ଉତ୍ତରପ୍ରଦେଶର ବାରଣାସୀରେ ସ୍ୱରଭେଦ ମନ୍ଦିର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 18th, 12:00 pm
ଉତ୍ତର ପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ମହେନ୍ଦ୍ର ନାଥ ପାଣ୍ଡେଜୀ, ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ଅନୀଲ ଜୀ, ସଦଗୁରୁ ଆଚାର୍ଯ୍ୟ ପୂଜ୍ୟ ଶ୍ରୀ ସ୍ୱାଧୀନ ଦେବ ଜୀ ମହାରାଜ, ପୂଜ୍ୟ ଶ୍ରୀ ବିଜ୍ଞାନ ଦେବ ଜୀ ମହାରାଜ, ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି, ଦେଶବ୍ୟାପୀ ଏକାଠି ହୋଇଥିବା ସମସ୍ତ ଭକ୍ତଗଣ ଏବଂ ମୋ ପରିବାର ସଦସ୍ୟମାନେ!ଉତ୍ତର ପ୍ରଦେଶର ବାରାଣାସୀରେ ସ୍ୱରଭେଦ ମହାମନ୍ଦିର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
December 18th, 11:30 am
ଉତ୍ତର ପ୍ରଦେଶର ବାରାଣାସୀର ଉମରାହ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୮-୧୨-୨୦୨୩) ସ୍ୱରଭେଦ ମହାମନ୍ଦିରର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ମହର୍ଷି ସଦାଫଲ ଦେବଜୀ ମହାରାଜଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମନ୍ଦିର ପରିସର ଚତୁଃପାଶ୍ୱର୍ ବୁଲି ଦେଖିଥିଲେ ।Congress is now being run by people who are in league with anti-national forces: PM Modi
October 03rd, 12:46 pm
PM Modi addressed the 'Parivartan Sankalp Yatra' in Jagdalpur, Chhattisgarh. He said everyone is saddened by the misdeeds done by Congress MLAs and ministers here. Corruption is prevalent everywhere. Crime is at its peak in Chhattisgarh. Chhattisgarh has reached among the leading states in terms of murders. Development in Chhattisgarh is visible either in posters and banners, or in the coffers of Congress leaders.” “Congress has given Chhattisgarh false propaganda, corruption and a scandalous government.PM Modi address 'Parivartan Sankalp Yatra' at Jagdalpur in Chhattisgarh
October 03rd, 12:45 pm
PM Modi addressed the 'Parivartan Sankalp Yatra' in Jagdalpur, Chhattisgarh. He said everyone is saddened by the misdeeds done by Congress MLAs and ministers here. Corruption is prevalent everywhere. Crime is at its peak in Chhattisgarh. Chhattisgarh has reached among the leading states in terms of murders. Development in Chhattisgarh is visible either in posters and banners, or in the coffers of Congress leaders.” “Congress has given Chhattisgarh false propaganda, corruption and a scandalous government.ଛତିଶଗଡ଼ର ଜଗଦଲପୁରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଇଂରାଜୀ ଉପସ୍ଥାପନା
