ଉତ୍ତରପ୍ରଦେଶ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
January 24th, 09:15 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ଝାଡ଼ଖଣ୍ଡ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
November 15th, 09:09 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡ ପ୍ରତିଷ୍ଠା ଦିବସରେ ଝାଡ଼ଖଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ରାଜ୍ୟର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।ଉତ୍ତରାଖଣ୍ଡ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ
November 09th, 09:50 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ହରିୟାଣା ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
November 01st, 12:17 pm
ରାଜ୍ୟର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହରିୟାଣା ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ଅଭିନବ ଉପାୟରେ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କରିବାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
February 25th, 09:49 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡେରାଡୁନର ତେହେରୀ ଗରୱାଲ ସାଂସଦ ମାଲା ରାଜ୍ୟ ଲକ୍ଷ୍ମୀ ଯେଭଳି ଭାବେ ତେହେରୀ ଗରୱାଲ ର୍ନିବାଚନମଣ୍ଡଳୀ ସ୍ଥିତ ଉତ୍ତରକାଶୀ ଜିଲ୍ଲାର ପ୍ରତିଷ୍ଠା ଦିବସ ପାଳନ କରିଥିଲେ ତାହାକୁ ପ୍ରଶଂସା କରିଛନ୍ତି ।ତେଲେଙ୍ଗାନାର ଲୋକମାନଙ୍କୁ ସେମାନଙ୍କ ରାଜ୍ୟ ପ୍ରତିଷ୍ଠା ଦିବସରେ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
June 02nd, 09:40 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନାବାସୀଙ୍କୁ ସେମାନଙ୍କ ରାଜ୍ୟ ପ୍ରତିଷ୍ଠା ଦିବସରେ ଅଭିନନ୍ଦନ ଜଣାଇଛନ୍ତି ।ଗୁଜରାଟର ଜୁନାଗଡ଼ରେ ଓମିୟା ମାତାଙ୍କ ମନ୍ଦିରର ୧୪ତମ ସ୍ଥାପନା ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାର ଓଡ଼ିଆ ରୂପାନ୍ତରଣ
April 10th, 01:01 pm
ଗୁଜରାଟର ଲୋକପ୍ରିୟ ସରଳ ତଥା ନିଷ୍ଠାପର ମୁଖ୍ୟମନ୍ତ୍ରୀ, ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ଭାଇ ପୁରୁଷୋତ୍ତମ ରୂପାଲା, ରାଜ୍ୟ ସରକାରଙ୍କ ସମସ୍ତ ମନ୍ତ୍ରୀଗଣ, ସଂସଦରେ ମୋର ସହକର୍ମୀ, ଅନ୍ୟ ସମସ୍ତ ବିଧାୟକଗଣ, ସମସ୍ତ ପଞ୍ଚାୟତ, ପୌର ସଂସ୍ଥାଗୁଡ଼ିକର ସମସ୍ତ ନବନିର୍ବାଚିତ ଜନପ୍ରତିନିଧି, ଉମା ଧାମ୍ ଘାଟିଲାର ଅଧ୍ୟକ୍ଷ ବାଲାଜୀଭାଇ ଫାଲଡୁ, ଅନ୍ୟାନ୍ୟ ଅଧିକାରୀଗଣ ତଥା ସମାଜର ଦୂର ଦୂରାନ୍ତରୁ ଆସିଥିବା ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ମା ଏବଂ ଭଉଣୀମାନେ- ଯାହାଙ୍କୁ ମୁଁ ମା’ଓମିୟାଙ୍କର ୧୪ତମ ପାଠୋତ୍ସବ ଅବସରରେ ଆଜି ବିଶେଷ ପ୍ରଣାମ କରୁଛି । ଆପଣ ସମସ୍ତଙ୍କୁ ଏହି ଶୁଭ ଅବସରରେ ଅନେକ ଅନେକ ଶୁଭକାମନା, ଅନେକ ଅଭିନନ୍ଦନ ।ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଜୁନାଗଡର ଗାଥିଲାଠାରେ ଉମିଆମାତା ମନ୍ଦିରର ଚତୁର୍ଦ୍ଦଶ ପ୍ରତିଷ୍ଠା ଦିବସ ଅବସରେ ଅଭିଭାଷଣ
April 10th, 01:00 pm
ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୦.୦୪.୨୦୨୨)ଗୁଜରାଟର ଜୁନାଗଡ ଅନ୍ତର୍ଗତ ଗାଥିଲା ଠାରେ ଥିବା ଉମିଆମାତା ମନ୍ଦିରର ଚତୁର୍ଦ୍ଧଶ ପ୍ରତିଷ୍ଠା ଦିବସ ସମାରୋହରେ ଦୃଶ୍ୟଶ୍ରାବ୍ୟ ଜରିଆରେ ଉଦ୍ବୋଧନ ଦେଇଛନ୍ତି । ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୂପାଲା ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।ରାମ ନବମୀ ଅବସରରେ ଜୁନାଗଡର ଗାଥିଲା ଠାରେ ଉମିୟା ମାତା ମନ୍ଦିରର ୧୪ ତମ ପ୍ରତିଷ୍ଠା ଦିବସ ପାଳନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
