ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ସେମିକନ୍ ଇଣ୍ଡିଆ ୨୦୨୪ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 11th, 12:00 pm
ସେମିର ସମସ୍ତ ସହଯୋଗୀଙ୍କୁ ମୁଁ ବିଶେଷ ଭାବରେ ସ୍ୱାଗତ ଜଣାଉଛି । ଗ୍ଲୋବାଲ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରି ସହ ଜଡିତ ଏହି ଭବ୍ୟ କାର୍ଯ୍ୟକ୍ରମଆୟୋଜନ କରିବାରେ ଭାରତ ବିଶ୍ୱର ଅଷ୍ଟମ ଦେଶ । ଏବଂ ମୁଁ କହିପାରିବି ଯେ ଭାରତରେ ରହିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଆପଣ ସଠିକ୍ ସମୟରେ, ସଠିକ୍ ସ୍ଥାନରେ ଅଛନ୍ତି । ଏକବିଂଶ ଶତାବ୍ଦୀର ଭାରତରେ ଚିପ୍ସ କେବେ ବି କମିନଥାଏ! ଖାଲି ସେତିକି ନୁହେଁ, ଆଜିର ଭାରତ ବିଶ୍ୱକୁ ଆଶ୍ୱାସନା ଦେଉଛି- ଚିପ୍ସ ଖସିଗଲେ ଆପଣ ଭାରତ ଉପରେ ବାଜି ଲଗାଇପାରିବେ!ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାଠାରେ ସେମିକନ୍ ଇଣ୍ଡିଆ ୨୦୨୪କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 11th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଗ୍ରେଟର ନୋଏଡାସ୍ଥିତ ଇଣ୍ଡିଆ ଏକ୍ସପୋ ମାର୍ଟରେ ସେମିକନ୍ ଇଣ୍ଡିଆ ୨୦୨୪କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ଶ୍ରୀ ମୋଦୀ ବୁଲି ଦେଖିଥିଲେ। ସେପ୍ଟେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀରେ ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତି ପ୍ରଦର୍ଶିତ ହୋଇଛି, ଯେଉଁଥିରେ ଭାରତକୁ ସେମିକଣ୍ଡକ୍ଟର ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି।Cabinet approves one more semiconductor unit under India Semiconductor Mission (ISM)
September 02nd, 03:32 pm
The Union Cabinet, led by Prime Minister Narendra Modi, has approved the establishment of another semiconductor unit under the India Semiconductor Mission. This new facility, to be set up in Sanand, Gujarat by Kaynes Semicon Pvt Ltd, involves an investment of ₹3,300 crore and will produce 60 lakh chips daily.ଲକ୍ଷ୍ନୌରେ ଉତ୍ତର ପ୍ରଦେଶ ବୈଶ୍ୱିକ ନିବେଶକ ସମ୍ମିଳନୀର ଚତୁର୍ଥ ଭୂମିପୂଜନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 19th, 03:00 pm
ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ସଶକ୍ତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଦେଶର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଜୀ, ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ, ବିଧାନସଭାର ବାଚସ୍ପତି, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଦେଶ ବିଦେଶରୁ ଏଠାକୁ ଆସିଥିବା ଉଦ୍ୟୋଗ କ୍ଷେତ୍ରର ସମସ୍ତ ପ୍ରତିନିଧି ଏବଂ ମୋ ପରିବାର ସଦସ୍ୟ ।ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବିକଶିତ ଭାରତ ବିକଶିତ ଉତ୍ତର ପ୍ରଦେଶ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
February 19th, 02:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌରେ ବିକଶିତ ଭାରତ ବିକଶିତ ଉତ୍ତର ପ୍ରଦେଶ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଫେବୃଆରୀ ୨୦୨୩ ରେ ଅନୁଷ୍ଠିତ ୟୁପି ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍ ୨୦୨୩ ର ଚତୁର୍ଥ ଶିଳାନ୍ୟାସ ସମାରୋହରେ ସେ ସମଗ୍ର ଉତ୍ତରପ୍ରଦେଶରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୪୦୦୦ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଉତ୍ପାଦନ, ନବୀକରଣଯୋଗ୍ୟ ଶକ୍ତି, ଆଇଟି ଓ ଆଇଟିଇଏସ୍, ଖାଦ୍ୟ ପ୍ରକ୍ରିୟାକରଣ, ହାଉସିଂ ଆଣ୍ଡ ରିଅଲ୍ ଇଷ୍ଟେଟ୍, ଆତିଥ୍ୟ ଓ ମନୋରଞ୍ଜନ ଏବଂ ଶିକ୍ଷା ଆଦି କ୍ଷେତ୍ରରେ ଏହି ପ୍ରକଳ୍ପ ଗୁଡ଼ିକ ରହିଛି।କଂଗ୍ରେସ ଆମର ବୀର ଯବାନଙ୍କ ଅପମାନ କରିଛନ୍ତି ,ସେମାନେ କୃଷକମାନଙ୍କ ପ୍ରତି ସମ୍ବେଦନଶୀଳ ନାହାନ୍ତି :ପ୍ରଧାନମନ୍ତ୍ରୀ ମୋଦୀ
May 03rd, 01:17 pm
କର୍ଣ୍ଣାଟକର କଲବୁର୍ଗୀ ରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ରାଜ୍ୟରେ ନିର୍ବାଚନ କର୍ଣ୍ଣାଟକର ଭବିଷ୍ୟତ ନିର୍ଣ୍ଣୟ କରିବାକୁ ଯାଉଛି । '' ଏହା ମହିଳାଙ୍କ ସୁରକ୍ଷା ଏବଂ କୃଷକମାନଙ୍କ ହିତ ବିଷୟରେ । ମାନିନିଅନ୍ତୁ ,ଏହା କେବଳ ବିଧାୟମାନଙ୍କୁ ଚୟନ କରିବା ବିଷୟରେ ନାହିଁ ,ଏହା ତାହା ଉର୍ଦ୍ଧରେ ବୋଲି ପ୍ରଧାନମନ୍ତ୍ରୀ କହିଲେ ।I left my home, family & whatever I had to serve the Nation: PM Modi
November 13th, 11:52 am
Prime Minister Narendra Modi inaugurated several development projects in Goa. Speaking at the event, PM Modi saluted people of the country for supporting the Government’s demonetization drive. He appreciated the enthusiasm with which people have been exchanging and withdrawing currency from banks. PM also said that this decision was in the Nation’s interest and urged people to cooperate and follow guidelines set by the Government and banks.ଗୋଆରେ ବିଭିନ୍ନ ବିକାଶ ପ୍ରକଳ୍ପର ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ
November 13th, 11:51 am
PM Modi today unveiled plaques to mark the foundation stone laying of Mopa Airport, and an Electronic City at Tuam, during a function at the Shyama Prasad Mukherjee Stadium in Goa. During his address PM Modi applauded Manohar Parrikar for taking Goa to new heights of progress. Shri Modi also lauded the people of Goa for making Goa Number 1 among the smaller states. PM Modi talked about Govt’s fight against black money and steps towards it. PM talked about the demonetization move of the Govt . PM also talked about various other steps taken in this regard.