October 03rd, 11:30 am
ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ସଂସଦର ମୋର ଦୁଇ ଲୋକପ୍ରିୟ ସହଯୋଗୀ ଏବଂ ରାଜ୍ୟ ବିଧାନସଭାର ପ୍ରତିନିଧି, ସାଂସଦ, ଜିଲ୍ଲା ପରିଷଦ, ତାଲୁକା ପରିଷଦ ଏବଂ ମହିଳା ଓ ଭଦ୍ରବ୍ୟକ୍ତିମାନେ,ପ୍ରଧାନମନ୍ତ୍ରୀ ଛତିଶଗଡ଼ର ଜଗଦଲପୁର, ବସ୍ତର ଠାରେ ପାଖାପାଖି ୨୭,୦୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଓ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି
October 03rd, 11:12 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡର ବସ୍ତରର ଜଗଦଲପୁର ଠାରେ ପାଖାପାଖି ୨୭,୦୦୦ କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ବସ୍ତର ଜିଲ୍ଲାର ନାଗରନାର ଠାରେ ଏନ୍ଏମ୍ଡିସି ଷ୍ଟିଲ ଲିମିଟେଡ୍ର ୨୩,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଇସ୍ପାତ କାରଖାନାର ଲୋକାର୍ପଣ ସହ ଏକାଧିକ ରେଳ ଓ ସଡ଼କ କ୍ଷେତ୍ର ପ୍ରକଳ୍ପ ଗୁଡିକୁ ଲୋକାର୍ପଣ କରିବା ଇତ୍ୟାଦି ରହିଛି । ସେ ତାରୋକି - ରାୟପୁର ଡେମୁ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।ଉତ୍ତର ପ୍ରଦେଶର ବାରଣାସୀରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
July 07th, 07:00 pm
ଶ୍ରାବଣ ମାସର ଶୁଭାରମ୍ଭ ହୋଇଛି... ବାବା ବିଶ୍ୱନାଥ ଏବଂ ମାଆ ଗଙ୍ଗାଙ୍କର ଆଶୀର୍ବାଦ ରହିଥାଉ ଆଉ ବନାରସର ଲୋକମାନଙ୍କର ସହଯୋଗ ରହିଥାଉ, ପୁଣି ତେବେ ତ ଜୀବନ ସମ୍ପୂର୍ଣ୍ଣ ଭାବେ ଧନ୍ୟ ହୋଇ ଯାଇଥାଏ। ମୁଁ ଜାଣିଛି ଯେ ଆଜିକାଲି କାଶୀର ଆପଣ ସବୁ ଲୋକମାନେ ବହୁତ ବ୍ୟସ୍ତ ଅଛନ୍ତି, ଆଜିକାଲି କାଶୀରେ ଉଜ୍ଜ୍ୱଳତା ଟିକେ ଅଧିକ ହିଁ ଜଣା ପଡ଼ୁଛି । ଦେଶ- ବିଦେଶରୁ ହଜାର- ହଜାର ଶିବଭକ୍ତ ଏଠାକୁ ପ୍ରତ୍ୟେକ ଦିନ ବାବାଙ୍କୁ ଜଳ ଲାଗି କରିବା ପାଇଁ ପହଞ୍ଚୁଛନ୍ତି ଆଉ ଏଥର ତ’ ଶ୍ରାବଣର ଅବଧି ଟିକେ ଅଧିକ ରହିଛି । ଏମିତିରେ ଏଥର ବାବାଙ୍କ ଦର୍ଶନ ପାଇଁ ରେକର୍ଡ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କର ଏଠାକୁ ଆସିବା ନିଶ୍ଚିତ । କିନ୍ତୁ ଏହିସବୁ ସହିତ ଆଉ ଏକ କଥା ନିଶ୍ଚିତ ଭାବେ ରହିଛି । ଏବେ ଯେ କେହି ବନାରସ ଆସିଲେ, ଖୁସି ନ ହୋଇ ଯିବେ ! ମୋତେ ବହୁତ ଅଧିକ ଚିନ୍ତା ହେଉ ନାହିଁ ଯେ ଏତେ ସବୁ ଲୋକ ଆସିବେ, ବନାରସରେ ସବୁକିଛି କିଭଳି ବ୍ୟବସ୍ଥିତ ହେବ । କାଶୀର ଲୋକମାନେ ତ’ ମୋତେ ଶିଖାଇ ଦିଅନ୍ତି, ମୁଁ ସେମାନଙ୍କୁ କେତେ କଥା ଶିଖାଇ ପାରିବି ନାହିଁ । ଏବେ ଜି-20 ପାଇଁ ସାରା ବିଶ୍ୱରୁ ଏତେ ସବୁ ଲୋକ ବନାରସ ଆସିଥିଲେ । କାଶୀର ଲୋକମାନେ ସେମାନଙ୍କର ଏତେ ଭବ୍ୟ ସ୍ୱାଗତ କରିଲେ, ଏତେ ଭଲ ବ୍ୟବସ୍ଥା କରିଥିଲେ ଯେ, ଆଜି ସମଗ୍ର ବିଶ୍ୱରେ ଆପଣଙ୍କର ଏବଂ କାଶୀର ବାଃହ ବାଃହ ହେଉଛି। ଆଉ ଏଥିପାଇଁ ମୋତେ ଜଣାଅଛି କାଶୀର ଲୋକମାନେ ସବୁକିଛି ସମ୍ଭାଳି ନେବେ। ଆପଣମାନେ କାଶୀ ବିଶ୍ୱନାଥ ଧାମ ଆଉ ସମଗ୍ର ପରିସରକୁ ମଧ୍ୟ ଏଷତ ଭବ୍ୟ କରି ଦେଇଛନ୍ତି ଯେ ଯେଉଁମାନେ ଏଠାକୁ ଆସୁଛନ୍ତି, ଗଦଗଦ ହୋଇ ଯାଉଛନ୍ତି। ଏହା ବାବାଙ୍କର ଇଚ୍ଛା ହିଁ ଥିଲା ଯେ ଆମେ ତାହାକୁ ପୂରଣ କରିବା ପାଇଁ ନିମିତ ହୋଇ ପାରିଲୁ। ଏହା ହେଉଛି ଆମ ସମସ୍ତଙ୍କର ସୌଭାଗ୍ୟ ।ଉତ୍ତରପ୍ରଦେଶର ବାରଣାସୀରେ ୧୨,୧୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ
