PM Narendra Modi addresses public meetings in Toorpan and Nirmal, Telangana
November 26th, 02:15 pm
During the spirited political rallies held in Toopran and Nirmal, Telangana, Prime Minister Narendra Modi addressed a perse array of issues crucial to the forthcoming state assembly elections. PM Modi, while emphasizing the importance of addressing the needs of the people of Telangana, raised pertinent questions about the incumbent CM KCR’s governance and the promises made by his government.One nation, one fertilizer: PM Modi
October 17th, 11:11 am
Mantri Kisan Samruddhi Kendras (PMKSK) under the Ministry of Chemicals & Fertilisers. Furthermore, the Prime Minister also launched Pradhan Mantri Bhartiya Jan Urvarak Pariyojana - One Nation One Fertiliser.PM inaugurates PM Kisan Samman Sammelan 2022 at Indian Agricultural Research Institute, New Delhi
October 17th, 11:10 am
The Prime Minister, Shri Narendra Modi inaugurated PM Kisan Samman Sammelan 2022 at Indian Agricultural Research Institute in New Delhi today. The Prime Minister also inaugurated 600 Pradhan Mantri Kisan Samruddhi Kendras (PMKSK) under the Ministry of Chemicals & Fertilisers. Furthermore, the Prime Minister also launched Pradhan Mantri Bhartiya Jan Urvarak Pariyojana - One Nation One Fertiliser.Strengthening India's dairy sector is one of the top priorities of our government: PM Modi
December 23rd, 11:15 am
Prime Minister Narendra Modi laid the foundation stone of ‘Banas Dairy Sankul’ in Varanasi, Uttar Pradesh. In his speech, PM Modi called for adoption of natural methods of farming and said, “For the rejuvenation of mother earth, to protect our soil, to secure the future of the coming generations, we must once again turn to natural farming.PM inaugurates and lays the foundation of multiple projects in Varanasi
December 23rd, 11:11 am
Prime Minister Narendra Modi laid the foundation stone of ‘Banas Dairy Sankul’ in Varanasi, Uttar Pradesh. In his speech, PM Modi called for adoption of natural methods of farming and said, “For the rejuvenation of mother earth, to protect our soil, to secure the future of the coming generations, we must once again turn to natural farming.ପ୍ରଧାନମନ୍ତ୍ରୀ ଡିସେମ୍ବର ୨୩ ତାରିଖରେ ବାରାଣାସୀରେ ଏକାଧିକ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ
December 21st, 07:41 pm
ପ୍ରଧାନମନ୍ତ୍ରୀ ତାଙ୍କ ର୍ନିବାଚନମଣ୍ଡଳୀ ବାରାଣାସୀର ବିକାଶ ତଥା ଅର୍ତନୈତିକ ପ୍ରଗତି ପାଇଁ ନିରନ୍ତର ଭାବେ କାର୍ଯ୍ୟ ଜାରି ରଖିଛନ୍ତି । ଏହି ଦିଗରେ ଆହୁରି ଆଗକୁ ବଢି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀ ପରିଦର୍ଶନ କରିବେ ଏବଂ ୨୩ ଡିସେମ୍ବର ୨୦୨୧ ରେ ଅପରାହ୍ନ ପ୍ରାୟ ୧ ଟା ସମୟରେ ଏକାଧିକ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ ।ହିମାଚଳ ପ୍ରଦେଶରେ ସ୍ୱାସ୍ଥ୍ୟକର୍ମୀ ଏବଂ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତାର ମୁଖ୍ୟାଂଶ
