ଇଦ-ଉଲ-ଫିତର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

April 22nd, 09:56 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଇଦ-ଉଲ-ଫିତର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଇଦ୍‌-ଉଲ୍‌-ଫିତର ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

May 02nd, 09:39 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଦ୍‌-ଉଲ୍‌-ଫିତରର ଶୁଭ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଦେଶବାସୀଙ୍କୁ ଇଦ୍-ଉଲ-ଫିତରର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

May 14th, 09:44 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଇଦ୍-ଉଲ-ଫିତର ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

Phone call between Prime Minister Shri Narendra Modi and His Highness Sheikh Tamim Bin Hamad Al-Thani, Amir of the State of Qatar

May 26th, 08:04 pm

PM Narendra Modi spoke to HH Sheikh Tamim Bin Hamad Al-Thani, Amir of the State of Qatar. The PM highlighted attention being paid by Indian authorities to avoid any disruption in the supply of essential goods from India to Qatar during the present situation.

Telephone conversation between PM and Crown Prince of Abu Dhabi

May 25th, 07:54 pm

In a telephonic conversation with HH Sheikh Mohamed bin Zayed Al Nahyan, Crown Prince of Abu Dhabi, Prime Minister Modi conveyed Eid greetings. The leaders expressed satisfaction about the effective cooperation between the two countries during the COVID-19 pandemic situation.

Phone call between Prime Minister Shri Narendra Modi and H.E. Sheikh Hasina, Prime Minister of the People's Republic of Bangladesh

May 25th, 07:32 pm

PM Modi spoke to PM Sheikh Hasina of Bangladesh. They discussed COVID pandemic situation and the ongoing collaboration between the two countries in this regard. The leaders also leaders shared their assessment of the damage caused by Cyclone Amphan in both countries.

PM greets nation on Eid-ul-Fitr

May 25th, 09:04 am

The Prime Minister, Shri Narendra Modi has greeted the nation on the occasion of Eid-ul-Fitr.

ଇଦ ଅବସରରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

June 05th, 10:17 am

ଇଦ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଇଣ୍ଡୋନେସିଆରେ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

May 30th, 02:25 pm

ମୁଁ ଇଣ୍ଡୋନେସିଆର ଜନସାଧାରଣ, ଆପଣମାନଙ୍କୁ ସମସ୍ତଙ୍କୁ ଏବଂ ବିଶେଷ କରି ରାଷ୍ଟ୍ରପତି ୱିଡ଼ୋଡ଼ୋଙ୍କୁ ମୋର କୃତଜ୍ଞତା ଜ୍ଞାପନ କରୁଛି ଯେଉଁମାନେ ଏହି ପବିତ୍ର ରମଜାନ ମାସରେ ମୋତେ ସ୍ୱାଗତ କରିଛନ୍ତି । ଆଜି ସକାଳେ ମୋତେ ଇଣ୍ଡୋନେସିଆର ବିବିଧତାର ଝଲକ ବି ଦେଖିବାର ସୁଯୋଗ ମୁଁ ପାଇଛି । ବିଭିନ୍ନ ରକମର ପୋଷାକ ପରିଧାନ କରି ନାଗରିକମାନେ, ଶିଶୁମାନେ ମୋତେ ସ୍ୱାଗତ କରିଥିଲେ । ସେହି ଭବ୍ୟ ଅଭ୍ୟର୍ଥନା ମୋର ହୃଦୟକୁ ଛୁଇଁଛି ।

ଜାକର୍ତ୍ତାରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

May 30th, 02:21 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାକର୍ତ୍ତାଠାରେ ପ୍ରବାସୀ ଭାରତୀୟମାନଙ୍କୁ ଉଦବୋଧନ ଦେଇଛନ୍ତି ।

ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ସହଯୋଗ ଲାଗି ଭାରତ-ଇଣ୍ଡୋନେସିଆର ମିଳିତ ସଂକଳ୍ପ

May 30th, 02:20 pm

ଭାରତର ପ୍ରଧାନମନ୍ତ୍ରୀଙ୍କର 29-30 ମେ’ 2018ରେ ଇଣ୍ଡୋନେସିଆ ସାଧାରଣତନ୍ତ୍ରକୁ ଗସ୍ତ ଅବସରରେ ଇଣ୍ଡୋନେସିଆ ରାଷ୍ଟ୍ରପତି ମହାମହିମ ମିଃ. ଜୋକୋ ୱିଡୋଡୋ ଏବଂ ମହାମହିମ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଦୁଇ ଦେଶ ସାମୁଦ୍ରିକ ସହଯୋଗ ଲାଗି ମିଳିତ ସଂକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ ।

