"ନରୱେ ପ୍ରଧାନମନ୍ତ୍ରୀ ଏର୍ଣ୍ଣା ସୋଲବର୍ଗଙ୍କ ସହିତ ସଂଯୁକ୍ତ ପ୍ରେସ ବିବୃତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବକ୍ତବ୍ୟ "
January 08th, 12:09 pm
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ନରୱେ ପ୍ରଧାନମନ୍ତ୍ରୀ ଏର୍ଣ୍ଣା ସୋଲବର୍ଗ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ବ୍ୟାପକ ଆଲୋଚନା କରିଛନ୍ତି । ସଂଯୁକ୍ତ ପ୍ରେସ ବିବୃତିରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟାପାର ଏବଂ ନିବେଶ ବଢ଼ାଇବା ,ସନ୍ତୁଳିତ ବିକାଶ ଲକ୍ଷ୍ୟ ଏବଂ ସାମୁଦ୍ରିକ ଅର୍ଥବ୍ୟବସ୍ଥା ସମ୍ପର୍କୀ ପ୍ରସଙ୍ଗ ବିଷୟରେ କଥାବାର୍ତ୍ତା କରିଛନ୍ତି ।ଭାରତ ଓ ନର୍ଡିକ ରାଷ୍ଟ୍ରସମୂହର ଶିଖର ସମ୍ମିଳନୀରେ ମିଳିତ ପ୍ରେସ ବିବୃତି
April 18th, 12:57 pm
ଷ୍ଟକହୋମଠାରେ ଆଜି ସ୍ୱିଡେନ ପ୍ରଧାନମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ଏକ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଡେନମାର୍କର ପ୍ରଧାନମନ୍ତ୍ରୀ ଲାର୍ସ ଲୋକେ ରାସମୁସେନ, ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ଜୁହା ସିପିଲା, ଆଇସଲାଣ୍ଡ ପ୍ରଧାନମନ୍ତ୍ରୀ କାଟ୍ରିନ ଜାକବ୍ସଡୋଟିର, ନରୱେ ପ୍ରଧାନମନ୍ତ୍ରୀ ଏର୍ଣ୍ଣା ସୋଲବର୍ଗ ଏବଂ ସ୍ୱିଡେନ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୱେନ ଯୋଗ ଦେଇଥିଲେ ।Visit of Prime Minister of India to Sweden (16-17 April 2018)
April 17th, 11:12 pm
During PM Modi's visit, India and Sweden hosted an India-Nordic Summit, entitled ‘India-Nordic Summit : Shared Values, Mutual Prosperity’. Prime Ministers of Denmark, Finland, Iceland and Norway attended the Summit. India has substantial economic ties with Nordic countries. Annual India-Nordic trade is about $5.3 billion. The cumulative Nordic FDI into India has been $2.5 billion.କୋରିଆ ରାଷ୍ଟ୍ରପତି, ଇଟାଲୀ ଓ ନରେୱେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀ ନରେନ୍ଦ୍ର ମୋଦୀ
July 08th, 04:03 pm
ଜର୍ମାନୀର ହାମବର୍ଗରେ ଚାଲିଥିବା ଜି-20 ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋରିଆ ରାଷ୍ଟ୍ରପତି ମହାମହିମ ମିଃ ମୁନ୍ ଜେ-ଇନ୍,ଇଟାଲୀ ପ୍ରଧାନମନ୍ତ୍ରୀ ମହାମହିମ ମିଃ. ପାଓଲୋ ଜେନ୍ତୋଲିନି ଏବଂ ନରୱେ ପ୍ରଧାନମନ୍ତ୍ରୀ ମହାମହିମ ମିଃ. ଏର୍ଣ୍ଣା ସୋଲବର୍ଗ ଙ୍କୁ ଭେଟିଥିଲେ । ଉଭୟ ନେତାମାନଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।PM Modi's bilateral meetings on the sidelines of G20 Summit in Hamburg
July 08th, 01:58 pm
PM Narendra Modi held bilateral meetings with world leaders on the sidelines of G20 Summit in Hamburg, Germany.