କାତାର ଅମୀର ମହାମହିମ ଅମିର ତମିମ ବିନ ହମଦ ଅଲ ଥାନିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

October 29th, 06:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କାତାର ଅମୀର ମହାମହିମ ଅମିର ତମିମ ବିନ ହମଦ ଅଲ ଥାନିଙ୍କ ସହ ଆଲୋଚନା କରିଛନ୍ତି ଓ ସହୃଦୟ ଦୀପାବଳି ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି । କାତାରରେ ଫିଫା ବିଶ୍ୱକପର ସଫଳ ଆୟୋଜନ ପାଇଁ ଶ୍ରୀ ମୋଦୀ ଏହି ଅବସରରେ ଶୁଭକାମନା ଜଣାଇଛନ୍ତି ।

PM expresses happiness over the recognition of Indian Football player, Sunil Chhetri as third highest scoring active men's international player

September 28th, 11:20 pm

The Prime Minister, Shri Narendra Modi has expressed happiness over the recognition of Indian Football player, Sunil Chhetri as third highest scoring active men's international player.

ଭାରତୀୟ ସଂସ୍କୃତିର ଜୀବନ୍ତତା ସର୍ବଦା ସମଗ୍ର ବିଶ୍ୱର ଲୋକଙ୍କୁ ଆକର୍ଷିତ କରିଛି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

January 30th, 11:30 am

ବନ୍ଧୁଗଣ, ସ୍ୱାଧୀନତାର ଅମୃତ୍ ମହୋତ୍ସବରେ ଦେଶ ଏଭଳି ପ୍ରଚେଷ୍ଟା ମାଧ୍ୟମରେ ନିଜର ଜାତୀୟ ପ୍ରତୀକଗୁଡ଼ିକର ପୁନଃପ୍ରତିଷ୍ଠା କରୁଛି । ଆମେ ଦେଖିଲୁ ଯେ, ଇଣ୍ଡିଆ ଗେଟ୍ ନିକଟରେ ଅମର ଯବାନ୍ ଜ୍ୟୋତି ଏବଂ ନିକଟସ୍ଥ ଜାତୀୟ ସମର ସ୍ମାରକୀଠାରେ ପ୍ରଜ୍ଜ୍ୱଳିତ ଜ୍ୟୋତିକୁ ଏକାକାର କରିଦିଆଗଲା । ଭାବବିହ୍ୱଳର ଏହି ମୁହୂର୍ତ୍ତରେ ଅନେକ ଦେଶବାସୀ ଓ ଶହୀଦମାନଙ୍କ ପରିବାରର ଚକ୍ଷୁ ଲୋତକପୂର୍ଣ୍ଣ ହୋଇଥିଲା । ଜାତୀୟ ସମର ସ୍ମାରକୀରେ ସ୍ୱାଧୀନତା ପ୍ରାପ୍ତି ପରେ ଶହୀଦ ହୋଇଥିବା ଦେଶର ସମସ୍ତ ବୀରମାନଙ୍କ ନାମ ଉଲ୍ଲେଖ କରାଯାଇଛି । ସେନାର କେତେକ ପୂର୍ବତନ ଯବାନ୍ ମୋତେ ପତ୍ର ଲେଖି କହିଛନ୍ତି ଯେ - ଶହୀଦମାନଙ୍କ ସ୍ମୃତି ସମ୍ମୁଖରେ ପ୍ରଜ୍ଜ୍ୱଳିତ ଥିବା ଅମର ଯବାନ୍ ଜ୍ୟୋତି ଶହୀଦମାନଙ୍କ ଅମରତ୍ୱର ପ୍ରତୀକ । ପ୍ରକୃତରେ ଅମର ଯବାନ୍ ଜ୍ୟୋତି ଭଳି ଆମ ଶହୀଦ୍, ସେମାନଙ୍କର ପ୍ରେରଣା ତଥା ଯୋଗଦାନ ମଧ୍ୟ ଅମର । ଯେତେବେଳେ ବି ସମୟ ମିଳେ ଜାତୀୟ ସମର ସ୍ମାରକୀ ଯିବା ପାଇଁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି । ନିଜ ପରିବାର ଓ ପିଲାମାନଙ୍କୁ ମଧ୍ୟ ନିଶ୍ଚୟ ସାଙ୍ଗରେ ନେଇଯାଆନ୍ତୁ । ଏଠାରେ ଆପଣମାନଙ୍କୁ ଏକ ଭିନ୍ନ ଧରଣର ଶକ୍ତି ଏବଂ ପ୍ରେରଣାର ଅନୁଭୂତି ମିଳିବ ।