July 07th, 06:34 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀରେ ୧୨,୧୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ - ସୋନ ନଗର ଉତ୍ସର୍ଗୀକୃତ ମାଲପରିବହନ କରିଡରର ରେଳ ଲାଇନ, ତିନୋଟି ରେଳ ଲାଇନ ଯାହାର ବିଦ୍ୟୁତିକରଣ କିମ୍ବା ଦୋହରୀକରଣ ସମ୍ପୂର୍ଣ୍ଣ ହୋଇଛି, ଏନଏଚ-୫୬ ର ବାରାଣାସୀ-ଜଉନନପୁର ସେକ୍ସନର ଚାରି ଲେନ ପ୍ରଶସ୍ତିକରଣ ଏବଂ ବାରଣାସୀରେ ଏକାଧିକ ପ୍ରକଳ୍ପକୁ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକାଧିକ ରେଳବାଇ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ତତ୍ ସିହତ ୧୫ ଟି ପିଡବ୍ଲ୍ୟୁଡି ରାସ୍ତାର ର୍ନିମାଣ ଏବଂ ନବୀକରଣ, ୧୯୨ ଟି ଗ୍ରାମୀଣ ପାନୀୟ ଜଳ ଯୋଜନା, ମଣିକର୍ଣ୍ଣିକା ଏବଂ ହରିଶ୍ଚନ୍ଦ୍ର ଘାଟର ପୁନଃ ର୍ନିମାଣ ସହିତ ପ୍ରଧାନମନ୍ତ୍ରୀ ଛଅ ଟି ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ଗାଧୋଇବା ଘାଟରେ ଭାସମାନ ପୋଷାକ ବଦଳାଇବା ପ୍ରକୋଷ୍ଠ, ସିଆଇପିଇଟି କ୍ୟାମ୍ପସ୍ କରସାରା ଠାରେ ଛାତ୍ରମାନଙ୍କ ପାଇଁ ହଷ୍ଟେଲ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଶ୍ରୀ ମୋଦୀ ମଧ୍ୟ ପିଏମ ଏସଭିଏନିଧି, ପିଏମଏୱାଇ ଗ୍ରାମୀଣ ଘରର ଚାବି ଏବଂ ଆୟୁଷ୍ମାନ ଭାରତ କାର୍ଡର ବଣ୍ଟନ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମଣିକର୍ଣ୍ଣିକା ଏବଂ ହରିଶ୍ଚନ୍ଦ୍ର ଘାଟର ମଡେଲକୁ ବୁଲି ଦେଖିଥିଲେ ।ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବର ମୂଳପାଠ
February 08th, 04:00 pm
ସର୍ବପ୍ରଥମେ ମୁଁ ରାଷ୍ଟ୍ରପତି ଜୀଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଜଣାଉଛି ଏବଂ ଏହା ମୋର ସୌଭାଗ୍ୟ ରହିଛି ଯେ ମୋତେ ପୂର୍ବରୁ ମଧ୍ୟ ଅନେକ ଥର ରାଷ୍ଟ୍ରପତି ଜୀଙ୍କ ଅଭିଭାଷଣ ଉପରେ ଧନ୍ୟବାଦ କରିବାର ଅବସର ମିଳିଛି । କିନ୍ତୁ ଏଥର ମୁଁ ଧନ୍ୟବାଦ ସହିତ ରାଷ୍ଟ୍ରପତି ମହୋଦୟା ଜୀଙ୍କର ଅଭିନନ୍ଦନ ମଧ୍ୟ କରିବାକୁ ଚାହୁଁଛି । ରାଷ୍ଟ୍ରପତି ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ଭାଷଣରେ ଆମ ସମସ୍ତଙ୍କର ଏବଂ କୋଟି କୋଟି ଦେଶବାସୀଙ୍କର ମାର୍ଗଦର୍ଶନ କରିଛନ୍ତି । ଗଣତନ୍ତ୍ରର ମୁଖ୍ୟ ଭାବରେ ତାଙ୍କରଉପସ୍ଥିତି ଐତିହାସିକ ମଧ୍ୟ ଅଟେ ଏବଂ ଦେଶର କୋଟି କୋଟି ଭଉଣୀ-ଝିଅମାନଙ୍କ ପାଇଁ ବହୁତ ବଡ଼ ପ୍ରେରଣାର ଅବସର ମଧ୍ୟ ଅଟେ ।ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ
February 08th, 03:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇଛନ୍ତି ।Vision of self-reliant India embodies the spirit of global good: PM Modi in Indonesia
November 15th, 04:01 pm
