ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍'ର ଓଡ଼ିଆ ଭାଷାନ୍ତର
October 30th, 11:30 am
ମୋର ପ୍ରିୟ ଦେଶବାସୀଗଣ, ଆମେ ପବିତ୍ର ଛଠ୍ ପର୍ବ ବିଷୟରେ ଆଲୋଚନା କଲୁ । ଭଗବାନ ସୂର୍ଯ୍ୟଙ୍କ ଉପାସନା ବିଷୟରେ ଆଲୋଚନା କଲୁ । ତେବେ ସୂର୍ଯ୍ୟ ଉପାସନା ସହ ଆଜି ତାଙ୍କ ବରଦାନ ସମ୍ପର୍କରେ ମଧ୍ୟ କାହିଁକି ଆଲୋଚନା ନ କରିବା? ସୌରଶକ୍ତି ହେଉଛି ସୂର୍ଯ୍ୟଦେବଙ୍କ ବରଦାନ । ସୌରଶକ୍ତି ଏଭଳି ଗୋଟିଏ ବିଷୟ ଯେଉଁଥିରେ ସମଗ୍ର ବିଶ୍ୱ ଆଜି ନିଜର ଭବିଷ୍ୟତକୁ ଦେଖୁଛି । ଆଉ ଭାରତ ପାଇଁ ତ ସୂର୍ଯ୍ୟଦେବ ଶହ ଶହ ବର୍ଷ ଧରି କେବଳ ଉପାସନା ନୁହେଁ ବରଂ ଜୀବନ ପ୍ରଣାଳୀର କେନ୍ଦ୍ରସ୍ଥଳରେ ରହିଆସିଛନ୍ତି । ଭାରତ ଆଜି ନିଜର ପାରମ୍ପରିକ ଅନୁଭୂତିକୁ ଆଧୁନିକ ବିଜ୍ଞାନ ସହ ଯୋଡ଼ୁଛି । ସେଥିପାଇଁ ଆଜି ଆମେ ସୌରଶକ୍ତିରୁ ବିଜୁଳି ଉତ୍ପାଦନ କରିବାରେ ସବୁଠାରୁ ବଡ଼ ଦେଶମାନଙ୍କ ମଧ୍ୟରେ ସାମିଲ ହୋଇପାରିଛୁ । ସୌରଶକ୍ତିରୁ କିଭଳି ଆମ ଦେଶର ଗରିବ ଓ ମଧ୍ୟବିତ ଶ୍ରେଣୀର ଲୋକଙ୍କ ଜୀବନରେ ପରବର୍ତ୍ତନ ଘଟୁଛି, ତାହା ମଧ୍ୟ ଏକ ଅଧ୍ୟୟନର ବିଷୟ ।ନୂତନ ବିଦ୍ୟୁତ ବିତରଣ ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
July 30th, 12:31 pm
ଆଜିକାର ଏହି କାର୍ଯ୍ୟକ୍ରମ, ଏକବିଂଶ ଶତାବ୍ଦୀର ନୂତନ ଭାରତର ନୂତନ ଲକ୍ଷ୍ୟ ଏବଂ ନୂତନ ସଫଳତାର ହେଉଛି ପ୍ରତୀକ। ସ୍ୱାଧୀନତାର ଏହି ଅମୃତକାଳରେ ଭାରତ, ଆଗାମୀ 25 ବର୍ଷର ଦୃଷ୍ଟିକୋଣକୁ ନେଇ କାର୍ଯ୍ୟ କରିବା ଆରମ୍ଭ କରି ଦେଇଛି। ଆଗାମୀ 25 ବର୍ଷରେ ଭାରତର ପ୍ରଗତିକୁ ଗତି ପ୍ରଦାନ କରିବାରେ ଏହି ଶକ୍ତି କ୍ଷେତ୍ର, ଉର୍ଜ୍ଜା କ୍ଷେତ୍ରର ବହୁତ ବଡ଼ ଭୂମିକା ରହିଛି। ଶକ୍ତି କ୍ଷେତ୍ରର ଦୃଢ଼ତା, ବ୍ୟବସାୟ ସୁଗମତା ପାଇଁ ମଧ୍ୟ ହେଉଛି ଜରୁରୀ ଆଉ ସହଜରେ ସହାବସ୍ଥାନ ପାଇଁ ମଧ୍ୟ ସେତିକି ହିଁ ଗୁରୁତ୍ୱପୂର୍ଣ୍ଣ। ଆମେ ସମସ୍ତେ ଦେଖିଛୁ ଯେ ଏବେ ମୋର ଯେଉଁ ହିତାଧିକାରୀ ସାଥୀମାନଙ୍କ ସହିତ ବାର୍ତାଳାପ ହେଲା, ସେମାନଙ୍କ ଜୀବନରେ ବିଜୁଳି କେତେ ବଡ଼ ପରିବର୍ତନ ଆଣି ପାରିଛି।PM launches Power Sector’s Revamped Distribution Sector Scheme
July 30th, 12:30 pm
