ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଦ୍ୱାରା ଲିଖିତ ଗର୍ବା ଗୀତ ‘ଆବତୀ କଲାୟା ମାଡି ଭାୟା କଲାୟା’ ଶେୟାର କଲେ

October 07th, 10:44 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେବୀ ଦୁର୍ଗାଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଲେଖିଥିବା ‘ଆବତୀ କଲାୟା ମାଡି ଭାୟା କଲାୟା’ ଶୀର୍ଷକ ଗୀତ ଶେୟାର କରିଛନ୍ତି ।

ଭିଡିଓ କନଫରେନ୍ସିଂ ଜରିଆରେ ଦ୍ୱିତୀୟ ଇନଫିନିଟି ଫୋରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ପୋଷ୍ଟ: ପିଆଇବି ଦିଲ୍ଲୀ ଦ୍ୱାରା 09 ଡିସେମ୍ବର 2023 12:52 ଅପରାହ୍ନ

December 09th, 11:09 am

ଏଭଳି ସମୟରେ ଭାରତ ସ୍ଥିରତା ଓ ପ୍ରଗତିର ଏକ ବଡ଼ ଉଦାହରଣ ଭାବେ ଉଭା ହୋଇଛି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଗିଫ୍ଟ ସିଟିରେ ଏକବିଂଶ ଶତାବ୍ଦୀର ଅର୍ଥନୈତିକ ନୀତିର ବିଚାରବିମର୍ଶ ହେବା, ଗୁଜରାଟର ଗୌରବକୁ ବଢ଼ାଇବାକୁ ଯାଉଛି। ତେବେ ଆଜି ଆଉ ଗୋଟିଏ କଥା ପାଇଁ ମୁଁ ଗୁଜରାଟବାସୀଙ୍କୁ ଅଭିନନ୍ଦନ ଜଣାଉଛି । ନିକଟରେ ଗୁଜରାଟର ପାରମ୍ପରିକ ନୃତ୍ୟ ଗର୍ବାକୁ ୟୁନେସ୍କୋ ଦ୍ୱାରା ଅମୂର୍ତ୍ତିକ ସାଂସ୍କୃତିକ ଐତିହ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ନିଜେ ଏକ ବଡ଼ ସଫଳତା। ଗୁଜରାଟର ସଫଳତା ହେଉଛି, ଦେଶର ସଫଳତା।

ଇନଫିନିଟି ଫୋରମ୍ ୨.୦କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

December 09th, 10:40 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଫିନଟେକ୍‌ର ଏକ ବିଶ୍ୱସ୍ତରୀୟ ବିଚାର ନେତୃତ୍ୱ ପ୍ଲାଟଫର୍ମ ଇନଫିନିଟି ଫୋରମର ଦ୍ୱିତୀୟ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି । ଭାରତ ସରକାରଙ୍କ ତତ୍ତ୍ୱାବଧାନରେ ଅନ୍ତର୍ଜାତୀୟ ଆର୍ôଥକ ସେବା କେନ୍ଦ୍ର କର୍ତ୍ତୃପକ୍ଷ (ଆଇଏଫ୍‌ଏସ୍‌ସିଏ) ଏବଂ ଗିଫ୍ଟ ସିଟିର ମିଳିତ ଆନୁକୂଲ୍ୟରେ 'ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍ ସମିଟ୍ - ୨୦୨୪' ର ଅଗ୍ରଦୂତ କାର୍ଯ୍ୟକ୍ରମ ଭାବେ ଦ୍ୱିତୀୟ ଇନଫିନିଟି ମଂଚ ଆୟୋଜନ କରାଯାଉଛି । ଇନଫିନିଟି ଫୋରମର ଦ୍ୱିତୀୟ ସଂସ୍କରଣର ବିଷୟବସ୍ତୁ ରହିଛି 'ଗିଫ୍ଟ - ଆଇଏଫ୍‌ଏସ୍‌ସି : ନର୍ଭ ସେଂଟର ଫର ନ୍ୟୁ ଏଜ୍ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍‌' / ନୂତନ ଯୁଗର ବିଶ୍ୱସ୍ତରୀୟ ଆର୍ଥିକ ସେବା ପାଇଁ ସ୍ନାୟୁ କେନ୍ଦ୍ର ।

ୟୁନେସ୍କୋ ଅକ୍ଷୟ ଐତିହ୍ୟ ତାଲିକାରେ ଗର୍‌ବା ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

December 06th, 08:27 pm

ଗୁଜରାଟର ଗର୍‌ବା ୟୁନେସ୍କୋ ଅକ୍ଷୟ ଐତିହ୍ୟ ତାଲିକାରେ ସାମିଲ ହେବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଲେଖିଥିବା ଏକ ଗରବା ଗୀତ ସେୟାର କଲେ

October 15th, 11:19 am

ନବରାତ୍ରୀ ଆରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ସପ୍ତାହରେ ଲେଖିଥିôା ଏକ ଗରବା ଗୀତ ଆଜି ସେୟାର କରିଛନ୍ତି ।