ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍'
April 30th, 11:31 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ହେଉଛି ‘ମନ୍ କି ବାତ୍’ର ୧୦୦ତମ ଅଧ୍ୟାୟ । ମୋତେ ଆପଣମାନଙ୍କର ହଜାର ହଜାର ଚିଠି ମିଳିଛି, ଲକ୍ଷ ଲକ୍ଷ ବାର୍ତ୍ତା ମିଳିଛି ଆଉ ମୁଁ ଚେଷ୍ଟା କରିଛି ଅଧିକରୁ ଅଧିକ ଚିଠି ପଢ଼ିବାକୁ, ଦେଖିବାକୁ ଆଉ ବାର୍ତ୍ତା ଗୁଡ଼ିକୁ ବୁଝିବାକୁ । ଆପଣମାନଙ୍କ ଚିଠି ପଢ଼ୁ ପଢ଼ୁ ଅନେକଥର ମୁଁ ଭାବବିହ୍ୱଳ ହୋଇପଡ଼ିଛି, ମନ ଭାବାବେଗରେ ଭରିଯାଇଛି, ଭାବନାର ସ୍ରୋତରେ ବହିଯାଇଛି ଆଉ ପୁଣି ନିଜକୁ ସମ୍ଭାଳିଛି । ଆପଣମାନେ ‘ମନ୍ କି ବାତ୍’ର ୧୦୦ତମ ଅଧ୍ୟାୟ ପାଇଁ ମୋତେ ଅଭିନନ୍ଦନ ଜଣାଇଛନ୍ତି କିନ୍ତୁ ଆନ୍ତରିକତାର ସହ କହୁଛି ଯେ, ପ୍ରକୃତରେ ଅଭିନନ୍ଦନର ପାତ୍ର ହେଉଛନ୍ତି ଆପଣ ସମସ୍ତ ‘ମନ୍ କି ବାତ୍’ର ଶ୍ରୋତାଗଣ, ଆମର ଦେଶବାସୀଗଣ । ‘ମନ୍ କି ବାତ୍’ ହେଉଛି କୋଟି କୋଟି ଭାରତୀୟମାନଙ୍କ ମନର କଥା, ସେମାନଙ୍କ ଭାବନାର ପରିପ୍ରକାଶ ।ନୂଆଦିଲ୍ଲୀରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
February 12th, 11:00 am
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ଜୀ, ସର୍ବଭାରତୀୟ ଆର୍ଯ୍ୟ ପ୍ରତିନିଧି ସଭାର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ଆର୍ଯ୍ୟ ଜୀ, ଦିଲ୍ଲୀ ଆର୍ଯ୍ୟ ପ୍ରତିନିଧି ସଭାର ଅଧ୍ୟକ୍ଷ ଶ୍ରୀ ଧରମାଲ ଆର୍ଯ୍ୟ ଜୀ, ଶ୍ରୀ ବିନୟ ଆର୍ଯ୍ୟ ଜୀ, ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଜି. କିଶନ ରେଡୀ ଜୀ, ମିନାକ୍ଷୀ ଲେଖି ଜୀ, ଅର୍ଜୁନ ରାମ ମେଘୱାଲ ଜୀ, ସମସ୍ତ ପ୍ରତିନିଧିଗଣ, ଭାଇ ଏବଂ ଭଉଣୀମାନେ!ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜୟନ୍ତୀ ଉଦଘାଟିତ ସ୍ମାରକୀ ଲୋଗୋ ଉନ୍ମୋଚିତ
February 12th, 10:55 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୨-୦୨-୨୦୨୩) ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ବର୍ଷବ୍ୟାପୀ ଦୁଇଶହତମ ଜୟନ୍ତୀ ପାଳନ ଉଦଘାଟନ କରିଛନ୍ତି । ଏହି ସ୍ମାରକୀ ପାଳନ ଅବସରରେ ସେ ଏକ ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି ।ଦିଲ୍ଲୀର କରିଆପ୍ପା ପରେଡ ଗ୍ରାଉଣ୍ଡରେ ଏନସିସି ରାଲିକୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
January 28th, 09:51 pm
ସ୍ୱାଧୀନତାର 75 ବର୍ଷର ଏହି ପର୍ଯ୍ୟାୟରେ ଏନସିସି ମଧ୍ୟ ନିଜର 75 ବର୍ଷ ପୂର୍ତି ପର୍ବ ପାଳନ କରୁଛି । ଏହି ବର୍ଷମାନଙ୍କରେ ଯେଉଁ ଲୋକମାନେ ଏନସିସିର ପ୍ରତିନିଧିତ୍ୱ କରିଛନ୍ତି, ଯେଉଁମାନେ ଏହାର ଅଂଶ ହୋଇ ରହିଛନ୍ତି, ମୁଁ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଯୋଗଦାନକୁ ପ୍ରଶଂସା କରୁଛି। ଆଜି ଏହି ସମୟରେ ମୋ ସାମ୍ନାରେ ଯେଉଁ କ୍ୟାଡେଟ୍ସ ଅଛନ୍ତି, ଯେଉଁମାନେ ଏବେ ଏନସିସିରେ ଅଛନ୍ତି, ସେମାନେ ମଧ୍ୟ ହେଉଛନ୍ତି ଆହୁରି ସ୍ୱତନ୍ତ୍ର, ହେଉଛନ୍ତି ସ୍ପେଶାଲ । ଆଜି ଯେଉଁଭଳି ଭାବେ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି, କେବଳ ସମୟ ବଦଳି ନାହିଁ, ସ୍ୱରୂପ ମଧ୍ୟ ବଦଳିଛି । ପୂର୍ବ ତୁଳନାରେ ଦର୍ଶକଙ୍କ ସଂଖ୍ୟା ମଧ୍ୟ ବହୁତ ବଡ଼ ମାତ୍ରାରେ ରହିଛି । ଆଉ କାର୍ଯ୍ୟକ୍ରମର ପରିକଳ୍ପନାରେ ମଧ୍ୟ ବିବିଧତାରେ ଭରି ହୋଇ ରହିଛି