PM Modi attends India Today Conclave 2024

March 16th, 08:00 pm

Addressing the India Today Conclave, PM Modi said that he works on deadlines than headlines. He added that reforms are being undertaken to enable India become the 3rd largest economy in the world. He said that 'Ease of Living' has been our priority and we are ensuring various initiatives to empower the common man.

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଲଜିଷ୍ଟିକ୍ ନୀତିର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 17th, 05:38 pm

ଆଜି ସ୍ୱାଧୀନତାର ଅମୃତକାଳରେ ଦେଶ ଏକ ବିକଶିତ ଭାରତ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଭାରତରେ ଶେଷ ସୀମାରେ ବିତରଣ ଶୀଘ୍ର ହେବା ଉଚିତ, ପରିବହନ ସହ ଜଡିତ ଆହ୍ୱାନଗୁଡିକ ଦୂର ହୋଇଯିବ, ଆମର ଉତ୍ପାଦକ ଏବଂ ଶିଳ୍ପ ଗୁଡିକର ସମୟ ଏବଂ ଅର୍ଥ ସଞ୍ଚୟ ହେବା ଉଚିତ, ସେହିଭଳି ଆମର କୃଷି ଉତ୍ପାଦ ମଧ୍ୟ । ବିଳମ୍ବ ଯୋଗୁଁ ସେମାନଙ୍କର ଯେଉଁ କ୍ଷତି ହେଉଛି । ଏଥିରୁ ଆମେ କିପରି ମୁକ୍ତି ପାଇବୁ? ଏହି ସବୁ ସମସ୍ୟାର ସମାଧାନ ଖୋଜିବା ପାଇଁ ନିରନ୍ତର ଉଦ୍ୟମ ଚାଲିଛି ଏବଂ ଆଜି ଏହାର ଏକ ରୂପ ହେଉଛି ଜାତୀୟ ଲଜିଷ୍ଟିକ୍ ନୀତି, ଏବଂ ମୁଁ ନିଶ୍ଚିତ ଯେ ଆମର ଏହି ସମସ୍ତ ବ୍ୟବସ୍ଥାର ଉନ୍ନତି ପାଇଁ ଏବଂ ଏଥିରେ କାର୍ଯ୍ୟ କରୁଥିବା ସରକାରଙ୍କ ବିଭିନ୍ନ ୟୁନିଟ୍ ଗୁଡିକ ମଧ୍ୟରେ ଏକ ସମନ୍ୱୟ ମଧ୍ୟ ରହିବ ।

PM launches National Logistics Policy

September 17th, 05:37 pm

PM Modi launched the National Logistics Policy. He pointed out that the PM Gatishakti National Master Plan will be supporting the National Logistics Policy in all earnest. The PM also expressed happiness while mentioning the support that states and union territories have provided and that almost all the departments have started working together.

ଇନଫିନିଟି ଫୋରମ, ୨୦୨୧ର ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

December 03rd, 11:23 am

ପ୍ରଯୁକ୍ତି ଏବଂ ଆର୍ଥିକ ଜଗତର ମୋର ଦେଶବାସୀ, ୭୦ରୁ ଅଧିକ ଦେଶରୁ ଭାଗ ନେଇଥିବା ହଜାର ହଜାର ପ୍ରତିନିଧିଗଣ ।

ଇନଫିନିଟି ମଞ୍ଚ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

December 03rd, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫିନଟେକ ଇନଫିନିଟି ଫୋରମକୁ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କରିଛନ୍ତି ।

ଇ-ରୁପୀ ଡିଜିଟାଲ ଦେୟ ବ୍ୟବସ୍ଥାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 02nd, 04:52 pm

ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସାରା ଦେଶରୁ ସାମିଲ ହୋଇଥିବା ସମସ୍ତ ରାଜ୍ୟପାଳ ମହୋଦୟ, ଉପରାଜ୍ୟପାଳଗଣ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସାଥୀଗଣ, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର, ରାଜ୍ୟଗୁଡିକର ମୁଖ୍ୟ ସଚିବ, ଭିନ୍ନ ଭିନ୍ନ ଶିଳ୍ପ ସଂଘ ସହିତ ସଂଶ୍ଳିଷ୍ଟ ବନ୍ଧୁଗଣ, ଷ୍ଟାର୍ଟ ଅପ୍‌, ଫିନଟେକ୍‌ର ଦୁନିଆରୁ ସାମିଲ ମୋର ଯୁବ ସାଥୀ, ବ୍ୟାଙ୍କ ଗୁଡିକର ବରିଷ୍ଠ ଅଧିକାରୀଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ଇ-ରୁପି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

August 02nd, 04:49 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଇ-ରୁପି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହା ହେଉଛି ଏକ ବ୍ୟକ୍ତି ଓ ଉଦ୍ଦେଶ୍ୟ ନିର୍ଦ୍ଦିଷ୍ଟ ଡିଜିଟାଲ ଅର୍ଥପଇଠ ବ୍ୟବସ୍ଥା। ଇ-ରୁପି ହେଉଛି ଡିଜିଟାଲ ଅର୍ଥପଇଠ ପାଇଁ ଏକ ନଗଦମୁକ୍ତ ଓ ସ୍ପର୍ଶବିହୀନ ଉପକରଣ।

ଆମର ଛୋଟ ଛୋଟ କଥା, ଯାହା ପରସ୍ପରଙ୍କୁ, କିଛି ଶିଖାଇଯାଏ, ଜୀବନର ତିକ୍ତ–ମଧୁର ଅନୁଭୂତି ଯାହା, ଜୀବନକୁ ମନଭରି ଉପଭୋଗ କରିବାର ପ୍ରେରଣା ଯୋଗାଇଦିଏ – ତାହା ହିଁ ତ ହେଉଛି – ମନର କଥା ।

January 31st, 10:39 am

ଏହି ମାସରେ କ୍ରିକେଟ ପିଚ୍‌ରୁ ବି ଖୁବ ଭଲ ଖବର ମିଳିଲା । ପ୍ରାରମ୍ଭିକ ଅସୁବିଧା ପରେ ଆମ କ୍ରିକେଟ ଟିମ୍ ପୁଣିଥରେ ଖୁବ ସୁନ୍ଦର ପ୍ରଦର୍ଶନ ସହ ଅଷ୍ଟ୍ରେଲିଆରେ ସିରିଜ ଜିତିଲା । ଆମ ଖେଳାଳିମାନଙ୍କ କଠିନ ପରିଶ୍ରମ ଏବଂ ଟିମ୍‌ୱାର୍କ ପ୍ରେରଣାଦାୟୀ । ଏଇସବୁ ଭିତରେ ଦିଲ୍ଲୀରେ ଜାନୁଆରୀ 26 ଦିନ ତ୍ରିରଙ୍ଗାର ଅପମାନ ଦେଖି ଦେଶ ବହୁତ ଦୁଃଖ ମଧ୍ୟ ଅନୁଭବ କଲା । ଆଗାମୀ ସମୟକୁ ଆମକୁ ନୂତନ ଆଶା ଏବଂ ଉଦ୍ଦୀପନା ସହ ପୂରଣ କରିବାକୁ ହେବ । ଗତବର୍ଷ ଆମେ ଅସାଧାରଣ ସଂଯମ ଓ ସାହସର ପରିଚୟ ଦେଇଥିଲୁ । ଏ ବର୍ଷ ମଧ୍ୟ ଆମକୁ କଠିନ ପରିଶ୍ରମ କରି ଆମର ସଂକଳ୍ପଗୁଡ଼ିକୁ ସାକାର କରିବାକୁ ହେବ । ଆମ ଦେଶକୁ ଆହୁରି ତୀବ୍ର ଗତିରେ ଆଗେଇ ନେବାକୁ ହେବ ।

130 କୋଟି ଦେଶବାସୀଙ୍କ ପାଇଁ ଦିଲ୍ଲୀ ହେଉଛି ବୃହତ ଆର୍ଥିକ ଓ କ୍ଷମତା କେନ୍ଦ୍ର ଓ ଏହାର ମହତ୍ଵ ସୁସ୍ପଷ୍ଟ – ପ୍ରଧାନମନ୍ତ୍ର

