖର ସମ୍ମିଳନୀରେ ଯୋଗଦେବେ । ଏହି ଶିଖର ସମ୍ମିଳନୀ ୪ ଜୁନ୍ ୨୦୨୦ରେ ଅନୁଷ୍ଠିତ ପ୍ରଥମ ଐତିହାସିକ ଆଭାସୀ ଶିଖର ସମ୍ମିଳନୀର ଅନୁକ୍ରମଣିକା ଭାବରେ ଅନୁଷ୍ଠିତ ହେବାକୁ ଯାଉଛି, ଯେତେବେଳେ କି ସମ୍ବନ୍ଧକୁ ଏକ ବ୍ୟାପକ ରଣନୀତିପୂର୍ଣ୍ଣ ଭାଗିଦାରୀତା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ଗ୍ଲାସଗୋରେ ସିଓପି୨୬ ଶିଖର ସମ୍ମିଳନୀରେ ‘ସ୍ୱଚ୍ଛ ପ୍ରଯୁକ୍ତି ଉଦ୍ଭାବନ ଓ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ’ ପ୍ରସଙ୍ଗରେ ଆୟୋଜିତ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ସମ୍ଭାଷଣ

November 02nd, 07:45 pm

ଆଜି ‘ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରିଡ’ ଶୁଭାରମ୍ଭ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି । ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସଏ) ଏବଂ ବ୍ରିଟେନର ଗ୍ରିନ ଗ୍ରିଡ କାର୍ଯ୍ୟକ୍ରମରୁ ଆସିଥିବା ଏହି ପଦକ୍ଷେପ ଦ୍ୱାରା ‘ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରିଡ’ ନେଇ ଥିବା ମୋର ଦୀର୍ଘ ବର୍ଷର ପରିକଳ୍ପନାକୁ ଆଜି ଏକ ଠୋସ ରୂପ ମିଳିଛି । ମାନ୍ୟଗଣ, ଶିଳ୍ପ ବିପ୍ଳବକୁ ଜୀବାଶ୍ମ ଇନ୍ଧନ ଶକ୍ତି ଦେଉଥିଲା । ଜୀବାଶ୍ମ ଇନ୍ଧନର ବ୍ୟବହାର ଦ୍ୱାରା ଅନେକ ଦେଶ ସମୃଦ୍ଧ ତ ହୋଇଛନ୍ତି, କିନ୍ତୁ ଆମ ପୃଥିବୀ, ଆମର ପରିବେଶ ଏହାଦ୍ୱାରା ପ୍ରଭାବିତ ହୋଇଛି । ଜୀବାଶ୍ମ ଇନ୍ଧନ ପାଇଁ ଏହି ଦୌଡ଼ ଭୌଗୋଳିକ-ରାଜନୈତିକ ବିବାଦ ମଧ୍ୟ ସୃଷ୍ଟି କରିଛି । କିନ୍ତୁ ଆଜି ପ୍ରଯୁକ୍ତି ଆମକୁ ଏକ ମହତ୍ତ୍ୱପୂର୍ଣ୍ଣ ବିକଳ୍ପ ପ୍ରଦାନ କରିଛି ।

ପ୍ରଧାନମନ୍ତ୍ରୀ ବ୍ରିଟେନର ଗ୍ଲାସଗୋରେ ସିଓପି୨୬ ଅବସରରେ ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି

November 02nd, 07:16 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨, ୨୦୨୧ ରେ ଗ୍ଲାସଗୋରେ ସିଓପି୨୬ ଅବସରରେର ଇସ୍ରାଏଲର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ନାଫତାଲି ବେନେଟଙ୍କୁ ଭେଟିଛନ୍ତି । ଏହା ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମ ବୈଠକ ଥିଲା ।

ପ୍ରଧାନମନ୍ତ୍ରୀ ବ୍ରିଟେନର ଗ୍ଲାସଗୋରେ ଆୟୋଜିତ ସିଓପି୨୬ ଅବସରରେ ଶ୍ରୀ ବିଲ୍ ଗେଟ୍ସଙ୍କ ସହ ବୈଠକ କରିଛନ୍ତି

November 02nd, 07:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨, ୨୦୨୧ରେ ବ୍ରିଟେନର ଗ୍ଲାସଗୋରେ ଆୟୋଜିତ ସିଓପି୨୬ ଶିଖର ସମ୍ବିଳନୀ ଅବସରରେ ଶ୍ରୀ ବିଲ୍‍ ଗେଟ୍‍ସଙ୍କୁ ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀ ବ୍ରିଟେନର ଗ୍ଲାସଗୋରେ ସିଓପି୨୬ ଅବସରରେ ନେପାଳର ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି

November 02nd, 07:12 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨, ୨୦୨୧ରେ ବ୍ରିଟେନର ଗ୍ଲାସଗୋରେ ଆୟୋଜିତ ସିଓପି୨୬ ଶିଖର ସମ୍ମିଳନୀ ଅବରସରେ ନେପାଳର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ଶେର ବାହାଦୂର ଦେଓବାଙ୍କୁ ଭେଟିଛନ୍ତି ।

ଗ୍ଲାସଗୋରେ କପ୍‌-୨୦ ଶିଖର ସମ୍ମିଳନୀରେ ‘ଅଦମ୍ୟ ଦ୍ୱୀପ ଦେଶଗୁଡିକ ପାଇଁ ମୌଳିକ ଢାଂଚା’ ପଦକ୍ଷେପର ଶୁଭାରମ୍ଭକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

November 02nd, 02:01 pm

‘ଅଦମ୍ୟ ଦ୍ୱୀପ ଦେଶଗୁଡିକ ପାଇଁ ମୌଳିକ ଢାଂଚା’ ଆଇଆରଆଇଏସର ଶୁଭାରମ୍ଭ ଏକ ନୂତନ ଆଶା ଜାଗ୍ରତ କରୁଛି, ନୂଆ ବିଶ୍ୱାସ ପ୍ରଦାନ କରୁଛି । ଏହା ସବୁଠାରୁ ସହଜଭେଦ୍ୟ ଦେଶଗୁଡିକ ପାଇଁ କିଛି କରିବାର ସନ୍ତୋଷ ଦେଉଛି ।

PM Modi launches IRIS- Infrastructure for Resilient Island States at COP26 Summit in Glasgow's

November 02nd, 02:00 pm

Prime Minister Narendra Modi launched the Infrastructure for the Resilient Island States (IRIS) initiative for developing infrastructure of small island nations. Speaking at the launch of IRIS, PM Modi said, The initiative gives new hope, new confidence and satisfaction of doing something for most vulnerable countries.

ଗ୍ଲାସଗୋଠାରେ ସିଓପି୨୬ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦତ୍ତ ରାଷ୍ଟ୍ରୀୟ ବିବୃତ୍ତି

November 01st, 11:25 pm

ମୁଁ ସମଗ୍ର ମାନବତା ନିମନ୍ତେ ଏକ ଭାବନାର ସହିତ ଆସିଥିଲି । ମୁଁ ଏହି ସଂସ୍କୃତିର ପ୍ରତିନିଧି ଭାବେ ସେଠାକୁ ଯାଇଥିଲି ଯେଉଁଥିରେ “ସର୍ବେ ଭବକ୍ତୁ ସୁଖିନଃ: ଅର୍ଥାତ୍‌ ସମସ୍ତେ ସୁଖଶାନ୍ତିରେ ସହାବସ୍ଥାନ କରନ୍ତୁ ଭଳି ବାର୍ତ୍ତା ଥିଲା । ସେଇଥିପାଇଁ ମୋ ପାଇଁ ପ୍ୟାରିସ୍‌ରେ ହୋଇଥିବା ଆୟୋଜନ, କେବଳ ଗୋଟିଏ ଶିଖର ବୈଠକ ନଥିଲା, ବିବୃତ୍ତି ଥିଲା, ଏକ ପ୍ରତିଶ୍ରୁତି ଥିଲା ।

PM Modi arrives in Glasgow

November 01st, 03:50 am

Prime Minister Narendra Modi landed in Glasgow. He will be joining the COP26 Summit, where he will be working with other world leaders on mitigating climate change and articulating India’s efforts in this regard.

ରୋମ ଓ ଗ୍ଲାସଗୋ ଯାତ୍ରା ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

October 28th, 07:18 pm

ଇଟାଲି ପ୍ରଧାନମନ୍ତ୍ରୀ ମହାନୁଭବ ମାରିଓ ଦ୍ରାଘିଙ୍କ ଆମନ୍ତ୍ରଣକ୍ରମେ ଅକ୍ଟୋବର ୨୯- ୩୧, ୨୦୨୦ ପର୍ଯ୍ୟନ୍ତ ମୁଁ ଇଟାଲିର ରୋମ ଏବଂ ଭାଟିକାନ ସିଟି ଗସ୍ତ କରିବି ଏବଂ ଏହି ଗସ୍ତ ଶେଷରେ ନଭେମ୍ବର ୧- ୨, ୨୦୨୨୧ରେ ମୁଁ ବ୍ରିଟେନର ଗ୍ଲାସଗୋ ଗସ୍ତ କରିବି । ପ୍ରଧାନମନ୍ତ୍ରୀ ମହାନୁଭବ ବୋରିସ ଜନସନଙ୍କ ଆମନ୍ତ୍ରଣକ୍ରମେ ମୁଁ ଏହି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।