କିନ୍ତୁ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ମୂଳମନ୍ତ୍ର ଭାବେ ଗୁଞ୍ଜରିତ ହୋଇ ହିନ୍ଦୁସ୍ତାନର କୋଣ ଅନୁକୋଣକୁ ନେଇଯିବା ଭଳି ଏହି ସମାରୋହ ସଦା ସର୍ବଦା ସ୍ମରଣୀୟ ହୋଇ ରହିବ। ଆଉ ଏଥିପାଇଁ ମୁଁ ଏନସିସିର ସମ୍ପୂର୍ଣ୍ଣ ଟିମକୁ, ତାଙ୍କର ସମସ୍ତ ଅଧିକାରୀ ଏବଂ ପରିଚାଳକ ସମସ୍ତଙ୍କୁ ହୃଦୟର ସହିତ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ଆପଣ ଏନସିସି କ୍ୟାଡେଟ୍ସ ଭାବେ ଏବଂ ଦେଶର ଯୁବପିଢ଼ୀ ଭାବେ ମଧ୍ୟ ଏକ ଅମୃତ ପିଢ଼ୀର ପ୍ରତିନିଧିତ୍ୱ କରୁଛନ୍ତି । ଏହି ଅମୃତ ପିଢ଼ୀ, ଆଗାମୀ 25 ବର୍ଷରେ ଦେଶକୁ ଏକ ନୂତନ ଶିଖରକୁ ନେଇଯିବେ, ଭାରତକୁ ଆତ୍ମନିର୍ଭର କରିବେ, ବିକଶିତ କରିବେ ।କାରିଆପ୍ପା ପଡିଆରେ ଏନସିସି ପିଏମ୍ ରାଲିକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
January 28th, 05:19 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର କାରିଆପ୍ପା ପ୍ୟାରେଡ ପଡିଆରେ ବାର୍ଷିକ ଏନସିସି ପିଏମ୍ ରାଲିକୁ ସମ୍ବୋଧିତ କରିଛନ୍ତି । ଚଳିତ ବର୍ଷ, ଏନସିସି ଏହାର ଆରମ୍ଭର ୭୫ ତମ ପୂର୍ତ୍ତି ପାଳନ କରୁଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏନସିସିର ୭୫ ଟି ସଫଳ ବର୍ଷକୁ ସ୍ମରଣ କରି ଏକ ସ୍ୱତନ୍ତ୍ର ଲଫାପା ଏବଂ ୭୫ ଟଙ୍କା ମୂଲ୍ୟର ଏକ ସ୍ମରଣୀୟ ମୁଦ୍ରା ଉନ୍ମୋଚନ କରିଥିଲେ । ୟୁନିଟି ଫ୍ଲେମ୍ - କନ୍ୟାକୁମାରୀ ରୁ ଦିଲ୍ଲୀ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ହସ୍ତାନ୍ତର କରାଯାଇଥିଲା ଏବଂ କାରିଆପ୍ପା ପଡିଆରେ ପ୍ରଜ୍ୱଳିତ କରାଯାଇଥିଲା । ଦିନରାତି ଏକ ହାଇବ୍ରିଡ୍ କାର୍ଯ୍ୟକ୍ରମ ଭାବରେ ଏହି ରାଲି ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଏକ ଭାରତ ଶ୍ରେଷ୍ଠ ଭାରତ” ବିଷୟବସ୍ତୁ ଉପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ସାମିଲ ହେବ । ବସୁଧୈବ କୁଟୁମ୍ବକମଙ୍କ ପ୍ରକୃତ ଭାରତୀୟ ଆବେଗରେ, ୧୯ ଟି ବୈଦେଶିକ ଦେଶରୁ ୧୯୬ ଅଧିକାରୀ ଏବଂ କ୍ୟାଡେଟ୍ ଏହି ଉତ୍ସବରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରିତ ହୋଇଥିଲେ ।ପ୍ରଧାନମନ୍ତ୍ରୀ ମୋଦୀ ଗୁଜୁରାଟର ଭାବନଗରରେ 'ପାପା ନି ପରି' ଲଗନୋତ୍ସବ 2022 ରେ ଏକ ଗଣ ବିବାହ ସମାରୋହରେ ଯୋଗ ଦେଇଛନ୍ତି
November 06th, 05:32 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ଭାବନଗରଠାରେ 'ପାପା ନି ପରି' ଲଗନୋତ୍ସବ 2022 ରେ ଏକ ଗଣ ବିବାହ ସମାରୋହରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଭାଷଣ ଦେଇଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ବିବାହ କରୁଥିବା ସମସ୍ତ 552 ଜଣ ଝିଅଙ୍କୁ ଆଶୀର୍ବାଦ ଦେଇ ଦର୍ଶକଙ୍କୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ, ଆହୁରି ମଧ୍ୟ, ଜୀବନରେ ଜଣେ ପିତା ହେବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ପିଏମ୍ ମୋଦୀଙ୍କ ସହ
April 01st, 01:57 pm