"ନରୱେ ପ୍ରଧାନମନ୍ତ୍ରୀ ଏର୍ଣ୍ଣା ସୋଲବର୍ଗଙ୍କ ସହିତ ସଂଯୁକ୍ତ ପ୍ରେସ ବିବୃତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବକ୍ତବ୍ୟ "

January 08th, 12:09 pm

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ନରୱେ ପ୍ରଧାନମନ୍ତ୍ରୀ ଏର୍ଣ୍ଣା ସୋଲବର୍ଗ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ବ୍ୟାପକ ଆଲୋଚନା କରିଛନ୍ତି । ସଂଯୁକ୍ତ ପ୍ରେସ ବିବୃତିରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟାପାର ଏବଂ ନିବେଶ ବଢ଼ାଇବା ,ସନ୍ତୁଳିତ ବିକାଶ ଲକ୍ଷ୍ୟ ଏବଂ ସାମୁଦ୍ରିକ ଅର୍ଥବ୍ୟବସ୍ଥା ସମ୍ପର୍କୀ ପ୍ରସଙ୍ଗ ବିଷୟରେ କଥାବାର୍ତ୍ତା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଜାପାନ ଗସ୍ତ ଅବସରରେ ଭାରତ ଓ ଜାପାନ ମଧ୍ୟରେ ସ୍ୱାକ୍ଷରିତ ଘୋଷଣାନାମା/ଚୁକ୍ତି ତାଲିକା

October 29th, 06:46 pm

ଘୋଷଣାନାମା : 29 ଅକ୍ଟୋବର 2018ରେ ଅନୁମୋଦନର ସାଧନ ଦାଖଲ କରି ଜାପାନ ଅନ୍ତର୍ଜାତୀୟ ସୌର ମେଣ୍ଟରେ ସାମିଲ ହେବା ଲାଗି ଘୋଷଣା କରିଛି । ବର୍ତ୍ତମାନ ସୁଦ୍ଧା 70ଟି ଦେଶ ଅନ୍ତର୍ଜାତୀୟ ସୌର ମେଣ୍ଟ ବ୍ୟବସ୍ଥା ଚୁକ୍ତି (ଆଇଏସଏଏଫଏ)ରେ ସ୍ୱାକ୍ଷର କରିଛନ୍ତି ଏବଂ 47ଟି ଦେଶ ଏହାକୁ ଅନୁମୋଦନ କରିଛନ୍ତି । ଆଇଏସଏଏଫଏ ସ୍ୱାକ୍ଷର କରିବାରେ 71ତମ ଏବଂ ଏହାକୁ ଅନୁମୋଦନ କରିବାରେ 48ତମ ରାଷ୍ଟ୍ର ହୋଇଛି ଜାପାନ ।

ଜାପାନ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି

October 29th, 03:45 pm

ଏଠାରେ ଟୋକିଓରେ ଏବଂ ଏଥିପୂର୍ବରୁ ୟାମାନାଶୀରେ ଏବଂ ନିଜ ଘରେ ଯେଉଁ ଆତ୍ମୀୟତାର ସହିତ ପ୍ରଧାନମନ୍ତ୍ରୀ ଆବେ ମୋର ସ୍ୱାଗତ କଲେ, ତାହା ମୋର ଏହି ଜାପାନ ଗସ୍ତର ସଫଳତାକୁ ଆହୁରି ଅବିସ୍ମରଣୀୟ କରିଦେଇଛି ।

ରୁଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଜାରି ଭାରତ- ରୁଷିଆ ମିଳିତ ବିବୃତି (ଅକ୍ଟୋବର 05, 2018)

October 05th, 06:20 pm

ଭାରତ ପ୍ରଜାତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷିଆ ମହାସଂଘର ମହାମହିମ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ 2018 ଅକ୍ଟୋବର 4-5 ତାରିଖରେ ବାର୍ଷିକ ଦ୍ୱିପାକ୍ଷିକ ଶିଖର ବୈଠକର ଉନବିଂଶ ସଂସ୍କରଣରେ ନୂଆଦିଲ୍ଲୀଠାରେ ପରସ୍ପରକୁ ସାକ୍ଷାତ କରିଥିଲେ ।

ଫିଫା ଅଣ୍ଡର-17 ବିଶ୍ଵ କପରେ ଭାଗନେଇଥିବା ଭାରତୀୟ ଦଳକୁ ଭେଟୁଛନ୍ତି ପ୍ରଧାନମନ୍ତ୍ରୀ

November 10th, 02:43 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଫିଫା ଅଣ୍ଡର-17 ବିଶ୍ଵ କପ ଭାରତୀୟ ଦଳକୁ ଭେଟିଛନ୍ତି । ସମ୍ପ୍ରତି ଅନୁଷ୍ଠିତ ଫିଫା ବିଶ୍ଵ କପରେ ଏହି ଭାରତୀୟ ଦଳର ସଦସ୍ୟମାନେ ଭାଗନେଇଥିଲେ ।

