ଏଫଆଇପିଆଇସି ୩ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସମାପନୀ ବକ୍ତବ୍ୟ
May 22nd, 04:33 pm
ଆପଣମାନଙ୍କ ମତାମତ ପାଇଁ ଅନେକ ଅନେକ ଧନ୍ୟବାଦ । ଆମମାନଙ୍କର ମନ୍ଥନରୁ ଯେଉଁ ନିର୍ଯ୍ୟାସ ବାହାରିଛି ଆମେ ସମସ୍ତେ ଏହା ଉପରେ ନିଶ୍ଚିତ ଭାବେ ଧ୍ୟାନ ଦେବା । ଆମର କିଛି ସମଭାଗୀ ପ୍ରାଥମିକତା ରହିଛି ଏବଂ ପ୍ରଶାନ୍ତ ଦ୍ୱୀପପୁଞ୍ଜ ରାଷ୍ଟ୍ରଗୁଡିକର କିଛି ଆବଶ୍ୟକତା ମଧ୍ୟ ରହିଛି । ଏହି ମଂଚ ଉପରେ ଏହା ଆମମାନଙ୍କର ପ୍ରୟାସ ଯେ ଆମମାନଙ୍କର ଭାଗିଦାରୀ ଏହି ଦୁଇ ଦିଗକୁ ଧ୍ୟାନରେ ରଖି ଆଗକୁ ବଢୁ । ଏଫଆଇପିଆସିରେ ଆମମାନଙ୍କର ସହଯୋଗକୁ ଆଗକୁ ବଢାଇବା ପାଇଁ ମୁଁ କିଛି ଘୋଷଣା କରିବାକୁ ଚାହୁଁଛି:ପାପୁଆ ନ୍ୟୁ ଗିନିରେ ଆଇଟିଇସି ବିଦ୍ୱାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
May 22nd, 02:58 pm
୨୦୨୩ ମେ ୨୨ରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ସହଯୋଗ ଫୋରମ(ଏଫଆଇପିଆଇସି) ର ତୃତୀୟ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପୋର୍ଟ ମୋରେସବି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ଦେଶରୁ ଇଣ୍ଡିଆନ ଟେକ୍ନିକାଲ ଆଣ୍ଡ ଇକୋନୋମିକ କୋଅପରେସନ (ଆଇଟିଇସି) ପାଠ୍ୟକ୍ରମର ପୂର୍ବ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସେମାନଙ୍କ ମଧ୍ୟରେ ବରିଷ୍ଠ ସରକାରୀ ଅଧିକାରୀ, ପ୍ରମୁଖ ପେସାଦାର ବା ପ୍ରଫେସନାଲ ଏବଂ କମ୍ୟୁନିଟି ଲିଡରମାନେ ସାମିଲ ଥିଲେ, ଯେଉଁମାନେ ଆଇଟିଇସି ଅଧୀନରେ ଭାରତରେ ତାଲିମ ନେଇଥିଲେ । ସେମାନେ ଭାରତରୁ ପାଇଥିବା ଦକ୍ଷତାକୁ ସେମାନଙ୍କ ସମାଜ ପାଇଁ ଉପଯୋଗ କରୁଛନ୍ତି ।ଫିପିକ ତୃତୀୟ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ବକ୍ତବ୍ୟର ମୂଳ ପାଠ
May 22nd, 02:15 pm
ତୃତୀୟ ଫିପିକ ସମ୍ମିଳନୀରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ । ମୋତେ ଖୁସି ଲାଗୁଛି ଯେ ପ୍ରଧାନମନ୍ତ୍ରୀ ଜେମ୍ସ ମରାପେ ମୋ ସହିତ ଏହି ସମ୍ମିଳନୀର ଆୟୋଜନ କରୁଛନ୍ତି । ଏଠାରେ ପୋର୍ଟ ମୋରେସବୀରେ ଅନୁଷ୍ଠିତ ସମ୍ମିଳନୀର ବ୍ୟବସ୍ଥା ପାଇଁ ମୁଁ ତାଙ୍କୁ ଏବଂ ତାଙ୍କର ଟିମକୁ ଧନ୍ୟବାଦ ଜଣାଉଛି ।ପାପୁଆ ନ୍ୟୁ ଗିନିର ଗଭର୍ଣ୍ଣର-ଜେନେରାଲ୍ଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
May 22nd, 08:39 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ବୀପ ସମୂହ ସହଯୋଗ ମଞ୍ଚ (ଏଫଆଇପିଆସି)ର ତୃତୀୟ ଶିଖର ସମ୍ମିଳନୀ ଅବସରରେ 22 ମଇ 2023ରେ ପୋର୍ଟ ମୋରେସବି ସ୍ଥିତ ସରକାରୀ ଆବାସରେ ପାପୁଆ ନ୍ୟୁ ଗିନି (ପିଏନଜି)ର ଗଭର୍ଣ୍ଣର- ଜେନେରାଲ ସାର୍ ବବ ଡାଡେଙ୍କୁ ସାକ୍ଷାତ କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ସହ ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀଙ୍କ ବୈଠକ
