
ଭିଡିଓ କନଫରେନ୍ସିଂ ଜରିଆରେ ନ୍ୟୁଜ୍ ୯ ଗ୍ଲୋବାଲ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 22nd, 10:50 pm
ମନ୍ତ୍ରୀ ୱିନଫ୍ରିଡ, କ୍ୟାବିନେଟରେ ମୋର ସହଯୋଗୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଏହି ଶିଖର ସମ୍ମିଳନୀରେ ସାମିଲ ହେଉଥିବା ମହିଳା ଏବଂ ଭଦ୍ରବ୍ୟକ୍ତିମାନେ!
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଆୟୋଜିତ ନ୍ୟୁଜ୍ ୯ ଗ୍ଲୋବାଲ୍ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି।
November 22nd, 09:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜର୍ମାନୀର ଷ୍ଟୁଟଗାର୍ଟଠାରେ ଆୟୋଜିତ ନ୍ୟୁଜ୯ ଗ୍ଲୋବାଲ ଶିଖର ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏହି ଶିଖର ସମ୍ମିଳନୀ ଭାରତ-ଜର୍ମାନୀ ଭାଗିଦାରୀରେ ଏକ ନୂତନ ଅଧ୍ୟାୟ ଯୋଡ଼ିବ । ଆଜିର ସୂଚନା ଯୁଗରେ ଭାରତର ଏକ ଗଣମାଧ୍ୟମ ସଂସ୍ଥା ଜର୍ମାନୀ ଓ ଜର୍ମାନୀ ଲୋକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବାରୁ ମୁଁ ଖୁସି ବୋଲି ସେ କହିଛନ୍ତି। ଏହା ଜର୍ମାନୀ ଏବଂ ଜର୍ମାନୀବାସୀଙ୍କୁ ବୁଝିବା ପାଇଁ ଭାରତବାସୀଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ।
For the BJP, the aspirations and pride of tribal communities have always been paramount: PM Modi in Chaibasa
November 04th, 12:00 pm
PM Modi addressed a massive election rally in Chaibasa, Jharkhand. Addressing the gathering, the PM said, This election in Jharkhand is taking place at a time when the entire country is moving forward with a resolution to become developed by 2047. The coming 25 years are very important for both the nation and Jharkhand. Today, there is a resounding call across Jharkhand... ‘Roti, Beti, Maati Ki Pukar, Jharkhand Mein…Bhajpa, NDA Sarkar’.”PM Modi campaigns in Jharkhand’s Garhwa and Chaibasa
November 04th, 11:30 am
Prime Minister Narendra Modi today addressed massive election rallies in Garhwa and Chaibasa, Jharkhand. Addressing the gathering, the PM said, This election in Jharkhand is taking place at a time when the entire country is moving forward with a resolution to become developed by 2047. The coming 25 years are very important for both the nation and Jharkhand. Today, there is a resounding call across Jharkhand... ‘Roti, Beti, Maati Ki Pukar, Jharkhand Mein…Bhajpa, NDA Sarkar’.”It is our commitment that the youth of the country should get maximum employment: PM Modi at Rozgar Mela
October 29th, 11:00 am
