Prime Minister Modi meets President Filipe Nyusi of the Republic of Mozambique
January 09th, 02:03 pm
PM Modi met H.E. Filipe Jacinto Nyusi, President of the Republic of Mozambique. PM Modi expressed his strong commitment to support Mozambique’s development priorities. Both leaders held productive discussions on ways to further bilateral ties, including in the areas of defence, counter terrorism, energy, health, trade & investment, agriculture, water security, mining, capacity building and maritime cooperation.କପ୍ -୨୮ରେ ୟୁଏଇ ସହ ମିଶି ଗ୍ଲୋବାଲ ଗ୍ରୀନ୍ କ୍ରେଡିଟ୍ ଇନିସିଏଟିଭ୍ ଆୟୋଜନ କଲା ଭାରତ
December 01st, 08:28 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନଙ୍କ ସହ ମିଶି ୧ ଡିସେମ୍ବର ୨୦୨୩ରେ ଦୁବାଇ ଠାରେ କପ୍-୨୮ରେ 'ଗ୍ରୀନ୍ କ୍ରେଡିଟ୍ ପ୍ରୋଗ୍ରାମ୍' ଶୀର୍ଷକ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମର ସହ-ଆୟୋଜନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ୱିଡେନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଉଲ୍ଫ କ୍ରିଷ୍ଟିରସନ, ମୋଜାମ୍ବିକର ରାଷ୍ଟ୍ରପତି ମହାମହିମ ଶ୍ରୀ ଫିଲିପ ନ୍ୟୁସି ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ମହାମହିମ ଶ୍ରୀ ଚାର୍ଲସ ମିସେଲ ଅଂଶଗ୍ରହଣ କରିଥିଲେ ।ମୋଜାମ୍ବିକ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ
August 24th, 11:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 15ଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ 24 ଅଗଷ୍ଟ 2023 ରେ ଜୋହାନ୍ସବର୍ଗ ଠାରେ ମୋଜାମ୍ବିକ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଫିଲିପ୍ ଜେସିଣ୍ଟୋ ନ୍ୟୁସିଙ୍କ ସହିତ ସାକ୍ଷାତ କରିଛନ୍ତି।Telephone conversation between PM and H.E. Filipe Jacinto Nyusi, President of Mozambique
June 03rd, 08:10 pm
Prime Minister spoke on phone with His Excellency Filipe Jacinto Nyusi, President of Mozambique. The two leaders discussed the challenges posed in both countries by the continuing COVID-19 pandemic. They also reviewed bilateral cooperation in defence and security.ପ୍ରଧାନମନ୍ତ୍ରୀଙ୍କୁ ବିଶ୍ଵ ନେତୃବୃନ୍ଦଙ୍କ ଶୁଭେଛା ବାର୍ତ୍ତା
June 04th, 06:52 pm
ଭାରତରେ ନିକଟରେ ସମ୍ପନ୍ନ ହୋଇଥିବା ନିର୍ବାଚନରେ ବିପୁଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ବିଶ୍ୱର ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରପତିମାନେ ଟେଲିଫୋନ ଯୋଗେ ଅଭିନନ୍ଦନ ଜଣାଇଛନ୍ତି । ଅଭିନନ୍ଦନ ଜ୍ଞାପନ କରିଥିବା ରାଷ୍ଟ୍ରମାନେ ହେଲେ କୋରିଆ ସାଧାରଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ମିଃ. ମୁନ ଜେ ଇନ, ଜିମ୍ବାୱେ ରାଷ୍ଟ୍ରପତି ମହାମହିମ ମିଃ. ଇ.ଡି ମନନଗାଗୱା ଏବଂ ମୋଜାମ୍ବିକ ରାଷ୍ଟ୍ରପତି ମହାମହିମ ମିଃ. ଫିଲିପ ଜାସିଂଟୋ ନ୍ୟୁସି ।India-Mozambique partnership is driven by a convergence of capacities and interests: PM Modi
July 07th, 03:57 pm
PM Modi meets President of Mozambique, Mr. Filipe Nyusi
July 07th, 03:10 pm
PM Modi receives ceremonial welcome and Guard of Honour at Maputo, Mozambique
July 07th, 03:00 pm
PM Narendra Modi arrives in Mozambique
July 07th, 11:13 am