PM Modi participated in the Grand Finale marking the culmination of ‘Ujjwal Bharat Ujjwal Bhavishya – Power @2047’. He launched the Revamped Distribution Sector Scheme as well as launched various green energy projects of NTPC. Four different directions were worked together to improve the power system - Generation, Transmission, Distribution and Connection, the PM added.ସଂସଦ ସଦସ୍ୟମାନଙ୍କ ପାଇଁ ଆସନ୍ତା 23 ତାରିଖ ଦିନ ବହୁତଳ ବିଶିଷ୍ଟ କୋଠା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
November 21st, 04:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 23 ତାରିଖ ଦିନ ସଂସଦ ସଦସ୍ୟମାନଙ୍କ ପାଇଁ ନିର୍ମିତ ବହୁତଳ କୋଠାର ଉଦଘାଟନ କରିବେ । ଭିଡିଓ କନଫରେନ୍ସ ଜରିଆରେ ପୂର୍ବାହ୍ନ 11ଟା ବେଳେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।ଇଣ୍ଡିଆ ଏନର୍ଜି ଫୋରମର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 26th, 05:22 pm
ଚଳିତ ବର୍ଷର ବିଷୟବସ୍ତୁ ବିଶେଷ ପ୍ରାସଙ୍ଗିକ। ଏହା ହେଉଛି– “ପରିବର୍ତ୍ତିତ ବିଶ୍ୱରେ ଭାରତର ଇନ୍ଧନ ଭବିଷ୍ୟତ”। ମୁଁ ଆପଣମାନଙ୍କୁ ଆଶ୍ୱାସନା ଦେଇପାରେ : ଭାରତ ଶକ୍ତିରେ ପରିପୂର୍ଣ୍ଣ! ଭାରତର ଇନ୍ଧନ ଭବିଷ୍ୟତ ଉଜ୍ଜ୍ୱଳ ଏବଂ ନିରାପଦ। ମୁଁ କାହିଁକି ଏପରି ଅନୁଭବ କରୁଛି ମୋତେ ବର୍ଣ୍ଣନା କରିବାକୁ ଦିଅନ୍ତୁ ।ଚତୁର୍ଥ ଇଣ୍ଡିଆ ଏନର୍ଜି ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
October 26th, 05:19 pm
ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଚତୁର୍ଥ ଇଣ୍ଡିଆ ଏନର୍ଜି ଫୋରମ ସେରା ସପ୍ତାହରେ ଉଦଘାଟନୀ ଅଭିଭାଷଣ ରଖିଛନ୍ତି। ଚଳିତ ବର୍ଷର ବିଷୟବସ୍ତୁ ରହିଛି “ପରିବର୍ତ୍ତିତ ବିଶ୍ୱରେ ଭାରତର ଇନ୍ଧନ ଭବିଷ୍ୟତ”।ଆଦିତ୍ୟ ବିର୍ଲା ଗ୍ରୁପର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
November 03rd, 11:08 am
