କୃଷିକ୍ଷେତ୍ରରେ ବଜେଟର କାର୍ଯ୍ୟାନ୍ୱୟନ ଉପରେ ଅନୁଷ୍ଠିତ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 01st, 11:03 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ କୃଷି ଏବଂ କୃଷକ କଲ୍ୟାଣ ସମ୍ବନ୍ଧୀୟ ବଜେଟ୍ ବ୍ୟବସ୍ଥାର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ଏକ ୱେବିନାରକୁ ସମ୍ବୋଧିତ କରିଥିଲେ । ଏହି ୱେବିନାରରେ କୃଷି, ଦୁଗ୍ଧ, ମତ୍ସ୍ୟ ଚାଷ, ସାର୍ବଜନୀନ, ବେସରକାରୀ ଏବଂ ସମବାୟ କ୍ଷେତ୍ରର ସହଯୋଗୀ ଏବଂ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ପାଣ୍ଠି ଯୋଗାଉଥିବା ବ୍ୟାଙ୍କଗୁଡ଼ିକର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ|

କୃଷି ଏବଂ କୃଷକ କଲ୍ୟାଣ ସମ୍ବନ୍ଧୀୟ ବଜେଟ୍ ବ୍ୟବସ୍ଥାର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ୱେବିନାରକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 01st, 11:02 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ କୃଷି ଏବଂ କୃଷକ କଲ୍ୟାଣ ସମ୍ବନ୍ଧୀୟ ବଜେଟ୍ ବ୍ୟବସ୍ଥାର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ଏକ ୱେବିନାରକୁ ସମ୍ବୋଧିତ କରିଥିଲେ । ଏହି ୱେବିନାରରେ କୃଷି, ଦୁଗ୍ଧ, ମତ୍ସ୍ୟ ଚାଷ, ସାର୍ବଜନୀନ, ବେସରକାରୀ ଏବଂ ସମବାୟ କ୍ଷେତ୍ରର ସହଯୋଗୀ ଏବଂ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ପାଣ୍ଠି ଯୋଗାଉଥିବା ବ୍ୟାଙ୍କଗୁଡ଼ିକର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ|

ଘରୋଇକରଣ ଏବଂ ସମ୍ପତି ମୁଦ୍ରାୟନ ଉପରେ ଅନୁଷ୍ଠିତ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

February 24th, 05:48 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିନିବେଶ ଏବଂ ସଂପଦ ମୁଦ୍ରୀକରଣ ସଂପର୍କରେ ବଜେଟରେ ଥିବା ବ୍ୟବସ୍ଥା “ଦୀପମ୍‍”ର ସଫଳ ପ୍ରବର୍ତ୍ତନ ପ୍ରସଙ୍ଗରେ ଆୟୋଜିତ ୱେବିନାରକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।

ବିନିବେଶ ଏବଂ ସଂପଦ ମୁଦ୍ରୀକରଣ ସଂପର୍କରେ ବଜେଟରେ ଥିବା ବ୍ୟବସ୍ଥାର ସଫଳ ପ୍ରବର୍ତ୍ତନ ପ୍ରସଙ୍ଗରେ ଆୟୋଜିତ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 24th, 05:42 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିନିବେଶ ଏବଂ ସଂପଦ ମୁଦ୍ରୀକରଣ ସଂପର୍କରେ ବଜେଟରେ ଥିବା ବ୍ୟବସ୍ଥା “ଦୀପମ୍‍”ର ସଫଳ ପ୍ରବର୍ତ୍ତନ ପ୍ରସଙ୍ଗରେ ଆୟୋଜିତ ୱେବିନାରକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।

କେରଳରେ ପ୍ରମୁଖ ଶକ୍ତି ଓ ସହରୀ ଯୋଜନା ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନର ମୂଳପାଠ

