The relationship between India and Kuwait is one of civilizations, seas and commerce: PM Modi
December 21st, 06:34 pm
PM Modi addressed a large gathering of the Indian community in Kuwait. Indian nationals representing a cross-section of the community in Kuwait attended the event. The PM appreciated the hard work, achievement and contribution of the community to the development of Kuwait, which he said was widely recognised by the local government and society.Prime Minister Shri Narendra Modi addresses Indian Community at ‘Hala Modi’ event in Kuwait
December 21st, 06:30 pm
PM Modi addressed a large gathering of the Indian community in Kuwait. Indian nationals representing a cross-section of the community in Kuwait attended the event. The PM appreciated the hard work, achievement and contribution of the community to the development of Kuwait, which he said was widely recognised by the local government and society.ପ୍ରଧାନମନ୍ତ୍ରୀ ଜାନୁଆରୀ ୧୨ରେ ମହାରାଷ୍ଟ୍ର ଗସ୍ତରେ ଯିବେ
January 11th, 11:12 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୨, ୨୦୨୪ରେ ମହାରାଷ୍ଟ୍ର ଗସ୍ତରେ ଯିବେ । ଅପରାହ୍ନ ପ୍ରାୟ ୧୨ ଟା ୧୫ରେ ପ୍ରଧାନମନ୍ତ୍ରୀ ନାସିକରେ ପହଞ୍ଚିବେ, ଯେଉଁଠାରେ ସେ ୨୭ତମ ଜାତୀୟ ଯୁବ ମହୋତ୍ସବକୁ ଉଦଘାଟନ କରିବେ । ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ମୁମ୍ବାଇରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସେୱରୀ - ନହୱା ଶେୱା ଅଟଳ ସେତୁର ଉଦଘାଟନ କରିବେ ଓ ଏହା ଉପରେ ଯାତ୍ରା କରିବେ । ଅପରାହ୍ନ ପ୍ରାୟ ୪ଟା ୧୫ରେ ପ୍ରଧାନମନ୍ତ୍ରୀ ନଭି ମୁମ୍ବାଇରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଠାରେ ସେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେ ।ଗୁଜରାଟର ସୁରଟରେ ସୁରତ ଡାଇମଣ୍ଡ୍ ବର୍ସ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 17th, 12:00 pm
ସୁରତ ଅର୍ଥାତ୍ ସୁରଟ, ସୁରତ ନିକଟରେ ଇତିହାସର ଅନୁଭବ, ବର୍ତ୍ତମାନର ଗତି ଏବଂ ଆଗାମୀ ଭବିଷ୍ୟତର ଅଭିଜ୍ଞତା ରହିଛି, ଏହାର ନାମ ହେଉଛି ସୁରଟ । ଏବଂ ଏହା ମୋର ସ୍ବରୂପ ଯେ ଏଭଳି କାର୍ଯ୍ୟରେ କେହି କେବେ ବି କୌଣସି କସରତ ଛାଡ଼ନ୍ତି ନାହିଁ । ଏହିପରି ଭାବେ ସବୁ କାମରେ ସୁରତୀ କେତେ ଦ୍ରୁତ, କିନ୍ତୁ ଖାଦ୍ୟ ଦୋକାନରେ ଅଧଘଣ୍ଟା ଧାଡ଼ିରେ ଠିଆ ହେବାକୁ ସେମାନଙ୍କ ନିକଟରେ ଧୈର୍ଯ୍ୟ ରହିଛି। ପ୍ରବଳ ଓ ଆଣ୍ଠୁଏ ପର୍ଯ୍ୟନ୍ତ ପାଣି ବର୍ଷା ହୋଇଥାଇପାରେ, କିନ୍ତୁ ଆପଣଙ୍କୁ ପକୋଡ଼ା ଦୋକାନକୁ ଯିବାକୁ ପଡ଼ିବ, ଅର୍ଥାତ୍ ଆପଣଙ୍କୁ ଯିବାକୁ ପଡ଼ିବ। ଶରଦ ପୂର୍ଣ୍ଣିମା, ଚଣ୍ଡୀ ପଡ଼ୱାରେ ସାରା ଦୁନିଆ ଚାରିଆଡ଼େ ଚାଲିଯାଏ ଏବଂ ଏ ହେଉଛି ମୋ ସୁରତୀ ଫୁଟପାଥରେ ପରିବାର ସହିତ ଘାରି (ମିଠା) ଖାଇଥାଏ । ଆଉ ଆନନ୍ଦ ଏମିତି ଯେ ସାହେବ ପାଖକୁ କୁଆଡ଼େ ବୁଲିବାକୁ ଯାଆନ୍ତି ନାହିଁ, କିନ୍ତୁ ସମଗ୍ର ଦୁନିଆ ବୁଲୁଛି । ମୋର ମନେ ଅଛି ଯେ ୪୦-୪୫ ବର୍ଷ ପୂର୍ବେ ସୌରାଷ୍ଟ୍ରର