ଡିସେମ୍ବର ୩ ତାରିଖରେ ଇନଫିନିଟୀ ଫୋରମର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

November 30th, 11:26 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୩, ୨୦୨୧ ପୂର୍ବାହ୍ନ ୧୦ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ବିଚାର ନେତୃତ୍ୱ ମଞ୍ଚ ‘ଇନଫିନିଟୀ ଫୋରମ’କୁ ଉଦଘାଟନ କରିବେ।

ବିଶ୍ୱ ଆୟୁର୍ବେଦ ମହୋତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 12th, 09:09 pm

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱସ୍ତରରେ ଆୟୁର୍ବେଦ ପ୍ରତି ଆଗ୍ରହ ବୃଦ୍ଧି ପାଉଛି ଏବଂ ସାରା ବିଶ୍ୱରେ ଆୟୁର୍ବେଦ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ସେ ପ୍ରଶଂସା କରିଥିଲେ। ସେ କହିଥିଲେ, “ଆୟୁର୍ବେଦକୁ ସଠିକ ଭାବେ ଏକ ସାମଗ୍ରିକ ମାନବୀୟ ବିଜ୍ଞାନ ଭାବେ ବର୍ଣ୍ଣନା କରାଯାଇପାରିବ। ବୃକ୍ଷ ଠାରୁ ଆରମ୍ଭ କରି ଖାଇବା ଥାଳି ପର୍ଯ୍ୟନ୍ତ, ଶାରୀରିକ ସାମର୍ଥ୍ୟ ଠାରୁ ଆରମ୍ଭ କରି ମାନସିକ କଲ୍ୟାଣ ପର୍ଯ୍ୟନ୍ତ, ଆୟୁର୍ବେଦ ଏବଂ ପାରମ୍ପରିକ ଔଷଧର ପ୍ରଭାବ ଏବଂ ଉପଯୋଗିତା ଅତ୍ୟନ୍ତ ବ୍ୟାପକ।”

ବିଶ୍ୱ ଆୟୁର୍ବେଦ ମହୋତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

March 12th, 09:09 pm

ମନ୍ତ୍ରୀମଣ୍ଡଳରେ ମୋର ସହକର୍ମୀ ଶୀ କିରେନ୍ ରିଜିଜୁ ମହୋଦୟ, ମୁରଲୀଥରନ୍ ମହୋଦୟ, ବିଶ୍ୱ ଆୟୁର୍ବେଦ ମହୋତ୍ସବର ସାଧାରଣ ସଚିବ ଡକ୍ଟର ଗଙ୍ଗାଧରନ ମହୋଦୟ, ଫିକ୍କିର ସଭାପତି ଉଦୟ ଶଙ୍କର ମହୋଦୟ, ଡକ୍ଟର ସଙ୍ଗୀତା ରେଡ୍ଡୀ ମହୋଦୟା,

Indian economy is recovering at a swift pace and economic indicators are encouraging: PM Modi

December 12th, 11:01 am

PM Modi addressed 93rd Annual General Meeting of FICCI. In his remarks, PM Modi said the Indian economy is recovering at a swift pace and economic indicators are encouraging. He said the world's confidence in India has strengthened over the past months, record FDIs have been received. Further speaking about the farm reforms, he said, With new agricultural reforms, farmers will get new markets, new options.

PM Modi delivers keynote address at 93rd Annual General Meeting of FICCI

December 12th, 11:00 am

PM Modi addressed 93rd Annual General Meeting of FICCI. In his remarks, PM Modi said the Indian economy is recovering at a swift pace and economic indicators are encouraging. He said the world's confidence in India has strengthened over the past months, record FDIs have been received. Further speaking about the farm reforms, he said, With new agricultural reforms, farmers will get new markets, new options.

