ଭାରତର ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସମୟରେ ଭାରତ - ଆମେରିକା ମିଳିତ ବିବୃତି

ଭାରତର ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସମୟରେ ଭାରତ - ଆମେରିକା ମିଳିତ ବିବୃତି

February 14th, 09:07 am

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ମାନନୀୟ ଡୋନାଲ୍ଡ ଜେ. ଟ୍ରମ୍ପ ୧୩ ଫେବୃଆରୀ, ୨୦୨୫ରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ୱାଶିଂଟନ ଡିସିରେ ଏକ ସରକାରୀ କାର୍ଯ୍ୟକ୍ରମ ଗସ୍ତ ଅବସରରେ ସ୍ଵାଗତ କରିଥିଲେ ।

India is driving not only its own growth but also the world's growth: PM Modi at India Energy Week

India is driving not only its own growth but also the world's growth: PM Modi at India Energy Week

February 11th, 11:37 am

At India Energy Week, PM Modi highlighted India's energy ambitions based on resources, innovation, economic strength, strategic geography and sustainability. He emphasised India's rapid progress in renewables, biofuels and green energy, policy reforms and investment opportunities, reaffirming the country's commitment to driving global growth and energy transformation.

ଭାରତ ଶକ୍ତି ସପ୍ତାହ ୨୦୨୫ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ

ଭାରତ ଶକ୍ତି ସପ୍ତାହ ୨୦୨୫ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ

February 11th, 09:55 am

ଏକବିଂଶ ଶତାବ୍ଦୀ ଭାରତର ବୋଲି ବିଶ୍ୱବ୍ୟାପୀ ବିଶେଷଜ୍ଞମାନେ କହୁଥିବା ଦର୍ଶାଇ ଶ୍ରୀ ମୋଦୀ କହିଥିଲେ, ଭାରତ କେବଳ ଏହାର ଅଭିବୃଦ୍ଧି ନୁହେଁ ବରଂ ବିଶ୍ୱର ଅଭିବୃଦ୍ଧିକୁ ମଧ୍ୟ ତ୍ୱରାନ୍ୱିତ କରୁଛି ଏବଂ ଶକ୍ତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତର ଶକ୍ତି ଆକାଂକ୍ଷା ପାଞ୍ଚଟି ସ୍ତମ୍ଭ ଉପରେ ନିର୍ମିତ: ସମ୍ବଳର ଉପଯୋଗ, ମେଧାବୀ ମାନସିକତା ମଧ୍ୟରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ଅର୍ଥନୈତିକ ଶକ୍ତି ଏବଂ ରାଜନୈତିକ ସ୍ଥିରତା, ରଣନୈତିକ ଭୌଗୋଳିକ ଶକ୍ତି ବାଣିଜ୍ୟକୁ ଆକର୍ଷଣୀୟ ଏବଂ ସହଜ କରିବା ତଥା ବିଶ୍ୱସ୍ଥାୟୀତ୍ବ ପ୍ରତି ପ୍ରତିବଦ୍ଧତା । ଏହି କାରଣଗୁଡ଼ିକ ଭାରତର ଶକ୍ତି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରୁଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ନୂଆଦିଲ୍ଲୀରେ ଅଷ୍ଟଲକ୍ଷ୍ମୀ ମହୋତ୍ସବର ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 06th, 02:10 pm

ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ବିଶ୍ୱା ଶର୍ମା ଜୀ, ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଜୀ, ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାଣିକ ସାହା ଜୀ, ସିକ୍କିମର ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ସୁକାନ୍ତ ମଜୁମଦାର ଜୀ, ଅରୁଣାଚଳ ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ, ମିଜୋରାମ ଏବଂ ନାଗାଲାଣ୍ଡ ସରକାରଙ୍କ ମନ୍ତ୍ରୀଗଣ, ଅନ୍ୟ ଜନପ୍ରତିନିଧି, ଉତ୍ତର ପୂର୍ବର ସମସ୍ତ ଭାଇ ଭଉଣୀମାନେ। ଭଦ୍ର ମହିଳା ଓ ପୁରୁଷ ମାନେ।

ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 06th, 02:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ବାବା ସାହେବ ଡ. ବି ଆର ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ। ବାବାସାହେବ ଆମ୍ବେଦକରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନକୁ ୭୫ ବର୍ଷ ପୂରିଛି, ଏହା ସମସ୍ତ ନାଗରିକଙ୍କ ପାଇଁ ଏକ ବଡ଼ ପ୍ରେରଣା ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ ଭାରତର ସମସ୍ତ ନାଗରିକଙ୍କ ତରଫରୁ ବାବାସାହେବ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Ensuring a better life for Jharkhand’s sisters and daughters is my foremost priority: PM Modi in Bokaro

November 10th, 01:18 pm

Jharkhand’s campaign heats up as PM Modi’s back-to-back rallies boost enthusiasm across the state. Ahead of the first phase of Jharkhand’s assembly elections, PM Modi today addressed a mega rally in Bokaro. He said that there is only one echo among the people of the state that: ‘Roti, Beti, Maati ki pukar, Jharkhand mein BJP-NDA Sarkar,’ and people want BJP-led NDA to come to power in the assembly polls.”

PM Modi captivates crowds with impactful speeches in Jharkhand’s Bokaro & Gumla

November 10th, 01:00 pm

Jharkhand’s campaign heats up as PM Modi’s back-to-back rallies boost enthusiasm across the state. Ahead of the first phase of Jharkhand’s assembly elections, PM Modi today addressed two mega rallies in Bokaro and Gumla. He said that there is only one echo among the people of the state that: ‘Roti, Beti, Maati ki pukar, Jharkhand mein BJP-NDA Sarkar,’ and people want BJP-led NDA to come to power in the assembly polls.”

The BJP has entered the electoral field in Jharkhand with the promise of Suvidha, Suraksha, Sthirta, Samriddhi: PM Modi in Garhwa

November 04th, 12:21 pm

Prime Minister Narendra Modi today addressed a massive election rally in Garhwa, Jharkhand. Addressing the gathering, the PM said, This election in Jharkhand is taking place at a time when the entire country is moving forward with a resolution to become developed by 2047. The coming 25 years are very important for both the nation and Jharkhand. Today, there is a resounding call across Jharkhand... ‘Roti, Beti, Maati Ki Pukar, Jharkhand Mein…Bhajpa, NDA Sarkar’.”

PM Modi campaigns in Jharkhand’s Garhwa and Chaibasa

November 04th, 11:30 am

Prime Minister Narendra Modi today addressed massive election rallies in Garhwa and Chaibasa, Jharkhand. Addressing the gathering, the PM said, This election in Jharkhand is taking place at a time when the entire country is moving forward with a resolution to become developed by 2047. The coming 25 years are very important for both the nation and Jharkhand. Today, there is a resounding call across Jharkhand... ‘Roti, Beti, Maati Ki Pukar, Jharkhand Mein…Bhajpa, NDA Sarkar’.”

ବିହାରର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାର ଜୀ, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଗିରିରାଜ ସିଂ ଜୀ, ହରଦୀପ ସିଂ ପୁରୀ ଜୀ, ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଜୀ, ସମ୍ରାଟ ଚୌଧୁରୀ ଜୀ, ମଞ୍ଚରେ ବସିଥିବା ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବେଗୁସରାଇରୁ ଆସିଥିବା ମୋର ପ୍ରିୟ ଭାଇ ଭଉଣୀମାନେ ।

March 02nd, 08:06 pm

ବିହାରର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାର ଜୀ, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଗିରିରାଜ ସିଂ ଜୀ, ହରଦୀପ ସିଂ ପୁରୀ ଜୀ, ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଜୀ, ସମ୍ରାଟ ଚୌଧୁରୀ ଜୀ, ମଞ୍ଚରେ ବସିଥିବା ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବେଗୁସରାଇରୁ ଆସିଥିବା ମୋର ପ୍ରିୟ ଭାଇ ଭଉଣୀମାନେ ।

ବିହାରର ବେଗୁସରାଇରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ

March 02nd, 04:50 pm

: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ବେଗୁସରାଇଠାରେ ଦେଶବ୍ୟାପୀ ପ୍ରାୟ ୧.୪୮ ଲକ୍ଷ କୋଟି ଟଙ୍କାର ଏକାଧିକ ତୈଳ ଓ ଗ୍ୟାସ କ୍ଷେତ୍ର ପ୍ରକଳ୍ପ ଏବଂ ବିହାରରେ ୧୩,୪୦୦ ଟଙ୍କାରୁ ଅଧିକ ମୂଲ୍ୟର ଅନେକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

5 ଅକ୍ଟୋବରରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

October 04th, 09:14 am

ପୂର୍ବାହ୍ନ ପ୍ରାୟ 11: 15 ରେ ରାଜସ୍ଥାନର ଯୋଧପୁରରେ ପ୍ରଧାନମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ସଡକ, ରେଳ, ବିମାନ ଚଳାଚଳ, ସ୍ୱାସ୍ଥ୍ୟ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରାୟ 5000 କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପ ଦେଶକୁ ଉତ୍ସର୍ଗ କରିବେ। ପୂର୍ବାହ୍ନ ପ୍ରାୟ 03:30 ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଜବଲପୁରରେ ପହଞ୍ଚିବେ ଯେଉଁଠାରେ ସେ ସଡ଼କ, ରେଳ, ଗ୍ୟାସ, ପାଇପଲାଇନ୍, ଆବାସ ଏବଂ ସ୍ବଚ୍ଛ ପାନୀୟଜଳ ପରି କ୍ଷେତ୍ରରେ 12,600 କୋଟି ଟଙ୍କାରୁ ଅଧିକ ନିବେଶରେ ହୋଇଥିବା ବିକାଶ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ତତା ତାହାକୁ ଦେଶକୁ ଉତ୍ସର୍ଗ କରିବେ।

ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ମାଧ୍ୟମରେ ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି ସଂପର୍କରେ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 04th, 10:01 am

ମୁଁ ଖୁସି ଯେ ଆଜି ଭିତ୍ତିଭୂମି ସଂପର୍କରେ ହେଉଥିବା ଏହି ୱେବିନାରରେ ଶତାଧିକ ଅଂଶୀଦାର ସାମିଲ ହୋଇଛନ୍ତି ଏବଂ 700ରୁ ଅଧିକ ଏମଡି ଓ ସିଇଓମାନେ ସମୟ ବାହାର କରି ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ମାହାତ୍ମ୍ୟ ବୁଝି ମୂଲ୍ୟବର୍ଦ୍ଧନର କାର୍ଯ୍ୟ କରିଛନ୍ତି । ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି । ଏହା ବ୍ୟତୀତ ଅନେକ କ୍ଷେତ୍ରର ବହୁତ ବିଶେଷଜ୍ଞ ଏବଂ ବିଭିନ୍ନ ସହଯୋଗୀମାନେ ମଧ୍ୟ ବହୁତ ବଡ଼ ସଂଖ୍ୟାରେ ସାମିଲ ହୋଇ ଏହି ୱେବିନାରକୁ ବହୁତ ସମୃଦ୍ଧ କରିବେ, ପରିଣାମଦର୍ଶୀ କରିବେ, ଏହା ହେଉଛି ମୋର ସମ୍ପୂର୍ଣ୍ଣ ବିଶ୍ୱାସ । ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ସମୟ ବାହାର କରିଥିବାରୁ ବହୁତ କୃତଜ୍ଞତା ଜଣାଉଛି, ଏବଂ ହୃଦୟର ସହିତ ଆପଣମାନଙ୍କୁ ସ୍ୱାଗତ କରୁଛି । ଚଳିତ ବର୍ଷର ବଜେଟ ଭିତିଭୂମି କ୍ଷେତ୍ରର ବିକାଶକୁ ନୂତନ ଶକ୍ତି ଦେବାକୁ ଯାଉଛି । ବିଶ୍ୱର ବଡ଼- ବଡ଼ ବିଶେଷଜ୍ଞ ଏବଂ ଅନେକ ପ୍ରତିଷ୍ଠିତ ମିଡିଆ ହାଉସ ଭାରତର ବଜେଟ ଏବଂ ତାହାର ରଣନୀତିକ ନିଷ୍ପତିକୁ ଭୁରି- ଭୁରି ପ୍ରଶଂସା କରୁଛନ୍ତି । ଏବେ ଆମର କ୍ୟାପେକସ୍ (ପୁଞ୍ଜି ଖର୍ଚ୍ଚ) ବର୍ଷ 2013-14 ତୁଳନାରେ ଅର୍ଥାତ ମୋର ଆସିବା ପୂର୍ବରୁ ଯେଉଁ ସ୍ଥିତି ଥିଲା, ତାହା ତୁଳନାରେ ପାଂଚ ଗୁଣ ଅଧିକ ହୋଇ ଯାଇଛି । ଜାତୀୟ ଭିତ୍ତିଭୂମି ପାଇପ ଲାଇନ୍ ଅଧୀନରେ ସରକାର ଆଗାମୀ ସମୟରେ 110 ଲକ୍ଷ କୋଟି ଟଙ୍କା ନିବେଶ କରିବାର ଲକ୍ଷ୍ୟକୁ ନେଇ ଚାଲୁଛନ୍ତି । ଏଭଳି ଭାବେ ପ୍ରତ୍ୟେକ ଅଂଶୀଦାରଙ୍କ ପାଇଁ ଏହା ନୂତନ ଦାୟିତ୍ୱର, ନୂତନ ସମ୍ଭାବନା ଗୁଡ଼ିକର ଏବଂ ସାହସିକ ନିଷ୍ପତିର ହେଉଛି ସମୟ ।

