Today India is working in every sector, in every area with unprecedented speed: PM at NDTV World Summit

October 21st, 10:25 am

Prime Minister Narendra Modi addressed the NDTV World Summit 2024. “Today, India is working in every sector and area with unprecedented speed”, the Prime Minister said. Noting the completion of 125 days of the third term of the government, PM Modi threw light on the work done in the country.

ନୂଆଦିଲ୍ଲୀରେ ଏନଡିଟିଭି ବିଶ୍ୱ ଶିଖର ସମ୍ମିଳନୀ ୨୦୨୪କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 21st, 10:16 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଏନଡିଟିଭି ବିଶ୍ୱ ସମ୍ମିଳନୀ ୨୦୨୪ କୁ ସମ୍ବୋଧିତ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିବା ସହ ଏହି ସମ୍ମିଳନୀରେ ବହୁ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି କହିଥିଲେ। ବିଭିନ୍ନ କ୍ଷେତ୍ରରୁ ବିଶ୍ୱସ୍ତରୀୟ ନେତାଙ୍କ ଉପସ୍ଥିତିକୁ ମଧ୍ୟ ସେ ସ୍ୱୀକାର କରିଥିଲେ, ଯେଉଁମାନେ ସେମାନଙ୍କର ମତ ରଖିବେ।

ଡେରାଡୁନରୁ ଦିଲ୍ଲୀ ବଂଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

May 25th, 11:30 am

ଦିଲ୍ଲୀରୁ ଡେରାଡୁନ ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନ ଦ୍ରୁତ ଗତିରେ ଦେଶର ରାଜଧାନୀକୁ ଦେବଭୂମି ସହିତ ଯୋଡ଼ିବ, ବର୍ତ୍ତମାନ ଏହି ବଂଦେ ଭାରତ ଟ୍ରେନ ଦ୍ୱାରା ଦିଲ୍ଲୀ-ଡେରାଡୁନ ମଧ୍ୟରେ ଯାତ୍ରାର ସମୟ ମଧ୍ୟ କମ୍ ହୋଇଯିବ। ଏହି ଟ୍ରେନର ବେଗ ତା’ନିଜ ସ୍ଥାନରେ ରହିଛି, କିନ୍ତୁ ସୁବିଧାଗୁଡ଼ିକ ମଧ୍ୟ ଯାତ୍ରା ସମୟରେ ସୁଖଦ ଆଣିଦେବ ।

ଡେରାଡୁନରୁ ଦିଲ୍ଲୀ ବନ୍ଦେ ଭାରତ ଟ୍ରେନ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

May 25th, 11:00 am

ପ୍ରଧାନମନ୍ତ୍ରୀ ଆଜି (୨୫-୦୫-୨୦୨୩) ଡେରାଡୁନରୁ ଦିଲ୍ଲୀ ପର୍ଯ୍ୟନ୍ତ ବଂଦେ ଭାରତ ଏକ୍ସପ୍ରେସକୁ ଆଭାସୀ ମାଧ୍ୟମରେ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରାଇଛନ୍ତି । ସେ ମଧ୍ୟ ନୂତନ ଭାବେ ବିଦୁତକରଣ ହୋଇଥିବା ରେଳପଥର ଉଦଘାଟନ କରିବା ସହ ଉତ୍ତରାଖଣ୍ଡକୁ ଶତପ୍ରତିଶତ ରେଳ ବିଦୁତକରଣ ରାଜ୍ୟ ଘୋଷଣା କରିଛନ୍ତି ।

ଜି-7 ଶିଖର ସମ୍ମିଳନୀର 9ମ କାର୍ଯ୍ୟକାରୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ବକ୍ତବ୍ୟ