ଥାଇଲାଣ୍ଡର ସୁବର୍ଣ୍ଣଭୂମିରେ ଆଦିତ୍ୟ ବିର୍ଲା ଗ୍ରୁପର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଆମେ ସମସ୍ତେ ଏଠାରେ ଏକତ୍ରିତ ହୋଇଛୁ । ଏହା ବାସ୍ତବରେ ଏକ ସ୍ୱତନ୍ତ୍ର ଅବସର । ମୁଁ ଆଦିତ୍ୟ ବିର୍ଲା ଗ୍ରୁପର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଉଛି । ଥାଇଲାଣ୍ଡରେ ଗ୍ରୁପ ପକ୍ଷରୁ କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟ ବିଷୟରେ ଶ୍ରୀ କୁମାର ମଙ୍ଗଲମ ବିର୍ଲା ଏବେ ଯାହା କହିଲେ ଆମେ ଶୁଣିଲୁ । ଏହି ରାଷ୍ଟ୍ରରେ ଏହା ଅନେକଙ୍କ ପାଇଁ ସୁଯୋଗ ଏବଂ ସମୃଦ୍ଧି ଆଣୁଛି ।ଥାଇଲାଣ୍ଡରେ ଆଦିତ୍ୟ ବିର୍ଲା ଗ୍ରୁପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୁଖ୍ୟାଂଶ
November 03rd, 10:32 am
ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତ ବିଭିନ୍ନ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛି । ଏହାର କାରଣ କେବଳ ସରକାର ନୁହନ୍ତି । ଭାରତ ଏକ ଗତାନୁଗତିକ ଅମଲାତାନ୍ତ୍ରିକ ଧାରାରେ କାମ କରିବା ବନ୍ଦ କରିଦେଇଛି । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ଷ ବର୍ଷ ଧରି ଗରିବ ଲୋକମାନଙ୍କ ପାଇଁ ଯେଉଁ ଅର୍ଥ ଖର୍ଚ୍ଚ କରାଯାଉଥିଲା ତାହା ପ୍ରକୃତରେ ସେମାନଙ୍କ ପାଖରେ ପହଂଚୁନଥିଲା । ଡିବିଟିକୁ ଧନ୍ୟବାଦ ଯେ ଆମ ସରକାର ଏହି ସଂସ୍କୃତିକୁ ବନ୍ଦ କରିଦେଲେ । ଡିବିଟିର ଅର୍ଥ ହେଲା ସିଧାସଳଖ ଲାଭାଂଶ ସ୍ଥାନାନ୍ତରଣ । ଡିବିଟି ମଧ୍ୟବର୍ତ୍ତୀ ଲୋକ ଏବଂ ଅକ୍ଷମତାର ସଂସ୍କୃତିକୁ ଶେଷ କରିଦେଇଛି ।ଥାଇଲାଣ୍ଡରେ ଆଦିତ୍ୟ ବିର୍ଲା ସମୂହର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଭାଗନେଲେ ପ୍ରଧାନମନ୍ତ୍ରୀ
November 03rd, 07:51 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲାଣ୍ଡରେ ଆଦିତ୍ୟ ବିର୍ଲା ସମୂହର 50 ବର୍ଷ ପୂରଣ ହେବା ଅବସରରେ ଆୟୋଜିତ ଏକ ସମାରୋହରେ ଭାଗ ନେଇଛନ୍ତି । ଆଦିତ୍ୟ ବିର୍ଲା ସମୂହର ଅଧ୍ୟକ୍ଷ ଶ୍ରୀ କୁମାର ମଙ୍ଗଲମ ବିର୍ଲା ଥାଇଲାଣ୍ଡରେ ସମୂହର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସାମିଲ ହେବାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ ।PM highlights 5 Big Trends for Global Business at Future Investment Initiative Forum in Riyadh!
