ଉତ୍ତରପ୍ରଦେଶର ବାରଣାସୀସ୍ଥିତ ଦଶାଶ୍ୱମେଧ ଘାଟରେ ଗଙ୍ଗା ପୂଜନ କଲେ ପ୍ରଧାନମନ୍ତ୍ରୀ

June 18th, 09:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ସ୍ଥିତ ଦଶାଶ୍ୱମେଧ ଘାଟରେ ଗଙ୍ଗା ପୂଜନ କରିଛନ୍ତି । ସେ ଗଙ୍ଗା ଆରତୀ ମଧ୍ୟ ଦେଖିଥିଲେ ।

ବାରଣାସୀରେ ଭୋଟରଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

May 30th, 02:32 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତା ଜରିଆରେ ନିଜ ସଂସଦୀୟ କ୍ଷେତ୍ର ବାରାଣସୀର ଭୋଟରଙ୍କ ସହ ଯୋଗାଯୋଗ କରିଛନ୍ତି। ବାବା ବିଶ୍ୱନାଥଙ୍କ ଅସୀମ କୃପା ଓ କାଶୀବାସୀଙ୍କ ଆଶୀର୍ବାଦ ଯୋଗୁଁ ହିଁ ଏହି ସହରର ପ୍ରତିନିଧିତ୍ୱ ସମ୍ଭବ ହୋଇପାରିଛି ବୋଲି ସେ ପ୍ରକାଶ କରିଛନ୍ତି। ଏହି ନିର୍ବାଚନକୁ ଏକ ନୂତନ କାଶୀ ସହିତ ଏକ ନୂତନ ଏବଂ ବିକଶିତ ଭାରତ ଗଠନର ଏକ ସୁଯୋଗ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କାଶୀବାସିନ୍ଦା, ବିଶେଷକରି ଯୁବକ, ମହିଳା ଏବଂ କୃଷକମାନଙ୍କୁ ଜୁନ୍ ୧ ତାରିଖରେ ରେକର୍ଡ ସଂଖ୍ୟକ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିଲେ ।

ଶ୍ରୀଲ ପ୍ରଭୁପାଦଙ୍କ ୧୫୦ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 08th, 01:00 pm

ଏହି ପବିତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ପୂଜା ସନ୍ଥଗଣ, ସାଧୁ, ଆଚାର୍ଯ୍ୟ ଗୌଡିୟ ମିଶନର ଶ୍ରଦ୍ଧେୟ ଭକ୍ତି ସୁନ୍ଦର ସନ୍ୟାସୀ ଜୀ, କ୍ୟାବିନେଟରେ ମୋର ସହଯୋଗୀ ଅର୍ଜୁନ ରାମ ମେଘୱାଲ ଜୀ, ମୀନାକ୍ଷୀ ଲେଖୀ ଜୀ, ଦେଶ ଓ ବିଶ୍ୱ ସହ ଜଡିତ ସମସ୍ତ କୃଷ୍ଣ ଭକ୍ତ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ଭଦ୍ରବ୍ୟକ୍ତି ଗଣ,

ଶ୍ରୀଲ ପ୍ରଭୁପାଦଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 08th, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ ଠାରେ ଶ୍ରୀଲ ପ୍ରଭୁପାଦଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସମ୍ମାନରେ ଏକ ସ୍ମାରକୀ ଟିକଟ ଓ ମୁଦ୍ରା ଉନ୍ମୋଚନ କରିଥିଲେ । ଗୌଡୀୟ ମିଶନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦ ବୈଷ୍ଣବ ଧର୍ମର ମୌଳିକ ସିଦ୍ଧାନ୍ତ ଗୁଡିକୁ ସଂରକ୍ଷିତ କରିବା ଓ ପ୍ରସାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ବାରାଣସୀରେ ବିିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