PM Modi interacted with members of Indian diaspora and Friends of India in Bali, Indonesia. He highlighted the close cultural and civilizational linkages between India and Indonesia. He referred to the age old tradition of Bali Jatra” to highlight the enduring cultural and trade connect between the two countries.ଇଣ୍ଡୋନେସିଆର ବାଲି ଠାରେ ଭାରତୀୟ ସମୁଦାୟଙ୍କ ସହିତ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ
November 15th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ ନଭେମ୍ବର ୨୦୨୨ରେ ଇଣ୍ଡୋନେସିଆର ବାଲି ଠାରେ ୮୦୦ରୁ ଊର୍ଦ୍ଧ୍ବ ଭାରତୀୟ ସମୁଦାୟ ଏବଂ ବନ୍ଧୁମାନଙ୍କୁ ଉଦବୋଧନ ଦେବା ସହିତ ସେମାନଙ୍କ ସହିତ ମତ ବିନିମୟ କରିଛନ୍ତି । ସମଗ୍ର ଇଣ୍ଡୋନେସିଆରୁ ବିଭିନ୍ନ ବର୍ଗର ସକ୍ରିୟ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସମବେତ ହୋଇଥିଲେ ।ଜନନାୟକ ଓ ଯୋଦ୍ଧାମାନଙ୍କୁ ଇତିହାସ ସମ୍ମାନ ଦେଇ ନ ଥିବାରୁ ଆମେ ଭ୍ରମ ସଂଶୋଧାନ କରୁଛୁ-ପ୍ରଧାନମନ୍ତ୍ରୀ
February 16th, 02:45 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମେ ସ୍ୱାଧୀନତାର ୭୫ତମ ବର୍ଷରେ ପ୍ରଦାର୍ପଣ କରୁଥିବା ସମୟରେ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିବା ଇତିହାସର ବୀର ଏବଂ ବୀରାଙ୍ଗନାମାନଙ୍କୁ ମନେ ପକାଇବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ।ଉତର ପ୍ରଦେଶର ବହରାଇଚଠାରେ ମହାରାଜା ସୁହେଲ ଦେବ ସ୍ମରକୀ ଏବଂ ଚିତୌରା ହ୍ରଦର ଉନ୍ନୟନ କାର୍ଯ୍ୟର ଭତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 16th, 11:24 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଉତ୍ତର ପ୍ରଦେଶର ବହରାଇଚରେ ମହାରାଜା ସୁହେଲ ଦେବ ସ୍ମାରକ ଏବଂ ଚିତ୍ତୌରା ହ୍ରଦ ବିକାଶର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ମହାରାଜା ସୁଢଲ ଦେବଙ୍କ ନାମରେ ନାମିତ ମେଡିକାଲ କଲେଜ ଭବନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମହାରାଜ ସୁହେଲ ଦେବ ସ୍ମାରକ ଓ ଚିତ୍ତୌରା ହ୍ରଦ ଉନ୍ନୟନ କାର୍ଯ୍ୟର ଶିଳାନ୍ୟାସ
February 16th, 11:23 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଉତ୍ତର ପ୍ରଦେଶର ବହରାଇଚରେ ମହାରାଜା ସୁହେଲ ଦେବ ସ୍ମାରକ ଏବଂ ଚିତ୍ତୌରା ହ୍ରଦ ବିକାଶର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ମହାରାଜା ସୁଢଲ ଦେବଙ୍କ ନାମରେ ନାମିତ ମେଡିକାଲ କଲେଜ ଭବନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ।TMC govt rebirth of erstwhile Left rule, rebirth of corruption, crime, violence and attack on democracy: PM Modi in Haldia
February 07th, 04:23 pm