“ଭିତ୍ତିଭୂମି ଓ ପୁଞ୍ଜିନିବେଶ’ ସମ୍ପର୍କରେ ବଜେଟ୍ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

March 04th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିତ୍ତିଭୂମି ଓ ପୁଞ୍ଜିନିବେଶ ସମ୍ପର୍କରେ ବଜେଟ୍ ପରବର୍ତ୍ତୀ ଏକ ୱେବିନାରରେ ଏଠାରେ ଉଦ୍‌ବୋଧନ ଦେଇଛନ୍ତି । ସମଗ୍ର ବିଷୟଟି ହେଲା “ଭିତ୍ତିଭୂମି ଓ ନିବେଶ: ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ମାଧ୍ୟମରେ ଲଜିଷ୍ଟିକ ଦକ୍ଷତା ବୃଦ୍ଧି ।” ୨୦୨୩-୨୪ ଆର୍ଥିକ ବର୍ଷର କେନ୍ଦ୍ର୍ରୀୟ ବଜେଟ ଉପରେ ଯେଉଁ ୧୨ଟି ୱେବିନାର ପରିକଳ୍ପନା କରାଯାଇଛି , ସେହି ଶୃଙ୍ଖଳାର ଏହା ଅଷ୍ଟମ ବଜେଟ୍ ପରବର୍ତ୍ତୀ ଆଲୋଚନା । ଏହି ସବୁ ୱେବିନାର ଆୟୋଜନ କରି ସରକାର ବଭିନ୍ନ ବର୍ଗ ଓ ପକ୍ଷଙ୍କ ମତାମତ ଏବଂ ପ୍ରସ୍ତାବକୁ ଶୁଣୁଛନ୍ତି ଏବଂ ବଜେଟ୍‌ର କାର୍ଯ୍ୟକାରିତାରେ ତାହାକୁ ଆବଶ୍ୟକସ୍ଥଳେ ବ୍ୟବହାର କରିବାର ସିଦ୍ଧାନ୍ତ ଦେଇଛନ୍ତି ।

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଭିଜିଲାନ୍ସ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