December 18th, 02:16 pm

ମୋ କାଶୀର ଲୋକମାନଙ୍କ ଏହି ଉତ୍ସାହ ଥଣ୍ଡା ପରିବେଶରେ ମଧ୍ୟ ଉତାପ ଭରି ଦେଇଛି । ବାରଣାସୀରେ କ’ଣ କୁହାଯାଏ .. ଜିୟା ରଜା ବନାରସ !!! ହଁ, ପ୍ରଥମେ କାଶୀର ଲୋକମାନଙ୍କ ପାଖରେ ମୋର ଗୋଟିଏ ଅଭିଯୋଗ ରହିଛି । ଚଳିତ ଥର ଦେବ ଦୀପାବଳୀରେ ମୁଁ ଏଠାରେ ନଥିଲି ଏବଂ ଏଥର ଦେବ ଦୀପାବଳୀରେ କାଶୀର ଲୋକମାନେ ଏକ ସଙ୍ଗେ ମିଶି ରେକର୍ଡ ଭାଙ୍ଗି ଦେଲେ ।

ଉତ୍ତର ପ୍ରଦେଶର ବାରଣାସୀରେ ପ୍ରଧାନମନ୍ତ୍ରୀ ୧୯,୧୫୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି

December 18th, 02:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରଣାସୀ ଠାରେ ୧୯,୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ଉତ୍ତରପ୍ରଦେଶର ବାରଣାସୀରେ ସ୍ୱରଭେଦ ମନ୍ଦିର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 18th, 12:00 pm

ଉତ୍ତର ପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ମହେନ୍ଦ୍ର ନାଥ ପାଣ୍ଡେଜୀ, ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ଅନୀଲ ଜୀ, ସଦଗୁରୁ ଆଚାର୍ଯ୍ୟ ପୂଜ୍ୟ ଶ୍ରୀ ସ୍ୱାଧୀନ ଦେବ ଜୀ ମହାରାଜ, ପୂଜ୍ୟ ଶ୍ରୀ ବିଜ୍ଞାନ ଦେବ ଜୀ ମହାରାଜ, ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି, ଦେଶବ୍ୟାପୀ ଏକାଠି ହୋଇଥିବା ସମସ୍ତ ଭକ୍ତଗଣ ଏବଂ ମୋ ପରିବାର ସଦସ୍ୟମାନେ!

ଉତ୍ତର ପ୍ରଦେଶର ବାରାଣାସୀରେ ସ୍ୱରଭେଦ ମହାମନ୍ଦିର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

December 18th, 11:30 am

ଉତ୍ତର ପ୍ରଦେଶର ବାରାଣାସୀର ଉମରାହ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୮-୧୨-୨୦୨୩) ସ୍ୱରଭେଦ ମହାମନ୍ଦିରର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ମହର୍ଷି ସଦାଫଲ ଦେବଜୀ ମହାରାଜଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମନ୍ଦିର ପରିସର ଚତୁଃପାଶ୍ୱର୍ ବୁଲି ଦେଖିଥିଲେ ।

ଉତ୍ତର ପ୍ରଦେଶର ବାରଣାସୀରେ ଦେବ ଦୀପାବଳି ମହୋତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

November 30th, 06:12 pm

ସମସ୍ତ କାଶୀବାସୀଙ୍କୁ ଓ ଦେଶବାସୀଙ୍କୁ କାର୍ତ୍ତିକ ପୂର୍ଣ୍ଣିମା, ଦେବ ଦୀପାବଳିର ହାର୍ଦ୍ଦିକ ଶୁଭକାମନା । ସମସ୍ତଙ୍କୁ ଗୁରୁନାନକ ଦେବଜୀଙ୍କ ପ୍ରକାଶ ପର୍ବର ମଧ୍ୟ ବହୁତ–ବହୁତ ଶୁଭେଚ୍ଛା ।

