ଭାରତ-ଗ୍ରୀସ୍ ସଂଯୁକ୍ତ ବକ୍ତବ୍ୟ
August 25th, 11:11 pm
ପ୍ରଧାନମନ୍ତ୍ରୀ ମିତସୋଟାକିସ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସ୍ବୀକାର କରିଛନ୍ତି ଯେ ଉଭୟ ଭାରତ ଏବଂ ଗ୍ରୀସ୍ ଐତିହାସିକ ସଂଯୋଗର ଆଦାନ ପ୍ରଦାନ କରିଛନ୍ତି ଏବଂ ସହମତ ହୋଇଛନ୍ତି ଯେ ଯେଉଁ ସମୟରେ ବିଶ୍ୱସ୍ତରୀୟ ଅତୁଳନୀୟ ପରିବର୍ତ୍ତନ ଘଟୁଛି, ସେତେବେଳେ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ବଢ଼ାଇବା ପାଇଁ ପୁନଃନିର୍ମାଣ ଆଭିମୁଖ୍ୟ ଆବଶ୍ୟକ।ଗ୍ରୀସ୍ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତି
August 25th, 02:45 pm
ସର୍ବପ୍ରଥମେ ଗ୍ରୀସ୍ର ଜଙ୍ଗଲରେ ନିଆଁ ଲାଗିବା ଭଳି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କୁ ମୁଁ ଏବଂ ଭାରତର ସମସ୍ତ ଜନସାଧାରଣଙ୍କ ତରଫରୁ ସମବେଦନା ଜଣାଉଛି ।There is no reason for mistrust in the recent agricultural reforms: PM Modi
December 18th, 02:10 pm
PM Narendra Modi addressed a Kisan Sammelan in Madhya Pradesh through video conferencing. PM Modi accused the opposition parties of misleading the farmers and using them as a vote bank and political tool. He also reiterated that the system of MSP will remain unaffected by the new agricultural laws.PM Modi addresses Kisan Sammelan in Madhya Pradesh
December 18th, 02:00 pm
PM Narendra Modi addressed a Kisan Sammelan in Madhya Pradesh through video conferencing. PM Modi accused the opposition parties of misleading the farmers and using them as a vote bank and political tool. He also reiterated that the system of MSP will remain unaffected by the new agricultural laws.