Speaking at a public meeting in Haldia, West Bengal, PM Narendra Modi talked about several key infrastructure projects being carried out by the Central government in the state. He also launched attack on the TMC government in the state for not implementing Centre's schemes like the Fasal Bima Yojana and Ayushman Bharat Yojana.PM Modi addresses a public meeting in Haldia, West Bengal
February 07th, 04:22 pm
Speaking at a public meeting in Haldia, West Bengal, PM Narendra Modi talked about several key infrastructure projects being carried out by the Central government in the state. He also launched attack on the TMC government in the state for not implementing Centre's schemes like the Fasal Bima Yojana and Ayushman Bharat Yojana.ଉତ୍ତର ପ୍ରଦେଶର ପିଏମ ସ୍ୱନିଧି ଯୋଜନା ହିତାଧିକାରୀମାନଙ୍କ ସହିତ ଭାବବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 27th, 10:35 am
ପୂର୍ବରୁ ଚାକିରି ପେସାରେ ଥିବା ଲୋକମାନଙ୍କୁ ମଧ୍ୟ ଋଣ ନେବା ପାଇଁ ବ୍ୟାଙ୍କ ଦ୍ୱାରକୁ ବାରମ୍ବାର ଦୌଡ଼ିବାକୁ ପଡ଼ୁଥିଲା। ଗରିବ ଜନତା, ଉଠାଦୋକାନୀ ବ୍ୟାଙ୍କ ଭିତରକୁ ଯିବା ଲାଗି ସାହସ ମଧ୍ୟ କରିପାରୁନଥିଲେ । କିନ୍ତୁ ଆଜି ବ୍ୟାଙ୍କଗୁଡ଼ିକ ନିଜ ଆଡ଼ୁ ପଦକ୍ଷେପ ନେଉଛନ୍ତି । ବିନାକୌଣସି ଧାଁ ଧପଡ଼ରେ ନିଜ କାମ ଆରମ୍ଭ କରିବା ଲାଗି ଋଣ ମିଳୁଛି । ଆପଣମାନଙ୍କ ମୁଖମଣ୍ଡଳରେ ଖୁସି ଦେଖି ମୁଁ ମଧ୍ୟ ଅତ୍ୟନ୍ତ ସନ୍ତୋଷ ଅନୁଭବ କରୁଛି । ଆପଣମାନଙ୍କୁ ଆପଣଙ୍କ କାମ ପାଇଁ, ଆତ୍ମନିର୍ଭର ହୋଇ ଆଗକୁ ବଢ଼ିବା ଲାଗି, ଉତ୍ତର ପ୍ରଦେଶ ଏବଂ ଦେଶକୁ ଆଗକୁ ନେବା ଲାଗି ମୁଁ ଅନେକ ଅନେକ ଶୁଭକାମନା ଜଣାଉଛି ।PM Modi interacts with beneficiaries of PM SVANidhi Scheme from Uttar Pradesh
October 27th, 10:34 am
PM Narendra Modi interacted with beneficiaries of PM SVANIDHI Yojana from Uttar Pradesh through video conferencing. The Prime Minister said for the first time since independence street vendors are getting unsecured affordable loans. He said the maximum applications of urban street vendors have come from UP.ମଧ୍ୟପ୍ରଦେଶର ବୁଲା ବିକାଳୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ
September 09th, 11:01 am
କେନ୍ଦ୍ରୀୟ ମନ୍ତ୍ରୀପରିଷଦରେ ମୋର ସାଥୀ ଶ୍ରୀ ହରଦୀପ ସିଂହ ପୁରୀ ମହାଶୟ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାଇ ଶିବରାଜ ମହାଶୟ, ରାଜ୍ୟ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟଗଣ, ପ୍ରଶାସନ ସହିତ ଜଡ଼ିତ ଲୋକ, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ସମସ୍ତ ହିତାଧିକାରୀ ଏବଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମଧ୍ୟପ୍ରଦେଶର ଏବଂ ମଧ୍ୟପ୍ରଦେଶ ବାହାରର ସମସ୍ତ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।