ବାରାଣସୀ ଦେବ ଦୀପାବଳି ମହୋତ୍ସବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

November 30th, 06:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (30.11.2020) ବାରାଣସୀଠାରେ ଦେବ ଦୀପାବଳି ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କାଶୀ ନିମନ୍ତେ ଏହା ଏକ ସ୍ଵତନ୍ତ୍ର ଘଟଣା କାରଣ 100 ବର୍ଷ ପୂର୍ବରୁ କାଶୀରୁ ଚୋରୀ ହୋଇଥିବା ମାତା ଅର୍ଣ୍ଣପୂର୍ଣ୍ଣାଙ୍କ ବିଗ୍ରହ ପୁଣି ଆମ ଦେଶକୁ ଫେରୁଛି । କାଶୀ ନିମନ୍ତେ ଏହା ଏକ ସୌଭାଗ୍ୟର ବିଷୟ । ଦେବାଦେବୀଙ୍କ ପ୍ରାଚୀନ ବିଗ୍ରହମାନ ଆମର ବିଶ୍ଵାସ ଓ ବହୁମୂଲ୍ୟ ଐତିହ୍ୟର ପ୍ରତୀକ ବୋଲି ଶ୍ରୀ ମୋଦୀ କହିଛନ୍ତି ।

PM Modi lays foundation stone and inaugurates multiple development projects in Varanasi

November 09th, 10:28 am

Prime Minister Narendra Modi inaugurated and laid the foundation stone of various development projects in Uttar Pradesh’s Varanasi via video conferencing, including those related to agriculture, tourism and infrastructure. PM Modi also laid stress on 'vocal for local' during the festive season and said that it would strengthen the local economy.

ବାରାଣସୀଠାରେ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

November 09th, 10:28 am

ଏବେ ଆପଣମାନଙ୍କ ସହିତ ସମସ୍ତ ସାଥୀମାନଙ୍କ ସହିତ କଥା ହେବାର ସୁଯୋଗ ମୋତେ ମିଳିଲା, ମୋତେ ଟିକେ ଭଲ ଲାଗିଲା ଏବଂ ସହରର ବିକାଶର ଯେଉଁ କାର୍ଯ୍ୟ ହେଉଛି, ଯେଉଁ ନିଷ୍ପତ୍ତି ସରକାର ନେଇଛନ୍ତି, ତାହାର ଲାଭ ବନାରସର ଲୋକମାନଙ୍କୁ ମଧ୍ୟ ହେଉଛି । ଆଉ ଏହି ସବୁକିଛି ହେଉଛି, କାହିଁକି ନା ଏହାର ପଛରେ ବାବା ବିଶ୍ୱନାଥଙ୍କର ହିଁ ଆଶୀର୍ବାଦ ରହିଛି ଆଉ ତେଣୁକରି ଯେତେବେଳେ ଆଜି ମୁଁ ହୁଏତ ଭର୍ଚୁଆଲ ଭାବରେ ଆସିଛି, କିନ୍ତୁ ଆମର କାଶୀର ଯେଉଁ ପରମ୍ପରା ଅଛି ସେହି ପରମ୍ପରାକୁ ପାଳନ ନ କରି ଆମେ ଆଗକୁ ଯାଇ ପାରିବା ନାହିଁ । ତେଣୁକରି ଏବେ ଯେଉଁମାନେ ମୋ ସହିତ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଛନ୍ତି, ଆମେ ସମସ୍ତେ ଏକା ସହିତ କହିବା – ହର ହର ମହାଦେବ!