ଇଣ୍ଡୋନେସିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବିବୃତି

May 30th, 10:50 am

ଏହି ମହାନ ଏବଂ ସୁନ୍ଦର ଦେଶକୁ ଏହା ମୋର ପ୍ରଥମ ଯାତ୍ରା । ମୁଁ ସର୍ବପ୍ରଥମେ ଏହି ଯାତ୍ରାର ଚମତ୍କାର ବ୍ୟବସ୍ଥା କରିବା ଏବଂ ଉଦାରତାର ସହିତ ମୋର ଆତିଥ୍ୟ ସତ୍କାର କରିବା ଲାଗି ରାଷ୍ଟ୍ରପତି ୱିଡୋଡୋଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି । ଇଣ୍ଡୋନେସିଆର ବିବିଧତାକୁ ପ୍ରଦର୍ଶନ କରି, ନାଗରିକ ଏବଂ ଛୋଟ ଛୋଟ ଶିଶୁମାନେ ଯେପରି ଜାତୀୟ ପୋଷାକରେ ମୋର ସ୍ୱାଗତ କଲେ, ତାହା ବିଶେଷ କରି ମୋର ମନକୁ ଛୁଇଁଗଲା, ରାଷ୍ଟ୍ରପତି ମହୋଦୟଙ୍କ ଦୂରଦର୍ଶିତା ଲାଗି ତାଙ୍କର ଦୂରଦର୍ଶୀ ନେତୃତ୍ୱ ଲାଗି ଏବଂ ଆମ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଲାଗି ସେମାନଙ୍କ ବ୍ୟକ୍ତିଗତ ପ୍ରତିବଦ୍ଧତା ପ୍ରତି ମୋ ମନରେ ଗଭୀର ଆଦର ରହିଛି ।

ଇଦ-ଉଲ-ଫିତର ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

June 26th, 12:01 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଦ-ଉଲ-ଫିତର ଉପଲକ୍ଷେ ଶୁଭକାମନା ଜଣାଇଛନ୍ତି ।“ଇଦ-ଉଲ-ଫିତରର ଶୁଭେଚ୍ଛା! ଆମ ସମାଜରେ ଏହି ପବିତ୍ର ଦିବସ ଶାନ୍ତି ଓ ଭ୍ରାତୃତ୍ଵଭାବର ଉତ୍ସାହ ତଥା ଭାବନାକୁ ବୃଦ୍ଧି କରିବ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆକାଶବାଣୀରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ କାର୍ଯ୍ୟକ୍ରମ, 25.06.2017

June 25th, 12:21 pm

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଋତୁ ବଦଳୁଛି । ଏଥର ଗରମ ବି ଖୁବ୍ ପଡ଼ିଲା । କିନ୍ତୁ ଭଲ କଥା ଯେ, ବର୍ଷାଋତୁ ଠିକ୍ ସମୟରେ ନିଜ ପାଦ ଚିହ୍ନ ପକାଇ ଆଗେଇ ଚାଲିଛି । ଦେଶର ଅନେକ ଅଂଚଳରେ ଭଲ ବର୍ଷା ହୋଇଥିବା ଯୋଗୁଁ ପାଗ ବେଶ୍ ଭଲ ରହିଛି । ଗତି କିଛି ଦିନ ଧରି ବର୍ଷା ପରେ ବହୁଥିବା ଥଣ୍ଡା ପବନ ଯୋଗୁ ଆରାମ ଲାଗୁଛି । ଆମେ ସମସ୍ତେ ଜାଣିଛୁ ଯେ, ଜୀବନରେ ଯେତେ କର୍ମ ଚଞ୍ଚଳତା ଥାଉ, ଯେତେ ମାନସିକ ଚାପ ଥାଉ, ତାହା ବ୍ୟକ୍ତିଗତ କିମ୍ବା ସାର୍ବଜନୀନ ଜୀବନରେ ହେଉ, ବର୍ଷାର ଆଗମନ ମନର ସ୍ଥିତିକୁ ବଦଳାଇ ଦିଏ ।