May 21st, 10:20 am

ଆଜି ଆମେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଶୁଣିଲେ । କାଲି ମୋର ତାଙ୍କ ସହିତ ମଧ୍ୟ ସାକ୍ଷାତ ହୋଇଥିଲା । ମୁଁ ବର୍ତମାନର ପରିସ୍ଥିତିକୁ ରାଜନୀତି ଅବା ଅର୍ଥ ବ୍ୟବସ୍ଥାର ପ୍ରସଙ୍ଗ ବୋଲି ଭାବୁ ନାହିଁ । ମୋ ମତରେ ଏହା ହେଉଛି ମାନବତାର ପ୍ରସଙ୍ଗ, ହେଉଛି ମାନବୀୟ ମୂଲ୍ୟବୋଧର ପ୍ରସଙ୍ଗ । ଆମେ ଆରମ୍ଭରୁ କହିଛୁ ଯେ, ଆଲୋଚନା ଏବଂ କୂଟନୀତି ହେଉଛି ଏକମାତ୍ର ପଥ । ଆଉ ଏହି ପରିସ୍ଥିତିର ସମାଧାନ ପାଇଁ, ଭାରତ ଦ୍ୱାରା ଯାହା କିଛି ମଧ୍ୟ ହୋଇପାରିବ, ଆମେ ଯଥାସମ୍ଭବ ପ୍ରୟାସ କରିବୁ ।

ବିଗତ ବର୍ଷଗୁଡିକରେ ନିଜ ବିଦେଶ ଯାତ୍ରା ବେଳେ ମହାତ୍ମା ଗାନ୍ଧିଙ୍କୁ ଦେଇଥିବା ଶ୍ରଦ୍ଧାଞ୍ଜଳି ସମ୍ପର୍କରେ ଏକ ଶୃଙ୍ଖଳ ଶେୟାର କଲେ ପ୍ରଧାନମନ୍ତ୍ରୀ

May 20th, 12:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିଗତ ବର୍ଷଗୁଡିକରେ ନିଜ ବିଦେଶ ଗସ୍ତ ବେଳେ ମହାତ୍ମା ଗାନ୍ଧିଙ୍କୁ ଦେଇଥିବା ଶ୍ରଦ୍ଧାଞ୍ଜଳି ସମ୍ପର୍କରେ ଶ୍ରୀ ରାଧାମୋହନ ସିଂହଙ୍କ ଦ୍ୱାରା କରାଯାଇଥିବା ଏକ ଶୃଙ୍ଖଳ ଶେୟାର କରିଛନ୍ତି ।

ଜାପାନର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

May 20th, 12:06 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି – ୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ହିରୋସୀମା ଗସ୍ତରେ ଅଛନ୍ତି । ଏହି ଅବସରରେ ସେ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ଜାପାନର ବିଶିଷ୍ଟ ବ୍ୟକ୍ତି ଡକ୍ଟର ତୋମିଓ ମିଜୋକାମି ଏବଂ ସୁଶ୍ରୀ ହିରୋକୋ ତାକାୟାମାଙ୍କୁ ଭେଟିଥିଲେ ।

କୋରିଆ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

May 20th, 12:06 pm

ଉଭୟ ନେତା ଭାରତ- କୋରିଆ ଗଣରାଜ୍ୟର ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀର ପ୍ରଗତି ସମୀକ୍ଷା କରିବା ସହ ବିଶେଷ କରି ବାଣିଜ୍ୟ ଓ ନିବେଶ, ଉଚ୍ଚ ପ୍ରଯୁକ୍ତି, ଆଇଟି ହାର୍ଡୱେର ଉତ୍ପାଦନ, ପ୍ରତିରକ୍ଷା, ସେମିକଣ୍ଡକ୍ଟର୍ସ ଓ ସଂସ୍କୃତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ମଜବୁତ କରିବାର ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।

ଜି -୭ ଶିଖର ସମ୍ମିଳନୀ ଅବସରରେ ୟୁରୋପୀୟ ଆୟୋଗର ସଭାପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