May 22nd, 08:39 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ବୀପ ସମୂହ ସହଯୋଗ ମଞ୍ଚ (ଏଫଆଇପିଆସି)ର ତୃତୀୟ ଶିଖର ସମ୍ମିଳନୀ ଅବସରରେ 22 ମଇ 2023ରେ ପୋର୍ଟ ମୋରେସବିରେ ପାପୁଆ ନ୍ୟୁ ଗିନି (ପିଏନଜି)ର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଜେମ୍ସ ମାରାପେଙ୍କ ସହ ଦ୍ବିପାକ୍ଷୀୟ ବୈଠକ କରିଛନ୍ତି ।ପାପୁଆ ନ୍ୟୁ ଗିନିର ପୋର୍ଟ ମୋରେସବିରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
May 21st, 08:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ ୨୧, ୨୦୨୩ ସନ୍ଧ୍ୟାରେ ପୋର୍ଟ ମୋରେସବିରେ ପହଞ୍ଚିଛନ୍ତି । ସ୍ୱତନ୍ତ୍ର ଭାବନା ବ୍ୟକ୍ତ କରି ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଜେମ୍ସ ମାରାପେ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୧୯ ତୋପ ସଲାମୀ ଓ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।ପ୍ରଶାନ୍ତ ମହାସାଗର ଦ୍ୱୀପ ସମୂହ ନେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
September 25th, 03:13 am
ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ସମୂହ ବିକାଶଶୀଳ ଦେଶ (PSIDS)ର ନେତାମାନଙ୍କ ବୈଠକ ସେପ୍ଟେମ୍ବର 24, 2019ରେ ମିଳିତ ଜାତିସଂଘ ସାଧାରଣ ପରିଷଦର 74ତମ ଅଧିବେଶନ ଅବସରରେ ନ୍ୟୁୟର୍କଠାରେ ପୃଥକ ଭାବେ ଆୟୋଜିତ ହୋଇଥିଲା । ଏହି ବୈଠକରେ ଫିଜି, କିରିବାତି ଗଣରାଜ୍ୟ, ମାର୍ଶଲ ଦ୍ୱୀପସମୂହର ଗଣରାଜ୍ୟ, ମାଇକ୍ରୋନେସିଆର ସଙ୍ଘୀୟ ରାଜ୍ୟ, ନାଉରୁ ଗଣରାଜ୍ୟ, ପାଲାଉ ଗଣରାଜ୍ୟ, ପାପୁଆ ନ୍ୟୁ ଗିନିର ସ୍ୱତନ୍ତ୍ର ରାଜ୍ୟ, ସାମୋଆର ସ୍ୱତନ୍ତ୍ର ରାଜ୍ୟ ତଥା ସୋଲୋମନ ଦ୍ୱୀପସମୂହ, ଟୋଙ୍ଗା, ତୁବାଲୁ ଓ ବାତୁଆତୁ ଗଣରାଜ୍ୟର ପ୍ରତିନିଧିମଣ୍ଡଳ ପ୍ରମୁଖ ସାମିଲ ଥିଲେ ।ସାଙ୍ଗ୍ରି ଲା ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
June 01st, 07:00 pm
ଆପଣଙ୍କ ବନ୍ଧୁତା ପାଇଁ , ଭାରତ- ସିଙ୍ଗାପୁର ସହଭାଗୀତା ଏବଂ ଏହି କ୍ଷେତ୍ରର ଉତ୍ତମ ଭବିଷ୍ୟତ ସକାଶେ ଆପଣଙ୍କ ନେତୃତ୍ୱ ନିମନ୍ତେ ଆପଣଙ୍କୁ ଅଶେଷ ଧନ୍ୟବାଦ ।Rear Admiral (Retd.) Josaia Voreqe Bainimarama, Prime Minister of Fiji meets Prime Minister
May 19th, 08:39 pm
PM's closing remarks at Forum for India Pacific Island Countries (FIPIC) Summit, Jaipur
August 21st, 08:46 pm
PM’s opening remarks at Forum for India Pacific Island Countries (FIPIC) Summit, Jaipur
August 21st, 06:40 pm
PM meets various leaders during FIPIC Summit
August 21st, 04:13 pm
PM welcomes all the leaders and delegates, arriving India for the FIPIC Summit
August 19th, 04:47 pm