PM Modi addressed the Rozgar Mela and distributed more than 51,000 appointment letters to newly appointed youth in Government departments and organizations. Citing the Pradhan Mantri Internship Yojana, PM Modi said provisions are made for paid internships in the top 500 companies of India, where every intern would be given Rs 5,000 per month for one year. He added the Government’s target is to ensure one crore youth get internship opportunities in the next 5 years.ରୋଜଗାର ମେଳାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 29th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ସରକାରୀ ବିଭାଗ ଏବଂ ସଂଗଠନ ମାନଙ୍କରେ ନବନିଯୁକ୍ତ ଯୁବକ ଯୁବତୀମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ରୋଜଗାର ମେଳା ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହା ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରି ସଶକ୍ତ କରିବ।ମିଳିତ ବିବୃତି: ସପ୍ତମ ଭାରତ-ଜର୍ମାନୀ ଆନ୍ତଃ-ସରକାରୀ ପରାମର୍ଶ (ଆଇଜିସି)
October 25th, 08:28 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫେଡେରାଲ ଚାନ୍ସେଲର ଓଲାଫ୍ ସ୍କୋଲ୍ଜ୍ ୨୫ ଅକ୍ଟୋବର ୨୦୨୪ରେ ନୂଆଦିଲ୍ଲୀଠାରେ ଭାରତ-ଜର୍ମାନୀ ଆନ୍ତଃସରକାରୀ ପରାମର୍ଶ (ସପ୍ତମ ଆଇଜିସି)ର ସପ୍ତମ ରାଉଣ୍ଡର ସହ-ଅଧ୍ୟକ୍ଷତା କରିଥିଲେ । ଭାରତ ପକ୍ଷରୁ ଏହି ପ୍ରତିନିଧି ଦଳରେ ପ୍ରତିରକ୍ଷା ମନ୍ତ୍ରୀ,ବୈଦେଶିକ ବ୍ୟାପାର ମନ୍ତ୍ରୀ,ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ,ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ,ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ (MOS) ଏବଂ ଦକ୍ଷତା ବିକାଶ ମନ୍ତ୍ରୀ (MOS) ଏବଂ ଜର୍ମାନୀ ପକ୍ଷରୁ ଅର୍ଥନୈତିକ ବ୍ୟାପାର ଓ ଜଳବାୟୁ କାର୍ଯ୍ୟ ମନ୍ତ୍ରୀ,ବୈଦେଶିକ ବ୍ୟାପାର ମନ୍ତ୍ରୀ, ଶ୍ରମ ଓ ସାମାଜିକ ବ୍ୟାପାର ଏବଂ ଶିକ୍ଷା ଓ ଗବେଷଣା ମନ୍ତ୍ରୀ ସାମିଲ ଥିଲେ। ଏହା ସହିତ ଏହି ପ୍ରତିନିଧି ଦଳରେ ଜର୍ମାନ ପକ୍ଷରୁ ଅର୍ଥ,ପରିବେଶ, ପ୍ରକୃତି ସଂରକ୍ଷଣ,ପରମାଣୁ ନିରାପତ୍ତା ଏବଂ ଖାଉଟି ସୁରକ୍ଷା ଏବଂ ଅର୍ଥନୈତିକ ସହଯୋଗ ଓ ବିକାଶ ପାଇଁ ସଂସଦୀୟ ରାଜ୍ୟ ସଚିବ ଏବଂ ଉଭୟ ପକ୍ଷର ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ।List of outcomes during visit of German Chancellor to India
October 25th, 07:47 pm
India and Germany are strengthening partnerships across innovation, green energy, security, science, and education. New agreements focus on green hydrogen, urban mobility, and startup incubation to drive sustainable tech. Enhanced security cooperation includes treaties on legal assistance and data protection. Collaborative science initiatives target disaster mitigation, genomics, ocean research, and mobile diagnostics. Upcoming events include the Asia-Pacific Conference and joint Indo-German naaval exercises.ଜମ୍ମୁ ଓ କଶ୍ମୀରର ଶ୍ରୀନଗରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 21st, 06:31 am