June 28th, 08:07 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ଜୁନ୍‍ ୨୦୨୨ ରେ ଜମାନୀର ସ୍ଲୋସ୍‍ ଏଲାମୁ ଠାରେ ଜି-୭ ସମ୍ମିଳନୀ ଅବସରରେ ୟୁରୋପୀୟ ଆୟୋଗର ସଭାପତି ମାନ୍ୟବର ସୁଶ୍ରୀ ଉର୍ସୁଲା ଭନ୍ ଡେର୍ ଲିଏନଙ୍କୁ ଭେଟିଛନ୍ତି ।

ଜି୭ ଶିଖର ସମ୍ମିଳନୀ ଅବସରରେ କାନାଡାର ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ

June 28th, 07:59 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ଜୁନ୍‍ ୨୦୨୨ ରେ ଜମାନୀର ସ୍ଲୋସ୍‍ ଏଲାମୁ ଠାରେ ଜି-୭ ସମ୍ମିଳନୀ ଅବସରରେ କାନାଡାର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ଜଷ୍ଟିନ ଟ୍ରୁଡେୟୁଙ୍କ ସହ ବୈଠକ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଜର୍ମାନୀର ମ୍ୟୁନିକରେ ପହଞ୍ଚିଛନ୍ତି

June 26th, 09:00 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ସମୟ ପୂର୍ବରୁ ମ୍ୟୁନିକରେ ପହଞ୍ଚିଛନ୍ତି । ସେ ଜି-7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଆଜି ସନ୍ଧ୍ୟାରେ ସେ ମ୍ୟୁନିକ୍ ରେ ଏକ ସମ୍ପ୍ରଦାୟ କାର୍ଯ୍ୟକ୍ରମକୁ ମଧ୍ୟ ସମ୍ବୋଧିତ କରିବେ ।

ଜୁନ ୨୬-୨୮, ୨୦୨୨ରେ ପ୍ରଧାନମନ୍ତ୍ରୀଙ୍କ ଜର୍ମାନୀ ଓ ୟୁଏଇ ଗସ୍ତ ଅବ୍ୟବହିତ ପୂର୍ବରୁ ବିବୃତ୍ତି

June 25th, 03:51 pm

ଜର୍ମାନ ଚାନସେଲର ମହାମହିମ ଓଲାଫ ସୋଜଙ୍କ ଆମନ୍ତ୍ରଣ କ୍ରମେ ଜି୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ମୁଁ ଜର୍ମାନୀର ସୋଲସ ଏଲାମୁ ଗସ୍ତରେ ଯାଉଛି । ଗତ ମାସର ଭାରତ-ଜର୍ମାନୀ ଆନ୍ତଃ ସରକାରୀ ଫଳପ୍ରଦ ବିଚାରବିମର୍ଶ ପରେ ଚାନସେଲର ସୋଜଙ୍କୁ ପୁଣି ଦେଖାକରିବା ଏକ ନିଶ୍ଚିତ ଭାବେ ସୁଖଦ ଅବସର ।

ପ୍ରଥମ ଜି-7 ଆଉଟରିଚ୍ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

June 12th, 11:01 pm

ଏ ସମ୍ପର୍କରେ ବିଶ୍ୱବାଣିଜ୍ୟ ସଂଗଠନ ନିକଟରେ କୋଭିଡ ସମ୍ପର୍କୀତ ବୈଷୟିକ କୌଶଳ ପ୍ରସ୍ତାବକୁ ସମର୍ଥନ କରିବା ପାଇଁ ଗ୍ରୁପ-୭ ରାଷ୍ଟ୍ର ସମୂହର ସହଯୋଗ ଲୋଡିଥିଲେ । ଏହି ପ୍ରସ୍ତାବ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମିଳିତଭାବେ ଦେଇଥିଲେ ।

୪୭ତମ ଜି-୭ ଶିଖର ସମ୍ମିଳନୀରେ ଭାଗନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

