Seventh meeting of Governing Council of NITI Aayog concludes

August 07th, 05:06 pm

The Prime Minister, Shri Narendra Modi, today heralded the collective efforts of all the States in the spirit of cooperative federalism as the force that helped India emerge from the Covid pandemic.

ଜି-20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 22nd, 06:24 pm

ଆଜି ଆମେ ଆମ ନାଗରିକ ଓ ଅର୍ଥନିତୀକୁ ବୈଶ୍ଵିକ ମହାମାରୀରୁ ରକ୍ଷା କରିବା ଉପରେ ଗୁରୁତ୍ଵାରୋପ କରୁଛେ । ଜଳବାୟୁ ପରିବର୍ତ୍ତନ ନେଇ ଧ୍ୟାନଦେବା ମଧ୍ୟ ସମପରିମାଣରେ ଗୁରୁତ୍ୱପୂର୍ଣ୍ଣ । ଜଳବାୟୁ ପରିବର୍ତ୍ତନ ନେଇ ଏକାକୀ ନୁହେଁ ବରଂ ସାମଗ୍ରିକ ଦୃଷ୍ଟିକୋଣ ଆବଶ୍ୟକ । ପରିବେଶ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ନେଇ ଆମର ପାରମ୍ପରିକ ବିଚାରଧାରାର ଅନୁସରଣ ତଥା ମୋ ସରକାରର ଅଙ୍ଗୀକାରବଦ୍ଧତାକୁ ପାଥେୟ କରି ଭାରତ ବର୍ଷ ଅଙ୍ଗାରକାମ୍ଳ ହ୍ରାସ ଓ ପରିବେଶକୁ ସୁହାଇବା ଭଳି ବିକାଶମୁଖୀ ପଦକ୍ଷେପମାନ ନେଇଛି ।

ଜି20 ନେତାଙ୍କ 15ତମ ଶିଖର ସମ୍ମିଳନୀ

November 22nd, 06:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 21-22 ନଭେମ୍ବର, 2020ରେ ସାଉଦୀ ଆରବ ପକ୍ଷରୁ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ପଞ୍ଚଦଶ ଜି-20 ଶିଖର ସମ୍ମିଳନୀ ଅଂଶଗ୍ରହଣ କରିଥିଲେ। ଜି-20 ଶିଖର ସମ୍ମିଳନୀ ଦ୍ୱିତୀୟ ଦିନର ଏଜେଣ୍ଡା ଏକ ସମାବେଶୀ, ସ୍ଥାୟୀ ଓ ଉନ୍ନତ ଭବିଷ୍ୟତ ନିର୍ମାଣ ଏବଂ ପୃଥିବୀକୁ ସୁରକ୍ଷିତ ରଖିବାକୁ ନେଇ ଏକ ସାଇଡ ଇଭେଣ୍ଟ ଉପରେ କେନ୍ଦ୍ରିତ ଥିଲା।