PM to address FICCI’s 93rd Annual General Meeting and Annual Convention on 12th December 2020

December 10th, 07:06 pm

Prime Minister Shri Narendra Modi will deliver the inaugural address at FICCI’s 93rd Annual General Meeting and Annual Convention on December 12, 2020 at 11.00 AM via video conferencing. The Prime Minister will also inaugurate the virtual FICCI Annual Expo 2020.

Prime Minister Modi to address launching of Auction of 41 Coal Mines for Commercial Mining on 18th June, 2020

June 17th, 07:37 pm

With the launch of commercial mining, India has unlocked the coal sector fully with opportunities for investors related to mining, power and clean coal sectors.

ଶିଳ୍ପ ଜଗତର ଅଂଶୀଦାରମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

March 23rd, 07:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଦେଶର 18ଟି ସହରରୁ ଆସୋଚାମ, ଫିକ୍କି, ସିଆଇଆଇ ଏବଂ ବିଭିନ୍ନ ସ୍ଥାନୀୟ ଚାମ୍ବରର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଭ୍ଲାଡିଭୋଷ୍ଟକ ଗସ୍ତ ଅବସରରେ ସ୍ୱାକ୍ଷରିତ ବୁଝାମଣା/ରାଜିନାମାର ତାଲିକା

September 04th, 04:49 pm

ପ୍ରଧାନମନ୍ତ୍ରୀଙ୍କ ଭ୍ଲାଡିଭୋଷ୍ଟକ ଗସ୍ତ ଅବସରରେ ସ୍ୱାକ୍ଷରିତ ବୁଝାମଣା/ରାଜିନାମାର ତାଲିକା

Press Statement by PM Modi during State visit of President of Iran

February 17th, 02:23 pm

At the joint press statement with President Hassan Rouhani of Iran, PM Narendra Modi today said that India and Iran were linked since ancient times. The leaders held substantive and productive discussion. Both the countries agreed to strengthen cooperation in trade and investment, energy, connectivity, defence and security and regional issues.

ଭାରତ-ଇସ୍ରାଏଲ ବାଣିଜ୍ୟ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

January 15th, 08:40 pm

ମୁଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଓ ଇସ୍ରାଏଲ ପ୍ରତିନିଧି ମଣ୍ଡଳୀର ସଦସ୍ୟମାନଙ୍କୁ ମୋର ଦେଶବାସୀଙ୍କ ତରଫରୁ ସ୍ୱାଗତ କରୁଛି । ଉଭୟ ଦେଶର ସିଇଓମାନଙ୍କ ସହ ଏକଜୁଟ୍ ହେବା ଆଉ ଏକ ଖୁସିର କଥା । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଓ ମୁଁ ଏବେଏବେ ଦ୍ୱିପାକ୍ଷିକ ସିଇଓ ଫୋରମ୍ ମାଧ୍ୟମରେ ଭାରତ ଓ ଇସ୍ରାଏଲର ବ୍ୟବସାୟିକ ନେତାଙ୍କ ସହ ଫଳପ୍ରଦ ବାର୍ତାଳାପ ସମାପ୍ତ କରିଛୁ । ଏହି ଆଲୋଚନା ଓ ସିଇଓଙ୍କ ଭାଗିଦାରୀକୁ ନେଇ ମୁଁ ବହୁତ ଆଶାବାଦୀ ଅଛି, ଯାହାକି ଗତବର୍ଷ ଆରମ୍ଭ ହୋଇଥିଲା ।

ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 13, 2017

December 13th, 07:57 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ଫିକ୍କିର 90ତମ ବାର୍ଷିକ ସାଧାରଣ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ଅଭିଭାଷଣ

December 13th, 05:18 pm

ଫିକ୍କିର ଅଧ୍ୟକ୍ଷ ଶ୍ରୀ ପଙ୍କଜ ଆର. ପଟେଲ ମହାଶୟ, ଆଗମୀ ସଭାପତି ଶ୍ରୀ ରମେଶ ସି ଶାହା ମହୋଦୟ, ମହାସଚିବ ଡକ୍ଟର ସଂଜୟ ବାରୁ ମହୋଦୟ, ଏବଂ ଏଠାରେ ଉପସ୍ଥିତ ଅନ୍ୟ ମହାନୁଭବମାନେ ।