November 03rd, 01:29 pm

ଏହି ସତର୍କତା ସପ୍ତାହ ସର୍ଦ୍ଦାର ସାହେବଙ୍କ ଜନ୍ମ ଜୟନ୍ତୀରୁ ଆରମ୍ଭ ହୋଇଛି। ସର୍ଦ୍ଦାର ସାହେବଙ୍କ ସମ୍ପୂର୍ଣ୍ଣ ଜୀବନ ସଚ୍ଚୋଟତା, ପାରଦର୍ଶିତା ଏବଂ ଏଥିରୁ ପ୍ରେରିତ ସର୍ବସାଧାରଣ ସେବାର ନିର୍ମାଣ ପାଇଁ ସମର୍ପିତ ରହିଛି। ଏବଂ ଏହି କମିଟମେଣ୍ଟ ସହିତ ଆପଣ ସତର୍କତା କୁ ନେଇ ଜାଗୃତିର ଏହି ଅଭିଯାନ ଚଲାଇଛି। ଚଳିତ ଥର ଆପଣ ସମସ୍ତ ‘ବିକଶିତ ଭାରତ ପାଇଁ ଦୁର୍ନୀତି ମୁକ୍ତ ଭାରତ’, ଏହି ସଙ୍କଳ୍ପ ସିହତ ସତର୍କତା ସପ୍ତାହ ପାଳନ କରୁଛନ୍ତି। ଏହି ସଙ୍କଳ୍ପ ଆଜିର ସମୟର ଆବଶ୍ୟକତା ଅଟେ, ପ୍ରାସଙ୍ଗିକ ଅଟେ ଏବଂ ଦେଶବାସୀଙ୍କ ପାଇଁ ସେହିପରି ମହତ୍ତ୍ବପୂର୍ଣ୍ଣ ଅଟେ।

PM addresses programme marking Vigilance Awareness Week in New Delhi

November 03rd, 01:18 pm

PM Modi addressed the programme marking Vigilance Awareness Week of Central Vigilance Commission. The Prime Minister stressed the need to bring in common citizens in the work of keeping a vigil over corruption. No matter how powerful the corrupt may be, they should not be saved under any circumstances, he said.

Telangana's faith in BJP is rising: PM Modi in Hyderabad

July 03rd, 06:31 pm

Addressing a public meeting in Hyderabad, Telangana today, Prime Minister Narendra Modi said, “The development of Telangana, all-round development, is one of the first priorities of the Bharatiya Janata Party. Following the mantra of Sabka Saath, Sabka Vikas, Sabka Vishwas and Sabka Prayas, we are continuously striving for the development of Telangana.”

PM Modi addresses a public meeting in Hyderabad, Telangana

July 03rd, 06:30 pm

Addressing a public meeting in Hyderabad, Telangana today, Prime Minister Narendra Modi said, “The development of Telangana, all-round development, is one of the first priorities of the Bharatiya Janata Party. Following the mantra of Sabka Saath, Sabka Vikas, Sabka Vishwas and Sabka Prayas, we are continuously striving for the development of Telangana.”

ଲକ୍ଷ୍ନୌ ଠାରେ ୟୁପିର ନିବେଶକମାନଙ୍କ ଶିଖର ସମ୍ମିଳନୀରେ ଗ୍ରାଉଣ୍ଡ ବ୍ରେକିଂ ସମାରୋହ @୩.୦ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

June 03rd, 10:35 am

ଉତ୍ତର ପ୍ରଦେଶର ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ଜୀ, ଲକ୍ଷ୍ନୌର ସାଂସଦ ଏବଂ ଭାରତ ସରକାରଙ୍କ ଆମର ବରିଷ୍ଠ ସାଥୀ ଶ୍ରୀ ରାଜନାଥ ସିଂହ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ଅନ୍ୟ ସହଯୋଗୀଗଣ, ୟୁପିର ଉପ-ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ବିଧାନସଭା ଓ ବିଧାନ ପରିଷଦର ବାଚସ୍ପତି ମହୋଦୟ, ଏଠାରେ ଉପସ୍ଥିତ ଉଦ୍ୟୋଗ ଜଗତର ସମସ୍ତ ବନ୍ଧୁ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ର ଲୋକମାନେ!

PM attends the Ground Breaking Ceremony @3.0 of the UP Investors Summit at Lucknow

June 03rd, 10:33 am

PM Modi attended Ground Breaking Ceremony @3.0 of UP Investors Summit at Lucknow. “Only our democratic India has the power to meet the parameters of a trustworthy partner that the world is looking for today. Today the world is looking at India's potential as well as appreciating India's performance”, he said.