ଭାଇମାନେ ସୁରତ ଯାଇଥିଲେ, ତା'ପରେ ମୁଁ ସୌରାଷ୍ଟ୍ରରୁ ଆମର ପୁରୁଣା ବନ୍ଧୁଙ୍କୁ ପଚାରିଥିଲି ଯେ ସୌରାଷ୍ଟ୍ର ଛାଡି ସୁରଟ ଆସିବା ପରେ ଆପଣଙ୍କୁ କେମିତି ଲାଗୁଛି? ସେ କହୁଥିଲେ, ଆମ ସୁରଟ ଏବଂ ଆମ କାଠିଆୱାଡ଼ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି । ମୁଁ ୪୦-୪୫ ବର୍ଷ ପୂର୍ବର କଥା କହୁଛି। ମୁଁ କ'ଣ ପଚାରିବି? ତେଣୁ ସେ କହୁଥିଲେ ଯେ ଯଦି ଆମ କାଠିଆୱାଡ଼ରେ ଏକ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୁଏ, ତେବେ ଖଣ୍ଡା ବାହାର କରିବାର କଥା ହୋଇଥାଏ, କିନ୍ତୁ ସୁରଟରେ ଯଦି ଏକ ମୋଟର ସାଇକେଲ ଧକ୍କା ହୁଏ, ତେବେ ସେ ସଙ୍ଗେ ସଙ୍ଗେ କହିଲେ, ଦେଖ ଭାଇ, ତୁମର ମଧ୍ୟ ଦୋଷ ଅଛି ଏବଂ ମୋର ମଧ୍ୟ ଭୁଲ ଅଛି, ଛାଡି ଦିଅ, ଏବେ ଏତେ ଫରକ ଅଛି ।ସୁରତ ହୀରା ବଜାର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
December 17th, 11:30 am
ସୁରତ ‘ହୀରା ବଜାର’କୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇଥିଲେ । ସେ କହିଥିଲେ ଯେ ଏହି ହୀରା ବଜାର ଉଦଘାଟନ୍ ଫଳରେ ସୁରତ ନଗରୀର ଭବ୍ୟତାରେ ଆଉ ଏକ ନୂଆ ହୀରକ ଯୋଡି ହେଲା । ଏହା ମାମୁଲି ହୀରା ନୁହେଁ, ବରଂ ବିଶ୍ୱର ସର୍ବଶ୍ରେଷ୍ଠ ହୀରକ । ସୁରତ ହୀରା ବଜାରର ଚମକ ବିଶ୍ୱର ସର୍ବବୃହତ ପ୍ରାସାଦର ଔଜ୍ୱଲ୍ୟକୁ ମଧ୍ୟ ମ୍ଲାନ କରୁଛି । ପ୍ରଧାନମନ୍ତ୍ରୀ ଏହି ହୀରା ବଜାର ନିର୍ମାଣ ଏବଂ ଏହା ସହିତ ସମ୍ପୃକ୍ତ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ନିମନ୍ତେ ଦୁଇଜଣ ଉଦ୍ୟୋଗୀ ଶ୍ରୀ ବଲ୍ଲଭ ଭାଇ ଲଖାନି ଓ ଶ୍ରୀ ଲାଲଜି ଭାଇ ପଟେଲଙ୍କ ଅବଦାନ ଓ ବିନମ୍ରତାର ଉଚ୍ଚ ପ୍ରଶଂସା କରିଥିଲେ । ଏହି ଦୁଇଜଣ ସମସ୍ତଙ୍କୁ ସାଥିରେ ନେଇ ସୁରତ ହୀରା ବଜାର ନିର୍ମାଣ କରିବାରେ ସଫଳ ହୋଇଛନ୍ତି । ଏହା ଏକ ପ୍ରକାଣ୍ଡ ଅଭିଯାନ ଏବଂ ଏଥିରେ ସଫଳ ହେବା ଏକ ଉଲ୍ଲେଖନୀୟ ଉପଲବ୍ଧି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସୁରତ ହୀରା ବଜାର ସହ ସମ୍ପୃକ୍ତ ସବୁ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଅଭିନନ୍ଦନ ଜଣାଇଥିଲେ ।PM addresses 18th Annual India-Russia Summit
June 01st, 08:05 pm
PM Narendra Modi while addressing the India-Russia business forum today said, “Trade, commerce, innovation and engineering are sectors of immense importance and companies from Russia could explore the opportunities Indian market has to offer.” PM Modi also expressed content over enhanced defence ties between India and Russia in recent years.PM Modi inaugurates Diamond Manufacturing Unit in Surat, Gujarat
April 17th, 10:56 am
PM Narendra Modi inaugurated the Diamond Manufacturing Unit of M/s Hare Krishna Exports Pvt Ltd in Surat. The Prime Minister said Surat has made a mark in the diamond industry but there is now need to look at the entire gems and jewellery sector. He said that as far as the gems and jewellery sector is concerned, our aim should not only be ‘Make in India’ but also 'Design in India'.