ଫିକ୍କିର 90ତମ ବାର୍ଷିକ ସାଧାରଣ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ସମ୍ବୋଧନ

December 13th, 05:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫିକ୍କିର 90ତମ ସାଧାରଣ ବୈଠକର ଉଦ୍ଘାଟନୀ ଅଧିବେଶନରେ ଉଦବୋଧନ ଦେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଫିକି ଯୁବା ମହିଳା ସଂଗଠନର ପ୍ରତିନିଧି ଦଳ

August 03rd, 08:12 pm

ଫିକି ଯୁବା ମହିଳା ସଂଗଠନର ଏକ 25 ଜଣିଆ ସଦସ୍ୟ ମଣ୍ଡଳ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ମହିଳା ଉଦ୍ୟୋଗ ଏବଂ ସଶକ୍ତୀକରଣ ଉପରେ କିଛି ପ୍ରଶ୍ନକୁ ନେଇ ଏହି ପ୍ରତିନିଧିମଣ୍ଡଳ ପ୍ରଧାନମନ୍ତ୍ରୀଙ୍କ ସହିତ ମତ ବିନିମୟ କରିଥିଲେ । ପ୍ରତିନିଧିମଣ୍ଡଳ ସଦସ୍ୟଙ୍କ ଦ୍ଵାରା ପଚାରାଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ରଖିଥିଲେ ।

ଭାରତ-ତୁର୍କୀ ବାଣିଜ୍ୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

May 01st, 11:13 am

ଭାରତ ଓ ତୁର୍କୀ ମଧ୍ୟରେ ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କ ରହିଛି । ଆଧୁନିକ ବିଶ୍ୱ ଅର୍ଥନୀତିରେ ଆମର ସମାନ ଧାରଣା ରହିଛି । ବର୍ତ୍ତମାନ, ପ୍ରତ୍ୟେକ ଦ୍ୱିପାକ୍ଷିକ ସମ୍ପର୍କରେ ଅର୍ଥର୍ନୈତିକ ସହଯୋଗ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଭାରତ ଏବଂ ତୁର୍କୀ ମଧ୍ୟରେ ଭଲ ବ୍ୟବସାୟିକ ସମ୍ପର୍କ ରହିଛି । ଆମ ଭିତରେ ବର୍ଷ ବର୍ଷ ଧରି ରହିଆସିଥିବା ଦ୍ୱିପାକ୍ଷିକ ବାଣିଜ୍ୟ ଅଗ୍ରଗତି ପ୍ରଶଂସନୀୟ ରହିଆସିଛି । ରାଷ୍ଟ୍ରପତି ଏର୍ଦୋଗାନ୍ ଗତ ଥର ଭାରତ ଗସ୍ତରେ ଆସିବା ପରେ ଦ୍ୱିପାକ୍ଷିକ ବାଣିଜ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି ।

ଭାରତୀୟ ବିଜ୍ଞାନ କଂଗ୍ରେସର 104ତମ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ସମ୍ଭାଷଣ

January 03rd, 12:50 pm

Addressing the 104th Indian Science Congress, Prime Minister Modi said that our best science and technology institutions should further strengthen their basic research in line with leading global standards. He also said that by 2030 India will be among the top three countries in science and technology and will be among the most attractive destinations for the best talent in the world. “Science must meet the rising aspirations of our people”, the PM added.

FICCI Delegation calls on PM

June 30th, 05:47 pm



Time to pull India out of economic crisis and gloom, take bold decisions, in consultation with business and industry – Narendra Modi

January 15th, 04:52 pm

Time to pull India out of economic crisis and gloom, take bold decisions, in consultation with business and industry – Narendra Modi

Chief Minister congratulates the state Health Department

September 04th, 07:04 pm

Chief Minister congratulates the state Health Department