ଆପଣ ସମସ୍ତଙ୍କୁ ନମସ୍କାର। ସେମିତିରେ ଏହା ହେଉଛି ମୋର ବଡ଼ ପ୍ରିୟ କାର୍ଯ୍ୟକ୍ରମ କିନ୍ତୁ କରୋନା ଯୋଗୁଁ, ମଝିରେ ମୁଁ ଆପଣମାନଙ୍କ ଭଳି ବନ୍ଧୁମାନଙ୍କୁ ସାକ୍ଷାତ କରି ପାରିଲି ନାହିଁ। ମୋ ପାଇଁ ଆଜିର କାର୍ଯ୍ୟକ୍ରମ ହେଉଛି ଟିକେ ବିଶେଷ ଖୁସି ଓ ଆତ୍ମ ସନ୍ତୋଷର। କାରଣ ଏକ ଦୀର୍ଘ ସମୟର ବ୍ୟବଧାନ ପରେ ଆପଣ ସମସ୍ତଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳିଛି। ମୁଁ ଅନୁଭବ କରି ପାରୁ ନାହିଁ ଯେ, ପରୀକ୍ଷା ତୁମମାନଙ୍କ ପାଇଁ କୌଣସି ଚାପ ସୃଷ୍ଟି କରିବ। କ’ଣ ମୁଁ ଠିକ୍ କହୁଛି ତ ? ମୁଁ ଠିକ୍ କହୁଛି ତ ? ତୁମମାନଙ୍କ ପାଇଁ କୌଣସି ଚାପ ସୃଷ୍ଟି କରିବ ନାହିଁ ତ? ଯଦି କିଛି ଚିନ୍ତାଗ୍ରସ୍ତ କରିବ ତେବେ ତୁମ ମାତା-ପିତାଙ୍କ ପାଇଁ। ଆରେ ଇଏ କ’ଣ କରିବ।ପରୀକ୍ଷା ପେ ଚର୍ଚ୍ଚା ୨୦୨୨ରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ
April 01st, 01:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ପଞ୍ଚମ ସଂସ୍କରଣରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନଙ୍କ ସହିତ ମତ ବିନିମୟ କରିଛନ୍ତି । ନୂଆଦିଲ୍ଲୀ ତାଲକଟୋରା ଷ୍ଟାଡିୟମରେ ଆଜି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମତବିନିମୟ କାର୍ଯ୍ୟକ୍ରମ ପରିସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରଦର୍ଶନୀକୁ ସେ ବୁଲି ଦେଖିଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀମତୀ ଅନ୍ନପୂର୍ଣ୍ଣ ଦେବୀ, ଡକ୍ଟର ସୁଭାଷ ସରକାର, ଡକ୍ଟର ରାଜକୁମାର ରଞ୍ଜନ ସିଂ ଏବଂ ଶ୍ରୀ ରାଜୀବ ଚନ୍ଦ୍ରଶେଖର ସମାରୋହରେ ଉପସ୍ଥିତ ଥିଲେ । ଏମାନଙ୍କ ବ୍ୟତୀତ ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ । ପ୍ରଧାନମନ୍ତ୍ରୀ ଏହି ଆଲୋଚନା ସମୟରେ ସମସ୍ତଙ୍କ ସହିତ ଆଗ୍ରହର ସହ, ଉଦାରତାପୂର୍ଣ୍ଣ ମତ ବିନିମୟ କରିଥିଲେ । ପ୍ରଧାନମନ୍ତ୍ରୀ ସମସ୍ତଙ୍କ ସହିତ ଆପୋସ ଆଲୋଚନା କରିଥିଲେ ।କନ୍ୟା ଶିକ୍ଷା ପ୍ରବେଶ ଉତ୍ସବ ଅଭିଯାନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
March 08th, 02:09 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କନ୍ୟା ଶିକ୍ଷା ପ୍ରବେଶ ଉତ୍ସବ ଅଭିଯାନ” ଏକ ଆଦର୍ଶ ପ୍ରୟାସ ଯାହା ଦ୍ୱାରା ଅଧିକରୁ ଅଧିକ ବାଳିକା ଶିକ୍ଷାର ଆନନ୍ଦ ପାଇପାରିବେ । ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ସେ ଉଦ୍ୟମ କରିବାକୁ କହିଥିଲେ । ପ୍ରତ୍ୟେକ ଯୁବତୀଙ୍କୁ ଶିକ୍ଷା ଏବଂ ଦକ୍ଷତା ଲାଗି ଅନୁମତି ଦିଆଯିବାକୁ ନିଶ୍ଚିତ କରିବା ପାଇଁ ଏହି ଅଭିଯାନ ଏକ ମିଶନ ।Parivarvadi groups looted poor's ration, BJP ended their game: PM Modi in Barabanki
February 23rd, 12:44 pm
Prime Minister Narendra Modi addressed massive election rallies in Uttar Pradesh’s Barabanki and Kaushambi. Addressing the public meeting he said, “Development of people of Uttar Pradesh gives speed to development of India. The ability of the people of UP enhances the ability of the people of India. But for several decades in UP, the dynasty-oriented governments did not do justice to the ability of UP.”PM Modi campaigns in Uttar Pradesh’s Barabanki and Kaushambi
February 23rd, 12:40 pm