December 28th, 11:03 am

ଛୋଟ ବଡ ନିର୍ବିଶେଷରେ ପ୍ରତ୍ୟେକ ସହର ଦେଶର ଆର୍ଥିକ କେନ୍ଦ୍ରବିନ୍ଦୁ ହେବାକୁ ଯାଉଛନ୍ତି । ମାତ୍ର ଦେଶର ରାଜଧାନୀ ହୋଇଥିବା ଦୃଷ୍ଟିରୁ ଦିଲ୍ଲୀର ମହତ୍ଵ ଏକବିଂଶ ଶତାବ୍ଦୀରେ ପ୍ରତିଫଳିତ ହୋଇ ବିଶ୍ଵରେ ତାର ଉତ୍କର୍ଷ ପ୍ରତିପାଦନ କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏହି ପ୍ରାଚୀନ ସହରକୁ ଆଧୁନିକ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ସମ୍ମିଳନୀ ଜରିଆରେ ପ୍ରଥମ ଚାଳକବିହୀନ ମେଟ୍ରୋ ସେବା ଓ ଦିଲ୍ଲୀ ମେଟ୍ରୋର ଏୟାର ପୋର୍ଟ ଏକ୍ସପ୍ରେସଲାଇନ ନ୍ୟାସନାଲ କମନ ମୋବିଲିଟି କାର୍ଡ ସଂପ୍ରସାରଣ ଉଦଘାଟନ କରିବା ଅବସରରେ ଏହା ପ୍ରକାଶ କରିଛନ୍ତି ।

PM Elaborates ‘Ek Bharat Shreshtha Bharat’ Through Consolidation of Systems and Processes

December 28th, 11:02 am

The Prime Minister, Shri Narendra Modi, while inaugurating the first-ever driverless Metro operations today also launched the expansion of National Common Mobility Card to the Airport Express Line of Delhi Metro.

Urbanization should not be seen as a challenge but used as an opportunity: PM Modi

December 28th, 11:01 am

Prime Minister Narendra Modi inaugurated India’s first-ever driverless train operations on Delhi Metro’s Magenta Line. National Common Mobility Card was expanded to the Airport Express Line of Delhi Metro, which was started in Ahmedabad last year.

PM inaugurates India’s first-ever driverless train operations on Delhi Metro’s Magenta Line

December 28th, 11:00 am

Prime Minister Narendra Modi inaugurated India’s first-ever driverless train operations on Delhi Metro’s Magenta Line. National Common Mobility Card was expanded to the Airport Express Line of Delhi Metro, which was started in Ahmedabad last year.

ବିଜେପି ସରକାର ସର୍ବଦା ଗରିବ ଏବଂ ମହିଳାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ

February 04th, 03:09 pm

ଦିଲ୍ଲୀର ନିର୍ବାଚନ ପୂର୍ବରୁ ,ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵାରକାରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏକ ବିଶାଳ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ,ଦିଲ୍ଲୀର ଲୋକେ ବିଜେପି ପକ୍ଷରେ ଅଛନ୍ତି । ସେ କହିଛନ୍ତି ,ବିରୋଧୀ ଦଳମାନଙ୍କ ରାତି ନିଦ ହଜିଯାଉଛି ।

ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ଦ୍ଵାରକାରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି

February 04th, 03:08 pm

ଦିଲ୍ଲୀର ନିର୍ବାଚନ ପୂର୍ବରୁ ,ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵାରକାରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏକ ବିଶାଳ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ,ଦିଲ୍ଲୀର ଲୋକେ ବିଜେପି ପକ୍ଷରେ ଅଛନ୍ତି । ସେ କହିଛନ୍ତି ,ବିରୋଧୀ ଦଳମାନଙ୍କ ରାତି ନିଦ ହଜିଯାଉଛି ।

Social Media Corner 20th August

August 20th, 07:27 pm

Your daily does of governance updates from Social Media. Your tweets on governance get featured here daily. Keep reading and sharing!