ସେରାୱିକ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ଭାଷଣ
March 05th, 06:59 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ସେରା ୱିକ 2021ରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଛନ୍ତି। ଏହି ଅବସରରେ ତାଙ୍କୁ ‘ସେରା ୱିକ ଗ୍ଲୋବାଲ ଏନର୍ଜି ଓ ଏନଭାଇରନମେଣ୍ଟ ଲିଡରଶିପ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ସେ କହିଥିଲେ ଯେ “ମୁଁ ଅତ୍ୟନ୍ତ ନମ୍ରତାର ସହିତ ସେରା ୱିକ ଗ୍ଲୋବାଲ ଏନର୍ଜି ଓ ଏନଭାଇରନମେଣ୍ଟ ଲିଡରଶିପ ପୁରସ୍କାର ଗ୍ରହଣ କରୁଛି। ମୁଁ ଏହି ପୁରସ୍କାର ଆମର ମହାନ ମାତୃଭୂମି, ଭାରତର ଜନସାଧାରଣଙ୍କୁ ସମର୍ପିତ କରୁଛି। ମୁଁ ଆମ ଦେଶର ମହାନ ପରମ୍ପରାକୁ ଏହି ପୁରସ୍କାର ଉତ୍ସର୍ଗ କରୁଛି। କାରଣ ପରିବେଶର ସୁରକ୍ଷା ପାଇଁ ଏହା ଆମକୁ ମାର୍ଗ ଦେଖାଇ ଆସିଛି।” ବହୁ ଶତାବ୍ଦୀ ଧରି ପରିବେଶ ସୁରକ୍ଷା କ୍ଷେତ୍ରରେ ଭାରତୀୟମାନେ ଅଗ୍ରଣୀ ରହିଆସିଛନ୍ତି। ଆମର ସଂସ୍କୃତି, ପ୍ରକୃତି ଏବଂ ଦେବତ୍ୱ ପରସ୍ପର ସହ ଯୋଡ଼ି ହୋଇ ରହିଛି ବୋଲି ସେ କହିଥିଲେ।ବର୍ତ୍ତମାନ ଯୁକ୍ତିଯୁକ୍ତ ଏବଂ ପରିବେଶଗତ ଭାବରେ ଚିନ୍ତା କରିବାର ସମୟ ଆସିଛି। ଏହା ମୋର କିମ୍ବା ଆପଣଙ୍କ କଥା ନୁହେଁ। ଏହା ଆମ ଗ୍ରହର ଭବିଷ୍ୟତ ସହ ଜଡ଼ିତ : ପ୍ରଧାନମନ୍ତ୍ରୀ
March 05th, 06:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ସେରା ୱିକ 2021ରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଛନ୍ତି। ଏହି ଅବସରରେ ତାଙ୍କୁ ‘ସେରା ୱିକ ଗ୍ଲୋବାଲ ଏନର୍ଜି ଓ ଏନଭାଇରନମେଣ୍ଟ ଲିଡରଶିପ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ସେ କହିଥିଲେ ଯେ “ମୁଁ ଅତ୍ୟନ୍ତ ନମ୍ରତାର ସହିତ ସେରା ୱିକ ଗ୍ଲୋବାଲ ଏନର୍ଜି ଓ ଏନଭାଇରନମେଣ୍ଟ ଲିଡରଶିପ ପୁରସ୍କାର ଗ୍ରହଣ କରୁଛି। ମୁଁ ଏହି ପୁରସ୍କାର ଆମର ମହାନ ମାତୃଭୂମି, ଭାରତର ଜନସାଧାରଣଙ୍କୁ ସମର୍ପିତ କରୁଛି। ମୁଁ ଆମ ଦେଶର ମହାନ ପରମ୍ପରାକୁ ଏହି ପୁରସ୍କାର ଉତ୍ସର୍ଗ କରୁଛି। କାରଣ ପରିବେଶର ସୁରକ୍ଷା ପାଇଁ ଏହା ଆମକୁ ମାର୍ଗ ଦେଖାଇ ଆସିଛି।” ବହୁ ଶତାବ୍ଦୀ ଧରି ପରିବେଶ ସୁରକ୍ଷା କ୍ଷେତ୍ରରେ ଭାରତୀୟମାନେ ଅଗ୍ରଣୀ ରହିଆସିଛନ୍ତି। ଆମର ସଂସ୍କୃତି, ପ୍ରକୃତି ଏବଂ ଦେବତ୍ୱ ପରସ୍ପର ସହ ଯୋଡ଼ି ହୋଇ ରହିଛି ବୋଲି ସେ କହିଥିଲେ।ସନ୍ତ୍ରାସବାଦକୁ କଡା ଜବାବ ଦେବେ ସରକାର: ପ୍ରଧାନମନ୍ତ୍ରୀ
February 03rd, 03:57 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯେଉଁମାନେ ଜାମ୍ମୁ ଏବଂ କାଶ୍ମୀରରେ ସନ୍ତ୍ରାସବାଦ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି ସେମାନଙ୍କୁ କଡା ଜବାବ ଦିଆଯିବ । ଶ୍ରୀନଗରରେ ଆଜି ଏକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଲେ, “ଆମେ ପ୍ରତ୍ୟେକ ସନ୍ତ୍ରାସବାଦୀ ସହ କଡା ମୁକାବିଲା କରିବୁ । ଆମେ ଜାମ୍ମୁ କାଶ୍ମୀରରେ ସନ୍ତ୍ରାସବାଦର ମେରୁଦଣ୍ଡ ଭାଙ୍ଗିଦେବୁ ଏବଂ ସମସ୍ତ ଶକ୍ତିର ସହ ଏହା ବିରୋଧରେ ଲଢ଼େଇ କରିବୁ ।”We will break the backbone of terrorism in Jammu and Kashmir and fight it with all our might: PM Modi
February 03rd, 03:57 pm