Prime Minister Narendra Modi addressed massive election rallies in Uttar Pradesh’s Barabanki and Kaushambi. Addressing the public meeting he said, “Development of people of Uttar Pradesh gives speed to development of India. The ability of the people of UP enhances the ability of the people of India. But for several decades in UP, the dynasty-oriented governments did not do justice to the ability of UP.”PM Modi addresses a public meeting in Fatehpur, Uttar Pradesh
February 17th, 04:07 pm
Addressing an election rally in Uttar Pradesh’s Fatehpur to campaign for the BJP for the upcoming state polls, Prime Minister Narendra Modi said, “I am coming from Punjab. The mood in Punjab is to vote for BJP. Every phase of UP polls is voting for BJP. The people of Uttar Pradesh are determined to hold colourful celebrations of victory on 10th March, ahead of Holi.”Coronavirus and those opposing vaccine are scared of it: PM Modi in Fatehpur, Uttar Pradesh
February 17th, 04:01 pm
Addressing an election rally in Uttar Pradesh’s Fatehpur to campaign for the BJP for the upcoming state polls, Prime Minister Narendra Modi said, “I am coming from Punjab. The mood in Punjab is to vote for BJP. Every phase of UP polls is voting for BJP. The people of Uttar Pradesh are determined to hold colourful celebrations of victory on 10th March, ahead of Holi.”Voting turnout in second phase polling in Uttar Pradesh points at BJP returning to power again: PM Modi
February 14th, 12:10 pm
Amidst the ongoing election campaigning in Uttar Pradesh, PM Modi’s rally spree continued as he addressed an election rally in Kanpur Dehat today. The Prime Minister expressed his gratitude towards the people for their support and said, “Voting is going on in the second phase in Uttar Pradesh, Uttarakhand and Goa today. I would urge all the voters, especially the first-time voters, to come out to vote in maximum numbers.”PM Modi addresses a public meeting in Kanpur Dehat, Uttar Pradesh
February 14th, 12:05 pm
Amidst the ongoing election campaigning in Uttar Pradesh, PM Modi’s rally spree continued as he addressed an election rally in Kanpur Dehat today. The Prime Minister expressed his gratitude towards the people for their support and said, “Voting is going on in the second phase in Uttar Pradesh, Uttarakhand and Goa today. I would urge all the voters, especially the first-time voters, to come out to vote in maximum numbers.”Dynasts are aware that their boat has sunk, so they are blaming EVMs and EC: PM Modi