ଜଙ୍ଗଲ ରାଜ ପାଇଁ କୌଣସି ପ୍ରବେଶ ପଥ ନାହିଁ ବୋଲି ବିହାରର ଲୋକମାନେ ନିଷ୍ପତ୍ତି ନେଇଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ

November 01st, 04:01 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ବାଗାହରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ଟ୍ରେଣ୍ଡ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ବିହାରର ଲୋକମାନେ ରାଜ୍ୟରେ ଜଙ୍ଗଲ ରାଜ ପାଇଁ କୌଣସି ପ୍ରବେଶ ବୋର୍ଡ ଲଗାଇ ନାହାଁନ୍ତି। ସେ କହିଛନ୍ତି ଯେ ଚାଲିଥିବା ନିର୍ବାଚନରେ ​​ଲୋକମାନେ ନୀତୀଶଙ୍କ ନେତୃତ୍ୱରେ ଏକ ସ୍ଥିର ଏନଡିଏ ସରକାର ବାଛିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ବିହାରର ଛପ୍ରା, ସମସ୍ତିପୁର, ମୋତିହାରୀ ଏବଂ ବାଗାହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନ ପ୍ରଚାର

November 01st, 03:54 pm

ନିର୍ବାଚନ ପ୍ରଚାର ଜାରି ରଖି ପ୍ରଧାନମନ୍ତ୍ରୀ ମୋଦୀ ଆଜି ଛପ୍ରା, ସମସ୍ତିପୁର, ମୋତିହାରୀ ଏବଂ ବାଗାହରେ ଜନସଭାକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, “ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଏହା ସ୍ପଷ୍ଟ ହୋଇଛି ଯେ ନୀତୀଶ ବାବୁ ବିହାରରେ ପରବର୍ତ୍ତୀ ସରକାରର ନେତୃତ୍ୱ ନେବେ। ବିରୋଧୀ ଦଳ ସମ୍ପୂର୍ଣ୍ଣ ଭାବେ ବିଚଳିତ , କିନ୍ତୁ ମୁଁ ସେମାନଙ୍କୁ ବିହାରର ଲୋକମାନଙ୍କ ଉପରେ ସେମାନଙ୍କର ନିରାଶା ପ୍ରକାଶ ନ କରିବାକୁ କହିବି । ”

ଜଙ୍ଗଲ ରାଜ ସୁନିଶ୍ଚିତ କରିଛନ୍ତି ଯେ ବିହାରର ହଲମାର୍କ ଥିବା ସମସ୍ତ ଶିଳ୍ପ ଏବଂ ଚିନି ମିଲ୍ ବନ୍ଦ ହୋଇଛି: ପ୍ରଧାନମନ୍ତ୍ରୀ

November 01st, 02:55 pm

ମୋତିହାରୀରେ ହୋଇଥିବା ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ଚେତାବନୀ ଦେଇଛନ୍ତି ଯେ କଂଗ୍ରେସ-ଆରଜେଡି ମିଳିତ ମଞ୍ଚ କ୍ଷମତାକୁ ଆସିଲେ ଜଙ୍ଗଲ ରାଜ ଫେରି ଆସିବ। ସେ କହିଛନ୍ତି ଯେ ଜଙ୍ଗଲ ରାଜ ନିଶ୍ଚିତ କରିଛନ୍ତି ଯେ ବିହାରର ହଲମାର୍କ ଥିବା ସମସ୍ତ ଶିଳ୍ପ ଏବଂ ଚିନି ମିଲ୍ ବନ୍ଦ ହୋଇଯାଇଛି।

ବିହାରରେ ଏନଡିଏ “ଡବଲ୍-ଡବଲ୍ ଯୁବରାଜ” କୁ ପରାସ୍ତ କରିବ: ପ୍ରଧାନମନ୍ତ୍ରୀ ମୋଦୀ

November 01st, 10:50 am

ଛପ୍ରାଠାରେ ହୋଇଥିବା ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ମହାମେଣ୍ଟକୁ ଇଙ୍ଗିତ କରି ଲୋକମାନଙ୍କୁ ଉତ୍ତମ ଭବିଷ୍ୟତ ପାଇଁ “ସ୍ୱାର୍ଥପର” ବାହିନୀକୁ ଦୂରେଇ ରଖିବାକୁ ଅନୁରୋଧ କରିଛନ୍ତି । ଆତ୍ମବିଶ୍ୱାସର ସହ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ରାଜ୍ୟ ବିଧାନସଭା ନିର୍ବାଚନରେ ​​ପ୍ରଥମ ପର୍ଯ୍ୟାୟ ମତଦାନ ସୂଚାଇ ଦେଇଛି ଯେ ବିହାରରେ ଏନଡିଏ କ୍ଷମତାକୁ ଆସୁଛି।

