ଦିନଣ୍ଡିଗୁଲ ଗାନ୍ଧିଗ୍ରାମ ଗ୍ରାମୀଣ ପ୍ରତିଷ୍ଠାନ 36ତମ ସମାବର୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 11th, 04:20 pm

ଏହି ସମାବର୍ତନ ସମାରୋହକୁ ଆସିବା ମୋ ପାଇଁ ଏକ ପ୍ରେରଣାଦାୟୀ ଅନୁଭୂତି । ଗାନ୍ଧିଗ୍ରାମ ସ୍ୱୟଂ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସ୍ଥିର ଗ୍ରାମୀଣ ଜୀବନ, ସରଳ କିନ୍ତୁ ବୌଦ୍ଧିକ ପରିବେଶ, ଗ୍ରାମୀଣ ବିକାଶ ନେଇ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରାର ଆତ୍ମାକୁ ଯେ କେହି ଏଠାରେ ଦେଖି ପାରିବ । ମୋର ଯୁବ ବନ୍ଧୁଗଣ, ଆପଣମାନେ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ସ୍ନାତକ ଡିଗ୍ରୀ ଲାଭ କରୁଛନ୍ତି । ଯେତେବେଳେ ଗାନ୍ଧୀବାଦର ମୂଳ୍ୟବୋଧ ବେଶ ପ୍ରାସଙ୍ଗିକ ହୋଇପଡିଛି । କେଉଁଠାରେ ବିବାଦର ଅନ୍ତ ହେଉ ଅବା ଜଳବାୟୁ ସଂକଟ ହେଉ, ଗାନ୍ଧିଜୀଙ୍କ ଚିନ୍ତାଧାରାରେ ସମସ୍ତ ଜ୍ୱଳନ୍ତ ପ୍ରସଙ୍ଗର ଉତର ରହିଛି । ଗାନ୍ଧିଜୀଙ୍କ ଜୀବନ ଶୈଳୀର ଛାତ୍ର ଭାବେ, ଏକ ବଡ଼ ପ୍ରଭାବ ସୃଷ୍ଟି କରିବା ପାଇଁ ଆପଣମାନଙ୍କ ପାଖରେ ଏକ ବଡ଼ ସୁଯୋଗ ମଧ୍ୟ ରହିଛି ।

PM attends 36th Convocation Ceremony of Gandhigram Rural Institute at Dindigul, Tamil Nadu

November 11th, 04:16 pm

PM Modi attended the 36th Convocation Ceremony of Gandhigram Rural Institute at Dindigul in Tamil Nadu. The Prime Minister mentioned that Mahatma Gandhi’s ideals have become extremely relevant in today’s day and age, be it ending conflicts or climate crises, and his ideas have answers to many challenges that the world faces today.