June 10th, 06:42 pm

ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ବୋରିସ୍‍ ଜନସନଙ୍କ ଆମନ୍ତ୍ରଣକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍‍ ୧୨ ଓ ୧୩ ତାରିଖ ଦିନ ୪୭ତମ ଜି-୭ ଶିଖର ସମ୍ମିଳନୀର ଆଉଟରିଚ୍‍ ଅଧିବେଶନରେ ଭର୍ଚୁଆଲ୍‍ ମୋଡ଼ରେ ଅଂଶଗ୍ରହଣ କରିବେ । ବ୍ରିଟେନ୍‍ ଏବେ ଜି-୭ ସଂଗଠନର ଅଧ୍ୟକ୍ଷ ଅଛି ଏବଂ ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ଶ୍ରୀ ଜନସନ୍‍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ସମେତ ଅଷ୍ଟ୍ରେଲିଆ, କୋରିଆ ଗଣତନ୍ତ୍ର ଏବଂ ଦକ୍ଷିଣ ଆଫ୍ରିକାକୁ ଏହି ସମ୍ମିଳନୀରେ ଅତିଥି ରାଷ୍ଟ୍ର ରୂପେ ଭାଗ ନେବାକୁ ଆମନ୍ତ୍ରଣ ଜଣାଇଛନ୍ତି । ଏହି ବୈଠକ ହାଇବ୍ରିଡ଼୍‍ ମୋଡ଼ରେ ଅନୁଷ୍ଠିତ ହେବ ।

ଭାରତ-ବ୍ରିଟେନ ଭର୍ଚୁଆଲ ଶିଖର ସମ୍ମିଳନୀ

May 04th, 06:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ମାନନୀୟ ବୋରିସ ଜନସନଙ୍କ ମଧ୍ୟରେ ଆଜି ଏକ ଭର୍ଚୁଆଲ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

UK Foreign Secretary Mr Dominic Raab calls on PM

December 16th, 11:57 am

UK Foreign Secretary Mr Dominic Raab called on the Prime Minister Shri Narendra Modi. The discussions covered various facets of the strategic partnership between the two countries.

Telephone conversation between PM and President of USA

June 02nd, 09:29 pm

PM Narendra Modi had a telephone conversation with the US President Donald Trump. Their discussion revolved around G-7, COVID-19 situation in the two countries, the situation on the India-China border and the need for reforms in the World Health Organisation.

H.E. Mr. Emmanuel Bonne, Foreign Policy Adviser to the President of France calls PM Modi

August 29th, 09:13 pm

H.E. Mr. Emmanuel Bonne, Foreign Policy Adviser to the President of France called on Prime Minister Shri Narendra Modi today.

"ବିରିଟିଜ୍‌ରେ ଜି-7 ଶିଖର ସମ୍ମେଳନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ "

August 25th, 10:59 pm

ପ୍ରଧାନମନ୍ତ୍ରୀ ମୋଦୀ ବିରିଟିଜ୍‌ରେ ଜି-7 ଶିଖର ସମ୍ମେଳନ ଅବସରରେ ବିଶ୍ୱ ନେତାମାନଙ୍କ ସହିତ ବୈଠକ କରିଛନ୍ତି I

" ପ୍ରଧାନମନ୍ତ୍ରୀ ମୋଦୀ ଜି-7 ଶିଖର ସମ୍ମେଳନରେ ଯୋଗଦେବା ପାଇଁ ବିରିଟିଜ୍‌ରେ ପହଂଚିଛନ୍ତି "

August 25th, 08:58 pm

ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସର ବିରିଟିଜ୍‌ରେ ପହଂଚିଛନ୍ତି ,ସେଠାରେ ପ୍ରଧାନମନ୍ତ୍ରୀ ଜି-7 ଶିଖର ସମ୍ମେଳନରେ ଯୋଗଦେବେ । ଶିଖର ସମ୍ମେଳନରେ ବହୁପକ୍ଷୀୟ ଆଲୋଚନା ବ୍ୟତୀତ ,ଅଲଗା ଅଲଗା ଦ୍ୱିପାକ୍ଷିକ କଥାବାର୍ତ୍ତା ସମେତ ବିଶ୍ୱ ନେତାମାନଙ୍କ ସହିତ ମଧ୍ୟ ସାକ୍ଷାତ କରିବେ ।