October 29th, 07:21 pm
PM Modi delivered the keynote address at the Future Investment Initiative Forum in Riyadh, Saudi Arabia. The PM highlighted five major trends as the keys to future prosperity: the impact of technology, the importance of infrastructure, the revolution in human resources, care for the environment and business-friendly governance.ଦରିଦ୍ରତମ ବ୍ୟକ୍ତିଙ୍କୁ ସଶକ୍ତ କରିବା ଓ ସେମାନଙ୍କ ପାଇଁ ଏକ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା ମୋର ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ
October 29th, 07:20 pm
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ସମ୍ବୋଧନରେ କହିଲେ ଯେ ତାଙ୍କର ଲକ୍ଷ୍ୟ ହେଉଛି ଦରିଦ୍ରତମ ବ୍ୟକ୍ତିଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ପାଇଁ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା । ପ୍ରଧାନମନ୍ତ୍ରୀ କହିଲେ ଯେ, ସେ ସବୁବେଳେ ବିଶ୍ୱକୁ ଉନ୍ନତ କରିବାରେ ଭାରତ କିପରି ଭାବେ ଯୋଗଦାନ କରିପାରିବ ସେନେଇ ଚିନ୍ତା କରି ଆସୁଛନ୍ତି । ଭାରତରେ ଚାଲୁଥିବା ଆମର କାର୍ଯ୍ୟକ୍ରମ ସମଗ୍ର ବିଶ୍ୱରେ ଚାଲୁଥିବା ଏପରି କାର୍ଯ୍ୟକ୍ରମକୁ ଅଧିକ ମଜଭୁତ କରିବ । ଉଦାହରଣ ସ୍ୱରୂପ ବିଶ୍ଵରୁ 2030 ସୁଦ୍ଧା ଯକ୍ଷ୍ମା ଦୂର କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଆମର ଲକ୍ଷ୍ୟ ରହିଛି 2025 ସୁଦ୍ଧା ଭାରତକୁ ଯକ୍ଷ୍ମା ମୁକ୍ତ କରିବା । ଭାରତ ଏଥିରେ ସଫଳ ହେଲେ ସମଗ୍ର ବିଶ୍ୱ ଅଧିକ ସୁସ୍ଥ ହେବ ।ଆନ୍ତର୍ଜାତିକ ଶକ୍ତି ମଞ୍ଚର ମନ୍ତ୍ରୀସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
April 11th, 10:50 am
ଏହି ମଞ୍ଚରେ ଏତେ ଅଧିକ ସଂଖ୍ୟାରେ ତୈଳ ଉତ୍ପାଦକ ଏବଂ ଉପଯୋଗୀ ରାଷ୍ଟ୍ରର ଶକ୍ତିମନ୍ତ୍ରୀ, ଆନ୍ତର୍ଜାତିକ ଅନୁଷ୍ଠାନର ମୁଖ୍ୟ ଏବଂ ସିଇଓମାନଙ୍କ ଅଂଶଗ୍ରହଣ କରିଥିବା ଦେଖି ମୁଁ ଆନନ୍ଦିତ ।ଆନ୍ତର୍ଜାତିକ ଖାଉଟି ସୁରକ୍ଷା ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
October 26th, 10:43 am
ଖାଉଟିଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ରଖିବା ହେଉଛି ଏହି ସରକାରଙ୍କ କେତେକ ପ୍ରାଥମିକତା ମଧ୍ୟରୁ ଗୋଟିଏ । ସରକାରଙ୍କ ଏହି ପ୍ରାଥମିକତା ନିଉ ଇଣ୍ଡିଆ ବା ନୂଆ ଭାରତର ସଂକଳ୍ପ ସହ ମଧ୍ୟ ଜଡ଼ିତ ହୋଇଛି । ନିଉ ଇଣ୍ଡିଆ ଯେଉଁଠି ଖାଉଟି ସୁରକ୍ଷାରୁ ଆଗକୁ ଆଗେଇ ଶ୍ରେଷ୍ଠ ଖାଉଟି କାର୍ଯ୍ୟପଦ୍ଧତି ଓ ଖାଉଟି ସମୃଦ୍ଧିର କଥା କୁହାଯିବ ।Knowledge must come from all sides; we must keep our mind open to best practices across the world: PM at Akhil Bharatiya Prachaarya Sammelan
February 12th, 04:38 pm
PM addresses Akhil Bharatiya Prachaarya Sammelan
February 12th, 04:37 pm
Two Groups of Secretaries presents ideas and suggestions to PM
January 15th, 09:48 pm
First Group of Secretaries presents ideas and suggestions to PM
January 12th, 08:36 pm