February 11th, 02:01 pm
Prime Minister Narendra Modi today addressed a public meeting in Kasganj, Uttar Pradesh. PM Modi started his address by paying a tribute to Pandit Deen Dayal Upadhyaya Ji, he said, “Today is the death anniversary of Pandit Deendayal Upadhyaya Ji. Pandit Ji devoted his whole life to Antyodaya, striving to improve lives of the poor.”PM Modi campaigns in Uttar Pradesh’s Kasganj
February 11th, 02:00 pm
Prime Minister Narendra Modi today addressed a public meeting in Kasganj, Uttar Pradesh. PM Modi started his address by paying a tribute to Pandit Deen Dayal Upadhyaya Ji, he said, “Today is the death anniversary of Pandit Deendayal Upadhyaya Ji. Pandit Ji devoted his whole life to Antyodaya, striving to improve lives of the poor.”'Pariwarwaadis' making hollow promises to people of UP: PM Modi
February 10th, 11:45 am
Leading the BJP charge, Prime Minister Narendra Modi today addressed a public meeting in Saharanpur, Uttar Pradesh. PM Modi started his address by highlighting BJP’s stance on UP. “The people of this area have decided to vote for the one who will take UP to new heights of development, will keep UP riot-free, keep our sisters and daughters free from fear and sends criminals to jail,” he said.PM Modi addresses a public meeting in Saharanpur, Uttar Pradesh
February 10th, 11:44 am
Leading the BJP charge, Prime Minister Narendra Modi today addressed a public meeting in Saharanpur, Uttar Pradesh. PM Modi started his address by highlighting BJP’s stance on UP. “The people of this area have decided to vote for the one who will take UP to new heights of development, will keep UP riot-free, keep our sisters and daughters free from fear and sends criminals to jail,” he said.As long as there is a Yogi government, mafias can never harass the people of UP: PM Modi
February 08th, 05:01 pm
Leading the BJP charge, Prime Minister Narendra Modi today addressed a virtual rally in Uttar Pradesh's Rampur, Badaun and Sambhal. “UP tests everyone, but believes those who live up to the expectations. For many years before the Yogi government, people of the state were looking for alternatives, they tested one government after another. But now UP has got the confidence of stability, of continuity,” said the PM.