February 19th, 04:31 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କେରଳର ପୁଗାଲୁର-ତ୍ରିଶୁର ବିଦ୍ୟୁତ ସଞ୍ଚାରଣ ପ୍ରକଳ୍ପ, କାସାରଗୋଡ଼ ସୌର ଶକ୍ତି ପ୍ରକଳ୍ପ ଏବଂ ଆରୁଭିକ୍କରା ଠାରେ ଜଳ ପରିଚାଳନା ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ସେ ମଧ୍ୟ ଏହି କାର୍ଯ୍ୟକ୍ରମ ଅବସରରେ ଥିରୁଅନନ୍ତପୁରମରେ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ଓ ସ୍ମାର୍ଟ ରୋଡ୍ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ।

କେରଳରେ ବହୁ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଓ ସହରାଞ୍ଚଳ କ୍ଷେତ୍ରର ପ୍ରକଳ୍ପ ଉଦଘାଟନ କରିବା ସହିତ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

February 19th, 04:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କେରଳର ପୁଗାଲୁର-ତ୍ରିଶୁର ବିଦ୍ୟୁତ ସଞ୍ଚାରଣ ପ୍ରକଳ୍ପ, କାସାରଗୋଡ଼ ସୌର ଶକ୍ତି ପ୍ରକଳ୍ପ ଏବଂ ଆରୁଭିକ୍କରା ଠାରେ ଜଳ ପରିଚାଳନା ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ସେ ମଧ୍ୟ ଏହି କାର୍ଯ୍ୟକ୍ରମ ଅବସରରେ ଥିରୁଅନନ୍ତପୁରମରେ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ଓ ସ୍ମାର୍ଟ ରୋଡ୍ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ।

ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର

February 10th, 04:22 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ରଖିଛନ୍ତି । ସେ କହିଛନ୍ତି, ରାଷ୍ଟ୍ରପତି ଜୀଙ୍କ ଭାଷଣରେ ଭାରତର ‘ସଙ୍କଳ୍ପ ଶକ୍ତି' ପ୍ରଦର୍ଶିତ ହୋଇଛି । ତାଙ୍କ କଥା ଭାରତବାସୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିଛି । ଶ୍ରୀ ମୋଦୀ ଗୃହର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଲୋଚନା ସମୟରେ ସେ ଉଲ୍ଲେଖ କରିଛନ୍ତି ଯେ ବହୁ ସଂଖ୍ୟକ ମହିଳା ସାଂସଦ ଏଥିରେ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କ ଚିନ୍ତାଧାରା ସହିତ ଗୃହ କାର୍ଯ୍ୟକୁ ସମୃଦ୍ଧ କରିଥିବାରୁ ସେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଲୋକ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର

February 10th, 04:21 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ରଖିଛନ୍ତି । ସେ କହିଛନ୍ତି, ରାଷ୍ଟ୍ରପତି ଜୀଙ୍କ ଭାଷଣରେ ଭାରତର ‘ସଙ୍କଳ୍ପ ଶକ୍ତି' ପ୍ରଦର୍ଶିତ ହୋଇଛି । ତାଙ୍କ କଥା ଭାରତବାସୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିଛି । ଶ୍ରୀ ମୋଦୀ ଗୃହର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଲୋଚନା ସମୟରେ ସେ ଉଲ୍ଲେଖ କରିଛନ୍ତି ଯେ ବହୁ ସଂଖ୍ୟକ ମହିଳା ସାଂସଦ ଏଥିରେ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କ ଚିନ୍ତାଧାରା ସହିତ ଗୃହ କାର୍ଯ୍ୟକୁ ସମୃଦ୍ଧ କରିଥିବାରୁ ସେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

There is no reason for mistrust in the recent agricultural reforms: PM Modi

December 18th, 02:10 pm

PM Narendra Modi addressed a Kisan Sammelan in Madhya Pradesh through video conferencing. PM Modi accused the opposition parties of misleading the farmers and using them as a vote bank and political tool. He also reiterated that the system of MSP will remain unaffected by the new agricultural laws.

PM Modi addresses Kisan Sammelan in Madhya Pradesh

December 18th, 02:00 pm

PM Narendra Modi addressed a Kisan Sammelan in Madhya Pradesh through video conferencing. PM Modi accused the opposition parties of misleading the farmers and using them as a vote bank and political tool. He also reiterated that the system of MSP will remain unaffected by the new agricultural laws.