17 ବର୍ଷରୁ କମ ଫିଫା ବିଶ୍ଵ କପ ଫୁଟବଲରେ ଭାଗ ନେଉଥିବା ସବୁ ଦଳକୁ ସ୍ଵାଗତ,ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

October 06th, 02:05 pm

17 ବର୍ଷରୁ କମ ଫିଫା ବିଶ୍ଵ କପ ଫୁଟବଲରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଵାଗତ କରିବା ସହିତ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବିବିଧତା ମଧ୍ୟରେ ଏକତା ଭାରତର ବିଶେଷତ୍ୱ : 'ମନ କି ବାତ' ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 24th, 11:30 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ମନ କି ବାତ' କାର୍ଯ୍ୟକ୍ରମର 36ତମ ଅଧ୍ୟାୟ ମାଧ୍ୟମରେ ଦେଶକୁ ସମ୍ବୋଧିତ କଲେ । ସେ କହିଲେ ' 'ମନ କି ବାତ' ଦେଶବ୍ୟାପୀ ନାଗରିକମାନଙ୍କ ଭାବନାଗୁଡ଼ିକ ସହ ଯୋଡ଼ିବାର ଗୋଟିଏ ସ୍ୱତନ୍ତ୍ର ପ୍ଳାଟଫର୍ମ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଦେଶର ମହାପୁରୁଷମାନଙ୍କ ଉପରେ ଉଲ୍ଲେଖ କରି କହିଥିଲେ ଯେ ,ସେମାନଙ୍କର ଯୋଗଦାନ ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି । ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା ,ପର୍ଯ୍ୟଟନ ଏବଂ ଉତ୍ସବ ବିଷୟରେ ବିସ୍ତାର ଭାବେ କହିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଆକାଶବାଣୀ କାର୍ଯ୍ୟକ୍ରମ "ମନ୍ କି ବାତ୍”, 27.08.2017

August 27th, 11:36 am

ଏକପକ୍ଷରେ ଦେଶ ଉତ୍ସବର ପରିବେଶରେ ବୁଡ଼ି ରହିଛି ଏବଂ ଅନ୍ୟପକ୍ଷରେ ଭାରତର କୌଣସି କୋଣରୁ ଯେତେବେଳେ ହିଂସାକାଣ୍ଡର ଖବର ଆସୁଛି, ସେତେବେଳେ ଦେଶର ଚିନ୍ତା ମନରେ ଆସିବା ସ୍ୱାଭାବିକ । ଆମ ଦେଶ ବୁଦ୍ଧ ଏବଂ ଗାନ୍ଧୀଙ୍କ ଦେଶ; ଦେଶର ଏକତା ପାଇଁ ପ୍ରାଣପଣେ ଲାଗିପଡ଼ିଥିବା ସର୍ଦ୍ଦାର ପଟେଲଙ୍କ ଦେଶ । ଶହ ଶହ ବର୍ଷଧରି ଆମର ପୂର୍ବପୁରୁଷମାନେ ଯେଉଁ ସାର୍ବଜନୀନ ଜୀବନର ମୂଲ୍ୟକୁ, ଅହିଂସାକୁ, ସମାଦରକୁ ସ୍ୱୀକାର କରିଛନ୍ତି, ତାହା ଆମ ଆତ୍ମାରେ ସମାହିତ ହୋଇରହିଛି ।

ସୋସିଆଲ ମିଡିଆ କର୍ଣ୍ଣର 18 ଜାନୁୟାରୀ 2017

January 18th, 07:19 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

Sports must be a part of everyone's life: PM Modi

July 23rd, 12:49 pm



India-Qatar Joint Statement during the visit of Prime Minister to Qatar

June 05th, 07:26 pm



We all have to work together for development of India that must be fast-paced & all inclusive: PM Modi

April 19th, 12:55 pm



Share your ideas with the PM on Under-17 FIFA World Cup

March 28th, 10:48 am



PM Modi's Mann Ki Baat: Tourism, farmers, under 17 FIFA world cup and more

March 27th, 11:30 am



PM releases commemorative postage stamps on 2014 FIFA World Cup

June 12th, 08:38 pm

PM releases commemorative postage stamps on 2014 FIFA World Cup