To save Bihar and make it a better state, vote for NDA: PM Modi in Patna

October 28th, 11:03 am

Amidst the ongoing election campaign in Bihar, PM Modi’s rally spree continued as he addressed public meeting in Patna today. Speaking at a huge rally, PM Modi said that people of Bihar were in favour of the BJP and the state had made a lot of progress under the leadership of Chief Minister Nitish Kumar. “Aatmanirbhar Bihar is the next vision in development of Bihar,” the PM remarked.

Bihar will face double whammy if proponents of 'jungle raj' return to power during pandemic: PM Modi in Muzzafarpur

October 28th, 11:02 am

Amidst the ongoing election campaign in Bihar, PM Modi’s rally spree continued as he addressed public meeting in Muzaffarpur today. Speaking at a huge rally, PM Modi said that people of Bihar were in favour of the BJP and the state had made a lot of progress under the leadership of Chief Minister Nitish Kumar. “Aatmanirbhar Bihar is the next vision in development of Bihar,” the PM remarked.

PM Modi addresses public meetings in Darbhanga, Muzaffarpur and Patna

October 28th, 11:00 am

Amidst the ongoing election campaign in Bihar, PM Modi’s rally spree continued as he addressed public meetings in Darbhanga, Muzaffarpur and Patna today. Speaking at a huge rally, PM Modi said that people of Bihar were in favour of the BJP and the state had made a lot of progress under the leadership of Chief Minister Nitish Kumar. “Aatmanirbhar Bihar is the next vision in development of Bihar,” the PM remarked.

ଉତ୍ତରାଖଣ୍ଡରେ ନମାମୀ ଗଙ୍ଗେ କାର୍ଯ୍ୟକ୍ରମ ଅଧୀନରେ ଛଅଟି ମେଗା ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 29th, 11:11 am

ସାଥୀଗଣ, ଏବେ କିଛି ସମୟ ପୂର୍ବରୁ ଜଳ ଜୀବନ ମିଶନର ଏକ ସୁନ୍ଦର ଲୋଗୋ ଏବଂ ମାର୍ଗ ଦର୍ଶିକାର ଉନ୍ମୋଚନ କରାଯାଇଛି । ଜଳ ଜୀବନ ମିଶନ- ଭାରତର ଗ୍ରାମମାନଙ୍କରେ, ପ୍ରତ୍ୟେକ ଘର ପର୍ଯ୍ୟନ୍ତ ବିଶୁଦ୍ଧ ଜଳ, ପାଇପ ଯୋଗେ ପହଞ୍ଚାଇବା ସକାଶେ ବହୁତ ବଡ଼ ଅଭିଯାନ ଆରମ୍ଭ କରାଯାଇଛି । ଏହି ମିଶନର ଲୋଗୋ, ନିରନନ୍ତର ଏହି କଥାର ପ୍ରେରଣା ଦେବ ଯେ ପାଣିର ଗୋଟିଏ ଗୋଟିଏ ବୁନ୍ଦା ସଞ୍ଚୟ କରିବା ଏକାନ୍ତ ଜରୁରି । ଏହା ହେଉଛି ସେହି ମାର୍ଗଦର୍ଶିକା । ଗାଁର ଲୋକମାନଙ୍କୁ, ଗ୍ରାମ ପଞ୍ଚାୟତ ମାନଙ୍କ ସକାଶେ ଏହା ସେତିକି ଜରୁରି ଯେତିକି ସରକାରୀ କଳ ପାଇଁ ଅତ୍ୟାବଶ୍ୟକ ।