Farmers are the ones, who take the country forward: PM Modi

October 26th, 11:33 am

Addressing the Krishi Kumbh in Lucknow via video conferencing, PM Narendra Modi spoke at length about the farmer friendly measures of the Government like Soil health Cards and other modern techniques of farming. The PM also reiterated the Government’s commitment to double the income of farmers.

ଲକ୍ଷ୍ନୌ କୃଷି କୁମ୍ଭକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

October 26th, 11:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଶୁକ୍ରବାର) ଲକ୍ଷ୍ନୌରେ ଆୟୋଜିତ କୃଷି କୁମ୍ଭକୁ ଭିଡିଓ କନଫରେନସିଂ ଜରିଆରେ ସମ୍ବୋଧନ କରିଛନ୍ତି ।

ଦେଶବ୍ୟାପୀ କୃଷକଙ୍କ ସହ ମତବିନିମୟ କାଳରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ(20.06.2018)

June 20th, 11:00 am

ମୋ ପାଇଁ ଖୁସିର କଥା ହେଉଛି କି ଆଜି ମୋତେ ସାରା ଦେଶର 600 ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ର, କେ.ବି.କେ ଏବଂ ଦେଶର ବିଭିନ୍ନ ଭାଗରେ ଥିବା 2 ଲକ୍ଷ ସାଧାରଣ ଜନସେବା କେନ୍ଦ୍ରରେ ଆମର ଯେଉଁ କୃଷକ ଭାଇ-ଭଉଣୀମାନେ ଉପସ୍ଥିତ ଅଛନ୍ତି, ଯେଉଁମାନେ ଆଜି ଆମ ସହିତ ଯୋଡି ହୋଇଛନ୍ତି, ସେମାନଙ୍କଠାରୁ ସେମାନଙ୍କ ଅନୁଭବ ଜାଣିବାର, ସେମାନଙ୍କର କଥା ସିଧାସଳଖ ଶୁଣିବାର ଏକ ଦୁର୍ଲଭ ସୁଯୋଗ ଆଜି ମୋତେ ପ୍ରାପ୍ତ ହୋଇଛି ।

ଦେଶର 600 ଜିଲ୍ଲାର ଚାଷୀଙ୍କ ସହ ବାର୍ତ୍ତାଳାପ କଲେ ପ୍ରଧାନମନ୍ତ୍ରୀ

June 20th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ଜରିଆରେ ଦେଶର ବିଭିନ୍ନ ସ୍ଥାନରେ ଥିବା ଚାଷୀମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ଏଥିଲାଗି 2 ଲକ୍ଷ ଜନସେବା କେନ୍ଦ୍ର ଏବଂ 600 କୃଷି ବିଜ୍ଞାନ କେନ୍ଦ୍ରକୁ ଉପଗ୍ରହ ଭିଡିଓ ଲିଙ୍କ ଜରିଆରେ ସଂଯୁକ୍ତ କରାଯାଇଥିଲା । ଶହ ଶହ ସଂଖ୍ୟାରେ ଚାଷୀମାନେ ଏହିସବୁ କେନ୍ଦ୍ରରେ ବସି ପ୍ରଧାନମନ୍ତ୍ରୀଙ୍କ ସହ ନିଜର ଅନୁଭୂତି ବାଣ୍ଟିବା ସହ କୃଷି ସମ୍ବନ୍ଧିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅନେକ ପ୍ରସ୍ତାବ ଦେଇଥିଲେ । ଦେଶର ଜନସାଧାରଣ ତଥା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀମାନଙ୍କ ସହ ଏହା ପ୍ରଧାନମନ୍ତ୍ରୀଙ୍କ ସପ୍ତମ ପ୍ରତ୍ୟକ୍ଷ ବାର୍ତ୍ତାଳାପ ।

ସ୍ମାର୍ଟ ଇଣ୍ଡିଆ ହାକାଥନ-2018ର ଉଦ୍ଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

