Cabinet approves continuation of schemes of Pradhan Mantri Annadata Aay SanraksHan Abhiyan (PM-AASHA)

September 18th, 03:16 pm

The Union Cabinet chaired by PM Modi has approved the continuation of schemes of Pradhan Mantri Annadata Aay SanraksHan Abhiyan (PM-AASHA) to provide remunerative prices to farmers and to control price volatility of essential commodities for consumers. The total financial outgo will be Rs. 35,000 crore during 15th Finance Commission Cycle upto 2025-26.

ନୀତି ଆୟୋଗର ୬ଷ୍ଠ ଗଭର୍ଣ୍ଣିଂ କାଉନସିଲ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରାରମ୍ଭିକ ଅଭିଭାଷଣ

February 20th, 10:31 am

ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ପ୍ରଗତିର ଭିତ୍ତି ହେଉଛି ସମନ୍ୱୟଧର୍ମୀ ସଂଘୀୟ ବ୍ୟବସ୍ଥା । ପ୍ରତିଯୋଗିତାମୂଳକ ସମନ୍ୱୟ ଭିତ୍ତିକ ସଂଘୀୟ ବ୍ୟବସ୍ଥାକୁ ଅଧିକ ଯୁକ୍ତିଯୁକ୍ତ କରିବା ପାଇଁ ଆଜିର ବୈଠକରେ ମାନସିକ ପ୍ରସ୍ତୁତି ହେବ । କରୋନା ବୈଶ୍ୱିକ ମହାମାରୀ କାଳରେ ରାଜ୍ୟ ଓ କେନ୍ଦ୍ର ସରକାର ମିଳିମିଶି କାର୍ଯ୍ୟ କରିବା ଯୋଗୁ ଦେଶ ସଫଳତା ହାସଲ କଲା । ଦେଶର ସର୍ବୋଚ୍ଚ ପ୍ରାଥମିକତାଗୁଡିକୁ ଧ୍ୟାନ ରଖି ଆଜି ବୈଠକରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି ।

ନୀତି ଆୟୋଗ ଷଷ୍ଠ ପରିଚାଳନା ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ

February 20th, 10:30 am

ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ପ୍ରଗତିର ଭିତ୍ତି ହେଉଛି ସମନ୍ୱୟଧର୍ମୀ ସଂଘୀୟ ବ୍ୟବସ୍ଥା । ପ୍ରତିଯୋଗିତାମୂଳକ ସମନ୍ୱୟ ଭିତ୍ତିକ ସଂଘୀୟ ବ୍ୟବସ୍ଥାକୁ ଅଧିକ ଯୁକ୍ତିଯୁକ୍ତ କରିବା ପାଇଁ ଆଜିର ବୈଠକରେ ମାନସିକ ପ୍ରସ୍ତୁତି ହେବ । କରୋନା ବୈଶ୍ୱିକ ମହାମାରୀ କାଳରେ ରାଜ୍ୟ ଓ କେନ୍ଦ୍ର ସରକାର ମିଳିମିଶି କାର୍ଯ୍ୟ କରିବା ଯୋଗୁ ଦେଶ ସଫଳତା ହାସଲ କଲା । ଦେଶର ସର୍ବୋଚ୍ଚ ପ୍ରାଥମିକତାଗୁଡିକୁ ଧ୍ୟାନ ରଖି ଆଜି ବୈଠକରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କୁ ପଞ୍ଚଦଶ ଅର୍ଥ ଆୟୋଗଙ୍କ ରିପୋର୍ଟ କପି ହସ୍ତାନ୍ତର

November 16th, 07:28 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି 2021-22ରୁ 2025-26 ପର୍ଯ୍ୟନ୍ତ ପଞ୍ଚଦଶ ଅର୍ଥ ଆୟୋଗଙ୍କ ରିପୋର୍ଟ କପି ହସ୍ତାନ୍ତର କରାଯାଇଛି । ଆୟୋଗର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ କପି ପ୍ରଦାନ କରାଯାଇଥିଲା । ଆୟୋଗ ନିଜର ରିପୋର୍ଟ 4 ନଭେମ୍ବର 2020ରେ ରାଷ୍ଟ୍ରପତିଙ୍କୁ ଅର୍ପଣ କରିଥିଲା ।

କର୍କଟ ପ୍ରତିଷ୍ଠାନ, ଆଦିଆର, ଚେନ୍ନାଇରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

April 12th, 12:18 pm

ଏପ୍ରିଲ 14ରେ ପଡ଼ୁଥିବା ତାମିଲ ନବବର୍ଷ ଭିଲାମ୍ଭୀ ଅବସରରେ ସାରା ବିଶ୍ୱରେ ଥିବା ସମସ୍ତ ତାମିଲ ଲୋକମାନଙ୍କୁ ମୁଁ ମୋର ଅଭିନନ୍ଦନ ଜଣାଉଛି । ମୁଁ ଆଦିଆର କର୍କଟ ପ୍ରତିଷ୍ଠାନରେ ଉପସ୍ଥିତ ହୋଇ ଆନନ୍ଦିତ । ଏହା ଭାରତର ଅନ୍ୟତମ ପୁରୁଣା ଏବଂ ଅଧିକ ଗୁରୁତ୍ୱପୂର୍ଣ୍ଣ ବ୍ୟାପକ କର୍କଟ ଚିକିତ୍ସା କେନ୍ଦ୍ର ।

ଗୁଜରାଟ ମୋର ଆତ୍ମା ,ଭାରତ ମୋର ପରମାତ୍ମା :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

November 27th, 12:19 pm

କଚ୍ଛ ,ଜସଦନ ଏବଂ ଆମରେଲିରେ ସାର୍ବଜନିକ ସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଉପେକ୍ଷା ଲାଗି କଂଗ୍ରେସ ଦଳ ଉପରେ ବର୍ଷିଲେ । ସେ କଂଗ୍ରେସକୁ ନିନ୍ଦା କରି କହିଲେ କଂଗ୍ରେସର ଭୁଲ ଶାସନ କଚ୍ଛ ଏବଂ ଗୁଜରାଟର ସମଗ୍ର ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି ।

PM Modi addresses rally in Bengaluru

April 03rd, 08:54 pm

PM Modi addresses rally in Bengaluru