September 06th, 11:01 am
ହିମାଚଳ ପ୍ରଦେଶ ଆଜି ମତେ କେବଳ ପ୍ରଧାନ ସେବକ ଭାବରେ ନହେଁ, ବରଂ ଜଣେ ପରିବାର ସଦସ୍ୟ ଭାବରେ ମଧ୍ୟ ଗର୍ବିତ ହେବାର ସୁଯୋଗ ଦେଇଛି । ମୁଁ ଛୋଟ ଛୋଟ ସୁବିଧା ପାଇଁ ସଂଘର୍ଷରତ ହିମାଚଳକୁ ବି ଦେଖିଛି ଏବଂ ଆଜି ବିକାଶର ଗାଥା ଲେଖୁଥିବା ହିମାଚଳକୁ ମଧ୍ୟ ଦେଖୁଛି । ଏସବୁ ଦେବୀ ଦେବତାଙ୍କ ଆଶୀର୍ବାଦରୁ, ହିମାଚଳ ସରକାରଙ୍କ କର୍ମକୁଶଳତାରୁ ଏବଂ ହିମାଚଳର ପ୍ରତ୍ୟେକ ବ୍ୟକ୍ତିଙ୍କର ସଚେତନତା ଯୋଗୁଁ ସମ୍ଭବ ହୋଇ ପାରିଛି । ଯେଉଁମାନଙ୍କ ସହ ମତେ କଥାବାର୍ତା କରିବାର ସୁଯୋଗ ମିଳିଲା ଏବଂ ଯେଉଁଭଳି ଭାବରେ ସେମାନେ ସମସ୍ତେ ନିଜ ନିଜ କଥାସବୁ ବଖାଣିଲେ ସେଥିପାଇଁ ମୁଁ ପୁଣି ଥରେ ସେମାନଙ୍କୁ କୃତଜ୍ଞତା ଜଣାଉଛି । ମୁଁ ସମଗ୍ର ଟିମକୁ ଧନ୍ୟବାଦ ଦେଉଛି । ହିମାଚଳ ଏକ ଟିମ ଭାବରେ କାମ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛି । ମୋ ତରଫରୁ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା!!ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହ ବାର୍ତ୍ତାଳାପ କଲେ
September 06th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଙ୍ଗ ଜରିଆରେ ହିମାଚଳ ପ୍ରଦେଶର ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଶ୍ରୀ ଜେ.ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର, ସାଂସଦ, ବିଧାୟକ, ପଞ୍ଚାୟତ ନେତାଙ୍କ ସମେତ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଅଧିନରେ ଆର୍ଥିକ ଲାଭର କିସ୍ତି ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 09th, 12:31 pm
ଗତ କିଛି ଦିନ ହେବ ମୁଁ ସରକାରଙ୍କ ଅଲଗା ଅଲଗା ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରୁଛି । ସରକାର ଯେଉଁ ଯୋଜନାସବୁ ପ୍ରସ୍ତୁତ କରିଛନ୍ତି, ସେସବୁର ଲାଭ ଲୋକମାନଙ୍କ ନିକଟରେ କିଭଳି ପହଂଚି ପାରୁଛି, ଏବଂ ଏସବୁ ଆମେ ଏବେ ଆହୁରି ଭଲ ଭାବେ ଜାଣିପାରୁଛୁ । ଜନତା ଜନାର୍ଦନ ସହ ପ୍ରତ୍ୟକ୍ଷ ଭାବେ ଯୋଡି ହେବା ଦ୍ୱାରା ଏହି ଲାଭ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସମସ୍ତ ସହଯୋଗୀବୃନ୍ଦ, ସମଗ୍ର ଦେଶରେ ଅନେକ ରାଜ୍ୟରୁ ଏଠି ଉପସ୍ଥିତ ହୋଇଥିବା ସମ୍ମାନନୀୟ ମୁଖ୍ୟମନ୍ତ୍ରୀଗଣ, ଉପରାଜ୍ୟପାଳ ଏବଂ ଉପ-ମୁଖ୍ୟମନ୍ତ୍ରୀବୃନ୍ଦ, ରାଜ୍ୟ ସରକାରମାନଙ୍କର ମନ୍ତ୍ରୀ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ସମଗ୍ର ଦେଶରୁ ସାମିଲ ହୋଇଥିବା କୃଷକ ଏବଂ ଭାଇ ଓ ଭଉଣୀମାନେ,ପିଏମ-କିଷାନର ନବମ କିସ୍ତି ଜାରି କଲେ ପ୍ରଧାନମନ୍ତ୍ରୀ
August 09th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ)ର ପରବର୍ତ୍ତୀ କିସ୍ତି ଜାରି କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ହିତାଧିକାରୀ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ଏହାଫଳରେ 9.75 କୋଟି ହିତାଧିକାରୀ ଚାଷୀ ପରିବାର ଆକାଉଣ୍ଟକୁ 19,500 କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। ଏହା ହେଉଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିସାନ)ର ନବମ କିସ୍ତି। ପିଏମ-କିସାନ ଯୋଜନାର ଲାଭ ଓଡ଼ିଶାର 29 ଲକ୍ଷ 44 ହଜାର 984 ଜଣ ହିତାଧିକାରୀ ଚାଷୀ ପରିବାର ପାଇବେ। ଆଜି ପ୍ରଧାନମନ୍ତ୍ରୀ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ 588 କୋଟି 99 ଲକ୍ଷ 68 ହଜାର ଟଙ୍କା ହସ୍ତାନ୍ତର କରିଛନ୍ତି।