March 30th, 09:27 pm

ଦେଶର ଭିନ୍ନ ଭିନ୍ନ କୋଣରେ ରାତି ଆଠଟା ସାଢେ ଆଠଟାରେ ଦେଶର ଉନ୍ନତି ପାଇଁ ମୋ ଦେଶର ଯୁବକମାନେ ଦେଶପାଇଁ ଏତେ ବଡ଼ ଯଜ୍ଞରେ ଯୋଡି ହୋଇଛନ୍ତି – ମୋ ଦେଶ ବଦଳୁଛି, ଆଗକୁ ବଢୁଛି ।

ସ୍ମାର୍ଟ ଇଣ୍ଡିଆ ହାକାଥନ- 2018ର ଉଦ୍ଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ; ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ କେନ୍ଦ୍ରର ଅଂଶଗ୍ରହଣକାରୀଙ୍କ ସହ କଲେ ମତବିନିମୟ; ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଇପିପିପି-ଉଦ୍ଭାବନ, ପେଟେଣ୍ଟ, ଉତ୍ପାଦନ ଏବଂ ସମୃଦ୍ଧି’ ର ମନ୍ତ୍ର ପ୍ରଦାନ

March 30th, 09:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫେରେନ୍ସିଂ ଜରିଆରେ ସ୍ମାର୍ଟ ଇଣ୍ଡିଆ ହାକାଥନ ଚୁଡାନ୍ତ ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇଛନ୍ତି ।

ଭାରତକୁ ନେଇ ବିଶ୍ୱର ଦୃଷ୍ଟିକୋଣ ପରିବର୍ତ୍ତନ ହୋଇଛି ,ଆଜି ସାରା ବିଶ୍ୱ ଭାରତକୁ ସମ୍ମାନରେ ଦେଖୁଛି :ମନ କି ବାତ ରେ ପ୍ରଧାନମନ୍ତ୍ରୀ ମୋଦୀ

March 25th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ପବିତ୍ର ରାମନବମୀ । ରାମନବମୀର ଏହି ପବିତ୍ର ପର୍ବରେ ଦେଶବାସୀଙ୍କୁ ମୋର ଅନେକ ଅନେକ ଶୁଭକାମନା । ପୂଜ୍ୟ ବାପୁଙ୍କ ଜୀବନରେ “ରାମ ନାମ”ର ଶକ୍ତି କେତେ ଥିଲା, ତାହା ତାଙ୍କ ଜୀବନର ପ୍ରତି ମୁହୂର୍ତ୍ତରେ ଆମେ ଦେଖିଛୁ । ଗତ ଜାନୁଆରୀ 26 ତାରିଖ ଦିନ ଯେତେବେଳେ ଆସିଆନ୍ ଦେଶର ସମସ୍ତ ମହାନୁଭବ ଏଠାରେ ଉପସ୍ଥିତ ଥିଲେ ସେତେବେଳେ ସେମାନେ ନିଜ ସହ ସେମାନଙ୍କ ସାଂସ୍କୃତିକ ଦଳଗୁଡ଼ିକୁ ସାଙ୍ଗରେ ଆଣିଥିଲେ ଏବଂ ଏହା ବଡ଼ ଗର୍ବର କଥା ଯେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଦେଶ ରାମାୟଣକୁ ହିଁ ଆମ ଆଗରେ ଉପସ୍ଥାପନ କରିଥିଲେ । ଅର୍ଥାତ ରାମ ଓ ରାମାୟଣ କେବଳ ଭାରତରେ ନୁହେଁ ବରଂ ବିଶ୍ୱର ଏହି ଭୂଖଣ୍ଡରେ ଆସିଆନ୍ ଦେଶମାନଙ୍କରେ ଆଜି ମଧ୍ୟ ସେତିକି ପ୍ରେରଣା ଏବଂ ପ୍ରଭାବ ସୃଷ୍ଟି କରୁଛି । ମୁଁ ପୁଣିଥରେ ଆପଣମାନଙ୍କୁ ସମସ୍ତଙ୍କୁ ଶ୍ରୀରାମନବମୀ ଉପଲକ୍ଷେ ଶୁଭେଚ୍ଛା ଜଣାଉଛି ।