April 09th, 04:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାମ ନବମୀ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୦ ଏପ୍ରିଲ, ୨୦୨୨ ରେ ଗୁଜରାଟର ଜୁନାଗଡର ଗାଥିଲା ସ୍ଥିତ ଉମିୟା ମାତା ମନ୍ଦିରର ୧୪ ତମ ପ୍ରତିଷ୍ଠା ଦିବସ ପାଳନକୁ ସମ୍ବୋଧିତ କରିବେ ।ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 7, 2018
April 07th, 07:39 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 6, 2018
April 06th, 08:14 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ସ୍ଥାପନା ଦିବସ ଅବସରରେ ଉତ୍ତରାଖଣ୍ଡର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
November 09th, 10:32 am
ଉତ୍ତରାଖଣ୍ଡ ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେଠାକାର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ରାଷ୍ଟ୍ରର 'ଅନ୍ନଦାତା ' ଚିନ୍ତାମୁକ୍ତ ହେବା ଆବଶ୍ୟକ :ପ୍ରଧାନମନ୍ତ୍ରୀ ମୋଦୀ
August 24th, 05:08 pm
ମୋ ପାଇଁ ଏହା ବ୍ୟକ୍ତିଗତ ଭାବେ ବହୁତ ସୁଖକର ହୋଇଥାନ୍ତା କି ଯଦି ମୁଁ ଆପଣମାନଙ୍କ ମଧ୍ୟକୁ ଯାଇ ଖୁସିରେ ସାମିଲ ହୋଇଥାନ୍ତି, ଆପଣମାନଙ୍କର ନୂଆ ଅନୁଭବ ଶୁଣିଥାନ୍ତି, ଆପଣମାନଙ୍କଠାରୁ କିଛି ନୂଆ ଶିଖିଥାନ୍ତି । ମୋର ମନେଅଛି ଯେତେବେଳେ କିଛି ବର୍ଷ ପୂର୍ବେ ‘ୱାଡ଼ି’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା, ତ ନବସାରୀ ଏବଂ ବଲସାଦରେ ଆପଣଙ୍କ କାର୍ଯ୍ୟକୁ ମୁଁ ବହୁତ ପାଖରୁ ଦେଖିଥିଲି । ଏଥିପାଇଁ ‘ବାୟଫ’ ସହିତ ମୁଁ ନିଜକୁ ଭାବନାତ୍ମକ ରୂପରେ ବହୁତ ଯୋଡି ହୋଇଥିବାର ଅନୁଭବ କରୁଛି । ଯେଉଁ ଲକ୍ଷ୍ୟ ନେଇ ଆପଣଙ୍କ ସଂସ୍ଥା ଦେଶର କେତେକ ରାଜ୍ୟରେ କାମ କରୁଅଛି, ତାହା ଗୋଟିଏ ସଂସ୍ଥା ପାଇଁ ହେଉଛି ସନ୍ତୋଷର ବିଷୟ ।ଭାରତୀୟ କୃଷିଜାତ ଶିଳ୍ପ ପ୍ରତିଷ୍ଠାନ, ପୁନେର ସୁବର୍ଣ୍ଣ ଜୟନ୍ତୀ ଏବଂ ପ୍ରତିଷ୍ଠା ଦିବସ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
August 24th, 11:30 am
ଭାରତୀୟ କୃଷିଜାତ ଶିଳ୍ପ ପ୍ରତିଷ୍ଠାନ, ପୁନେର ସୁବର୍ଣ୍ଣ ଜୟନ୍ତୀ ଏବଂ ପ୍ରତିଷ୍ଠା ଦିବସ ଉତ୍ସବ ପାଳନ ଅବସରରେ ଆଜି ଅପରାହ୍ନ 5ଟା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫେରେନସିଂ ମାଧ୍ୟମରେ ସମ୍ବୋଧିତ କରିବେ ।ପ୍ରତିଷ୍ଠା ଦିବସରେ ରାଜସ୍ଥାନ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
March 30th, 09:05 am
ରାଜସ୍ଥାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଭାରତୀୟ ତଟରକ୍ଷା ବାହିନୀର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
February 01st, 10:07 am
The Prime Minister, Shri Narendra Modi has greeted Indian Coast Guard personnel, on their Foundation Day.“Greetings to Indian Coast Guard personnel on their Foundation Day. They are diligently and bravely guarding our coasts”, the Prime Minister said.ସୋସିଆଲ ମିଡିଆ କର୍ଣ୍ଣର 1 ନଭେମ୍ବର 2016
November 01st, 07:35 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟ ର ପ୍ରତିଦିନ ଡୋଜ । ଗଭରନାନ୍ସ ରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁPM salutes all personnel of Border Roads Organisation on foundation day
May 07th, 12:32 pm
PM Modi wishes party workers on BJP foundation day
April 06th, 08:14 am
The way to end corruption is a progressive, policy driven state with proper implementation: Narendra Modi at foundation day celebrations of Bharat Swabhiman Trust
January 05th, 06:30 pm
The way to end corruption is a progressive, policy driven state with proper implementation: Narendra Modi at foundation day celebrations of Bharat Swabhiman Trust