ଅନ୍ତର୍ଜାତୀୟ ଯୋଗ ଦିବସରେ କଶ୍ମୀରର ଯୋଗ ଓ ସାଧନ ଭୂମିରେ ରହିବାର ସୌଭାଗ୍ୟ ମୋତେ ମିଳିଛି। କାଶ୍ମୀର ଏବଂ ଶ୍ରୀନଗରର ପରିବେଶ, ଶକ୍ତି ଏବଂ ଅନୁଭୂତି ଆମକୁ ଯୋଗରୁ ମିଳୁଥିବା ଶକ୍ତିଅନୁ କରୁଛୁ ।| ଯୋଗ ଦିବସରେ ମୁଁ କଶ୍ମୀର ମାଟିରୁ ଦେଶର ସମସ୍ତ ଜନସାଧାରଣ ଏବଂ ବିଶ୍ୱର କୋଣ ଅନୁକୋଣରେ ଯୋଗ ଅଭ୍ୟାସ କରୁଥିବା ଲୋକମାନଙ୍କୁ ଶୁଭେଚ୍ଛା ଜଣାଉଛି ।ଜମ୍ମୁ ଓ କଶ୍ମୀରର ଶ୍ରୀନଗରରେ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୪ ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 21st, 06:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କଶ୍ମୀରର ଶ୍ରୀନଗରଠାରେ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇୱାଇଡି) କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନର ନେତୃତ୍ୱ ନେଇଥିଲେ ଏବଂ ଯୋଗ ଶିବିରରେ ଅଂଶଗ୍ରହଣ କରିଥିଲେ ।ଜର୍ମାନ ଗାୟକ କାସଣ୍ଡ୍ରା ମାଏ ସ୍ପିଟ୍ମ୍ୟାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
February 27th, 10:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପାଲାଡାମ୍ରେ ଜର୍ମାନ ଗାୟମ କାସଣ୍ଡ୍ରା ମାଏ ସ୍ପିଟ୍ମ୍ୟାନ୍ ଏବଂ ତାଙ୍କ ମା’ଙ୍କୁ ଭେଟିଛନ୍ତି ।କରୋନା ସଂକ୍ରମିତ ଜର୍ମାନୀ ଚାନ୍ସସେଲର ବୁନ୍ଦେସ୍କାଞ୍ଜେଲର ଓଲାଫ୍ ସ୍କଲ୍ଜଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ
December 18th, 10:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀ ଚାନ୍ସସେଲର ବୁନ୍ଦେସ୍କାଞ୍ଜେଲର ଓଲାଫ୍ ସ୍କଲ୍ଜଙ୍କ କୋଭିଡ୍-୧୯ରୁ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।ଜର୍ମାନୀ ଦୂତାବାସରେ ‘ନାଟୁ ନାଟୁ’ ସମାରୋହକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
March 20th, 10:35 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଭାରତ ଓ ଭୁଟାନ ପାଇଁ ଜର୍ମାନୀ ରାଷ୍ଟ୍ରଦୂତ ଡଃ ଫିଲିପ ଆକରମେନଙ୍କ ଦ୍ୱାରା ଶେୟାର କରାଯାଇଥିବା ଭିଡିଓକୁ ପ୍ରଶଂସା କରିଛନ୍ତି । ଭିଡିଓରେ ସେ ଓ ଦୂତାବାସର ସଦସ୍ୟମାନେ ଅସ୍କାର ପୁରସ୍କାରପ୍ରାପ୍ତ ‘ନାଟୁ ନାଟୁ’ ସଂଗୀତର ସଫଳତା ପାଳନ କରୁଥିବା ଦେଖିବାକୁ ମିଳିଛି । ଭିଡିଓ ପୁରୁଣା ଦିଲ୍ଲୀରେ ଶୁଟ୍ ହୋଇଛି ।ଜର୍ମାନୀର ଚାନ୍ସଲରଙ୍କ ଭାରତ ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବକ୍ତବ୍ୟ
February 25th, 01:49 pm
ମୁଁ ମୋର ମିତ୍ର ସୋଲ୍ଜ ଏବଂ ତାଙ୍କର ଡେଲିଗେସନଙ୍କୁ ଭାରତରେ ସ୍ବାଗତ କରୁଛି। ଚାନ୍ସଲର ସୋଲ୍ଜ ଅନେକ ବର୍ଷ ପରେ ଭାରତକୁ ପରିଦର୍ଶନ କରୁଛନ୍ତି। 2012 ରେ ତାଙ୍କର ଭାରତ ଯାତ୍ରା, ହିମବର୍ଗର କୌଣସି ମେୟରଙ୍କ ପ୍ରଥମ ଭାରତ ଯାତ୍ରା ଥିଲା। ଏହା ସ୍ପଷ୍ଟ ଯେ ସେ ଭାରତ-ଜର୍ମାନୀ ସମ୍ପର୍କର ସମ୍ଭାବନାକୁ ବହୁତ ପୂର୍ବରୁ ବୁଝି ସାରିଥିଲେ।ଆକାଶ ସୀମା ନାହିଁ : ମନ୍ କୀ ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ
November 27th, 11:00 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ । ଏହା ହେଉଛି ୯୫ତମ ଅଧ୍ୟାୟ । ଆମେ ଦୃତ ଗତିରେ ‘ମନ୍ କି ବାତ୍’ର ଶତକ ଦିଗକୁ ଅଗ୍ରସର ହେଉଛୁ । ଏହି କାର୍ଯ୍ୟକ୍ରମ ମୋ ପାଇଁ ୧୩୦ କୋଟି ଦେଶବାସୀଙ୍କ ସହିତ ଯୋଡ଼ି ହେବାର ଆଉ ଏକ ମାଧ୍ୟମ । ପ୍ରତ୍ୟେକ ଅଧ୍ୟାୟ ପୂର୍ବରୁ ଗାଁରୁ, ସହରରୁ ଆସିଥିବା ବହୁସଂଖ୍ୟକ ଚିଠିଗୁଡ଼ିକୁ ପଢ଼ିବା, ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିମାନଙ୍କ ଅଡିଓ ମେସେଜ ଶୁଣିବା, ମୋ ପାଇଁ ଏହା ଏକ ଆଧ୍ୟାତ୍ମିକ ଅନୁଭୂତି ଭଳି ହୋଇଥାଏ ।Prime Minister’s meeting with Chancellor of the Federal Republic of Germany on the sidelines of G-20 Summit in Bali
November 16th, 02:49 pm
Prime Minister Modi met German Chancellor Olaf Scholz on the sidelines of the G-20 Summit in Bali. The leaders discussed the wide range of bilateral cooperation between India and Germany, which entered a new phase with the signing of the Partnership on Green and Sustainable Development by Prime Minister and Chancellor during the IGC.୭୫ଟି ଜିଲ୍ଲାରେ ୭୫ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟର ଶୁଭାରମ୍ଭ ଅବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
October 16th, 03:31 pm
୭୫ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ ଉନ୍ମୋଚନ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଆଜି ଦେଶ ପୁଣିଥରେ ଡିଜିଟାଲ ଇଣ୍ଡିଆର ସମ୍ଭାବନାକୁ ଦେଖୁଛି । ଆଜି ଦେଶର ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେଉଛି । ମୁଁ ଏହି ମିଶନ ସହିତ ଜଡ଼ିତ ସମସ୍ତ ଲୋକମାନଙ୍କୁ, ଆମର ବ୍ୟାଙ୍କିଙ୍ଗ କ୍ଷେତ୍ରକୁ, ଆମ ଆରବିଆଇକୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।ଦେଶର ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
October 16th, 10:57 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶର ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍ (ଡିବିୟୁ)କୁ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି ।ଜି -୭ ଶିଖର ସମ୍ମିଳନୀ ଅବସରରେ ୟୁରୋପୀୟ ଆୟୋଗର ସଭାପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
June 28th, 08:07 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ଜୁନ୍ ୨୦୨୨ ରେ ଜମାନୀର ସ୍ଲୋସ୍ ଏଲାମୁ ଠାରେ ଜି-୭ ସମ୍ମିଳନୀ ଅବସରରେ ୟୁରୋପୀୟ ଆୟୋଗର ସଭାପତି ମାନ୍ୟବର ସୁଶ୍ରୀ ଉର୍ସୁଲା ଭନ୍ ଡେର୍ ଲିଏନଙ୍କୁ ଭେଟିଛନ୍ତି ।Prime Minister’s remarks at the session on ‘Stronger Together: Addressing Food Security and Advancing Gender Equality’ at G7 Summit in Germany
June 27th, 11:59 pm
At the session on ‘Stronger Together: Addressing Food Security and Advancing Gender Equality’ during G7 Summit, PM Modi remarked, India has always been in favour of peace. Even in the present situation, we have constantly urged for the path of dialogue and diplomacy.