କେନ୍ଦ୍ର 2022 କୃଷକମାନଙ୍କ ଆୟକୁ ଦ୍ଵିଗୁଣ କରିବା ପାଇଁ ପ୍ରତିଶୃତିବଦ୍ଧ :ପ୍ରଧାନମନ୍ତ୍ରୀ ମୋଦୀ

March 17th, 01:34 pm

ଆଜି ନୂଆଦିଲ୍ଲୀର ପୁସା କ୍ୟାମ୍ପସରେ ଥିବା ଆଇଏଆରଆଇ ମେଳା ପଡିଆରେ ଅନୁଷ୍ଠିତ କୃଷି ଉନ୍ନତି ମେଳାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗସ୍ତ କରିଛନ୍ତି । ସେ ବିଭିନ୍ନ ବିଷୟକୁ ନେଇ ହୋଇଥିବା ମଂଚ ଏବଂ ଜୈବିକ ମେଳା ପ୍ରଦର୍ଶନୀକୁ ପରିଦର୍ଶନ କରିଥିଲେ । ସେ 25ଟି କୃଷି ବିଜ୍ଞାନ କେନ୍ଦ୍ରର ଆଧାରଶିଳା ସ୍ଥାପନ କରିଥିଲେ । ସେ ମଧ୍ୟ ଜୈବ ଉତ୍ପାଦ ଗୁଡ଼ିକ ପାଇଁ ଇ-ମାର୍କେଟିଂ ପୋର୍ଟାଲର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ କୃଷି କର୍ମଣ ପୁରସ୍କାର ଏବଂ ପଣ୍ଡିତ ଦୀନ ଦୟାଲ କୃଷି ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରିଥିଲେ ।

କୃଷି ଉନ୍ନତି ମେଳାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 17th, 01:33 pm

ଆଜି ନୂଆଦିଲ୍ଲୀର ପୁସା କ୍ୟାମ୍ପସରେ ଥିବା ଆଇଏଆରଆଇ ମେଳା ପଡିଆରେ ଅନୁଷ୍ଠିତ କୃଷି ଉନ୍ନତି ମେଳାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗସ୍ତ କରିଛନ୍ତି । ସେ ବିଭିନ୍ନ ବିଷୟକୁ ନେଇ ହୋଇଥିବା ମଂଚ ଏବଂ ଜୈବିକ ମେଳା ପ୍ରଦର୍ଶନୀକୁ ପରିଦର୍ଶନ କରିଥିଲେ । ସେ 25ଟି କୃଷି ବିଜ୍ଞାନ କେନ୍ଦ୍ରର ଆଧାରଶିଳା ସ୍ଥାପନ କରିଥିଲେ । ସେ ମଧ୍ୟ ଜୈବ ଉତ୍ପାଦ ଗୁଡ଼ିକ ପାଇଁ ଇ-ମାର୍କେଟିଂ ପୋର୍ଟାଲର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ କୃଷି କର୍ମଣ ପୁରସ୍କାର ଏବଂ ପଣ୍ଡିତ ଦୀନ ଦୟାଲ କୃଷି ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରିଥିଲେ ।

ବିଶ୍ୱ ନିରନ୍ତର ବିକାଶ ଶିଖର ସମ୍ମିଳନୀ(ଡବ୍ଲ୍ୟୁଏସଡିଏସ-2018) ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

February 16th, 11:30 am

ମୁଁ ବିଶ୍ୱ ନିରନ୍ତର ବିକାଶ ଶିଖର ସମ୍ମିଳନୀର ଉଦ୍ଘାଟନ କରି ଅତ୍ୟନ୍ତ ଖୁସି । ଆମ ସହ ସାମିଲ ହେବାକୁ ବିଦେଶରୁ ଆସିଥିବା ବ୍ୟକ୍ତିମାନଙ୍କୁ ସ୍ୱାଗତ କରୁଛି । ଦିଲ୍ଲୀରେ ଆପଣମାନଙ୍କୁ ସ୍ୱାଗତ ।