PM Modi today launched multiple development projects in Srinagar. Speaking to a gathering, PM Modi highlighted how in the last five years India has become a startup and innovation hub. He also spoke about the Centre's focus on healthcare and highlighted how the Ayushman Bharat Yojana is benefiting lakhs of people across the nation.India is changing because Indians have decided to change: PM Modi
January 30th, 06:41 pm
Prime Minister Shri Narendra Modi interacted with the young professionals in a town hall programme at the New India Youth Conclave in Surat. The PM received a rousing welcome at the New India Youth Conclave.ଭାରତ ବଦଳୁଛି, କାରଣ ଭାରତୀୟମାନେ ବଦଳିବାକୁ ନିଷ୍ପତ୍ତି ନେଇଛନ୍ତି : ପ୍ରଧାନମନ୍ତ୍ରୀ
January 30th, 06:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୁରଟରେ ନିଉ ଇଣ୍ଡିଆ ଯୁବ ସମ୍ମିଳନୀରେ ଯୁବ ବ୍ୟବସାୟୀମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ଟାଉନ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଯୁବକମାନେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।ଆଇଆରଇପି କୋଚିର ଉଦଘାଟନ କେବଳ କେରଳ ପାଇଁ ନୁହେଁ ସାରା ଦେଶ ପାଇଁ ଗର୍ବର ବିଷୟ : ପ୍ରଧାନମନ୍ତ୍ର
January 27th, 02:55 pm
ପ୍ରଧାନମନ୍ତ୍ରୀ ଆଜି କେରଳର କୋଚି ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ । ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହୋଇଥିବା ପ୍ରକଳ୍ପ ମଧ୍ୟରେ ରହିଛି କୋଚି ସମନ୍ୱିତ ବିଶୋଧନାଗାର ସମ୍ପ୍ରସାରଣ ପ୍ରକଳ୍ପ (ଆରଇପି) । ଆଇଆରଇପି ହେବ ଅତ୍ୟାଧୁନିକ ସମ୍ପ୍ରସାରଣ କମ୍ପ୍ଲେକ୍ସ ଏବଂ ଏହା କୋଚି ବିଶୋଧନାଗାରକୁ ବିଶ୍ୱସ୍ତରୀୟ ମାନକ ସହିତ ଭାରତର ସର୍ବବୃହତ ରାଷ୍ଟ୍ରାୟତ୍ତ ବିଶୋଧାନାଗାର ହେବ । ଏହା ଭାରତ ପାଇଁ ସ୍ୱଚ୍ଛ ଇନ୍ଧନ ଉତ୍ପାଦନ ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛି । ଏହା ଏଲପିଜି ଏବଂ ଡିଜେଲର ଉତ୍ପାଦନକୁ ଦ୍ୱିଗୁଣିତ କରିବ ଏବଂ ଏହି ପ୍ଲାଂଟରେ ପେଟ୍ରୋକେମିକାଲ ପ୍ରକଳ୍ପ ପାଇଁ ଫିଡଷ୍ଟକ ଉତ୍ପାଦନ କରାଯିବ ।କୋଚିରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ରକୁ ସମର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
January 27th, 02:55 pm
ଆରବ ସାଗରର ରାଣୀ କୋଚିକୁ ଆସି ମୁଁ ଆନନ୍ଦିତ । ନୀଳ ସାଗର, ଅନୁପ ହ୍ରଦ ଶୃଙ୍ଖଳା, ମହାନ ପେରିୟାର ନଦୀ, ଚତୁର୍ଦ୍ଦିଗର ସବୁଜିମା ଏବଂ ଉତ୍ସାହୀ ଜନସାଧାରଣ ବାସ୍ତବରେ କୋଚିକୁ ସହରଗୁଡ଼ିକୁ ମଧ୍ୟରେ ରାଣୀ କରି ଗଢ଼ିତୋଳିଛି ।ନୂଆଦିଲ୍ଲୀରେ ସିଆଇସିର ନୂତନ ଭବନ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
March 06th, 07:05 pm
ଭିନ୍ନ-ଭିନ୍ନ ବିଭାଗର ସଂଯୁକ୍ତ ଯୋଗଦାନ କାରଣରୁ ଏହି ଭବନର ନିର୍ମାଣ ସ୍ଥିରୀକୃତ ସମୟ ପୂର୍ବରୁ ସମାପନ କରାଯାଇଛି । ଭବନର ନିର୍ମାଣ ସହିତ ଯୋଡ଼ି ହୋଇଥିବା ସମସ୍ତ ବିଭାଗ ଏବଂ କର୍ମଚାରୀମାନଙ୍କୁ ମୁଁ ବହୁତ-ବହୁତ ଅଭିନନ୍ଦନ ଜଣାଉଛି ।ନୂଆଦିଲ୍ଲୀରେ କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି)ଙ୍କ ନୂଆ ଭବନକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
March 06th, 07:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି)ଙ୍କ ନୂତନ ଭବନର ଉଦ୍ଘାଟନ କରିଛନ୍ତି ।